Below header

ଲକଡାଉନ ପରେ ମାଗଣାରେ ମିଳିବ ହେଲମେଟ ! ସରକାରଙ୍କ ଏହି ନିଷ୍ପତ୍ତିରେ ଲୋକଙ୍କୁ ମିଳିବ ଆସ୍ୱସ୍ତି

ଦେଶବ୍ୟାପୀ ଲକଡାଉନରେ ସରକାର ଲୋକଙ୍କୁ ଆସ୍ୱସ୍ତି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏମିତି ଅନେକ ନିଷ୍ପତ୍ତି ଥିଲା ଯାହାର ସମୟସୀମା ୩୧ ମାର୍ଚ୍ଚ ଥିଲା ଯାହାକୁ ସରକାର ଏବେ ବଢ଼ାଇ ଦେଇଛନ୍ତି। ଏମିତିରେ ଲୋକଙ୍କୁ ସେମାନଙ୍କ ବକେୟା କାମ କରିବାକୁ ୨ ରୁ ୩ ମାସ ସମୟ ମିଳିପାରିବ। ଆଉ ଏବେ…

ICICI Bank ଆରମ୍ଭ କଲା ନୂଆ ସର୍ଭିସ, ଗ୍ରାହକ ହ୍ଵାଟ୍ସଆପରେ ହିଁ ପାଇପାରିବେ ଏହି ଜରୁରୀ ବ୍ୟାକିଂ ସେବା

ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ସୋମବାର ଏକ ନୂଆ ପ୍ରକାରର ବ୍ୟାକିଙ୍ଗ ସର୍ଭିସ ଆରମ୍ଭ କରିଛି। ବ୍ୟାଙ୍କ ନିଜର ଗ୍ରାହକଙ୍କୁ ହ୍ଵାଟ୍ସଆପରେ ବ୍ୟାକିଂ ସେବା ଦେବାକୁ ଯାଉଛି। କାରୋନା ଭାଇରସ ଲକଡାଉନରେ ଯେପରି ଗ୍ରାହକଙ୍କୁ ଘରେ ହିଁ ସମସ୍ତ ବ୍ୟାକିଂ ସେବା ମିଳିପାରିବ ସେଥିପାଇଁ ବ୍ୟାଙ୍କ…

ଗାଡି ଚାଳକଙ୍କ ପାଇଁ ଖୁସି ଖବର : ଜୁନ ୩୦ ଯାଏଁ ଘୁଂଚିଲା ଡିଏଲ, ପରମିଟ ଓ ଫିଟନେସ୍ ନବୀକରଣ ଅବଧି

କାରୋନା ଭାଇରସ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ଥିବାବେଳେ ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଗାଡି ଚାଳକଙ୍କୁ ଆସ୍ୱସ୍ତି ଦେଇଛନ୍ତି ସରକାର। କାରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାର ସେହି ଗାଡି ମାଲିକଙ୍କୁ ଆସ୍ୱସ୍ତି ଦେଇଛନ୍ତି ଯେଉଁମାନଙ୍କର ଗାଡି…

ଲକଡାଉନରେ ବାହାରେ ବୁଲୁଥିଲେ ଦୁଇ ଯୁବକ ପୋଲିସ ଲାଠି ଚାର୍ଜ ବଦଳରେ କଲା ଆରତୀ, ଆଉ ତାପରେ କଣ ହେଲା ଦେଖନ୍ତୁ

ଭାରତରେ ୨୧ ଦିନର ଲକଡାଉନ ଘୋଷଣା ହୋଇଛି। କାରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏବଂ କାରୋନା ସହ ଲଢ଼େଇ କରିବାକୁ କାହାକୁ ବି ବାହାରକୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। କିନ୍ତୁ ଲକଡାଉନ ସମୟରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି। ସରକାର ବିନା…

ଯଦି ଆପଣଙ୍କ ଘରେ ସ୍କୁଟି ଅଛି ତାହେଲେ ଥରେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ନଚେତ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଏବେ ଖୁବ ଭାଇରଲ ହେଉଛି। ଏହି ଭାଇରଲ ହେଉଥିବା ଭିଡ଼ିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଯିବେ। ଯେଉଁମାନଙ୍କର ସ୍କୁଟି ଅଛି ସାଧାରଣତଃ ସେମାନେ ଟିକେ ଏହାକୁ ଭଲଭାବରେ ଦେଖନ୍ତୁ। ଭିଡ଼ିଓରେ ଆପଣ ଦେଖିପାରୁଥିବେ ଗୋଟେ ସାପ ଗାଡି ଭିତରେ…

ଲକଡାଉନରେ ଘରେ ବସି ଆଉ ହେବେନି ବୋର, ମାଗଣାରେ ଦେଖିପାରିବେ ସୋନି, ଜିଟିଭି ଏବଂ କଲର୍ସର ଏହି ଚ୍ୟାନେଲ

କାରୋନା ଭାଇରସ କାରଣରୁ ପୁରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ସବୁ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଲକଡାଉନ ପାଇଁ ଲୋକେ ଘରେ କଏଦୀ ଭଳି ରହୁଛନ୍ତି। ଏମିତିରେ ଲୋକେ ବୋର ନହେବା ପାଇଁ ଇଣ୍ଡିଆନ ବ୍ରଡକାଷ୍ଟିଂ ବ ଆଇବିଏଫ DTH ଏବଂ କେବୁଲ…

ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ ‘ରାଇସ ବଲ ପକୁଡି’, ଆଜି ହିଁ ଟେଷ୍ଟ କରି…

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି।ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର…

ଖରାଦିନରେ ତ୍ୱଚାର ନିଅନ୍ତୁ ଯତ୍ନ, ଉଜ୍ଜ୍ୱଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ

ସବୁ ମହିଳାଙ୍କର ଇଚ୍ଛା ଥାଏ ନିଜକୁ ସୁନ୍ଦର କରିବା ପାଇଁ। ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ପାଇବା ପାଇଁ ସବୁ ମହିଳାଙ୍କ ଇଚ୍ଛା ଥାଏ। ଏଥିପାଇଁ ସବୁଠାରୁ ଜରୁରୀ ହୋଇଥାଏ ତ୍ୱଚାର ଠିକ ଭାବେ ଯତ୍ନ ନେବା। ଆପଣ ଆପଣଙ୍କ ତ୍ୱଚାକୁ ଭଲ ଭାବରେ ଯତ୍ନ ନେଲେ ବୟସର ଛାପ ମଧ୍ୟ ଜଣାପଡିବନାହିଁ। ଆଜି ଆମେ…

ଚିହ୍ନଟ ହେଲେ କାରୋନା ଭାଇରସ ‘ପେସେଣ୍ଟ-ଜିରୋ’, ବୁହାନର ଏହି ମାଛ ବିକାଳୀ ହୋଇପାରିଥାନ୍ତି ପ୍ରଥମ…

ବୈଜ୍ଞାନିକମାନେ କାରୋନା ଭାଇରସ ପେସେଣ୍ଟ - ଜିରୋ ଅର୍ଥାତ ପ୍ରାରମ୍ଭିକ ରୋଗୀଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଚିହ୍ନଟ କରିଛନ୍ତି। ମହିଳା ଜଣଙ୍କ ବୁହାନ ହୁଆନନ ମାଂସ ବଜାରରେ ଚିଙ୍ଗୁଡ଼ି ମାଛ ବିକ୍ରି କରନ୍ତି। ଏହିଠାରୁ ହିଁ ଏହି ଚାଇନା ଭାଇରସ ଜନ୍ମ ନେଇଥିଲା। ମହିଳାଙ୍କୁ 10 ଡିସେମ୍ବରରେ…

ଜରୁରୀ ଖବର : ଏବେ ୧୫ ଦିନ ପୂର୍ବରୁ କରିପାରିବେନି ରନ୍ଧନ ଗ୍ୟାସ ସିଲିଣ୍ଡର ବୁକିଙ୍ଗ

କାରୋନା ଭାଇରସ ମହାମାରୀର ପ୍ରକୋପକୁ ରୋକିବା ପାଇଁ ଭାରତରେ ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ଏପ୍ରିଲ ୧୪ ତାରିଖରେ ଏହି ଲକଡାଉନର ଅବଧି ଶେଷ ହେଉଛି। ତେବେ ଏହା ମଧ୍ୟରେ ଅନେକ ଲୋକଙ୍କ ମନରେ ରୋଷେଇ ଗ୍ୟାସ ସିଲିଣ୍ଡର ସାପ୍ଲାଏକୁ ନେଇ ଅନେକ ପ୍ରଶ୍ନ ଆସୁଛି। ଆଉ…

ଗୁଜବକୁ କରନ୍ତୁନାହିଁ ବିଶ୍ୱାସ, ବଢ଼ିବନି ଲକଡାଉନର ସମୟସୀମା

ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀ କାରୋନା ଭାଇରସ ତାର କାୟା ବିସ୍ତାର କରିଚାଲିଛି। ଧୀରେ ଧୀରେ ଏହା ସାରା ବିଶ୍ବରେ ତାଣ୍ଡବ ରଚୁଛି। ଭାରତରେ ମଧ୍ୟ ଏହି ଘାତକ ମହାମାରୀ କାରୋନା ଆତଙ୍କ ଖେଳାଇଛି। କାରୋନାର ବଢୁଥିବା ପ୍ରକୋପକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧…

ମୁଣ୍ଡ ନେଉଛି କାରୋନା, ପ୍ରସିଦ୍ଧ ଆମେରିକୀୟ ଗାୟକ ଜୋ ଡିଫିଙ୍କର କାରୋନା ଭାଇରସରେ ମୃତ୍ୟୁ

ଗ୍ରେମୀ ଏବଂ ସିଏମଏ ଆୱାର୍ଡରେ ସମ୍ମାନିତ ପ୍ରସିଦ୍ଧ ଆମେରିକୀୟ ଗାୟକ ଜୋ ଡିଫିଙ୍କର କାରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ଜଣେ ଘନିଷ୍ଠ ତାଙ୍କର ନିଧନ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ଦିନ ତାଙ୍କୁ କାରୋନା ପଜିଟିଭ…