Below header

ଘରକୁ ଆସିବା ପାଇଁ ୫୫୦ କିଲୋମିଟର ସାଇକେଲ୍‌ ଚଳାଇଲେ ଯୁବକ, ୪ ଦିନ ପରେ ପହଞ୍ଚିଲେ ଘରେ

କରୋନା ଯୋଗୁ ବର୍ତ୍ତମାନ ଲୋକେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଭୟ କରୁଛନ୍ତି। କାରଣ ଆମେ ଏକା ନୁହେଁ, ଆମକୁ ପରିବାର ଲୋକଙ୍କ କଥା ମଧ୍ୟ ଚିନ୍ତା କରିବାକୁ ପଡ଼ୁଛି। ଏହି କଥାକୁ ଦୃଷ୍ଟିରେ ରଖି ରାହୁଲ ଆର ନାୟର ସାଇକେଲରେ ଘରକୁ ଯାତ୍ରା କରିଛନ୍ତି। ରାହୁଲ ବେଙ୍ଗାଲୁରୁରୁ କୋଚି…

SBI ରେ ଅନଲାଇନ ଟ୍ରାଞ୍ଜାକ୍ସନ ହେଉନଥିବା ଅଭିଯୋଗ, ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କଲେ ଗ୍ରାହକ

ବର୍ତ୍ତମାନ ଲୋକମାନେ ଟଙ୍କା ନେଣଦେଣ ପାଇଁ ଆଉ ATM ଯିବାକୁ ପସନ୍ଦ କରୁନାହାନ୍ତି। ଏଣୁ ଘରେ ବସି ଡିଜିଟାଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟ୍ରାନଜାକସନ କରୁଛନ୍ତି। ମାତ୍ର ଗତ କିଛି ଦିନ ହେବ ବ୍ୟାଙ୍କରେ ଅନଲାଇନ ଟ୍ରାନଜାକସନ ହେବାରେ ସମସ୍ୟା ଉପୁଜୁଛି। HDFC ପରେ ଏବେ SBIର ଫ୍ଲେଗସିପ୍ ଆପ୍…

ଫିଲ୍ମ ‘ଓମ୍: ଦ ବ୍ୟାଟେଲ ଉଇଦିନ୍’ର ଫାଷ୍ଟଲୁକ୍ ଜାରି, ଆକ୍ସନ ମୁଡରେ ନଜର ଆସିଲେ ଆଦିତ୍ୟ ରାୟ କପୁର

ବଲିଉଡ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ 'ଓମ୍: ଦ ବ୍ୟାଟେଲ ଉଇଦିନ୍'ର ଫାଷ୍ଟଲୁକ୍ ଜାରି ହୋଇଛି। ଆଦିତ୍ୟ ନିଜ ଇନଷ୍ଟାଗ୍ରାମରେ ଅପକମିଙ୍ଗ ଫିଲ୍ମର ଫାଷ୍ଟଲୁକ୍ ସେୟାର କରିଛନ୍ତି। ଫାଷ୍ଟଲୁକ୍ ସେୟାର କରି ଆଦିତ୍ୟ ଲେଖିଛନ୍ତି 'ଲଢ଼େଇର ସାହସକୁ ବଞ୍ଚାଇ ରଖିବା ପାଇଁ ଏକ ଲଢ଼େଇ'। ଏଥିରେ…

ମଣ୍ଡପରେ ବରକୁ ଛାଡ଼ି ଚାକିରିର କାଉନସେଲିଂ ପାଇଁ ପହଞ୍ଚିଲେ କନ୍ୟା, ସରକାରୀ ଶିକ୍ଷୟିତ୍ରୀ ହୋଇ ଫେରିଲେ ଶାଶୁଘର

ମଣ୍ଡପରେ ବାହାଘରକୁ ଛାଡ଼ି କାଉନସେଲିଂ ପାଇଁ ଗଲେ କନ୍ୟା। ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ। ଏଠାରେ ବର କନ୍ୟା ସିଂଥିରେ ସିନ୍ଦୁର ଭରିବା ପରେ କନ୍ୟା ଶାଶୁଘରକୁ ନ ଯାଇ ସିଧା କାଉନସେଲିଂ ପାଇଁ ଯାଇଥିଲେ । ସେଠାରେ ଉତ୍ତୀର୍ଣ୍ଣ ହେବା ପରେ…

ଲଞ୍ଚ ହେଲା ଦୁନିଆର ପ୍ରଥମ ଅଣ୍ଡର ଡିସପ୍ଲେ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍, ରହିଛି ଏସବୁ ଦମଦାର ଫିଚର

ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏବେ ସ୍ମାର୍ଟଫୋନରେ ଅଧିକ ଉନ୍ନତମାନର ଫିଚର ସାମିଲ କରାଯାଉଛି। ୟୁଜରଙ୍କୁ ଫୁଲ ସ୍କ୍ରିନ ଅନୁଭବ ଦେବାକୁ କମ୍ପାନୀ ଏବେ ସ୍ମାର୍ଟଫୋନରେ ପପ୍ ଅପ୍ ସେଲ୍ଫି କ୍ୟାମେରା ସେଟଅପ୍ ଅଫର କରୁଛି। ତେବେ ଏହି ଟେକ୍ନିକରୁ ପାଦେ ଆଗକୁ ଯାଇ ZTE କମ୍ପାନୀ ଦୁନିଆର ପ୍ରଥମ…

ଟଙ୍କାପଇସା ବିବାଦ ଯୋଗୁ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ, ୩ ଦିନ ପରେ ହୋଇଥାନ୍ତା ବାହାଘର

