Below header

ସବୁ ଘରେ ଥିବାବେଳେ ପୋଲିସକର୍ମୀ କରୁଛନ୍ତି ଡ୍ୟୁଟି, ଆଉ ଏଥିପାଇଁ ମହିଳା ନିଜ ହାତରେ ତିଆରି କରି ଆଣିଛନ୍ତି ଟିଫିନ୍‌,…

ଭାରତରେ କରୋନା ଭାଇରସର ସଂକ୍ରମଣ ଦ୍ୱାରା ରବିବାର ତିନି ଜଣଙ୍କର ମୃତ୍ୟୁ ହୋଇଛି, ଫଳରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଦିଲ୍ଲୀ ସରକାର ପୂରା ମହାନଗରରେ ୨୩ ମାର୍ଚ୍ଚରୁ ନେଇ ୩୧ ମାର୍ଚ୍ଚ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ ଲଗାଇବାକୁ ଘୋଷଣା କରାଯାଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ…

ବ୍ୟକ୍ତିଙ୍କର ଭିଡିଓରୁ ଜାଣନ୍ତୁ ସେ କେମିତି କରୋନାର କରୁଛନ୍ତି ମୂଳପୋଛ, ଦେଖନ୍ତୁ

କିଛିଦିନ ପୁର୍ବରୁ କେରଳ ପୋଲିସ୍‌ ହାତ ଧୋଇବାର ଏକ ଭିଡିଓ ସେୟାର କରି କରୋନା ଭାଇରସ୍‌ ପ୍ରତି ଲୋକଙ୍କର ଜାଗ୍ରୁକ କରିବା ପ୍ରୟାସ କରିଥିଲେ। ଏହାପରେ ଏବେ ପୁଣି ଥରେ ପୋଲିସ୍‌ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ଯେ କେଉଁଭଳି ଭାବେ ଏହି ଭାଇରସକୁ ବ୍ୟାପିବାରେ ରୋକା…

ଭାରତରେ କରୋରନାର କମ୍ପନ, ପ୍ରଥମ ଥର ଗୋଟିଏ ଦିନରେ ୩ ମୃତ, ୮୧ ନୂଆ ମାମଲା ସହ ୩୯୬ ଆକ୍ରାନ୍ତ

କରୋନା ଭାଇରସ୍‌ କାରଣରୁ ବିହାରରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ଲୋକେ ଆହୁରି ଭୟଭୀତ ଅବସ୍ଥାରେ ଅଛନ୍ତି। କିଛି ଦିନ ତଳେ କତରରୁ ଆସିଥିବା ୩୮ ବର୍ଷିୟ ଯୁବକଙ୍କୁ ଶନିବାର ରାତିରେ ପାଟଣା ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ମୃତ୍ୟୁ ଘଟିଥିବା ଯୁବକଙ୍କୁ ଡାଇବେଟିଜ୍‌ ରୋଗୀ ଥିଲେ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ…

କରୋନା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାର୍ଥହୀନ ଓ ନିରବଚ୍ଛିନ୍ନ ସେବା ପାଇଁ ତାଙ୍କୁ ତାଳି ମାରି ସମ୍ବର୍ଦ୍ଧନା ଜଣାଇଲେ…

ମହାମାରୀ କରୋନା ଭାଇରସ ସହିତ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ହେଉଛି। ପିଏମ୍ ମୋଦି ଏହି ଏହି ଆହ୍ବାନରେ ତାଙ୍କୁ ସହଯୋଗ କରିବା ପାଇଁ ଦେଶର ଜନତାଙ୍କୁ ଅନୁରୋଧ କରିଥିଲେ। ତେବେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆଦେଶ ଏବଂ…

ଆସନ୍ତା ୩୧ ମାର୍ଚ୍ଚ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆସନ୍ତା ୩୧ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ । ପ୍ରିମିୟମ ଟ୍ରେନ, ଏକ୍ସପ୍ରେସ,ମେଲ, ପାସେଞ୍ଜର୍‌ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ସେହିପରି ସବ ଅର୍ବାନ ଟ୍ରେନ, କୋଲକାତା ମେଟ୍ରୋ ରେଲୱେ, କୋଙ୍କଣ ରେଲୱେ ସେବା ମାର୍ଚ୍ଚ ୩୧ ତାରିଖ ବନ୍ଦ ରହିବ । କରୋନା…

