ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି, RBI ଜାରି କରିଛି ଆପ୍‌

କଣ ଆପଣଙ୍କୁ ନକଲି ନୋଟ୍‌ ଚିହ୍ନିବାରେ ଅସୁବିଧା ହେଉଛି? ଆପଣ ଭାବୁଥିବେ କିଛି ଲୋକଙ୍କୁ ତ ଅତି ସହଜରେ ନକଲି ନୋଟ ଚିହ୍ନିବାରେ କୌଣସି ଅସୁବିଧା ହୁଏ ନାହିଁ। ଏମିତି ଏଥିପାଇଁ ହୋଇଥାଏ କାରଣ ସେମାନଙ୍କ ପାଖରେ ରିଜର୍ଭ ବ୍ୟାଙ୍କ୍‌ ଜାରି କରିଥିବା ନକଲି ନୋଟକୁ ଚିହ୍ନିବାର ତରିକା ଜଣାଅଛି।…

ଆପଣ ତ କରୋନା ଭୟରେ ଅଛନ୍ତି, କିନ୍ତୁ କଣ ଜାଣିଛନ୍ତି କି ଏହା ମାନବ ଶରୀରକୁ କେମିତି କରେ କବ୍ଜା

ଏବେ ପର୍ଯ୍ୟନ୍ତ ଆପଣ କରୋନା ଭାଇରସ ବିଷୟରେ ଅନେକ କଥା ଶୁଣିଛନ୍ତି ଏବଂ ଦେଖିସାରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଖାସ୍‌ କଥା କହିବାକୁ ଯାଉଛୁ। ଆଉ ସେ ଖାସ୍‌ କଥା ଏୟା ଯେ ଆଜି ଆମେ ଆପଣଙ୍କୁ ଜଣାଇବୁ କରୋନା ଭାଇରସ୍‌ ମଣିଷ ଶରୀରରେ ଥିବା କୋଶିକାକୁ କବ୍ଜା କରୁଛି। ଯଦି ଆପଣ କରୋନା…

ଟେଷ୍ଟୀ ଆଉ ହେଲଦି ଡିସ୍‌ ପାଇଁ ଆଜି ହିଁ ବନାନ୍ତୁ ଅଳସୀ ଚୀଲା, ଥରେ ଖାଇକି ତ ଦେଖନ୍ତୁ

ବ୍ରେକଫାଷ୍ଟ ସମସ୍ତଙ୍କ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ। ହେଲଦି ଏବଂ ଟେଷ୍ଟ ବ୍ରେକଫାଷ୍ଟ ଆପଣଙ୍କ ପୂରା ଦିନକୁ ହିଁ ଖୁସିରେ ଖୁସିରେ ନେଇଯାଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଅଳସୀ ଚୀଲା’ ରେସିପି। ଏହି ରେସିପି ଆପଣଙ୍କ ପାଇଁ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ।…

ଭିଡିଓ ଦେଖି ବନାଇବା ଶିଖନ୍ତୁ ବଜାର ଭଳି ଫେସମାସ୍କ, ଆପଣଙ୍କ କାମରେ ଆସିବ ନିଶ୍ଚୟ

କରୋନା ଭାଇରସ୍‌ ସାରା ଦୁନିଆରେ ନିଜ କାୟା ବିସ୍ତାର କରିଚାଲିଛି। ଲୋକମାନେ ଏହି ମହାମାରୀ ଠାରୁ ନିଜକୁ ରକ୍ଷା କରିବା ପାଇଁ ଫେସ୍‌ ମାସ୍କ କିଣୁଛନ୍ତି। ଫେସମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଟୟଲେଟ୍‌ ପେପରକୁ ଲୋକମାନେ ଏତେ ମାତ୍ରାରେ କିଣୁଛନ୍ତି ଯେ ଏବେ ମାର୍କେଟରେ ଏହିସବୁ ଜିନିଷର ଅଭାବ…