ଟଙ୍କା ପଇସା ବିବାଦକୁ ନେଇ ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ କାଟିଦିଆଯାଇଛି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଗପତଠାରେ। ପୀଡିତ ଯୁବକ ଅଭିଯୋଗ କରିଛନ୍ତି ଯେ ତାଙ୍କର ଦୁଇ ଜଣ ସାଙ୍ଗ ତାଙ୍କୁ ପ୍ରଥମେ ଅପହରଣ କଲେ ତା'ପରେ ତାଙ୍କ ଗୁପ୍ତାଙ୍ଗକୁ କାଟିଦେଇ ଜଙ୍ଗଲରେ ଛାଡ଼ି ଦେଇ…

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିବାକୁ ଦାବି, ବମ୍ବେ ହାଇକୋର୍ଟରେ ଦାଖଲ ହେଲା ପିଟିସନ୍

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୁରୁବାର ସନ୍ଧ୍ୟାରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ କଙ୍ଗନା ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଲଗାତାର ଦେଶରେ ଘୃଣା ସୃଷ୍ଟି କରୁଥିବା ନେଇ ଅଭିଯୋଗ କରାଯାଇଛି। ଅଭିଯୋଗକାରୀଙ୍କ ତରଫରୁ ଦାଖଲ କରାଯାଇଥିବା ପିଟିସନରେ…

ବଢ଼ିଲା କଙ୍ଗନାଙ୍କ ଅଡ଼ୁଆ, କୃଷକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ

ବଢ଼ିଲା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ। ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧ ସମିତି(DSGMC) କଙ୍ଗନାଙ୍କୁ ନୋଟିସ ଜାରି କରିଛି। ନୋଟିସ ମାଧ୍ୟମରେ କଙ୍ଗନାଙ୍କୁ କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ ପାଇଁ ବିନା ସର୍ତ୍ତରେ କ୍ଷମା…

କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏହି ଦେବାଦେବୀଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ, ପୂର୍ଣ୍ଣ ହେବ ସବୁ ମନସ୍କାମନା

ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ନିଆଯାଏ। ଶାସ୍ତ୍ରାନୁସାରେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଭଗବାନଙ୍କ ପ୍ରତି ବିଶ୍ଵାସ ରଖିବା ଦ୍ୱାରା ମଧ୍ୟ ଜୀବନରେ ଉନ୍ନତି ହୋଇଥାଏ। ଏଣୁ ଯେତେବେଳେ ବି ଆପଣ କୌଣସି ଶୁଭ କାର୍ଯ୍ୟ କରୁଛନ୍ତି ତେବେ ଏହି ୩ ଭଗବାନଙ୍କ…

ଦୀର୍ଘ ୩୦ ବର୍ଷ ପରେ ଭାରତରୁ ଚାଉଳ କିଣିବ ଚୀନ୍, ୧ ଲକ୍ଷ ଟନ୍ ଆମଦାନୀ କରିବାକୁ ଦେଖାଇଛି ଆଗ୍ରହ

ଭାରତ ଓ ଚୀନ ମଧ୍ୟରେ ଏବେ ସମ୍ପର୍କ ତିକ୍ତ ରହିଛି। ଲଦାଖର ଗଲୱାନ ଘାଟିରେ ଗତ ଜୁନ ୧୪ରେ ହୋଇଥିବା ରକ୍ତ ସଂଘର୍ଷ ପରେ ସମ୍ପର୍କ ଆହୁରି ଖରାପ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଭାରତୀୟମାନେ ଚାଇନା ମାଲ ବ୍ୟାନ କରିବାକୁ ଡାକରା ଦେଇଛନ୍ତି। ତେବେ ଏଭଳି ଉଦବେଗଜନକ ସ୍ଥିତିରେ ପ୍ରଥମ ଥର…

ଇନଷ୍ଟାଗ୍ରାମ୍ ଲଞ୍ଚ କଲା ଲାଇଭ ରୁମସ ଫିଚର, ଲାଇଭ ସେସନ ବେଳେ ଏବେ ଯୋଡ଼ି ହୋଇପାରିବେ ୨ରୁ ଅଧିକ ଲୋକ

ଫଟୋ ଓ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ ୟୁଜରଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚରର ନାଁ ରଖାଯାଇଛି 'ଲାଇଭ ରୁମସ'। ଏହି ନୂଆ ଫିଚର ମାଧ୍ୟମରେ ୟୁଜର୍ସ ଲାଇଭ ସେସନ ବେଳେ ଅନ୍ୟ ୩ ଜଣଙ୍କୁ ମଧ୍ୟ ଆଡ୍ କରିପାରିବେ। ଖାସ୍‌ କଥା ହେଉଛି ଅନ୍ୟମାନଙ୍କୁ ଯୋଡ଼ିବା ପାଇଁ ଲାଇଭ…

ଖାତାବୁକ୍ ଲଞ୍ଚ କଲା ‘ପଗାରଖାତା ଆପ୍’, ଏବେ କର୍ମଚାରୀଙ୍କ ସବୁ ହିସାବ ଏଥିରେ ରଖିପାରିବେ

ଖାତାବୁକ ନିଜର ନୂଆ କର୍ମଚାରୀ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ 'ପଗାରଖାତା' ଲଞ୍ଚ କରିଛି। ଏହି ଆପକୁ ୟୁଜର ନିଜର ମାସିକ / ପ୍ରତି ଘଣ୍ଟାର ଦରମା, ଉପସ୍ଥାପନ, ସାଲାରୀ ସ୍ଲିପ, ଦରମା ହିସାବ ଓ ଖର୍ଚ୍ଚ ଇତ୍ୟାଦିର ହିସାବ ଭଳି କାମ ପାଇଁ କରିପାରିବେ। ସୂଚନାଯୋଗ୍ୟ ଯେ ଭାରତର MSME ସେଗମେଣ୍ଟର…