RBI ଘୋଷଣା ପରେ ହୋମ ଲୋନ ଏବଂ କାର ଲୋନର EMIରେ ଆପଣଙ୍କୁ କେତେ ହେବ ଫାଇଦା, ଜାଣନ୍ତୁ ଏଇଠି

କାରୋନା ଭାଇରସ ପାଇଁ ହେଉଥିବା ଆର୍ଥିକ ସଙ୍କଟକୁ ଦେଖି ଆରବିଆଇ ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ଥି ଦେଇ ରେପୋ ରେଟକୁ ୦.୭୫% ହ୍ରାସ କରାଇବା ପାଇଁ ଘୋଷଣା କରିଛି। ଏହାଦ୍ୱାରା ସାଧାରଣ ଜନତାଙ୍କର ଲୋନର ଇଏମଆଇ କମ ହେବ। ତେବେ ଜାଣନ୍ତୁ ହୋମ ଲୋନ ଏବଂ ଅଟୋ ଲୋନ ଉପରେ ଦିଆଯାଉଥିବା EMI ଦ୍ୱାରା…

ଗାଡି ଚଳାଚଳ ବନ୍ଦ ପାଇଁ ଚାଲି ଚାଲି ଘରକୁ ଯାଉଥିଲେ ବ୍ୟକ୍ତି, କିନ୍ତୁ ଘରେ ପହଂଚିବା ପୂର୍ବରୁ ଚାଲିଗଲା ଜୀବନ

ଆଗ୍ରା : କାରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ୨୧ ଦିନର ଲକଡାଉନ ଲାଗୁ ହୋଇଛି। କିନ୍ତୁ ଏହି ସବୁ ଭିତରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏପରି ଏକ ଖବର ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ। ଉତ୍ତରପ୍ରଦେଶରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ…

ଲକଡାଉନରେ ଘରେ ରହି ବୋର ହେଉଥିଲେ ଯୁବକ, ବାହା ହେବାକୁ ଜିଦ୍ କରି ଡେଇଁଲେ କୂଅକୁ

କେନ୍ଦୁଝର (କେନ୍ୟୁଜ) : ସାରା ଦେଶରେ ଏବେ ମହାମାରୀ କାରୋନା ଆତଙ୍କ। ଏହି ଘାତକ କାରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଛି। କାରୋନା ପ୍ରକୋପରୁ ଦେଶର ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ଲକଡାଉନ କରିଛନ୍ତି। ତେବେ ଏହି ଲକଡାଉନ ପାଇଁ…

ସାରା ଦେଶରେ କାରୋନା ଆତଙ୍କ, କିନ୍ତୁ ଭାରତର ଏହି ରାଜ୍ୟର ପାଖ ମାଡିନି କାରୋନା !

ସାରା ବିଶ୍ବକୁ କମ୍ପନ କରୁଛି କାରୋନା ଭାଇରସ। ଚୀନର ବୁହାନ ସହରରୁ ସୃଷ୍ଟି ହୋଇଥିବା ଏହି ଘାତକ ଭାଇରସ ଏବେ ସାରା ବିଶ୍ବରେ ତାର କାୟା ବିସ୍ତାର କରିସାରିଛି। ଧୀରେ ଧିରେ ବ୍ୟାପି ଏହି ଭାଇରସ ସାରା ବିଶ୍ବକୁ ତା କବଳକୁ ନେଇଯାଇଛି। ଆଉ ଏହି ମହାମାରୀ ଭାଇରସ ସାରା ବିଶ୍ୱରେ ରଚୁଛି ମୃତ୍ୟୁର…

 ଆଜି ‘ମନ କି ବାତ’ କାର୍ଯ୍ୟକ୍ରମରେ କାରୋନା ବିଷୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ନିଶ୍ଚୟ ଯୋଗ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଦିନ ଭଳି ଏହି ରବିବାର ଅର୍ଥାତ ଆଜି ମନ କି ବାତ କରିବେ। କିନ୍ତୁ ଏଥର କାର୍ଯ୍ୟକ୍ରମରେ ବିଶ୍ଵ ମହାମାରୀ କାରୋନା ଭାଇରସ ଉପରେ କେନ୍ଦ୍ରିତ ହେବ। ଏହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି। ପିଏମ ଟ୍ୱିଟ କରି ଜଣାଇଛନ୍ତି ଯେ ମନ କି…

ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଜବରଦସ୍ତ ‘ବ୍ରେଡ଼ ଚିଲ୍ଲା’, ଆଜି ହିଁ କରନ୍ତୁ ପ୍ରସ୍ତୁତ

