ଟ୍ରେନ୍‌ ଡୋର୍‌ରେ ଲଟକି ବିପଜ୍ଜନକ ଯାତ୍ରା କରୁଥିଲେ ସୋନୁ ସୁଦ୍‌; ରେଲୱେର ତାଗିଦ ପରେ ଏହି କହି କ୍ଷମା ମାଗିଲେ…

ଟ୍ରେନର ଫୁଟବୋର୍ଡରେ ବସି ଯାତ୍ରା କରିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ଉତ୍ତର ରେଲେଓ୍ଵ ତାଙ୍କୁ ତାଗିଦ କରିଛି। ରେଲେଓ୍ଵ କହିଛି ଯେ ଏମିତି ଯାତ୍ରା କରିବା ବିପଜ୍ଜନକ ହୋଇପାରେ। ଦୟାକରି ଏହା କରନ୍ତୁ ନାହିଁ, କାରଣ, ଲୋକଙ୍କ ପାଖକୁ ଏହାର ଭୁଲ ବାର୍ତ୍ତା ଯିବ,…

ମୁମ୍ବାଇରେ ୨୫ତମ ମହଲାରୁ ଖସି ପଡ଼ିଲା ଲିଫ୍ଟ! ଗୁରୁତର ଅବସ୍ଥାରେ ୩ ଉଦ୍ଧାର; ଲିଫ୍ଟରେ ଫସି ଚାଲିଗଲା ୨୦ ବର୍ଷୀୟ…

ମୁମ୍ବାଇରେ ବୁଧବାର ୨୫ତମ ମହଲାରୁ ଲିଫ୍ଟ ଛିଣ୍ଡି ପଡ଼ିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଭିକ୍ରୋଲିସ୍ଥିତ ସିଦ୍ଧିବିନାୟକ ସୋସାଇଟିରେ ଦ୍ୱିପ୍ରହର ସମୟରେ ଘଟିଥିଲା।…

ବ୍ରିଟିଶ ରାଜ ପରିବାରରେ ମାରପିଟ! ରାଣୀ ଏଲିଜାବେଥ୍‌ଙ୍କ ଦୁଇ ନାତିଙ୍କ ମଧ୍ୟରେ ହାତାହାତି; ପ୍ରିନ୍ସ ହ୍ୟାରି କହିଲେ,…

ପ୍ରିନ୍ସ ହ୍ୟାରି ନିଜ ଆତ୍ମଜୀବନୀ ପୁସ୍ତକ 'ସ୍ପେୟର'ରେ ବ୍ୟକ୍ତିଗତ ଜୀବନର ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ଏହି ପୁସ୍ତକ ୧୦ ଜାନୁଆରୀରେ ପ୍ରକାଶିତ ହେବାକୁ ଯାଉଛି। ହ୍ୟାରି ନିଜ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି…

ଆଜି କେମିତି କଟିବ ଆପଣଙ୍କ ଦିନ; କାହାକୁ ହେବ ଧନ ଲାଭ, କାହାକୁ ମିଳିବ ଭଲ ଚାକିରି…ଜାଣନ୍ତୁ ଭାଗ୍ୟଫଳ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ରୂପେ ଲାଭଦାୟକ ହେବାକୁ ଯାଉଛି। ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତା’ ହେଲେ ଆପଣଙ୍କୁ ଆପଣଙ୍କ ଭାଇମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିବ। ଆପଣ ବୃଦ୍ଧ, ବୃଦ୍ଧାମାନଙ୍କୁ ପୂରା ସମ୍ମାନ କରିବେ। ଆପଣଙ୍କ ସେମାନଙ୍କ ସହିତ କୌଣସି ବାଦ, ବିବାଦ…

ସୋନିଆ ଗାନ୍ଧୀ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି; ହସ୍ପିଟାଲ ପକ୍ଷରୁ ଜାରି ହେଲା ଏହି ବୟାନ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମରେ ଖବର ଆସିବା ପରେ କଂଗ୍ରେସର ସମସ୍ତ ନେତା ଏବଂ କର୍ମୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଶ୍ୱସନ ସମ୍ବନ୍ଧୀୟ ଭାଇରାଲ ସଂକ୍ରମଣ…

ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟ୍‌କୁ ବହୁତ ଜଲ୍‌ଦି ଆସିବେ ନୂଆ ଭଡ଼ାଟିଆ; ମାସିକ ଭଡ଼ା ଜାଣିଲେ ବିଶ୍ୱାସ କରି ପାରିବେ…

ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ୍‌ରେ ରହିବେ ନୂଆ ଭଡ଼ାଟିଆ। ଦିବଂଗତ ଅଭିନେତାଙ୍କ ନିଧନକୁ ଅଢ଼େଇରୁ ଅଧିକ ବର୍ଷ ବିତିଗଲାଣି। ଏତେ ସମୟ ବିତିଯିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଏହାରି ଭିତରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି…

ଦିଲ୍ଲୀରେ ଆଉ ଏକ ଲୋମହର୍ଷଣକାରୀ ଘଟଣା! ବ୍ରେକ୍‌ଅପ କରିବାରୁ ପ୍ରେମିକାକୁ ଛୁରାମାଡ଼ କଲା ପ୍ରେମିକ; ସିସିଟିଭିରେ କଏଦ…

ଦିଲ୍ଲୀର ଆଦର୍ଶ ନଗରରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛି। ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ଯୋଗୁ ଯୁବକ ଜଣକ କ୍ରୋଧାନ୍ଵିତ ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏଭଳି ସମ୍ବେଦନଶୀଳ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ…

ବିବାହିତା ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ବାପା; କ୍ରୋଧିତ ଝିଅ ସ୍ୱାମୀ ସହ ମିଶି ବାପାକୁ କରିଦେଲା ହତ୍ୟା

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବାପା ନିଜ ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରି ହତ୍ୟାର ଶିକାର ହୋଇଛି। କ୍ରୋଧିତ ଝିଅ ନିଜ ସ୍ୱାମୀ ସହ ମିଶି ସାବତ ବାପାକୁ ହତ୍ୟା କରିଛି। ସୂଚନା ମୁତାବକ, ଲକ୍ଷ୍ନୌର ଦୁବଗା ଥାନା ଅଞ୍ଚଳରେ ରହୁଥିବା…

ସକାଳୁ କାମକୁ ଯାଉଥିଲେ ସଫେଇ କର୍ମଚାରୀ ଦମ୍ପତି; ସରକାରୀ ବସ୍‌ ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ…ଥାନାରେ ଚାଳକଙ୍କ…

ତାମିଲନାଡ଼ୁର କୋଏମ୍ବଟୁରରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ କାମକୁ ଯାଉଥିବା ଏକ ଦମ୍ପତି ବସ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି। ସରକାରୀ ବସ୍‌ ଚକ ତଳେ ଚାପି ହୋଇ ଦୁଇ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ପୋଲିସ ସୂଚନା ଦେଇ କହିଛି ଯେ ଠିକା…

ଆଜି ଧନୁ, ମକର ଓ କୁମ୍ଭ ରାଶିଙ୍କୁ ହୋଇପାରେ ଧନ ଲାଭ; ଜାଣନ୍ତୁ ବାକି ରାଶିମାନଙ୍କ ଭାଗ୍ୟ

ମେଷ: ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ। ବ୍ୟକ୍ତିଗତ କଥାଗୁଡ଼ିକୁ ଘରୁ ବାହାରକୁ ନେବେ ନାହିଁ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ସାଥୀଙ୍କ କଥାରେ ଆସି କେଉଁଠି ଭୁଲ୍‌ ନିବେଶ କରି ପାରନ୍ତି। ଆପଣଙ୍କୁ କୌଣସି ବନ୍ଧୁଙ୍କ ସ୍ୱାସ୍ଥ୍ୟ ଚିନ୍ତା ଘାରିପାରେ। ବୃଷ: ଆଜି ପ୍ରତ୍ୟେକ…

କଲେଜ କରିଡରରେ ବିଟେକ୍‌ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା; ଅଭିଯୁକ୍ତ ନିଜକୁ ମଧ୍ୟ ମାରିବାକୁ କରିଥିଲେ ଉଦ୍ୟମ

କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଣେ ଛାତ୍ର ତାଙ୍କୁ ତାଙ୍କ କଲେଜ ପରିସରରେ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ପ୍ରେସିଡେନ୍ସି କଲେଜ କରିଡରରେ ହୋଇଛି। ଏଠାରେ ଛାତ୍ରୀ ଜଣକ ବିଟେକ୍‌ କରୁଥିଲେ। ପୋଲିସ…

‘ତାରକ ମେହତା…’କୁ ପୁଣି ବଡ଼ ଝଟ୍‌କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ ମାଲଭ ରାଜଦା!

ଟିଭି ଉପରେ ରାଜ୍‌ କରୁଥିବା ଶୋ’ ‘ତାରକ ମେହତା କା ଉଲ୍‌ଟା ଚଷମା’ ଉପରେ ସତେ ଯେପରି କାହାର ନଜର ଲାଗି ଯାଇଛି। ଏଥିପାଇଁ ତ ଜଣଙ୍କ ପରେ ଜଣେ କଳାକାର ଶୋ’କୁ ଅଲ୍‌ବିଦା କହୁଛନ୍ତି। ଦିଶା ଭକାନୀ ଓ ଶୈଳେଶ ଲୌଢ଼ାଙ୍କ ଭଳି କଳାକାରଙ୍କ ପରେ ଏବେ ତାରକ ମେହତାର ନିର୍ଦ୍ଦେଶକ ମାଲଭ ରାଜଦା ମଧ୍ୟ ଶୋ’…