କରୋନା ଭୟରେ ନିଜ ୬ ହଜାର କୁକୁଡାଙ୍କୁ ଜିଅନ୍ତା ପୋତିଲେ ଚାଷୀ

କରୋନା ଭାଇରସ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଏହି ଭାଇରସର ଭୟ ଏବେ କୁକୁଡାଙ୍କ ଉପରେ ବି ପଡିଛି। ଚିକେନ ଦାମ ଏତେ ମାତ୍ରାରେ ହ୍ରାସ ପାଇବା ପରେ କୁକୁଡା ବ୍ୟବସାୟୀ ଏବେ ଚିନ୍ତାରେ। କରେନା ଏବେ କୁକୁଡାଙ୍କ ଉପରେ ଦାଉ ସାଧୁଛି। ଚିକେନ କାରଣରୁ କରୋନା ଭାଇରସ ବଢ଼ୁଥିବା ଆଶଙ୍କା…

କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଫୁସଫୁସର ପ୍ରଥମ ଫଟୋ ଜାରି, ଛବି ଦେଖି ଡରୁଛି ସାରା ଦୁନିଆ

ବିଶ୍ୱ ମହାମାରୀ ଘୋଷିତ ହୋଇଥିବା କରୋନା ଭାଇରସ ଏବେ ସୁଦ୍ଧା ସାରା ଦୁନିଆରେ ୪୩୦୦ ଲୋକଙ୍କର ଜୀବନ ନେଇସାରିଲାଣି। ଏହି ଖତରନାକ ଭାଇରସର ମୁକାବିଲା କରିବା ପାଇଁ ସାରର ଦୁନିଆର ବୈଜ୍ଞାନିକମାନେ ଲାଗିଛନ୍ତି। ଏହି ସମୟ ରେଡିଓଲଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା କରୋନା ଭାଇରସ ଦ୍ୱାରା…

କେନ୍ଦ୍ର ସରକାରଙ୍କ ଏହି ଖାସ୍‌ ସ୍କିମ, ୬୦ ବର୍ଷରେ ପାଇବେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌

ଏମିତି ତ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ବହୁତ ପ୍ରକାର ଯୋଜନା ଉପଲବ୍ଧ କରାଇଛନ୍ତି। କିନ୍ତୁ ଏହି ସରକାରୀ ଯୋଜନା ମଧ୍ୟରୁ ଏକ ଏମିତି ଯୋଜନା ରହିଛି ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇପାରେ। ଯଦି ଆପଣ ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ରିଟାୟରମେଣ୍ଟ ପରେ ଟଙ୍କାର କୌଣସି…

ଦିନେ tiktok ଭିଡିଓ କରି ହୋଇଥିଲେ ନିଲମ୍ବିତ, ଏବେ ସେହି ଟିକଟକ୍‌ ପାଇଁ ହେଲେ ଷ୍ଟାର

ଗୁଜରାଟର ଜଣେ ମହିଳା ପୋଲିସକର୍ମୀଙ୍କୁ ଗତ ବର୍ଷ ଥାନାରେ ଟିକଟକ କରି ଭାଇରାଲ ହୋଇଥିବା ଖବର ତ ଆପଣଙ୍କର ମନେଥିବ। ଯେ କେମିତି ନିଜ ଡ୍ୟୁଟି ସମୟରେ ଟିକଟକ୍‌ ଭିଡିଓ କରିବା ମହଙ୍ଗା ପଡିଥିଲା। ଥାନାରେ ଲକ୍‌-ଅପ୍‌ ସାମ୍ନାରେ ଫିଲ୍ମ ଗୀତରେ ଡ୍ୟାନ୍ସ କରି ଭିଡିଓ କରିବା ଭାରୀ ପଡିଯାଇଥିଲା।…

