ସାରା ବିଶ୍ୱରେ କାୟା ମେଲାଉଛି କରୋନା, ଏପର୍ଯ୍ୟନ୍ତ ମୋଟ ୧୩ହଜାର ୫୪ଜଣଙ୍କ ମୁଣ୍ଡ ନେଲାଣି ଏହି ଭାଇରସ୍‌

ସାରା ବିଶ୍ୱରେ କାୟା ମେଲାଉଛି କରୋନା ଭାଇରସ୍‌। ଏପର୍ଯ୍ୟନ୍ତ ମୋଟ ୧୩ହଜାର ୫୪ଜଣଙ୍କ ମୁଣ୍ଡ ନେଲାଣି ଭାଇରସ୍‌। ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭ହଜାର ୭୨୦ରେ ପହଞ୍ଚିଛି। ୯୫ହଜାର ୭୯୭ଜଣ ସୁସ୍ଥ ହୋଇ ଫେରିଛନ୍ତି। ଇଟାଲୀରେ ବର୍ତ୍ତମାନ ସୁଦ୍ଧ ୫୩ ହଜାର ୫୭୮ ଜଣ ଆକ୍ରାନ୍ତ ହୋଇଛନ୍ତି ।…

ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ୍) : ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା ହେବା ସମୟରେ ପବନ ଘଣ୍ଟାକୁ ୪୫ରୁ ୫୫ କିମି ମଧ୍ୟରେ ବହୁଥିଲା। ଆଜିଠାରୁ ମଧ୍ୟ କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ…

ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରୁଛନ୍ତି କି, ତେବେ ଯାତ୍ରା ସମୟରେ ଏହାକୁ ଧ୍ୟାନରେ ରଖନ୍ତୁ ନିଶ୍ଚୟ

ସାରା ଦୁନିଆରେ ଏବେ ଗୋଟିଏ ଚର୍ଚ୍ଚା ତାହା ହେଉଛି କରୋନା। ଏହି ମହାମାରୀ କରୋନା ଭାଇରସ ପାଇଁ ଏବେ ସାରା ଦୁନିଆ ଭୟଭୀତ ଅବସ୍ଥାରେ ଅଛନ୍ତି। ପୂରା ଦୁନିଆରେ କରୋନା ଭାଇରସର ପ୍ରକୋପକୁ ଦେଖି ଲୋକଙ୍କର ଚିନ୍ତା ବଢ଼ିଯାଇଛି। ଦେଶରେ ମଧ୍ୟ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ…

କେବେବି ଖାଇନଥିବେ ଏମିତି ଲେମ୍ବୁ ଚଟଣୀ, ଥରେ ବନାଇ ଚାଖନ୍ତୁ ସ୍ୱାଦ

ଭାରତୀୟ ମାନେ ଖାଦ୍ୟରେ ଆଚାର କିମ୍ବା ଚଟଣୀ ଖାଇବାକୁ ପସନ୍ଦ କରନ୍ତି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଲେମ୍ବୁ ଚଟଣୀ ବନାଇବା ରେସିପି ବିଷୟରେ ଜଣାଇବୁ, ଯାହାକୁ ନିୟମିତ ଭାବରେ ଖାଇପାରିବେ। ଭିଟାମିନ୍‌ ସି ଯୁକ୍ତ ଏହି ଚଟଣୀ ଆପଣଙ୍କୁ ଫ୍ରେସନେସ୍‌ ଫିଲ୍‌ କରାଇବ। ତେବେ ଆସନ୍ତୁ ଜାଣିବା…

ଏବେ ହସପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଥଣ୍ଡା-ଜ୍ୱର ରୋଗୀଙ୍କର ହେବ କରୋନା ଟେଷ୍ଟ

ଦେଶରେ ଏବେ ପର୍ଯ୍ୟନ୍ତ କରୋନାରେ ୨୭୧ ମାମଲା ସାମ୍ନାକୁ ଆସିସାରିଲାଣି। କରୋନାର ବଢ଼ୁଥିବା ମାମଲାକୁ ଦେଖି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏହି ଭାଇରସ ସହିତ ମୁକାବିଲା କରିବାର ଯୋଜନାରେ ପରିବର୍ତ୍ତନ କରିଛନ୍ତି। ଏହି ମୁକାବିଲାରେ ଆଇସିଏମଆର ସଂଶୋଧନ କରି କହିଛନ୍ତି…

କରୋନାଭାଇରସକୁ ନେଇ IRCTC କଲା ଆଲର୍ଟ, ଏବେ ଆଉ ଟ୍ରେନରେ ମିଳିବନାହିଁ ଚା, ଟିଫିନ୍‌ ଏବଂ ଖାଦ୍ୟ

ଟ୍ରେନରେ ଏବେ ଆଉ ଯାତ୍ରୀଙ୍କୁ ଚା, ଟିଫିନ୍‌ ଏବଂ ଖାଦ୍ୟ ମିଳିବନାହିଁ। ଷ୍ଟେସନରେ ଫୁଡ୍‌ ପ୍ଲାଜା, ରିଫ୍ରେସମେଣ୍ଟ, ସେଲ କିଚେନ ଏବଂ ଜନ ଆହାରକୁ ମଧ୍ୟ ବନ୍ଦ କରାଯିବ। କରୋନା ଭାଇରସ୍‌ କାରଣରୁ ବଢ଼ୁଥିବା ସଂକ୍ରମଣକୁ ଦେଖି ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ…

