ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ, ଜଲଦି ଶେଷ କରନ୍ତୁ କାମ

ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ରହିଯାଇଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଏମିତି ଏଥିପାଇଁ କାରଣ ଭରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଏପ୍ରିଲରେ ବ୍ୟାଙ୍କ ଗୋଟେ କିମ୍ବା ଦୁଇ ଦିନ ନୁହେଁ ବରଂ ୧୪ ଦିନ…

୧୫ ଏପ୍ରିଲରୁ ଆରମ୍ଭ ହୋଇପାରେ ରେଳଯାତ୍ରା

କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ସରକାର ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି। ପୂର୍ବରୁ ଏହା ଶୁଣିବାକୁ ମିଳୁଥିଲା ଯେ ରେଲୱେ ଲକଡାଉନ ଅବଧି ପରେ ରିଜର୍ଭେସନ୍‌ ଆରମ୍ଭ କରିବ। କିନ୍ତୁ ରେଳ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିଛନ୍ତି ଯେ ୧୪ ଏପ୍ରିଲ ପରର ଯାତ୍ରାକୁ କେବେବି ସ୍ଥଗିତ…

କାରୋନା ଭାଇରସ : ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ହେଲେ କଥା, କହିଲେ- ମିଶିକି ଲଢ଼ିବା

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଗୁରୁବାର କାରୋନା ଭାଇରସ ସଂକଟକୁ ନେଇ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫେରେନ୍ସିଂ ଜରୀଆରେ ଏହି ମହାମାରିକୁ ରୋକିବାର ଉପାୟ ବିଷୟରର ଚର୍ଚ୍ଚା କରିଛନ୍ତି।…

5ଜି ସପୋର୍ଟ ସହିତ ଲଞ୍ଚ ହେଲା ଭିଭୋର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ Vivo S6 5G, ଜାଣନ୍ତୁ କଣ ରହିଛି ଖାସ ଫିଚର୍ସ

ଭିଭୋ ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ Vivo S6 5Gକୁ ଶେଷରେ ଚାଇନାରେ ଲଞ୍ଚ କରିଛି। ୟୁଜର୍ସ ଏହି ଫୋନରେ ଲାଟେଷ୍ଟ ବ୍ୟାଟେରୀ, ପ୍ରୋସେସର ଏବଂ ଚାରି କ୍ୟାମେରା ପାଇବେ। ଏହାଛଡା ଏହି ଫୋନକୁ ୟୁଜର୍ସ ବ୍ଲାକ, ହ୍ଵାଇଟ ଏବଂ ବ୍ଲୁ କଲର ଅପ୍ସନ ସହିତ କିଣିପାରିବେ। କିନ୍ତୁ କମ୍ପାନୀ ଭାରତରେ…

ଡ୍ୟୁଟିରୁ ଫେରୁଥିବା ଡାକ୍ତରଙ୍କୁ ପୋଲିସ ମାରିଲା ମାଡ, ଆଇକାର୍ଡ଼ ଦେଖାଇବାରୁ ଆହୁରି ଜୋରରେ ପିଟିଲେ ପୋଲିସକର୍ମୀ

ଲକଡାଉନ ସମୟରେ କାର୍ଯ୍ୟରତ ଥିବା ଗୁରୁଗ୍ରାମ ପୋଲିସର ଅମାନବୀୟ ଚେହେରା ଏବେ ସମସ୍ତଙ୍କୁ ସମ୍ନାକୁ ଆସିଛି। ଦେଶର ଏହି ଆପତକାଳୀନ ପରିସ୍ଥିତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ଡାକ୍ତରଙ୍କ ସହିତ ପୋଲିସମାନେ ଯାହା କରିଛନ୍ତି ତାହା ଆପଣ ଜାଣିଲେ କ୍ରୋଧିତ ହୋଇଯିବା ସହିତ ନିନ୍ଦା ମଧ୍ୟ କରିବେ।…

କରୋନା ପାଇଁ ମଦ ଦୋକାନ ବନ୍ଦ, ସେପଟେ ନିଆଳି ଅଂଚଳରେ ଚୋରାରେ ଚାଲିଛି ମଦର ବନ୍ୟା 

ନିଆଳି (କେନ୍ୟୁଜ୍‌) : କରୋନା ପାଇଁ ବିଶ୍ୱ ସମୁଦାୟ ଏବେ ଚିନ୍ତାରେ । ପ୍ରତି ମୂହୃର୍ତରେ କରୋନା ସଂକ୍ରମଣକାରୀ ସଂଖ୍ୟା ଏବଂ ମୃତ୍ୟଙ୍କ ଲମ୍ବା ତାଲିକା ବଢ଼ିବାରେ ଲାଗିଛି । ଏପରିସ୍ଥଳରେ ସରକାର ନିତ୍ୟାବଶ୍ୟକ ସାମଗ୍ରୀ ଛାଡ଼ିଦେଲେ ସବୁ ବନ୍ଦ କରିଦେଇଛନ୍ତି । କିନ୍ତୁ କଟକ ଜିଲ୍ଲା…

