Below header

ସୁଶାନ୍ତ ସିଂହ ମାମଲା: କୋର୍ଟରେ ହାଜର ହେଲେ ଏକତା କପୁର, ସଞ୍ଜୟ ଲୀଲା ଭଂସାଲୀଙ୍କ ସମେତ ଏହି ୪ ସେଲିବ୍ରିଟି

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଦାଖଲ କରାଯାଇଥିବା ପିଟିସନ୍‌ର ଶୁଣାଣି ମୁଜଫରପୁର ଏଡିଜେ ୧ ରାକେଶ ମାଲବୀୟଙ୍କ କୋର୍ଟରେ ହୋଇଛି। ଏ ଅବସରରେ ଫିଲ୍ମ ନିର୍ମାତା ସଞ୍ଜୟଲୀଲା ଭଂସାଲୀ, ଏକତା କପୁର, ଭୂଷଣ କୁମାର ଓ ସାଜିଦ ନାଡିୟାବାଲା କୋର୍ଟରେ ହାଜର ହେବାକୁ…

ଆଜିଠୁ ବନ୍ଦ ହେଲା ୯୪ ବର୍ଷ ପୁରୁଣା ବ୍ୟାଙ୍କ, ୨୦ ଲକ୍ଷ ଗ୍ରାହକ ହେବେ ପ୍ରଭାବିତ

ଆଜିଠୁ ବନ୍ଦ ହେଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ। ଦୀର୍ଘ ୯୪ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଏହି ବ୍ୟାଙ୍କ ଆଜିଠୁ ସବୁଦିନ ପାଇଁ ବନ୍ଦ ହୋଇଯିବ। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ଆରବିଆଇ୍‌ ଅନେକ ପ୍ରତିବନ୍ଧକ ଲଗାଇବା ପରେ ଏହାକୁ ଡିବିଏସ୍‌…

ଚାଓମିନ୍‌ ଖାଇ ଗୋଟିଏ ପରିବାରର ୬ ଗୁରୁତର, ମେଡିକାଲରେ ଭର୍ତ୍ତି

ଚାଇନା ଭାଇରସ୍‌ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଚାଇନାର ଖାଦ୍ୟ ମଧ୍ୟ ଏବେ ଲୋକଙ୍କ ଜୀବନ ନେବାକୁ ବସିଛି। ଚୀନୀ ଫୁଡ୍‌ ଚାଓମିନ୍‌ ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଉତ୍ତର ପ୍ରଦେଶର ଗୋଣ୍ଡାର ପରସପୁର ନିକଟସ୍ଥ ଅକୋହରୀ ଗାଁରେ ଆଜି ଏଭଳି ଏକ ଅଭାବନୀୟ ଘଟଣା…

ଆପଣଙ୍କ ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖିଛି Google, ଜାଣନ୍ତୁ ଏହାକୁ ବ୍ଲକ୍‌ କରିବାର ଷ୍ଟେପ୍‌-ବାଏ-ଷ୍ଟେପ୍‌…

Google ସର୍ଚ୍ଚ ଇଞ୍ଜିନ୍‌କୁ ବ୍ୟବହାର କରିବା ସହଜ ଓ ସରଳ ହୋଇଥିବାରୁ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ପ୍ରତିଟି କାର୍ଯ୍ୟ ଉପରେ ଗୁଗଲ ନଜର ରଖୁଛି! ଆପଣ କୁଆଡ଼େ ଯାଉଛନ୍ତି, କ’ଣ ସର୍ଚ୍ଚ କରୁଛନ୍ତି, ସବୁ ଉପରେ ଗୁଗଲ କଡ଼ା ନଜର ରଖୁଛି। Google…

ମୂଷା ଉତ୍ପାତ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ଘର ଛାଡ଼ି ଯିବାକୁ ବାଟ ପାଇବେନି

ସମସ୍ତଙ୍କ ଘରେ ମୂଷା ଉତ୍ପାତ କରିଥାନ୍ତି। ଘରେ ମୂଷାମାନେ ଗାତ କରି ରହି ଖାଦ୍ୟ, ପୋଷାକ ପତ୍ର ସବୁକୁ କାଟି ପକାନ୍ତି। ଏହି କାରଣରୁ ସମସ୍ତେ ମୂଷାକୁ ତଡ଼ିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ବଜାରରେ ମଧ୍ୟ ଆପଣ ବିଭିନ୍ନ କମ୍ପାନୀର ମୂଷା ମରା ଔଷଧ ସହଜରେ ପାଇଯିବେ। କିନ୍ତୁ ବେଳେ ବେଳେ…

‘ଡନ୍‌ ୨’ର ଗେଟ୍‌ଅପ୍‌ ସହ ମିଶୁଛି ଶାହାରୁଖ ଖାନ୍‌ଙ୍କ ‘ପଠାନ୍‌’ର ଲୁକ୍‌, ଭାଇରାଲ ହେଲା ଫଟୋ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ଚାତକ ଭଳି ଚାହିଁ ରହିଛନ୍ତି। ଦୀର୍ଘଦିନ ହେବ ଶାହାରୁଖଙ୍କର କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶେଷ ଥର ପାଇଁ ଶାହାରୁଖଙ୍କୁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ପରଠୁ ସେ ରୂପେଲ ପରଦାରୁ ଏକ ପ୍ରକାରର…

KBC 12: ୭ କୋଟିର ଏହି ପ୍ରଶ୍ନର ଉତ୍ତର ଅନୁପା ଦାସଙ୍କୁ ଜଣାଥିଲା, ତଥାପି ଛାଡ଼ିଲେ ଶୋ’; ଜାଣନ୍ତୁ କାହିଁକି

କୌନ୍‌ ବନେଗା କରୋଡପତିର ୧୨ତମ ସିଜନ୍‌ ବେଶ୍‌ ମଜାଦାର ରହିଛି। ଚଳିତବର୍ଷ ଶୋ’କୁ ଜଣେ ନୁହେଁ ବରଂ ତିନି ଜଣ କୋଟିପତି ମିଳିଛନ୍ତି। ସବୁଠୁ ମଜା କଥା ହେଉଛି ୩ ଜଣ ଯାକ ମହିଳା। ଏଥିରୁ ସ୍ପଷ୍ଟ ହୋଇଛି ଯେ କେବିସିରେ ମହିଳାଙ୍କ ଦବ୍‌ଦବା ଅଧିକ ରହିଛି। ଶୋ’ ସରିବାକୁ ଆଉ ମାତ୍ର କିଛି ଦିନ ବାକି…

ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା ସହ ୫ କେଜି ରାସନ, କରୋନା ନ ସରିବା ଯାଏଁ ଜାରି ରହିବ ସହାୟତା

କରୋନା ସଂକ୍ରମଣ ଏବେ ବି ଦେଶରେ ଜାରି ରହିଛି। ଲକ୍‌ଡାଉନ୍‌ ଉଠିଥିଲେ ମଧ୍ୟ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ ହୋଇନାହିଁ। କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର…

୯୦ ଲକ୍ଷର BMW ରେ ଅଳିଆ ଉଠାଉଛନ୍ତି ଯୁବକ, କାରଣ ଜାଣିଲେ କହିବେ ଠିକ୍‌ କରିଛନ୍ତି; ଦେଖନ୍ତୁ ଭିଡିଓ

ବିଏମ୍‌ଡବ୍ଲ୍ୟୁ ଭଳି ଲଗ୍‌ଜ୍ୟୁରୀ କାର କିଣିବାକୁ କିଏ ବା ନ ଚାହେଁ। ଆଉ ଦାମୀ କାର୍‌କୁ ସମସ୍ତେ ପ୍ରାୟ ଅତି ଯତ୍ନରେ ରଖିଥାନ୍ତି। କାର୍‌ରେ ଟିକେ ଦାଗ ବି ଲାଗିବାକୁ ଦିଅନ୍ତି ନାହିଁ। କିନ୍ତୁ କେବେ ଆପଣ ବିଏମ୍‌ଡବ୍ଲ୍ୟୁରେ ଅଳିଆ ଉଠାଯାଉଥିବା ଦେଖିଛନ୍ତି କି? ବୋଧେ ନା। କିନ୍ତୁ ରାଞ୍ଚିର…

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଉମଙ୍ଗ କୁମାରଙ୍କ ନୂଆ ଫିଲ୍ମ ‘ଜନହିତ ମେ ଜାରି’, ପୋଷ୍ଟର ସେୟାର କଲେ ମେରି କମ୍‌

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଉମଙ୍ଗ କୁମାରଙ୍କ ନୂଆ ଫିଲ୍ମ ‘ଜନହିତ ମେ ଜାରି’। ଏହି ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି ବକ୍ସିଂ ଚାମ୍ପିୟନ୍‌ ମେରି କମ୍‌। ମେରି କମ୍‌ ଟ୍ଵିଟରରେ ଫିଲ୍ମର ଘୋଷଣା କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୨୦୨୧ରେ ପରଦାକୁ ଆସିବ। ମେରି କମ୍‌ ଫିଲ୍ମର ପୋଷ୍ଟର ସେୟାର କରି…

ଚୀନ୍‌କୁ ପୁଣି ଲେଉଟିଲା କରୋନା, ସବୁଠୁ ବଡ଼ ସି-ଫୁଡ୍‌ ମାର୍କେଟ ବନ୍ଦ କରିବାକୁ ନିର୍ଦ୍ଦେଶ

ଚୀନ୍‌କୁ ପୁଣିଥରେ ଲେଉଟିଛି କରୋନା। ଦୀର୍ଘଦିନ ଧରି ଚୀନ୍‌ରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବଢ଼ିଛି। ସଂକ୍ରମଣ ରୋକିବାକୁ ଏବେ ଚୀନ୍‌ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ…

ପୁଣିଥରେ ବିବାଦ ଘେରରେ ଶ୍ୱେତା ତିଓ୍ଵାରୀ, ପୂର୍ବ କର୍ମଚାରୀ କଲେ ୨ କୋଟିର ମାନହାନି ମକଦ୍ଦମା

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ପ୍ରାୟତଃ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶ୍ୱେତାଙ୍କ ପୂର୍ବ କର୍ମଚାରୀ ରାଜେଶ ପାଣ୍ଡେ ତାଙ୍କ ଉପରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ୨ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ଯାହାକୁ ନେଇ ପୁଣିଥରେ…