ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି

ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦଳ ପକ୍ଷରୁ ଆଜି ସନତ ଗଡ଼ତିଆଙ୍କ ନାଁ ଘୋଷଣା କରାଯାଇିଛି । ବିଜେପୁରରେ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି କଂଗ୍ରେସ ତରଫରୁ ରିପୂନାଥ…

ତିନି ବର୍ଷ ବୟସରେ ନିଜକୁ କହିଥିଲେ ‘ପାଇଲଟ’, ୩୦ ବର୍ଷ ପରେ ବିମାନ ଉଡାଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଶିକ୍ଷକ

ସୁଧା ସତ୍ୟନ ନାମକ ଜଣେ ଅଧ୍ୟାପିକା ଏୟାର ଇଣ୍ଡିଆ ଦିଲ୍ଲୀରୁ ଚିକାଗୋ ଯାଉଥିବା ବିମାନରେ ବସିଥିଲେ। ସେତେବେଳେ କ୍ୟାପଟେନଙ୍କ ନାମ ଘୋଷଣା କରାଗଲା, ଯାହାକୁ ଶୁଣି ସେ ୩୦ ବର୍ଷ ପୁରୁଣା ସ୍ମ୍ରୁତିକୁ ମନେପକେଇଲେ। ସେ ଯେତେବେଳେ ଏକ ପ୍ଲେସ୍କୁଲରେ ଅଧ୍ୟାପିକାଥିଲେ ସେତେବେଳେ ସେ ଏକ ତିନି ବର୍ଷର…

ଆଦିବାସୀଙ୍କ ପାରମ୍ପରିକ ପର୍ବ ବାହା ବଙ୍ଗା, ନାଚ ଗୀତରେ ମସଗୁଲ ହୋଇଥାନ୍ତି ସାନ୍ତାଳି ପରିବାର

କେଉଁଝର (କେନ୍ୟୁଜ୍) : ଆଦିବାସୀଙ୍କ ପାରମ୍ପରିକ ପର୍ବ ବାହା ବଙ୍ଗା । ଫଗୁଣ ମାସର ଶୁଭ ଦିନଗୁଡ଼ିକରେ ଆଦିବାସୀମାନେ ପାଳନ କରିଥାନ୍ତି ଏହି ପର୍ବ । ଢୋଲ ମାଦଳର ତାଳେ ତାଳେ ନାଚ ଗୀତରେ ମସଗୁଲ ହୋଇଥାନ୍ତି ସାନ୍ତାଳି ପରିବାର । ଆରାଧ୍ୟ ଦେବତା ମାରାଂବୁରୁ ଲିଟେ ଓ ମାଣେକଙ୍କ ସହ ଜାହେରାୟ…

ସ୍ମାର୍ଟଫୋନ୍ କ୍ୟାମେରାର ସ୍କ୍ରାଚକୁ ଚୁଟକିରେ ଦୂର କରିବ ଏହି ଟିପ୍ସ

କେତେକ ଥର ସ୍ବାର୍ଟଫୋନରେ କଭର ନ ପଡିବା କାରଣରୁ କ୍ୟାମେରା ଲେନ୍ସରେ ସ୍କ୍ରାଚ୍ ପଡିଯାଇଥାଏ। ଏମିତିରେ ଆମ ଫଟୋ ଗୁଡିକ ଖରାପ ଆସିଥାଏ। ଆମେ ଚାହିଁକି ବି ଭଲ ଫଟୋ କ୍ଲିକ କରିପାରନ୍ତି ନାହିଁ। ଏମିତି ପରିସ୍ଥିତରେ ଯଦି ଆପଣ ଚାହିଁବେ ଘରେ ମଧ୍ୟ ଆପଣ ନିଜେ ସ୍ମାର୍ଟଫୋନର ଲେନ୍ସର ସ୍କ୍ରାଚକୁ…

କିଡନୀ ରୋଗ ହେବା ପୂର୍ବରୁ ଶରୀରକୁ ଦେଇଥାଏ ଏହି ୧୫ଟି ସଂକେତ, କଣ ଆପଣଙ୍କ ଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ

ଯଦି ଆପଣଙ୍କ ଶରୀର ମଧ୍ୟ ଆପଣଙ୍କୁ କିଛି ସଂକେତ ଦେଉଛି ତେବେ ଏହାକୁ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ। ଆପଣଙ୍କର ଏହି ଅଣଦେଖା ଆପଣଙ୍କୁ ବହୁତ ମହଙ୍ଗା ପଡିପାରେ। କିଡନୀ ମାମଲାରେ ତ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ। କାରଣ କିଡନୀ ପ୍ରାରମ୍ଭିକ ଷ୍ଟେଜରେ ଜଣା ନପଡିଲେ ଏହା ଜୀବନକୁ…

ରାତିରେ ବଳକା ରହିଯାଇଥିବା ଡାଲିକୁ ଫୋପାଡନ୍ତୁ ନାହିଁ, ଏମିତି ଭାବରେ ବନାନ୍ତୁ ସ୍ବାଦିଷ୍ଟ ପରଟା

ସବୁବେଳେ ରାତିରେ ରନ୍ଧା ହୋଇଥିବା ଖାଦ୍ୟ ବଳକା ପଡିଯାଇଥାଏ। ଯାହାକୁ ଆମେ ସକାଳୁ ଫୋପାଡି ଦେଇଥାନ୍ତି। ଏମିତିରେ ଖାଦ୍ୟ ତ ନଷ୍ଟ ହୋଇଥାଏ ଏବଂ ଏହା ସହିତ ସବୁ ପରିଶ୍ରମ ବି ବେକାର ଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ରେସିପି ବିଷୟରେ ଜଣାଇବୁ ଯାହା କେବଳ ଆପଣଙ୍କ ପରିଶ୍ରମ ନୁହେଁ ବରଂ…

ଥରେ ଭାବନ୍ତୁ ତ ହଠାତ୍ ଯଦି ସୂର୍ଯ୍ୟ କୁଆଡେ ଗାୟବ ହୋଇଯିବ ତେବେ ହେବ କଣ ?

