Below header

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ଶୁଭ କାର୍ଯ୍ୟ, ଦୂର ହେବ ସବୁ ଦୁଃଖ କଷ୍ଟ

ଚଳିତବର୍ଷ ନଭେମ୍ବର ୩୦ ଅର୍ଥାତ୍‌ ସୋମବାର ପଡ଼ୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଦିନ କାର୍ତ୍ତିକ ମାସ ଶେଷ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ହିଁ ଗୁରୁ ନାନକଙ୍କ ଜୟନ୍ତୀ ପାଳିତ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ ତଥା ପବିତ୍ର ତୀର୍ଥ…

ମା’ଙ୍କୁ ନେଇ ଦୁନିଆ ବୁଲୁଛି ପୁଅ, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଏବେ ସୋସିଆଲ ମିଡିଆରେ ଗୋଟିଏ ଭାରତୀୟ ମା’-ପୁଅଙ୍କ ଯୋଡ଼ିର ଫଟୋ ଜୋରସୋରରେ ଭାଇରାଲ ହେଉଛି । ଏହି ମା’ ଓ ପୁଅ ବିଶ୍ୱ ଭ୍ରମଣ କରୁଛନ୍ତି। ସେମାନେ ବିଭିନ୍ନ ସ୍ଥାନ ବୁଲିବା ବେଳର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯୁବ ବ୍ୟବସାୟୀ ଶରତ କ୍ରିଷ୍ଣନ ତାଙ୍କ ମା’ ଗୀତାଙ୍କ ସହ ଏହି ସବୁ ଫଟୋ…

କିଆରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜଓ୍ଵାନୀ’ର ସିନ୍‌ କାହିଁକି କାଟିଲା ସେନସର୍‌ ବୋର୍ଡ, ଆପତ୍ତି କଣ ଥିଲା ଜାଣନ୍ତୁ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବେ ନିଜ ଆଗାମୀ ଫିଲ୍ମ ‘ଇନ୍ଦୁ କି ଜଓ୍ଵାନୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ କିଆରାଙ୍କ ବିପକ୍ଷରେ ଆଦିତ୍ୟ ସିଲ୍‌ ନଜର ଆସିବେ। କରୋନା ମହାମାରୀ ମଧ୍ୟରେ ଏହି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍‌ ହେବ। କୁହାଯାଉଛି ଯେ ସେଣ୍ଟ୍ରାଲ ବୋର୍ଡ ଅଫ୍‌…

ଡିନର ପାଇଁ ଗଲେନି ବୋଲି ଜଙ୍ଗଲମନ୍ତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ବିଦ୍ୟା ବାଲାନ୍‌, ଅଟକିଲା ସୁଟିଂ

ମନ୍ତ୍ରୀଙ୍କ ଡିନର ନିମନ୍ତ୍ରଣକୁ ଅସ୍ୱୀକାର କରିବା ବିଦ୍ୟା ବାଲାନ୍‌ଙ୍କ ପାଇଁ ପଡ଼ିଛି ମହଙ୍ଗା। ବିଦ୍ୟା ବାଲାନ୍‌ ଡିନରକୁ ନା’କହିବା ଯୋଗୁ ପୂରା ଟିମ୍‌କୁ ହଇରାଣ ହେବାକୁ ପଡ଼ିଛି। ଏଭଳି ଦାଦାଗିରି କରିଛନ୍ତି ମଧ୍ୟପ୍ରଦେଶର ଜଙ୍ଗଲ ମନ୍ତ୍ରୀ। ରିପୋର୍ଟ ମୁତାବକ ବଲିଉଡ୍‌ ଅଭିନେତ୍ରୀ…

‘କୁଲି ନମ୍ବର ୧’ର ଟ୍ରେଲର ରିଲିଜ୍‌, ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କଲେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌;…

ଆଜି ରିଲିଜ୍‌ ହୋଇଛି ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘କୁଲି ନମ୍ବର ୧’ର ଟ୍ରେଲର। ଫିଲ୍ମରେ ବରୁଣଙ୍କୁ ମଡର୍ଣ୍ଣ କୁଲି ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲରର ଆରମ୍ଭରେ ପରେଶ ରାଓ୍ଵଲ ନିଜ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କୁ ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କୁ ବାହା…

ମହାକାଶରୁ କେତେ ସୁନ୍ଦର ଦିଶୁଛି ଆମ ପୃଥିବୀ, ଦେଖନ୍ତୁ ନାସାର ବୈଜ୍ଞାନିକ ସ୍ପେସ୍‌ରୁ ସେୟାର କରିଥିବା ଭିଡିଓ

ମହାକାଶରୁ ପୃଥିବୀକୁ ଦେଖିବା ସତରେ ଏକ ନିଆରା ଅନୁଭବ। କେବଳ କିଛି ଭାଗ୍ୟବାନ୍‌ ବ୍ୟକ୍ତିଙ୍କୁ ହିଁ ଏହି ଦୃଶ୍ୟ ଦେଖିବାର ସୁଯୋଗ ମିଳେ। ମହାକାଶବିଜ୍ଞାନୀ ତଥା ମହାକାଶକୁ ଯାତ୍ରା କରୁଥିବା ବ୍ୟକ୍ତି ବିଶେଷ ହିଁ ସ୍ୱଚକ୍ଷୁରେ ଏହି ଦୃଶ୍ୟକୁ ଦେଖିପାରିଥାନ୍ତି। ମାତ୍ର ଏବେ ନାସାର ବୈଜ୍ଞାନିକ…

ରେଲୱେର ନୂଆ ରେକର୍ଡ, ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠୁ ଆଦାୟ କଲା ଦେଢ଼ କୋଟିର ଫାଇନ୍‌

ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ସେଣ୍ଟ୍ରାଲ ରେଲୱେ ