World TB Day : ଟିବି ଭଳି ମାରାତ୍ମକ ରୋଗ କଣ, ଏହାର ଲକ୍ଷଣ ସହିତ ଏଥିରୁ କେମିତି ପାଇବେ ରକ୍ଷା ଜାଣନ୍ତୁ

ଟିବି ଏକ ଘାତକ ସଂକ୍ରାମକ ରୋଗ ଆଟେ। ଯାହା ମାଇକୋବ୍ୟାକ୍ଟ୍ରିୟମ ଟ୍ୟୁବରକ୍ଲୋସିସ୍ ଜୀବାଣୁ କାରଣରୁ ହୋଇଥାଏ। ଟିବି ସାଧାରଣତଃ ଫୁସଫୁସକୁ ଆକ୍ରମଣ କରିଥାଏ। ଏହି ରୋଗ ଫୁସଫୁସ୍ ବ୍ୟତୀତ ଶରୀରର ଅନ୍ୟ ଭାଗକୁ ମଧ୍ୟ ପ୍ରଭାବିତ କରିପାରେ। ଏହା ବାୟୁ ଦ୍ବାରା ବ୍ୟାପିଥାଏ। ଟିବି ରୋଗୀ ଅନ୍ୟ ସୁସ୍ଥ…

IPL 2019 ପାଇଁ BSNLର ଧମାକାଦାର ଅଫର, ମାଗଣା କ୍ରିକେଟ ଆଲର୍ଟ ସହିତ ମିଳିବ ଦୈନିକ ଡାଟା

କ୍ରିକେଟର ସବୁଠାରୁ ରୋମାଞ୍ଚକ ଲିଗ୍ ଆଇପିଏଲ ସିଜନ-୧୨ ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗର ଏହି ମୁକାବିଲା ପାଇଁ ଦର୍ଶକଙ୍କ ମନରେ ଉତ୍ସାହ ଦେଖି ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ (ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍) ଦୁଇଟି ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଯାହର…

ପିଏମ୍ ମୋଦିଙ୍କ ବାୟୋପିକ ପୋଷ୍ଟରରେ ନାମ ଦେଖି ରାଗିଗଲେ ଜାଭେଦ ଅଖତର୍, ଜାଣନ୍ତୁ ଏହା ପଛର କାରଣ

ହୋଲିର ଠିକ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ପିଏମ୍ ବାୟୋପିକ୍ 'ପିଏମ୍ ନରେନ୍ଦ୍ର ମୋଦୀ'ର ଟ୍ରେଲର ରିଲିଜ୍ ହୋଇଥିଲା। ରିଲିଜ୍ ହେବାପରେ ଏହି ଟ୍ରେଲରକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲରରେ କ୍ରେଡିଟିରେ ଗୀତିକାର ତାଲିକାରେ ନିଜ ନାଆଁ…

ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ସିଏସକେ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହୋଇଛି ଆଇପିଏଲର ଦ୍ୱାଦଶ ସଂସ୍କରଣ। ପ୍ରଥମ ମ୍ୟାଚ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନାଇ ସୁପର କିଙ୍ଗସ ଦଳ। ଗତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଟିମ ସିଏସକେ…

ଆସନ୍ତା ମାସ ୨ ତାରିଖରୁ ହେବ ସକାଳୁଆ କ୍ଲାସ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର (କେନ୍ୟୁଜ୍) : ଏପ୍ରିଲ ୨ରୁ ରାଜ୍ୟର ସମସ୍ତ ସ୍କୁଲ ହେବ ସକାଳୁଆ । ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ରୁ ଯାଏ କ୍ଲାସ ହେବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ପଠାଯାଇଛି । ଦିନ୧୦ଟାରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ…

ATMରୁ ଉଠି ଯାଇଛି ଏବଂ ଆକାଉଣ୍ଟରୁ ମଧ୍ୟ କଟିଯାଇଛି ହେଲେ ହାତକୁ ଆସିନି ଟଙ୍କା, ତେବେ ଏଭଳି ସ୍ଥିତିରେ କଣ କରିବେ…

କେତେକ ଥର ଏମିତି ହୋଇଛି ଯେ ଏଟିଏମରୁ ଟଙ୍କା ଉଠିଯାଇଥାଏ ଏବଂ ଆପଣଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା କଟିଯାଇଥାଏ କିନ୍ତୁ ଆପଣଙ୍କ ହାତକୁ ଟଙ୍କା ଆସିନଥାଏ। ଏମିତି କଣ ଆପଣଙ୍କ ସହିତ କେବେ ହୋଇଛି। ଏମିତି ପରିସ୍ଥିତରେ ସାଧାରଣତଃ ସମସ୍ତେ ଭୟଭୀତ ହୋଇଯାନ୍ତି। କିନ୍ତୁ ଭୟଭୀତ ନହୋଇ ଚାଲାକର କାମ…

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ପାଞ୍ଚ ପ୍ରକାରର କାମ, ନଚେତ ଆପଣଙ୍କ ଉପରେ ପଡିଥାଏ ଶନିଙ୍କର ଅଶୁଭ ଦୃଷ୍ଟି

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଯେଉଁ ବ୍ୟକ୍ତି ଭଲ କାମ ମରବନ୍ତି ସେମାନଙ୍କ ଉପରେ ଶନିଦେବ ଉତ୍ତମ ଦୃଷ୍ଟି ରଖିଥାନ୍ତି। ସେହିଭଳି ଯେଉଁ ବ୍ୟକ୍ତି ଖରାପ କାର୍ଯ୍ୟରେ ନିୟୋଜିତ ଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କର କୁପ୍ରଭାବ ପଡିଥାଏ। ତାଙ୍କର ସବୁ କାମ ବିଗାଡି…

ବାପାଙ୍କ ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର, ତାପରେ ହୋଇଗଲେ ବଲିଉଡର ରାଣୀ

ରାଣୀ ମୁଖାର୍ଜୀ 'ରାଜା କି ଆଈ ବାରାତ୍' ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା। ଫିଲ୍ମ ହିଟ୍ ହୋଇନଥିଲେ ମଧ୍ୟ ସେ ବଲିଉଡରେ ନିଜର ସ୍ଥାନ ବନେଇବାରେ ସଫଳ ହୋଇପାରିଥିଲେ। ଦର୍ଶକଙ୍କ ମନରେ ରାଜ କରୁଥିବା ରାଣୀ ମୁଖାର୍ଜୀଙ୍କର ଆଜି ହେଉଛି…

ପୂଜା ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ମାତା ଲକ୍ଷ୍ମୀଙ୍କର ଏମିତି ମୂର୍ତ୍ତି, ଲାଭ ବଦଳରେ ହେବ କ୍ଷତି

ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଲୋକମାନେ ମା’ ଲକ୍ଷ୍ମୀଙ୍କର କ୍ରୁପା ପାଇବା ପାଇଁ ବିଭିନ୍ନ ଉପାୟରେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏହାପାଇଁ ଲୋକମାନେ ପୂଜା ଘରେ ମାତା ଲକ୍ଷ୍ମୀଙ୍କୁ ରଖି ପୂଜା କରିଥାନ୍ତି କିନ୍ତୁ ଦେବୀ ମୂର୍ତ୍ତି ରଖିବାର…

ମ୍ୟାଚରେ ଦର୍ଶକଙ୍କ ମନଙ୍କୁ ମନୋରଞ୍ଜନ କରୁଥିବା ଚିୟର ଗାର୍ଲ୍ସ କେତେ ନିଅନ୍ତି ପାରିଶ୍ରମିକ କଣ ଆପଣ ଜାଣନ୍ତି ?

ଆଇପିଏଲ ସିଜନ-୧୨ ଆସନ୍ତା ମାର୍ଚ୍ଚ ୨୩ରେ ହେବାକୁ ଯାଉଛି। ଏବେ ସବୁଆଡେ ଟିମ ଏବଂ ସେମାନଙ୍କ ଖେଳାଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିଭଳି ସବୁ ବର୍ଷ ନିଜ ଡ୍ୟାନ୍ସ ଏବଂ ମସ୍ତିରେ ଆଇପିଏଲକୁ ସୁପରହିଟ କରୁଥିବା ଚିୟରଗାର୍ଲ୍ସ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି। ତେବେ ଆସନ୍ତୁ ଏହି ଖବରରୁ…

ହୋଲି ଖେଳିବା ସମୟରେ ନିଜ ସ୍ମାର୍ଟଫୋନ ଉପରେ ରଖନ୍ତୁ ଧ୍ୟାନ, ଏପରି ଭାବେ ନିଅନ୍ତୁ ଫୋନର ସୁରକ୍ଷା

ହୋଲିର ପର୍ବ ଆରମ୍ଭ ହୋଇସାରିଛି। କିଏ କେବେ କାହାକୁ ରଙ୍ଗ ମାରିଦେବ ତାହା ଠିକ୍ ନାହିଁ। କିନ୍ତୁ ଏହି କଥାର ଗ୍ୟାରେଣ୍ଟି ଦେଇପାରିବୁ ଯେ ରଙ୍ଗ ଦ୍ବାରା ଆପଣଙ୍କ ଫୋନ ଓଦା ହୋଇପାରେ। ତାହା ଖରାପ ମଧ୍ୟ ହୋଇପାରେ। ଏମିତିରେ ଆପଣଙ୍କ ପାଇଁ ଜରୁରୀ ଯେ ହୋଲି ଖେଳିବା ପୂର୍ବରୁ ଫୋନର ସୁରକ୍ଷା…

ଏହି ହୋଲିରେ ଘରକୁ ଆସିଥିବା ଅତିଥିଙ୍କୁ ଖୁଆନ୍ତୁ ବାଦାମ ଗୋଲାପ କ୍ଷୀରି, ଜାଣନ୍ତୁ ଏହାକୁ ପସ୍ତୁତ କରିବାର ଉପାୟ ଯାହା…

ରଙ୍ଗର ପର୍ବ ହୋଲିରେ ଘରେ ବହୁତ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଯଦି ଆପଣ ଏଥର ହୋଲିରେ ଅତିଥିଙ୍କ ପାଇଁ କିଛି ସ୍ପେଶାଲ କରିବାକୁ ଚାହୁଁଛନ୍ତି ତେବେ ବାଦାମ ଗୋଲାପ କ୍ଷୀରି ବନାଇପାରିବେ। ଏହାର ସ୍ବାଦ ଚାଖିବା ପରେ ଅତିଥି ଆପଣଙ୍କର ପ୍ରଶଂସା କରିବା ସହିତ ରେସିପି ବିଷୟରେ…