ଆମ ସୌର ମଣ୍ଡଳରେ ସୂର୍ଯ୍ୟ ମହତ୍ତ୍ବ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ସୂର୍ଯ୍ୟ ବିନା ଜୀବନର କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ। ଥରେ ଭାବନ୍ତୁ ହଠାତ୍ ଯଦି ସୂର୍ଯ୍ୟ ଗାୟବ ହୋଇଯାଏ ତେବେ କଣ ହେବ? ଏହାର ଉତ୍ତର ଆମକୁ ସୂର୍ଯ୍ୟର ଉପଯୋଗିତାରୁ ମିଳିପାରିବ। ସୌର ମଣ୍ଡଳର ସବୁ ଗ୍ରହ…

ଭୀଷଣ ଗରମରେ ମଧ୍ୟ ଥଣ୍ଡା ରହିବ ଆପଣଙ୍କ କାର୍, ଖାଲି ଫଲୋ କରନ୍ତୁ ଏହି ୭ ଉପାୟ

ଗରମ ଦିନ ଆସିଗଲାଣି ଏବଂ ଏମିତିରେ ଘରୁ ବାହାରିବା ଅସମ୍ଭାଳ ହୋଇପଡିଲାଣି। ଆଉ ଆପଣ ଏହି ସମୟରେ ବେଶି କାରରେ ଯାତ୍ରା କରିବାକୁ ପସନ୍ଦ କରିବେ। ଆଉ ଏଥିପାଇଁ ଆପଣଙ୍କୁ ନିଜ କାରର ଖାସ ଯତ୍ନ ନେବା ଆବଶ୍ୟକ। ଏମିତି ଆମ ସମସ୍ତଙ୍କ ସହିତ ହୋଇଥାଏ ଯେ ଯେତେବେଳେ ଆପଣ କେଉଁଠି କାରକୁ ପାର୍କ…

ଝିଅ ଜିଭାଙ୍କ ସହିତ ୬ଟି ଭାଷାରେ କଥା ହେଉଛନ୍ତି ଏମଏସ ଧୋନି, ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ

ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନର ଆପିଏଲର ଆରମ୍ଭ ବିଜୟ ସହିତ କରିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚେନ୍ନାଇ ପ୍ରଥମ ମୁକାବିଲାରେ ଆରସିବିକୁ ହରାଇଲା। ଚେନ୍ନାଇର ଆଗାମୀ ମୁକାବିଲା ଦିଲ୍ଲୀ ସହିତ ମଙ୍ଗଳବାର ଫିରୋଜଶାସ କୋଟଲା ମୈଦାନାରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଧୋନି ନିଜ…

ଯାଜପୁରରେ ୨୦ଜଣ ବ୍ରାହ୍ମଣ ପିଲାମାନଙ୍କର ସାମୁହିକ ବ୍ରତୋପନୟନ, ସମସ୍ତ ଖର୍ଚ୍ଚ ଉଠାଇଲା ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦ ପକ୍ଷରୁ ଦ୍ୱାଦଶ ବାର୍ଷିକ ସାମୁହିକ ବ୍ରତୋପନୟନ ସେବା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରମୋଦ କୁମାର ଦାଶଙ୍କ ତତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲାରୁ ୨୦ଜଣ ଆର୍ଥିକ ଅନଗ୍ରସର…

ଫିଲ୍ମଫେୟାର୍‌-୨୦୧୯ : ଜାଣନ୍ତୁ କାହାକୁ ମିଳିଲା କେଉଁ ଆୱାର୍ଡ଼

ବଲିଉଡର ସବୁଠୁ ବଡ଼ ପ୍ରତିଷ୍ଠିତ ଆୱର୍ଡ଼ 'ଫିଲ୍ମ ଫେୟାର ଆୱାର୍ଡ଼-୨୦୧୯' ଗତକାଲି ମୁମ୍ବାଇର ଜିଓ ଗାର୍ଡ଼େନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହା ଫିଲ୍ମଫେୟାରର ୬୪ତମ ସଂସ୍କରଣ। ଚଳିତ ବର୍ଷ ଏହି ଆୱାର୍ଡ଼ ନାଇଟକୁ କିଙ୍ଗ ଖାନଙ୍କ ସହ ୟଙ୍ଗ ଟ୍ୟାଲେଣ୍ଟେଡ୍ ଆକ୍ଟର ଭିକି କୌଶାଲ୍ ଓ ରାଜ କୁମାର ରାଓ…

ଗଣ୍ଠି ରୋଗର ରାମବାଣ ଚିକିତ୍ସା ଅମୃତଭଣ୍ଡା ଚା’ , ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

ଆପଣ ଜୀବନରେ ବହୁତ ପ୍ରକାରର ଚା’ ପିଇଥିବେ କିନ୍ତୁ କଣ କେବେ ଅମୃତଭଣ୍ଡାର ଚା’ ପିଇଛନ୍ତି କିମ୍ବା ଏହା ବିଷୟରେ ଶୁଣିଛନ୍ତି। ଅମୃତଭଣ୍ଡାର ଚା’ ସ୍ବାସ୍ଥ୍ୟର ଆରୋଗ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ଖାସକରି ଗଣ୍ଠିରୋଗ ପାଇଁ ଏହି ଚା’କୁ ପିଇବା ଉଚିତ। ଏହା ଶରୀରରେ ୟୁରିକ ଏସିଡର ମାତ୍ରାକୁ କମ୍…