କରେନା ପାଇଁ ବନ୍ଦ ହେଲା ଜିମ୍‌, କିନ୍ତୁ ଲୋକମାନେ ଏବେ ରାସ୍ତା ଉପରେ କଲେଣି ଓ୍ଵାର୍କଆଉଟ୍‌

କରୋନା ଭାଇରସ ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି। ତେବେ ଏହି ଭୟଙ୍କର ସଂକ୍ରମଣକୁ ରୋକିବା ପାଇଁ ସରକାର ଲୋକଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି। ଏହିକାରଣରୁ ସରକାର ସ୍କୁଲ, କଲେଜ, ସପିଂ ମଲ ଏବଂ ଜିମ୍‌ ଆଦି ବନ୍ଦ କରିଦେଇଛନ୍ତି। ଏମିତିରେ ସାରା ଦୁନିଆର ଲୋକେ ଘରେ ର୍ହି…

ରାଜଧାନୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା, ବିଦ୍ୟୁତ ସେବା ଠପ୍‌

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବେଗରେ ପବନ ବହିବା ସହିତ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଘଣ୍ଟାକୁ ୪୫ରୁ ୫୫ କିମି…

ବଲିଉଡରେ ବି କରୋନା ଭୟ, ଜାଣନ୍ତୁ କେଉଁ କଳାକାର ନିଜକୁ ରଖିଛନ୍ତି ଆଇସୋଲେଟରେ ଓ କରୋନାକୁ ନେଇ କେଉଁମାନେ କଣ କରିଛନ୍ତି…

କରୋନା ଭାଇରସ୍‌ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି। ଏହି ଭାଇରସ୍‌ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି। ବିଶ୍ୱର ସବୁ ଲୋକ ଏହି ଭାଇରସ୍‌ କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁତ ସର୍ତକତାରେ ରହୁଛନ୍ତି। ଏହି…

ପଡିଆରେ ଖେଳୁଥିଲେ ପିଲାମାନେ ହଠାତ୍‌ ଆକ୍ରମଣ କଲା ଚିତାବାଘ, ତାପରେ କଣ ହେଲା ଦେଖନ୍ତୁ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ପଶୁ-ପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ଆଉ ଏହି ଭିଡିଓ ସବୁକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। କିନ୍ତୁ ଏଥର ଯେଉଁ ଭିଡିଓ ଭାଇରାଲ ହେଉଛି ତାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଏକ ଚିତାବାଘ ଦୁଇ ଜଣ ଲୋକଙ୍କ…

ପାଟି ରୁ ଛାଡିବନି ସ୍ୱାଦ, ଯଦି ଖାଇବେ ‘ରାଜସ୍ଥାନୀ ମସଲା ବାଟୀ’

ଆପଣ ଏବେ ବାହାର ଜିନିଷ ଖାଇବା ଉଚିତ ନୁହେଁ। କାହିଁକିନା ଏବେ ଯେମିତି ଚାରିଆଡେ କରୋନା ଭୟ ବ୍ୟାପିଛି ଏବେ ଆପଣଙ୍କୁ ବାହାରୁ କିଣି ଖାଇବା ଉଚିତ ନୁହେଁ। ଆପଣଙ୍କ ପାଇଁ ଭଲ ହେବ ଆପଣ ଘରେ କିଛି ସ୍ନାକ୍ସ ଆଇଟମ୍‌ ବନାଇବା। ଏଥିପାଇଁ ଆଜି ଆମେ ଆପଣଙ୍କ ପାଈଁ ନେଇ ଆସିଛୁ ଖାସ୍‌ ରାଜସ୍ଥାନୀ ଫେମସ…

ଜୀବନର ପ୍ରଥମ କେସକୁ ମାଗଣାରେ ଲଢ଼ିଲେ, ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ସହ ୧୦୦ କୋଟି ଜନତାଙ୍କ ପ୍ରିୟ ଭାଜନ ହେଲେ ଏହି…

ଆଜି ସକାଳ ସମସ୍ତଙ୍କ ପାଇଁ ଏକ ନୂଆ ଆଶାର କିରଣ ଆଣିଛି। ଦୀର୍ଘ ୭ ବର୍ଷର ସଂଘର୍ଷ ପରେ ଆଜି ଅର୍ଥାତ ଶୁକ୍ରବାର ମିଳିଲା ନ୍ୟାୟ। କିନ୍ତୁ ଏହି ନ୍ୟାୟ ପାଇଁ ପୂରା ଦେଶ ଆଜି ଖୁସି। ଦିଲ୍ଲୀ ଗଣଦୁଷ୍କର୍ମ ମାମାଲାର ଚାରି ଦୋଷୀଙ୍କୁ ଆଜି ସକାଳ ୫.୩୦ରେ ଫାଶୀ ଦିଆଯାଇଛି। ଚାରି ଜଣ ନରରାକ୍ଷସଙ୍କୁ…