Below header

ଡିସେମ୍ବର ୩୧ରେ ନିଜ ରାଜନୈତିକ ଦଳର ଘୋଷଣା କରିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଜାନୁଆରୀରେ ହେବ ଲଞ୍ଚ

ଶେଷରେ ନିଜ ରାଜନୈତିକ ଦଳର ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ। ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ। ଏନେଇ ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…

ପ୍ରକୃତିର ସୁରକ୍ଷା ପାଇଁ ବେଙ୍ଗାଲୁରୁର ଏହି ବୈଜ୍ଞାନିକ ଗଛରୁ କାଢ଼ନ୍ତି କଣ୍ଟା, ବ୍ୟାନର ନ ଟାଙ୍ଗିବାକୁ କରୁଛନ୍ତି…

ପ୍ରକୃତି ଓ ପରିବେଶର ସୁରକ୍ଷା ଲାଗି ଏବେ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଯେବେ ଯାଏଁ ସାଧାରଣ ଲୋକ ସଚେତନ ହୋଇନାହାନ୍ତି, ସେବେ ଯାଏଁ ପ୍ରକୃତିକୁ ସୁରକ୍ଷା ଦେବା ଅସମ୍ଭବ। ଏହି କଥାକୁ ହୃଦୟଙ୍ଗମ କରି ଗଛଗୁଡ଼ିକର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି…

ଗର୍ଭନିରୋଧକ ବଟିକା ଖାଇଲେ ଓଜନ ବଢ଼େ କି? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା ପାଇବାକୁ ମହିଳାମାନେ ଗର୍ଭନିରୋଧକ ବଟିକା ଖାଇଥାନ୍ତି। କିନ୍ତୁ ଗର୍ଭନିରୋଧକ ବଟିକାକୁ ନେଇ ସେମାନଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଯେମିତି କି ଗର୍ଭନିରୋଧକ ବଟିକା ଦ୍ୱାରା ଓଜନ ବଢ଼େ କି? ବଟିକା ଖାଇବା ପରେ ଗର୍ଭଧାରଣର ଆଶଙ୍କା ଅଛି କି? ଏହା ଦ୍ୱାରା ପରେ…

ଶୀତଦିନେ ଅଧିକ ରୁମ୍ ହିଟର ବ୍ୟବହାର କରନ୍ତୁ ନାହିଁ, ଦେଖାଦେଇପାରେ ଏସବୁ ସ୍ୱାସ୍ଥ୍ୟ ସମସ୍ୟା

ଏବେ ଦେଶରେ ଶୀତ ବଢ଼ିବାରେ ଲାଗିଛି। ତାପମାତ୍ରା କମୁଥିବାରୁ ଶୀତରୁ ମୁକ୍ତି ପାଇବାକୁ ଲୋକମାନେ ଘରେ ରୁମ୍ ହିଟର କିମ୍ବା ବ୍ଲୋୟର ବ୍ୟବହାର କରୁଛନ୍ତି। ଘରକୁ ଗରମ କରିବାକୁ ବ୍ୟବହାର କରାଯାଉଥିବା ରୁମ୍ ହିଟର ମାତ୍ର କିଛି ସମୟ ମଧ୍ୟରେ କାମ କରୁଥିବା ବେଳେ ଏହା ଦ୍ୱାରା କେତେକ ଶାରୀରିକ…

୩୮ବର୍ଷରେ ପାଦ ଦେଲେ ଭାରତୀୟ ମହିଳା କ୍ରିକେଟ ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ୍, ଜାଣନ୍ତୁ ତାଙ୍କ ସଂଘର୍ଷମୟ…

ଭାରତୀୟ ମହିଳା କ୍ରିକେଟ ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ୍ ଙ୍କର ଆଜି ଅର୍ଥାତ ଡିସେମ୍ବର ୩ରେ ଜନ୍ମଦିନ। ମିତାଲି ଆଜି ନିଜ ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ମିତାଲିଙ୍କୁ ଭାରତୀୟ କ୍ରିକେଟ ଟିମର ସଚିନ ତେନ୍ଦୁଲକର କୁହାଯାଏ। କାରଣ କ୍ରୀଡ଼ା ଜଗତରେ ତେନ୍ଦୁଲକର ଯେଉଁସବୁ ରେକର୍ଡ ନିଜ…

ଛିଃ ଲଜ୍ଜା! ଶ୍ୱଶୁର ଲୁଟିଲା ବୋହୂର ଇଜ୍ଜତ, ବିରୋଧ କରିବାରୁ ପୁଅକୁ ଗୁଳି କରି ମାରିଲା

ଶ୍ୱଶୁର ଲୁଟିଲା ବୋହୂର ଇଜ୍ଜତ। ଘରେ କେହି ନଥିବା ବେଳେ ଏକୁଟିଆର ସୁଯୋଗ ନେଇ ବୋହୂ ସହ ଜବରଦସ୍ତି ସମ୍ପର୍କ ରଖିଲା ଶ୍ୱଶୁର। ଭୁଲିଗଲା ସବୁ ମର୍ଯ୍ୟାଦା। ଆଉ ପରେ ବୋହୂ ସମସ୍ତ ଆଗରେ ସତ କହିବାରୁ ଗୁଳି କରିମାରିଦେଲା ନିଜ ଜନ୍ମ କଲା ପୁଅକୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର…

ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ, ସିଂହଦ୍ୱାର ଥାନାରେ Amazon ନାଁରେ ମାମଲା

ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ l ହୋମ ଡେଲିଭରି ସଂସ୍ଥା ଆମାଜନରେ ଅନ୍‌ଲାଇନ୍‌ ଯୋଗେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରିକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି l ନିର୍ମାଲ୍ୟକୁ ମହାପ୍ରସାଦ ରୂପରେ ଭକ୍ତମାନେ ଗ୍ରହଣ କରୁଥିବା ବେଳେ ଏହାକୁ ଶ୍ରୀମନ୍ଦିର…

କରୋନାରେ ରାଜସ୍ଥାନର ପୂର୍ବ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ପରଲୋକ, ଶୋକବ୍ୟକ୍ତ କଲେ ପିଏମ୍‌…

କରୋନା ସଂକ୍ରମଣ ଯୋଗୁ ରାଜସ୍ଥାନର ପୂର୍ବ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ପରଲୋକ ହୋଇଛି। କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ କିରଣଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ହସ୍ପିଟାଲରେ ହିଁ ସେ ଆଖି ବୁଜିଛନ୍ତି।…

‘ଆଦିପୁରୁଷ’ରେ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ କୃତି ସାନନ୍‌, କରିବେ ସୀତାଙ୍କ ରୋଲ୍‌

ଅଭିନେତ୍ରୀ କୃତି ସାନନ୍‌ ସବୁବେଳେ ନିଜ ଫ୍ରଫେସନାଲ ଓ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥରକ ମଧ୍ୟ କୃତି ନିଜ ପ୍ରଫେସନାଲ ଲାଇଫ୍‌କୁ ନେଇ ଲାଇମ୍‌ଲାଇଟ୍‌ରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ…

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହି ଗ୍ରହଣ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ଅର୍ଥାତ୍‌ ଆଜି ଲାଗିବ। ଏହା ଏକ ପେନୁବ୍ରଲ (Penumbral) ଗ୍ରହଣ ହେବ। ଏଥିରେ ସୂର୍ଯ୍ୟଙ୍କ ଠାରୁ ଚନ୍ଦ୍ରଙ୍କୁ ସିଧା ପଡ଼ୁଥିବା ଆଲୋକର କିଛି ଅଂଶକୁ ପୃଥିବୀର ବାହାର ଛାଇ ରୋକିବ। ଏ ଅବସରରେ ୮୨ ପ୍ରତିଶତ ଅଂଶରେ ପୃଥିବୀର ଛାଇ ସୂର୍ଯ୍ୟଙ୍କ କିରଣକୁ…

ଭିଡିଓ ଦେଖିବା ବେଳେ ବାରମ୍ବାର ଅଟକିଯାଉଛି କି! ଏହି ଉପାୟରେ ବଢ଼ାନ୍ତୁ ମୋବାଇଲ୍‌ ନେଟଓ୍ଵାର୍କର ସ୍ପିଡ୍‌

ଭାରତର ଅଧିକାଂଶ ସ୍ମାର୍ଟଫୋନ୍‌ ୟୁଜର ୪ଜି ନେଟ୍‌ଓ୍ଵାର୍କ ହିଁ ବ୍ୟବହାର କରିଥାଆନ୍ତି। କିନ୍ତୁ ସବୁବେଳେ ୪ଜି ସ୍ପିଡ୍‌ରେ ନେଟ୍‌ ଚାଲିନଥାଏ। ବେଳେବେଳେ ନେଟ୍‌ ଏତେ ସ୍ଲୋ ଚାଲେ ଯେ ଭାରି ବିରକ୍ତ ଲାଗେ। ନେଟ୍‌ଓ୍ଵାର୍କ ସ୍ଲୋ ଥିବାରୁ ଜରୁରୀ କାମ ବି ଅଟକିଯାଏ। ବିଭିନ୍ନ କାରଣ ଯୋଗୁ ଏଭଳି…

ଯଦି ଆପଣଙ୍କ ମୁହଁରୁ ବି ଆସୁଛି ଦୁର୍ଗନ୍ଧ ତେବେ ସତର୍କ ହୋଇଯାଆନ୍ତୁ, ହୋଇପାରେ ଡାଇବେଟିସ୍‌

ମୁହଁରୁ ଦୁର୍ଗନ୍ଧ ବାହାରିବା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହା ଭୟାନକ ରୋଗର ସଙ୍କେତ ମଧ୍ୟ ଦେଇଥାଏ। ଡାକ୍ତରଙ୍କ କହିବାନୁସାରେ ଶରୀରରେ କିଛି ସମସ୍ୟା ଥିଲେ, ତାହାର ଲକ୍ଷଣ ମଧ୍ୟ ମୁହଁରୁ ଦୁର୍ଗନ୍ଧ ବାହାରିବା ହୋଇପାରେ। ଖାସ୍‌ କରି ଡାଇବେଟିସ୍‌ ରୋଗ ଥିଲେ ମୁଖରୁ ଦୁର୍ଗନ୍ଧ…