ଘରେ ରହିଲେ ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ଖାସ କରି ରବିବାର ଛୁଟି ଦିନରେ ଘରେ କିଛି ସ୍ପେଶାଲ ଆଇଟମ ନିଜଟି ହୋଇଥାଏ। ଆଉ ଏବେ ତ କାରୋନା ଭାଇରସ ପାଇଁ ଲକଡାଉନ ହୋଇଛି, ଆଉ ଏବେ ତ ସବୁ ଦିନ ହିଁ ଛୁଟି ଦିନ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ…

ସରକାରୀ କଟକଣାକୁ ଫୁ: କରୋନା ସଂଦିଗ୍ଧଙ୍କୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ଷ୍ଟାଫ ଖୋଲା ଜାଗାରେ ଫୋପାଡିଲେ ଗ୍ଳୋବ୍ସ

କାରୋନା ଭାଇରସ ଠାରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର। କାରୋନା ଭାଇରସ ସହ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅପିଲ କରୁଛନ୍ତି। ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରି କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଘୋଷଣା…

କାରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କଲେ ଅଭିନେତା ସବ୍ୟସାଚୀ

ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର ଭାଇରସରେ ଓଡ଼ିଶାର 3 ଜଣ…

ଲକଡାଉନରେ ବି ଧୁମ୍‌ଧାମରେ ହେଉଥିଲା ବିବାହ, ହଠାତ ପହଁଚିଲା ପୋଲିସ, ବେଦି ଉପରୁ ଉଠାଇଆଣିଲା ଥାନାକୁ

ଦେଶରେ କାରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କାରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ୮୭୩ ହୋଇସାରିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯ରେ ପହଁଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଦେଶର ଲୋକଙ୍କୁ ଘରେ ରହିବ ସହ ସୋସିଆଲ ଡିସଟାନ୍ସ କରିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ…

 ଚାଲି ଚାଲି ଘରକୁ ଯାଉଥିବା ୭ଜଣ ମଜୁରିଆଙ୍କ ଉପରେ ଚଢ଼ିଗଲା ଟେମ୍ପୋ, ୪ ମୃତ

ମୁମ୍ବାଇ : ମୁମ୍ବାଇର ଭିରାରରେ ମୁମ୍ବାଇ-ଅହମଦାବାଦ ନ୍ୟାସନାଲ ହାଇୱେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ମଜୁରିଆଙ୍କ ମୃତ୍ୟୁ ଘଟିଛି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ୭ ଜଣ ମଜୁରିଆ ଚାଲି ଚାଲି ନିଜ ଘରକୁ ଯାଉଥିଲେ ଠିକ ଏହି ସମୟରେ…

କାରୋନା ସହ ଲଢେ଼ଇ, ରେଳ ବିଭାଗ ନିଜ କର୍ମଚାରୀଙ୍କୁ ମାଗିଛି ଗୋଟେ ଦିନର ଦରମା ଟଙ୍କା

ଭାରତୀୟ ରେଲୱେ ବୋର୍ଡ଼ ନିଜର କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜର ଗୋଟେ ଦିନର ଦରମା ଦେବା ପାଇଁ ଅନୁରୋଧ କରିଛି। କାରୋନା ବିପକ୍ଷରେ ହେଉଥିବା ଲଢ଼େଇରେ ସରକାରଙ୍କ ପ୍ରଚେଷ୍ଟାକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଛି ଭାରତୀୟ ରେଳ ବିଭାଗ। ରେଳ…

ଆଶ୍ଚର୍ଯ୍ୟ ! କ୍ୱାରେଣ୍ଟାଇନ୍‌ରେ ୧୪ ଦିନ ରହିବା ପରେ ମଧ୍ୟ ଯୁବକଙ୍କ ଠାରେ ଦେଖାଗଲା କାରୋନା ଲକ୍ଷଣ

କାରୋନା ସଂକ୍ରମଣ ଆଶଙ୍କା କରି ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିଯିବାର ମାନେ ନୁହେଁ ଯେ ଆପଣଙ୍କ ଉପରେ କାରୋନା ସଂକ୍ରମିତ ହେବା ଭୟ ଚାଲିଗଲା। ଯଦି ଆପଣ ଏପରି ଭାବୁଛନ୍ତି ତାହେଲେ ଭୁଲ ଭାବୁଛନ୍ତି। କାହିଁକିନା ଚଣ୍ଡୀଗଡରେ ଏକ ଏମିତି ମାମଲା ଏବେ ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣ…