Below header

ଆଜି ସକାଳ ୯ ଟାରେ ଦୂରଦର୍ଶନରେ ପ୍ରସାରିତ ହେବନାହିଁ ରାମାୟଣ, ଜାଣନ୍ତୁ କାହିଁକି

ମୁମ୍ବାଇ : କାରୋନା ଭାଇରସ କାରଣରୁ ୨୧ ଦିନର ଲକଡାଉନ ଘୋଷଣା କରାଯାଇଛି। ଲୋକମାନେ ଘରେ ବୋର ନହେବା ପାଇଁ ଟିଭିରେ ରାମନନ୍ଦ ସାଗରଙ୍କ ରାମାୟଣର ପ୍ରସାରଣ ପୁନର୍ବାର କରାଯାଇଛି। ରାମାୟଣ ଦେଖି ଲୋକଙ୍କ ଠାରେ ଆଧ୍ୟାତ୍ମିକ ଭାବନା ମଧ୍ୟ ଆସୁଛି। ଏହାକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।…

ମୃତ୍ୟୁର ତାଣ୍ଡବ କରୁଛି କାରୋନା, ଦେଶରେ ଦୁଇ ହଜାର ଏବଂ ବିଶ୍ୱରେ ୧୦ ଲକ୍ଷରୁ ଅଧିକ ଟପିଲା କାରୋନା ଆକ୍ରାନ୍ତଙ୍କ…

କାରୋନା ଭାଇରସର ପ୍ରକୋପ ଦେଶରେ ଲଗାତାର ବଢ଼ିବାରେ ଲାଗିଛି। ଏହି ମହାମାରୀ ଭାଇରସ ଧୀରେ ଧୀରେ ତାର କାୟା ବିସ୍ତାର କରିଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ଅନୁଯାୟୀ କାଲି ଠାରୁ ଆଜି ଭିତରେ ୩୨୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୧୨ଟି ନୂଆ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି।…

୨୧ ଦିନର ଲକଡାଉନ ପରେ କିଛି ନୂଆ ଘୋଷଣା କରିପାରନ୍ତି ମୋଦି, ଆଜି ସକାଳ ୯ଟାରେ ଦେବେ ଭିଡିଓ ବାର୍ତ୍ତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଜଣାଇଛନ୍ତି ସେ ଆଜି ସକାଳ ୯ଟାରେ ଦେଶବାସୀଙ୍କ ପାଇଁ ଏକ ଭିଡିଓ ସନ୍ଦେଶ ସେୟାର କରିବେ। ଅନୁମାନ କରାଯାଉଛି ଯେ ଏହି ଭିଡିଓ ସଂଦେଶ ଦେଶରେ ବଢୁଥିବା କାରୋନା ଭାଇରସକୁ ନେଇ ହୋଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଧାନମନ୍ତ୍ରୀ ପୂର୍ବରୁ ହିଁ ଦେଶର…

କାରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି ସାଂସଦ ପ୍ରମିଳା ବିଶୋଇ

(କେନ୍ୟୁଜ) : ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର ଭାଇରସରେ ଓଡ଼ିଶାର…

ହଠାତ ଜଙ୍ଗଲରେ ମୁହାଁମୁହିଁ ହେଲେ ଦୁଇ ଲଢୁଆ ବାଘ, ସେମାନଙ୍କର ଗର୍ଜନ ଶୁଣି ଚିତ୍କାର କରିବେ ଆପଣ

ଭାରତୀୟ ବନ ସେବା ଅଧିକାରୀ ଏକ ଭିଡିଓ ସେୟାର କରିଛନ୍ତି ଯାହା ଲୋକଙ୍କୁ ଖୁବ ପସନ୍ଦ ଆସୁଛି। ସୋସିଆଲ ମିଡିଆରେ ଏମିତି ସବୁ ଭିଡିଓ ସେୟାର କରାଯାଉଛି ଯାହା ଲୋକଙ୍କ ପାଇଁ ରୋମାଂଚକ ହେବା ସହିତ ପସନ୍ଦ ମଧ୍ୟ ଆସୁଛି। ଆପଣ କେବେ ବାଘ ଲଢ଼େଇ ଦେଖିଛନ୍ତି? ଆପଣ ନିହାତି କହିବେ ନା, କାହିଁକିନା ଏହା…

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ, ଜଲଦି ଶେଷ କରନ୍ତୁ କାମ

ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ରହିଯାଇଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଏମିତି ଏଥିପାଇଁ କାରଣ ଭରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଏପ୍ରିଲରେ ବ୍ୟାଙ୍କ ଗୋଟେ କିମ୍ବା ଦୁଇ ଦିନ ନୁହେଁ ବରଂ ୧୪ ଦିନ…

