ସାମାଜିକ ବାଧାବିଘ୍ନକୁ ଭାଙ୍ଗି ବିବାହ ବନ୍ଧନରେ ବାନ୍ଧି ହେଲେ ୧୫ ଟ୍ରାନ୍ସଜେଣ୍ଡର

ଛତିଶଗଡରେ ୧୫ ଜଣ ଟ୍ରାନ୍ସଜେଣ୍ଡର ଯୋଡିଙ୍କର ସାମୂହିକ ବିବାହ ଆୟୋଜନ ହୋଇଛି। ଏହି ଯୋଡି ମଧ୍ୟରେ ଥିଲେ ଆଠ ବର୍ଷ ଧରି ଭଲ ପାଉଥିବା ୩୩ ବର୍ଷିର ସଲୋନୀ ଏବଂ ୨୮ ବର୍ଷର ଗୁଲାମ ନବୀ ଅନସାରୀ। ସଲୋନୀ ଶାହରୁଖ୍ ଖାନଙ୍କର ଏକ ଫିଲ୍ମ ଡାଇଲଗ୍ କହି ନିଜ ଖୁସିକୁ ପରିପ୍ରକାଶ କଲେ। ସଲୋନୀ କହିଲେ ଯେ…

ଶ୍ରୀ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଜିଠାରୁ ଆରମ୍ଭ, ଯାତ୍ରା ପାଇଁ କେଉଁ କେଉଁ ନିୟମକୁ ଧ୍ୟାନ ଦେବାକୁ ପଡିବ…

ଜାମ୍ମୁ-କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ଅଗ୍ରୀମ ପଞ୍ଜୀକରଣ ଏକ ଏପ୍ରିଲରୁ ଆରମ୍ଭ ହୋଇଛି। ଦେଣର ୩୨ ରାଜ୍ୟର କେନ୍ଦ୍ର ଶାସିତ ରାଜ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଜାମ୍ମୁ-କାଶ୍ମୀର ବ୍ୟାଙ୍କ୍ ଏବଂ ୟସ ବ୍ୟାଙ୍କର ୪୪୦ ବ୍ୟାଙ୍କ୍ ଶାଖା ଗୁଡିକରେ ୨୦୧୯ ମସିହା ଏପ୍ରିଲ ୧ରୁ…

ଖରାଦିନେ ଏପରି ଭାବରେ କରନ୍ତୁ ଡ୍ରେସର ଚୟନ, ଯାହା ଆପଣଙ୍କୁ ଆରମ ଲାଗିବା ସହିତ ଦେଇଥାଏ ଷ୍ଟାଇଲିଷ୍ଟ ଲୁକ୍

ଆମ ଡ୍ରେସ ପିନ୍ଧିବାର ପସନ୍ଦରେ ପରିବର୍ତ୍ତନ ହୋଇଥାଏ। ଯେପରି ଖରାଦିନ ଆସିବା ମାତ୍ରେ ହିଁ ଆମେ ମୋଟା ଓ ଗରମ ପୋଷାକ ପିନ୍ଧିବା ପରିବର୍ତ୍ତେ ହାଲକା ପୋଷାକ ପିନ୍ଧିବାକୁ ପସନ୍ଦ କରିଥାଉ। ଖାସ କରି ଯୁବଗୋଷ୍ଠୀମାନେ ଏପରି ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ଯାହା ଦ୍ବାରା ଆରାମ ଲାଗିବା…

ଆଜି ଆର୍ଥିକ ବର୍ଷର ଶେଷ ଦିନ, କାଲି ଠାରୁ ଆପଣଙ୍କ ଜୀବନରେ ହେବ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ

ଆଜି ଆର୍ଥିକ ବର୍ଷ ୨୦୧୮-୧୯ ମସିହାର ଶେଷ ଦିନ। ଏହାସହିତ ଆହୁରି ଅନେକ ନିୟମ ରହିଛି ଯାହାକୁ ପୁରା କରିବା ପାଇଁ ମଧ୍ୟ ଆଜି ଶେଷ ଦିନ ଅଟେ। ଏହି ତାରିଖକୁ ଜଡିତ ସମସ୍ତ କାମକୁ ଆଜି ଶେଷ କରିଦିଅନ୍ତୁ ନଚେତ ଆଗକୁ ଅସୁବିଧାରେ ପଡିପାରନ୍ତି। ପାନ କାର୍ଡ ହୋଇପାରେ ରଦ୍ଦ ପାନ କାର୍ଡକୁ ଆଧାର…

ଖସିପଡ଼ିଲା ବାୟୁସେନାର ଯୁଦ୍ଧ ବିମାନ, ମିଗ୍-୨୭ ଦୁର୍ଘଟଣାଗ୍ରସ୍ତ

ଖସିପଡ଼ିଲା ବାୟୁସେନାର ଲଢୁଆ ଯୁଦ୍ଧ ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇଛି ମିଗ୍-୨୭ ବିମାନ । ଯୋଧପୁରରେ ଏହି ଦୁର୍ଘଟଣା ହୋଇଛି। ତେବେ କ୍ଷୟକ୍ଷତିକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ରୁଟିନ୍ ମିଶନରେ ଯିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। Iaf Pilot being looked…

ଆସନ୍ତାକାଲି ରବିବାର ଖୋଲାରହିବ ସରକାରୀ ବ୍ୟାଙ୍କ !

ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ବ୍ୟାଙ୍କ୍ ରାତି ୮ଟା ଯାଏଁ ଖୋଲା ରହିବ। ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ ୩୧ ତାରିଖରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ଏକ ନିର୍ଦ୍ଦେଶାନାମା ଜାରି…

ହ୍ୟୁଣ୍ଡାଇ ଆଣୁଛି ଇଲେକ୍ଟ୍ରିକ SUV କାର୍‌ ‘କୋନା’, ଜୁନ ମାସରେ ଭାରତରେ ଲଞ୍ଚ ପାଇଁ ପ୍ରସ୍ତୁତି

ଆର୍ଥିକ ବର୍ଷ ୨୦୧୯-୨୦ ଅଟୋମୋବାଇଲ ସେକ୍ଟର ପାଇଁ ବହୁତ ଖାସ ରହିବ । କାରଣ ଏହି ବର୍ଷରେ ଅଧିକାଂଶ କାର୍‌ ନିର୍ମାତା ନିଜର ଇଲେକ୍ଟ୍ରିକ କାର ଭାରତୀୟ ବଜାରରେ ଲଞ୍ଚ କରିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଟାଟା ନିଜର ହାଚବ୍ୟାକ କାର ଟିଆଗୋର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ…

ଜାମ୍ମୁ-ଶ୍ରୀନଗର ହାଇୱେରେ ବାନିହାଲ ନିକଟ ବିସ୍ଫୋରଣରେ ଅଳ୍ପକେ ବର୍ତ୍ତି ଗଲା ସିଆରପିଏଫ ଯବାନଙ୍କ ଗାଡି

ଶ୍ରୀନଗର : ଜାମ୍ମୁ-ଶ୍ରୀନଗର ହାଇୱେରେ ବାନିହାଲ ନିକଟରେ ସିଆରପିଏଫ କନଭୟ ଯାଉଥିବା ବେଳେ ଏକ କାରରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହେଲେ ଏଥିରେ ସିଆରପିଏଫର କୌଣସି କ୍ଷୟକ୍ଷତି ହୋଇନାହିଁ । କାରରେ କିଛି ରାସାୟନିକ, ବିସ୍ଫୋରକ ସାମଗ୍ରୀ ଓ ଗ୍ୟାସ…

World Idli Day : ଜାଣନ୍ତୁ କେମିତି ସହଜରେ ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ସ୍ପଞ୍ଜୀ ଇଡଲୀ

