Below header

ଯଦି ଆପଣଙ୍କ ମୁହଁରୁ ବି ଆସୁଛି ଦୁର୍ଗନ୍ଧ ତେବେ ସତର୍କ ହୋଇଯାଆନ୍ତୁ, ହୋଇପାରେ ଡାଇବେଟିସ୍‌

ମୁହଁରୁ ଦୁର୍ଗନ୍ଧ ବାହାରିବା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହା ଭୟାନକ ରୋଗର ସଙ୍କେତ ମଧ୍ୟ ଦେଇଥାଏ। ଡାକ୍ତରଙ୍କ କହିବାନୁସାରେ ଶରୀରରେ କିଛି ସମସ୍ୟା ଥିଲେ, ତାହାର ଲକ୍ଷଣ ମଧ୍ୟ ମୁହଁରୁ ଦୁର୍ଗନ୍ଧ ବାହାରିବା ହୋଇପାରେ। ଖାସ୍‌ କରି ଡାଇବେଟିସ୍‌ ରୋଗ ଥିଲେ ମୁଖରୁ ଦୁର୍ଗନ୍ଧ…

ଆରମ୍ଭ ହେଲା ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରୱାଲଙ୍କ ବିବାହ ଉତ୍ସବ, ତିଲକ ଫଙ୍କସନ୍‌ର ଫଟୋ ଭାଇରାଲ

ରାତି ପାହିଲେ ହାତକୁ ଦି’ହାତ ହେବେ କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ। ଡିସେମ୍ବର ୧ରେ ଆଦିତ୍ୟ ନିଜ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିବେ। ଆଦିତ୍ୟଙ୍କ ବିବାହ ପୂର୍ବରୁ ରୀତିନୀତି ଅନୁସାରେ ବିବାହ କର୍ମ ଆରମ୍ଭ ହୋଇଛି। ଆଦିତ୍ୟ ନାରାୟଣଙ୍କ ତିଲକ ବେଳର ଫଟୋ…

ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଟଙ୍କା ବଢ଼ି ଦଶ ଗ୍ରାମ ପ୍ରତି ୪୭,୧୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଟଙ୍କା ବଢ଼ି ଦଶ ଗ୍ରାମ ପ୍ରତି ୫୧,୪୫୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବଢ଼ିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧ ଟଙ୍କା ୧ ପଇସା ବଢ଼ି ଲିଟର ପିଛା ଅଛି ଦାମ ରହିଛି ୮୩ ଟଙ୍କା ୪୫ ପଇସା । ସେହିପରି ଡିଜେଲ ପ୍ରତି ଲିଟର ପିଛା ୮୦ ପଇସା ବଢ଼ି ୭୯ ଟଙ୍କା ୩୫ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ…

ସୁଟିଂ ବେଳେ ‘ଆଶିକୀ’ ଷ୍ଟାର ରାହୁଲ ରୟଙ୍କର ହେଲା ବ୍ରେନ୍‌ ଷ୍ଟ୍ରୋକ୍‌, ଆଇସିୟୁରେ ଭର୍ତ୍ତି

ସୁପରହିଟ୍‌ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ଆଶିକୀ’ ଯୋଗୁ ଲାଇମ୍‌ ଲାଇଟ୍‌କୁ ଆସିଥିବା ଅଭିନେତା ରାହୁଲ ରୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହୁଲ ଶ୍ରୀନଗରରେ ଫିଲ୍ମ ‘କାରଗିଲ’ର ସୁଟିଂ କରୁଥିବା ବେଳେ…

ଆଫଗାନିସ୍ତାନରେ ଆତ୍ମଘାତୀ କାର ବିସ୍ଫୋରଣରେ ୩୪ ଯବାନ ମୃତ, ୩୬ରୁ ଊର୍ଦ୍ଧ୍ୱ ଗୁରୁତର

ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ଧରୁନି। ଆତଙ୍କବାଦୀମାନେ ଧାର୍ମିକ ସ୍ଥଳ ଓ ଯବାନଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି। ଶାନ୍ତି ପ୍ରତିଷ୍ଠା ନେଇ ତାଲିବାନ୍‌ ସହ କଥାବାର୍ତ୍ତା ଜାରି ରହିଥିଲେ ବି ରବିବାର ଆଫଗାନିସ୍ତାନର ମଧ୍ୟ ପ୍ରାନ୍ତ ଗଜନୀରେ ଏକ ବଡ଼ ଆତଙ୍କୀ ହମ୍‌ଲା…

ମ୍ୟାଚ୍‌ ବେଳେ ଅଷ୍ଟ୍ରେଲିଆର ଯୁବତୀଙ୍କୁ ପ୍ରପୋଜ୍‌ କଲେ ଭାରତୀୟ ଫ୍ୟାନ୍‌, ମ୍ୟାକ୍ସୱେଲ୍‌ ବି ବଜାଇଲେ ତାଳି; ଦେଖନ୍ତୁ…

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଓ୍ଵାନ୍‌ ଡେ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ସିଡ୍‌ନୀରେ ଖେଳାଯାଉଛି। ଏହି ମ୍ୟାଚ୍‌ ବେଳେ ଜଣେ ଭାରତୀୟ ଫ୍ୟାନ୍‌ ସମସ୍ତଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କୁ ପ୍ରପୋଜ୍‌ କରିଛନ୍ତି, ଯାହାକୁ ଦେଖି ସେଠାରେ ଉପସ୍ଥିତ ସବୁ ଲୋକ ତାଳି ବଜାଇଥିବା…

ହେଲିକପ୍ଟରରେ ଉଡ଼ୁଥିବା ବେଳେ ମରୁଭୂମିରେ ଏକ ୧୦ ଫୁଟର ଅଜବ ଜିନିଷ ଦେଖିଲେ ପାଇଲଟ୍‌, କେହି ବି ଜାଣିପାରୁନାହାନ୍ତି ଏହା…

ଆମେରିକାରେ ହେଲିକପ୍ଟର ଉଡ଼ାଇବା ବେଳେ ପାଇଲଟ୍‌ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଜିନିଷ ଆବିଷ୍କାର କରିଛନ୍ତି। ଆମେରିକାର ଉଟାହ ଉପରେ ଉଡ଼ିବା ବେଳେ ପାଇଲଟ୍‌ ଏକ ଅତି ବିଶାଳ ଓ ଅଦ୍ଭୁତ ଆକୃତିର ଜିନିଷ ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିବା ବେଳକୁ ତାହା ଆଶ୍ଚର୍ଯ୍ୟ କରି ଦେବା ଭଳି ଥିଲା।…

ଜାନୁଆରୀରେ ନୁହେଁ, ଆଗାମୀ ସପ୍ତାହରେ ହେବ‘ବିଗବସ୍‌ ୧୪’ଗ୍ରାଣ୍ଡ୍‌ ଫିନାଲେ; ଘୋଷଣା କଲେ ହୋଷ୍ଟ ସଲମାନ୍‌ ଖାନ୍‌

ଟିଭିର ସବୁଠୁ ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ରେ ଚଳିତଥର ଅନେକ ଥର ସିନ୍‌ ପଲଟିଛି। ଗୋଟିଏ ପରେ ଗୋଟିଏ ଟ୍ଵିଷ୍ଟ ନେଇ ଆସୁଥିବା ବିଗ୍‌ବସ୍‌ ଫ୍ୟାନ୍‌ ଓ ପ୍ରତିଯୋଗୀଙ୍କୁ ପୁଣିଥରେ ଝଟ୍‌କା ଦେଇଛି। ଶନିବାରର ‘ଓ୍ଵିକ୍‌ ଏଣ୍ଡ କା ଓ୍ଵାର’ରେ ସଲମାନ୍‌ ଖାନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବା ଭଳି…

ବିବାହ ପରେ କଣ୍ଢେଇ ସହ ସହବାସ କରୁଛନ୍ତି ଏହି ବଡି ବିଲ୍ଡର, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମ କରୁଥିବା ବ୍ୟକ୍ତି ଜାଣିପାରେନି ଠିକ୍‌ କ’ଣ ଭୁଲ କ’ଣ। ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ତା’ ପ୍ରେମିକା ହେଉଛି ଦୁନିଆର ସବୁଠୁ ସୁନ୍ଦର ଝିଅ। ତା’ଠୁ ଭଲ ଆଉ ଏହି ଦୁନିଆରେ କେହି ନାହିଁ। ଏଣୁ ପ୍ରେମରେ ପଡ଼ିଲେ ମଣିଷ ବେଳେ ବେଳେ ଏମିତି କାମ କରେ, ଯାହା…

ଏହି ମନ୍ଦିରରେ ପ୍ରବାହିତ ହେଉଛି ରକ୍ତର ନଦୀ, କାରଣ ଜାଣିଲେ ଉଡ଼ିଯିବ ହୋସ୍‌

ପୃଥବୀର ପ୍ରତ୍ୟେକ ସ୍ଥାନର କିଛି ନା କିଛି ସ୍ୱତନ୍ତ୍ରତା ରହିଛି। ସେଭଳି ଏକ ରହସ୍ୟମୟୀ ମନ୍ଦିର ରହିଛି ଭାରତରେ। ଏହି ଅତି ପ୍ରାଚୀନ ମନ୍ଦିରରେ ଦେବୀ ସତୀ କିମ୍ବା ମା’ ଦୁର୍ଗାଙ୍କର କୌଣସି ମୂର୍ତ୍ତି ନାହିଁ। କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନରେ ଦେବୀ ସତୀଙ୍କ ଶରୀରର କିଛି ଅଂଶ ପଡ଼ିଥିଲା।…

ବାବର ଆଜମ୍‌ଙ୍କ ବିରୋଧରେ ମହିଳା ଆଣିଲେ ସଙ୍ଗୀନ୍‌ ଅଭିଯୋଗ, ବିବାହ ପ୍ରଲୋଭନ ଦେଖାଇ ୧୦ ବର୍ଷ ଯାଏଁ କରୁଥିଲେ ଯୌନ ଶୋଷଣ

ପାକ୍‌ କ୍ରିକେଟରଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ ଆଣିଲେ ମହିଳା। ବିଶ୍ୱର ଅନ୍ୟତମ ଟପ୍‌ ବ୍ୟାଟ୍ସମ୍ୟାନ୍‌ ପାକିସ୍ତାନର ବାବର ଆଜମ୍‌ଙ୍କ ଉପରେ ଜଣେ ମହିଳା ଲଗାଇଛନ୍ତି ଯୌନ ଶୋଷଣ ଭଳି ଗୁରୁତର ଅଭିଯୋଗ। ମହିଳାଙ୍କ ମୁତାବକ, ବାବର ବିବାହର ପ୍ରଲୋଭନ ଦେଖାଇ ୧୦ ବର୍ଷ ଯାଏଁ ତାଙ୍କର ଯୌନ ଶୋଷଣ…