ପୋଲିସ କମିଶନରଙ୍କ ପ୍ରେସ୍‌ ମିଟ୍‌ : ଘରୋଇ ଗାଡି ଚଳାଚଳ ଉପରେ କଟକଣା ଜାରି କଲେ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ କରୋନାକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଆଜି ପୋଲିସ କମିଶନର ବିଭିନ୍ନ କଟକଣା ଜାରି କରିଛନ୍ତି । ଘରୋଇ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବରିଷ୍ଠ ନାଗରିକଙ୍କୁ ପରାମର୍ଶ…

କାୟା ବିସ୍ତାର କରୁଛି କରୋନା, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪

ନୂଆଦିଲ୍ଲୀ : ଭାରତରେ କାୟା ମେଲାଉଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏହି ଭୂତାଣୁ ଯୋଗୁ ୫ ଜଣଙ୍କ ଜୀବନ ଯାଇଛି । କରୋନା ଭାଇରସ୍‌ ଯୋଗୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ୬୦ ଜଣ ମହାରାଷ୍ଟ୍ରରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କେରଳରେ…

ସାରା ବିଶ୍ୱରେ କାୟା ମେଲାଉଛି କରୋନା, ଏପର୍ଯ୍ୟନ୍ତ ମୋଟ ୧୩ହଜାର ୫୪ଜଣଙ୍କ ମୁଣ୍ଡ ନେଲାଣି ଏହି ଭାଇରସ୍‌

ସାରା ବିଶ୍ୱରେ କାୟା ମେଲାଉଛି କରୋନା ଭାଇରସ୍‌। ଏପର୍ଯ୍ୟନ୍ତ ମୋଟ ୧୩ହଜାର ୫୪ଜଣଙ୍କ ମୁଣ୍ଡ ନେଲାଣି ଭାଇରସ୍‌। ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭ହଜାର ୭୨୦ରେ ପହଞ୍ଚିଛି। ୯୫ହଜାର ୭୯୭ଜଣ ସୁସ୍ଥ ହୋଇ ଫେରିଛନ୍ତି। ଇଟାଲୀରେ ବର୍ତ୍ତମାନ ସୁଦ୍ଧ ୫୩ ହଜାର ୫୭୮ ଜଣ ଆକ୍ରାନ୍ତ ହୋଇଛନ୍ତି ।…

ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ୍) : ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା ହେବା ସମୟରେ ପବନ ଘଣ୍ଟାକୁ ୪୫ରୁ ୫୫ କିମି ମଧ୍ୟରେ ବହୁଥିଲା। ଆଜିଠାରୁ ମଧ୍ୟ କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ…

ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରୁଛନ୍ତି କି, ତେବେ ଯାତ୍ରା ସମୟରେ ଏହାକୁ ଧ୍ୟାନରେ ରଖନ୍ତୁ ନିଶ୍ଚୟ

ସାରା ଦୁନିଆରେ ଏବେ ଗୋଟିଏ ଚର୍ଚ୍ଚା ତାହା ହେଉଛି କରୋନା। ଏହି ମହାମାରୀ କରୋନା ଭାଇରସ ପାଇଁ ଏବେ ସାରା ଦୁନିଆ ଭୟଭୀତ ଅବସ୍ଥାରେ ଅଛନ୍ତି। ପୂରା ଦୁନିଆରେ କରୋନା ଭାଇରସର ପ୍ରକୋପକୁ ଦେଖି ଲୋକଙ୍କର ଚିନ୍ତା ବଢ଼ିଯାଇଛି। ଦେଶରେ ମଧ୍ୟ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ…

କେବେବି ଖାଇନଥିବେ ଏମିତି ଲେମ୍ବୁ ଚଟଣୀ, ଥରେ ବନାଇ ଚାଖନ୍ତୁ ସ୍ୱାଦ

ଭାରତୀୟ ମାନେ ଖାଦ୍ୟରେ ଆଚାର କିମ୍ବା ଚଟଣୀ ଖାଇବାକୁ ପସନ୍ଦ କରନ୍ତି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଲେମ୍ବୁ ଚଟଣୀ ବନାଇବା ରେସିପି ବିଷୟରେ ଜଣାଇବୁ, ଯାହାକୁ ନିୟମିତ ଭାବରେ ଖାଇପାରିବେ। ଭିଟାମିନ୍‌ ସି ଯୁକ୍ତ ଏହି ଚଟଣୀ ଆପଣଙ୍କୁ ଫ୍ରେସନେସ୍‌ ଫିଲ୍‌ କରାଇବ। ତେବେ ଆସନ୍ତୁ ଜାଣିବା…