ସାଧାରଣତଃ ଆପଣଙ୍କୁ ଲାଗୁଥିବ ଯେ ଇଡଲୀ ଦକ୍ଷୀଣ ଭାରତର ବ୍ୟଞ୍ଜନ ଆଟେ। କିନ୍ତୁ ଏହା ସତ ନୁହେଁ। ଇଡଲୀର ଇତିହାସ ବହୁ ପୁରାତନ ଅଟେ ଏହି ଡିସ ଇଣ୍ଡୋନେସିୟା ରୁ ଭାରତ ଆସିଥିଲା ଏବଂ ଦକ୍ଷୀଣ ଭାରତ ସମେତ ପୂରା ଦେଶର ସ୍ବାଦରେ ସାମିଲ ହୋଇଗଲା। ଏହା ଭାରତକୁ ୮୦୦ ରୁ ୧୨୦୦ ବର୍ଷ ପୂର୍ବେ ଆସିଥିଲା।…

ଅଫିସରେ ପସି ମହିଳା ଅଫିସରଙ୍କୁ ହତ୍ୟା, ପରେ ଅଭିଯୁକ୍ତ ନିଜକୁ ମାରିଲେ ଗୁଳି ! ଜାଣନ୍ତୁ କଣ ଏହାର କାରଣ

ଫୁଡ୍ ଏଣ୍ଡ କେମିକାଲ ଟେଷ୍ଟିଂ ଲ୍ୟାବର ଜୋନଲ ଲାଇାସେନସିଂ ଅଥରିଟୀ ଡା. ନେହା ସୌରୀଙ୍କ ହତ୍ୟା ପରେ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତ ବହୁତ ସମୟ ଧରି ନେହା ସୌରୀଙ୍କର ହତ୍ୟାର ସୁଯୋଗ ଖୋଜୁଥିଲା। ସେ ବହୁତ ଥର ଲ୍ୟାବରେ ଚକ୍କର ଲଗାଇ ସାରିଥିଲେ। କେବଳ…

ବାସରୁ ବଞ୍ଚିତ ସୁକାନ୍ତି, ଗଛ ମୂଳେ ବିତୁଛି ଜୀବନ

ଅନୁଗୁଳ (କେନ୍ୟୁଜ୍) : ତାଳଚେର ୮ନମ୍ବର ଓ୍ଵାର୍ଡର ସୁକାନ୍ତି ସାହୁ । ଘର ଖଣ୍ଡିଏ ନଥିବାରୁ ଗଛ ମୂଳରେ ଜୀବନ ବିତାଉଛନ୍ତି ସୁକାନ୍ତି । ସେଇଠି ରୋଷେଇ ଆଉ ସେଇଠି ବସାଉଠା । ୩ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ବଞ୍ଚିବା କଷ୍ଟକର । ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ଭଡାଘରେ ରହୁଥିଲେ…

ବୃତ୍ତିରେ ଶିକ୍ଷକ, କିନ୍ତୁ ନିଶା ପ୍ରାଚୀନ ସାମଗ୍ରୀ ସଂଗ୍ରହ, ନିର୍ମାଣ କରିଛନ୍ତି ପଠାଣି ସାମନ୍ତ ସଂଗ୍ରହାଳୟ

ପୁରୀ (କେନ୍ୟୁଜ୍) : ପୁରାତନ ଯୁଗର ପଥର ଠାରୁ ମୂଲ୍ୟବାନ ସାମଗ୍ରୀ । ପଥର ମୂର୍ତ୍ତି, ପ୍ରାଚୀନ ବହି ସହ ଖବର କାଗଜ । ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବଉଳପଦା ଗାଁର ସଂଗ୍ରାହକ ରବିନ୍ଦ୍ର ସ୍ୱାଇଁଙ୍କ ପଠାଣି ସାମନ୍ତ ସଂଗ୍ରହାଳୟ ଏବଂ ପାଠାଗାର । ବୃତ୍ତିରେ ଶିକ୍ଷକ ଥିବା ରବିନ୍ଦ୍ରଙ୍କ ନିଶା…