ମାତ୍ର କିଛି ମିନିଟରେ ପ୍ରସ୍ତୁତ କରନ୍ତୁ ବେଙ୍ଗୋଲି ଷ୍ଟାଇଲ ଆଳୁ ପୋସ୍ତ

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି। ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର…

ଲକଡାଉନ ପରେ ମାଗଣାରେ ମିଳିବ ହେଲମେଟ ! ସରକାରଙ୍କ ଏହି ନିଷ୍ପତ୍ତିରେ ଲୋକଙ୍କୁ ମିଳିବ ଆସ୍ୱସ୍ତି

ଦେଶବ୍ୟାପୀ ଲକଡାଉନରେ ସରକାର ଲୋକଙ୍କୁ ଆସ୍ୱସ୍ତି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏମିତି ଅନେକ ନିଷ୍ପତ୍ତି ଥିଲା ଯାହାର ସମୟସୀମା ୩୧ ମାର୍ଚ୍ଚ ଥିଲା ଯାହାକୁ ସରକାର ଏବେ ବଢ଼ାଇ ଦେଇଛନ୍ତି। ଏମିତିରେ ଲୋକଙ୍କୁ ସେମାନଙ୍କ ବକେୟା କାମ କରିବାକୁ ୨ ରୁ ୩ ମାସ ସମୟ ମିଳିପାରିବ। ଆଉ ଏବେ…

ICICI Bank ଆରମ୍ଭ କଲା ନୂଆ ସର୍ଭିସ, ଗ୍ରାହକ ହ୍ଵାଟ୍ସଆପରେ ହିଁ ପାଇପାରିବେ ଏହି ଜରୁରୀ ବ୍ୟାକିଂ ସେବା

ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ସୋମବାର ଏକ ନୂଆ ପ୍ରକାରର ବ୍ୟାକିଙ୍ଗ ସର୍ଭିସ ଆରମ୍ଭ କରିଛି। ବ୍ୟାଙ୍କ ନିଜର ଗ୍ରାହକଙ୍କୁ ହ୍ଵାଟ୍ସଆପରେ ବ୍ୟାକିଂ ସେବା ଦେବାକୁ ଯାଉଛି। କାରୋନା ଭାଇରସ ଲକଡାଉନରେ ଯେପରି ଗ୍ରାହକଙ୍କୁ ଘରେ ହିଁ ସମସ୍ତ ବ୍ୟାକିଂ ସେବା ମିଳିପାରିବ ସେଥିପାଇଁ ବ୍ୟାଙ୍କ…

ଗାଡି ଚାଳକଙ୍କ ପାଇଁ ଖୁସି ଖବର : ଜୁନ ୩୦ ଯାଏଁ ଘୁଂଚିଲା ଡିଏଲ, ପରମିଟ ଓ ଫିଟନେସ୍ ନବୀକରଣ ଅବଧି

କାରୋନା ଭାଇରସ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ଥିବାବେଳେ ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଗାଡି ଚାଳକଙ୍କୁ ଆସ୍ୱସ୍ତି ଦେଇଛନ୍ତି ସରକାର। କାରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାର ସେହି ଗାଡି ମାଲିକଙ୍କୁ ଆସ୍ୱସ୍ତି ଦେଇଛନ୍ତି ଯେଉଁମାନଙ୍କର ଗାଡି…

ଲକଡାଉନରେ ବାହାରେ ବୁଲୁଥିଲେ ଦୁଇ ଯୁବକ ପୋଲିସ ଲାଠି ଚାର୍ଜ ବଦଳରେ କଲା ଆରତୀ, ଆଉ ତାପରେ କଣ ହେଲା ଦେଖନ୍ତୁ

ଭାରତରେ ୨୧ ଦିନର ଲକଡାଉନ ଘୋଷଣା ହୋଇଛି। କାରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏବଂ କାରୋନା ସହ ଲଢ଼େଇ କରିବାକୁ କାହାକୁ ବି ବାହାରକୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। କିନ୍ତୁ ଲକଡାଉନ ସମୟରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି। ସରକାର ବିନା…

ଯଦି ଆପଣଙ୍କ ଘରେ ସ୍କୁଟି ଅଛି ତାହେଲେ ଥରେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ନଚେତ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଏବେ ଖୁବ ଭାଇରଲ ହେଉଛି। ଏହି ଭାଇରଲ ହେଉଥିବା ଭିଡ଼ିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଯିବେ। ଯେଉଁମାନଙ୍କର ସ୍କୁଟି ଅଛି ସାଧାରଣତଃ ସେମାନେ ଟିକେ ଏହାକୁ ଭଲଭାବରେ ଦେଖନ୍ତୁ। ଭିଡ଼ିଓରେ ଆପଣ ଦେଖିପାରୁଥିବେ ଗୋଟେ ସାପ ଗାଡି ଭିତରେ…