ଏହି ଦେଶୀ ଉପଚାର ଆପଣଙ୍କୁ କରୋନା ଭାଇରସ ଠାରୁ କରିବ ରକ୍ଷା, ଜାଣନ୍ତୁ କେମିତି

କରୋନା ଭାଇରସର ନାମ ଶୁଣିବା ପରେ ହିଁ ମନ ଭିତରେ ଭୟର ସଞ୍ଚାର ଖେଳିଯାଉଛି। କାହିଁକିନା ଏହି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ୪୬୦୦ ରୁ ଅଧିକ ଲୋକଙ୍କର ମ୍ରୁତ୍ୟୁ ହୋଇସାରିଲାଣି। ସେହିପରି ଅଧା ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି। ଏବେ ପଯ୍ୟର୍ନ୍ତ ଏହି ଜୀବନନାଶକ…

ସାମସଙ୍ଗ୍‌ ଲଞ୍ଚ୍‌ କଲା ମାତ୍ର ୧୨,୯୯୦ ଟଙ୍କାର ସ୍ମାର୍ଟଫୋନ, ଛୋଟ ସ୍କ୍ରୀନରେ ମିଳିବ ବଡ ସ୍କ୍ରୀନର ମଜା

Samsung ମଙ୍ଗଳବାର ନିଜର ସିରିଜର #funbelievable ଟିଭିକୁ ଲଞ୍ଚ କରିଛି ଯାହାର ପ୍ରାରମ୍ଭିକ ଦାମ ରହିଛି ୧୨,୯୯୦ ଟଙ୍କା। ଏହି ଟିଭି ଆପଣଙ୍କୁ ୩୨ ଇଞ୍ଚ ଏବଂ ୪୩ ଇଞ୍ଚର ଭେରିୟଣ୍ଟରେ ମିଳିବ। ସାମସଙ୍ଗର ସିରିଜର ଏହି ଟିଭି ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ନିର୍ମାଣ କରାଯାଇଛି। ଏକ…

ହଲଦିରାମ ଓ ରୁଚକର ସ୍ୱାଦକୁ କାଟିଦେବ ଆପଣ ଘରେ ବନାଇଥିବା ବାଦାମ ପକୋଡା, ଥରେ ବନାଇ ତ ଦେଖନ୍ତୁ

ବାଦାମର ସ୍ୱାଦକୁ ତ ଆପଣ ଚାଖିଥିବେ। ବାଦାମ ଭଲ ଟାଇମପାସ୍‌ ପାଇଁ ଲୋକଙ୍କ ପାଖରେ ନିଜର ଏକ ଖାସ୍‌ ସ୍ଥାନ ବନାଇଛି। ବସରେ ବସିବା ହେଉ କିମ୍ବା ସିନେମା ହଲରେ ଟାଇମାପାସ୍‌ ପାଇଁ ସବୁଠାରୁ ବେଷ୍ଟ ହେଉଛି ବାଦାମ୍‌। ଆପଣଙ୍କର ପସନ୍ଦକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ବାଦାମ ପକୋଡା ବନାଇବା…

ଆଜି ଭାରତରେ ଲଞ୍ଚ ହେବ Redmi Note 9, ଜାଣନ୍ତୁ କଣ ରହିଛି ଫୋନର ଖାସିୟତ୍‌

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀସାଓମି, ରେଡମିର ନୂଆ ସିରିଜକୁ ଭାରତରେ ଲଞ୍ଚ କରିବା ପାଇଁ ପୂରାପରି ପ୍ରସ୍ତୁତ ହୋଇସାରିଛି। ରେଡମି ନୋଟ ୯ (Redmi Note 9) ସିରିଜର ଲଞ୍ଚିଂ ଆଜି ଅର୍ଥାତ ୧୨ ମାର୍ଚ୍ଚ ଅନଲାଇନ୍‌ ହେବ। Redmi Note 9 ସିରିଜର ଲଞ୍ଚିଂକୁ ସାଓମି ୱେବସାଇଟ ଏବଂ ରେଡମି…