୧୫ ଏପ୍ରିଲରୁ ଆରମ୍ଭ ହୋଇପାରେ ରେଳଯାତ୍ରା

କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ସରକାର ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି। ପୂର୍ବରୁ ଏହା ଶୁଣିବାକୁ ମିଳୁଥିଲା ଯେ ରେଲୱେ ଲକଡାଉନ ଅବଧି ପରେ ରିଜର୍ଭେସନ୍‌ ଆରମ୍ଭ କରିବ। କିନ୍ତୁ ରେଳ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିଛନ୍ତି ଯେ ୧୪ ଏପ୍ରିଲ ପରର ଯାତ୍ରାକୁ କେବେବି ସ୍ଥଗିତ…

କାରୋନା ଭାଇରସ : ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ହେଲେ କଥା, କହିଲେ- ମିଶିକି ଲଢ଼ିବା

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଗୁରୁବାର କାରୋନା ଭାଇରସ ସଂକଟକୁ ନେଇ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫେରେନ୍ସିଂ ଜରୀଆରେ ଏହି ମହାମାରିକୁ ରୋକିବାର ଉପାୟ ବିଷୟରର ଚର୍ଚ୍ଚା କରିଛନ୍ତି।…

5ଜି ସପୋର୍ଟ ସହିତ ଲଞ୍ଚ ହେଲା ଭିଭୋର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ Vivo S6 5G, ଜାଣନ୍ତୁ କଣ ରହିଛି ଖାସ ଫିଚର୍ସ

ଭିଭୋ ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ Vivo S6 5Gକୁ ଶେଷରେ ଚାଇନାରେ ଲଞ୍ଚ କରିଛି। ୟୁଜର୍ସ ଏହି ଫୋନରେ ଲାଟେଷ୍ଟ ବ୍ୟାଟେରୀ, ପ୍ରୋସେସର ଏବଂ ଚାରି କ୍ୟାମେରା ପାଇବେ। ଏହାଛଡା ଏହି ଫୋନକୁ ୟୁଜର୍ସ ବ୍ଲାକ, ହ୍ଵାଇଟ ଏବଂ ବ୍ଲୁ କଲର ଅପ୍ସନ ସହିତ କିଣିପାରିବେ। କିନ୍ତୁ କମ୍ପାନୀ ଭାରତରେ…

ଡ୍ୟୁଟିରୁ ଫେରୁଥିବା ଡାକ୍ତରଙ୍କୁ ପୋଲିସ ମାରିଲା ମାଡ, ଆଇକାର୍ଡ଼ ଦେଖାଇବାରୁ ଆହୁରି ଜୋରରେ ପିଟିଲେ ପୋଲିସକର୍ମୀ

ଲକଡାଉନ ସମୟରେ କାର୍ଯ୍ୟରତ ଥିବା ଗୁରୁଗ୍ରାମ ପୋଲିସର ଅମାନବୀୟ ଚେହେରା ଏବେ ସମସ୍ତଙ୍କୁ ସମ୍ନାକୁ ଆସିଛି। ଦେଶର ଏହି ଆପତକାଳୀନ ପରିସ୍ଥିତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ଡାକ୍ତରଙ୍କ ସହିତ ପୋଲିସମାନେ ଯାହା କରିଛନ୍ତି ତାହା ଆପଣ ଜାଣିଲେ କ୍ରୋଧିତ ହୋଇଯିବା ସହିତ ନିନ୍ଦା ମଧ୍ୟ କରିବେ।…

କରୋନା ପାଇଁ ମଦ ଦୋକାନ ବନ୍ଦ, ସେପଟେ ନିଆଳି ଅଂଚଳରେ ଚୋରାରେ ଚାଲିଛି ମଦର ବନ୍ୟା 

ନିଆଳି (କେନ୍ୟୁଜ୍‌) : କରୋନା ପାଇଁ ବିଶ୍ୱ ସମୁଦାୟ ଏବେ ଚିନ୍ତାରେ । ପ୍ରତି ମୂହୃର୍ତରେ କରୋନା ସଂକ୍ରମଣକାରୀ ସଂଖ୍ୟା ଏବଂ ମୃତ୍ୟଙ୍କ ଲମ୍ବା ତାଲିକା ବଢ଼ିବାରେ ଲାଗିଛି । ଏପରିସ୍ଥଳରେ ସରକାର ନିତ୍ୟାବଶ୍ୟକ ସାମଗ୍ରୀ ଛାଡ଼ିଦେଲେ ସବୁ ବନ୍ଦ କରିଦେଇଛନ୍ତି । କିନ୍ତୁ କଟକ ଜିଲ୍ଲା…

ମାତ୍ର କିଛି ମିନିଟରେ ପ୍ରସ୍ତୁତ କରନ୍ତୁ ବେଙ୍ଗୋଲି ଷ୍ଟାଇଲ ଆଳୁ ପୋସ୍ତ

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି। ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର…