ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : କୌଣସି ପ୍ରକାରର ସଙ୍କଟରେ ନ ପଡ଼ନନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି। ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। କୌଣସି…

ଶ୍ରୀମନ୍ଦିରରେ କରୋନା କଟକଣା, ସେବା ପୂଜା ସମୟରେ ପୂଜାପଣ୍ଡା ସେବକମାନେ ମୁହଁରେ ପିନ୍ଧିବେ ମାସ୍କ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରରେ କରୋନା କଟକଣା । ଶ୍ରୀମନ୍ଦିରରେ ସେବା ପୂଜା କରିବା ସମୟରେ ପୂଜାପଣ୍ଡା ସେବକମାନେ ମୁହଁରେ ମାସ୍କ ବ୍ୟବହାର କରିବେ । ବାରମ୍ବାର ହାତ ଧୋଇବା ପାଇଁ ସେବାୟତଙ୍କୁ ଅନୁରୋଧ କରାଯାଇଛି । କରୋନା ସଂକ୍ରମଣ ନିରାକରଣ ପାଇଁ କିଛି ପୂଜାବିଧି ଓ ପରମ୍ପରାକୁ…

୧୦ ଦିନର ନବବଧୂଙ୍କୁ ଯୌତୁକ ନିର୍ଯାତନା ସହିତ କରୋନା କହି ହଇରାଣ କଲେ ଶାଶୁଘର ଲୋକେ

ନବବଧୂଙ୍କ ଉପରେ ଯୌତୁକ ସହ କରୋନା ନିର୍ଯାତନା । ଅଲଗା ଖାଇବାକୁ ଦେଲେ, ଅଲଗା ଶୋଇବାକୁ ଦେଲେ ଶାଶୂଘର ଲୋକେ । ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଗତ ୨ ତାରିଖରେ ଉମରକୋଟର ଜୟନ୍ତ ଭକିଲଙ୍କ ବିବାହ ହୋଇଥିଲା । ବାହାଘର ସମୟରେ କନ୍ୟା ବାପାଘର ଲୋକେ ବିଭିନ୍ନ ଆସବାପତ୍ର ସହ ନଗଦ…

ଛତୁ ତରକାରୀ ନେଲା ଜୀବନ; ଜଣେ ମୃତ ୩ ଗୁରୁତର

ସମ୍ବଲପୁର (କେନ୍ୟୁଜ୍) : ବିଷାକ୍ତ ଛତୁ ନେଲା ଜୀବନ। ବିଷାକ୍ତ ଛତୁ ଖାଇ ଜଣେ ମୃତ,୩ ଗୁରୁତର। ସମ୍ବଲପୁର କିସିଣ୍ଡା ଥାନା ହିରାଲୁଇ ଗାଁରେ ଏହି ଅଘଟଣ ଘଟିଛି। ଗୁରୁତର ୨ ଜଣଙ୍କୁ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା…

ଜଣେ କରୋନା ଆକ୍ରାନ୍ତଙ୍କ ପାଇଁ ହଇରାଣ ହେଲେ ୨୮୯ ବିମାନ ଯାତ୍ରୀ, ଅଧାବାଟରେ କରାଗଲା ଜରୁରୀ ଅବତରଣ

ଜଣେ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଦୁବାଇ ନେଉଥିବା ୨୮୯ ଜଣ ଯାତ୍ରୀଙ୍କୁ ଅଧାବାଟରେ ଓହ୍ଲାଇଲା ଏମିରେଟସ୍ ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କୋଚିରେ ଓହ୍ଲାଇଦେଲା ଏହି ଯାତ୍ରୀବାହୀ ବିମାନ। ସୂଚନା ଅନୁଯାୟୀ ଉଡାଣର କିଛି ସମୟ ପରେ ହିଁ ଜଣାପଡିଲା ଯେ ୨୮୯ ଜଣ ଯାତ୍ରୀଙ୍କ ମଧ୍ୟରେ…

କରୋନା ଗୁଜବ ପ୍ରଚାର କରି ସ୍କୁଲ ଶିକ୍ଷକ ଗିରଫ

କରୋନା ଗୁଜବ ପ୍ରଚାର କରି ଆଉ ଜଣେ ଗିରଫ । କଳାହାଣ୍ଡି ଧର୍ମଗଡ଼ ଡୁଡକେଲ ଗାଁର ବିନ୍ଦୁ ମହାନନ୍ଦଙ୍କୁ ଗିରଫ କରିଛି ପୋଲିସ । ସେ ଜଣେ ସ୍କୁଲ ଶିକ୍ଷକ ବୋଲି ଜଣାପଡ଼ିଛି । ଗୋଲାମୁଣ୍ଡା ବ୍ଲକର ଖଳିଆକାନୀରେ ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଛି ବୋଲି ସେ ଗୁଜବ ପ୍ରଚାର କରିଥିବା ଅଭିଯୋଗ ହୋଇଛି ।…

ଦିନକୁ ଦିନ କାୟା ମେଲୁଛି କରୋନା, ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ୫ ଜଣଙ୍କ ନିକଟରେ କରୋନା ପଜେଟିଭ୍‌

ଭାରତରେ ଦିନକୁ ଦିନ କାୟା ମେଲୁଛି କରୋନା । ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ୫ ଜଣଙ୍କ ନିକଟରେ କରୋନା ପଜେଟିଭ୍‌ ସାମ୍ନାକୁ ଆସିଛି । କରୋନା ଯୋଗୁ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କାଶ୍ମୀରରେ ୨ ଜଣ,…

କରୋନା ରୋକିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ଆଜି ରାତି ୧୨ଟାରୁ ବନ୍ଦ ହେବ ୫ଟି ପଡୋଶୀ ଦେଶ

ନୂଆଦିଲ୍ଲୀ : କରୋନା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଏହା ଭିତରେ କେନ୍ଦ୍ର ସରକାର ବିଦେଶରୁ ଆସୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ୫ଟି ପଡୋଶୀ ଦେଶ ସହ ସଂଯୋଗ କରୁଥିବା ବର୍ଡର ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସୀମାକୁ ଲାଗିଥିବା ନେପାଳ, ଭୂଟାନ,…

ଆପଣଙ୍କ ଉପରେ ପାର୍ଟନର କରିଛନ୍ତି କି ଅଭିମାନ, ତେବେ ଟେଷ୍ଟୀ ଚକୋଲେଟ୍‌ କେକ ଦ୍ୱାରା କରନ୍ତୁ ଇମ୍ପ୍ରେସ୍‌

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ସାଥିଙ୍କୁ ଇମ୍ପ୍ରେସ କରିବା ପାଇଁ କିଛି ସ୍ପେଶାଲ ପ୍ଲାନ କରାଯାଏ। ଆଉ ଏଥିପାଇଁ ଖାସ୍‌ କରି କେକର ନାମ ପ୍ରଥମେ ଆସିଥାଏ। ସେହିପରି ଯଦି ଆପଣଙ୍କ ସାଥି ଆପଣଙ୍କ ଉପରେ କୌଣସି କାରଣରୁ ଅଭିମାନ କରିଛନ୍ତି ତ ତାଙ୍କୁ ଆପଣ ନିଜ ହାତରେ କେକ ବନାଇ ଖୁଆଇପାରିବେ।…

ଘରେ ଗ୍ୟାସ ବିସ୍ଫୋରଣ ରେ ହୋଇଛି କି ଦୁର୍ଘଟଣା ତେବେ ପାଇବେ ୬ ଲକ୍ଷ ଟଙ୍କା ବୀମା ରାଶି, ଏମିତି କରନ୍ତୁ କ୍ଲେମ୍‌

ଆଜିର ସମୟରେ ଭାରତର ଅଧିକାଂଶ ଘରେ ରନ୍ଧନ ଗ୍ୟାସରେ ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ କଣ ଆପଣ ଜାଣିଛନ୍ତି ରନ୍ଧନ ଗ୍ୟାସ୍‌ କନେକସନ୍‌ ସହିତ ଫ୍ରିରେ ଆପଣଙ୍କୁ ବୀମା ମଧ୍ୟ ମିଳିଥାଏ। ଏମିତିରେ ଯଦି ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର କାରଣରୁ କୌଣସି ଦୁର୍ଘଟଣା ଘଟୁଛି, ତେବେ ଆପଣ ତେଲ…

କାହିଁକି କରୋନା ଭାଇରସର ଚିକିତ୍ସା ଖୋଜିବାକୁ ଲାଗୁଛି ଏତେ ସମୟ, ଜାଣନ୍ତୁ କାରଣ

କରୋନା ଭାଇରସ୍‌ ପୂରା ବିଶ୍ୱ ପାଇଁ ଏକ ବଡ ସଂକଟ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏହି ଜୀବନନାଶକ ଭାଇରସ ଦୁନିଆର ଅନେକ ଦେଶରେ ନିଜ କାୟା ବିସ୍ତାର କରିସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଗମ୍ଭୀରତାକୁ ଦେଖି କରେନା ଭାଇରସକୁ ବିଶ୍ୱ ମହାମାରୀ ଘୋଷିତ କରିଦେଇଛି। ଅନେକ ଦେଶ ଏହି ଖତରନାକ…

ଆପଣ ଭଷାଣୀ ଏବଂ ବରଯାତ୍ରୀରେ nagin dance ଦେଖିଥିବେ ନିଶ୍ଚୟ, କିନ୍ତୁ ଏବେ ଦେଖନ୍ତୁ ଅସଲି ନାଗିନ ଡ୍ୟାନ୍ସ

ଅଧିକାଂଶ ସମୟରେ ଏମିତି ହୋଇଥାଏ ଯେ ଆମକୁ କେହି ନକଲି ନୋଟକୁ ଧରାଇ ଚାଲିଯାଆନ୍ତି ଏବଂ ଆମେ ତାକୁ ଚିହ୍ନିପାରନ୍ତିନାହିଁ। ଏମିତିରେ ଯଦି ଆପଣ ଏହି ଆପକୁ ମୋବାଇଲରେ ରଖିବେ ତେବେ ବଡ ସହଜରେ ହିଁ ଆପଣ ଟଙ୍କାକୁ ବିନା କୌଣସି ସମସ୍ୟାରେ ଜାଣିପାରବେ। ସବୁଠାରୁ ଖାସ୍‌ କଥା ହେଉଛି ଏହି ମନି ଆପକୁ…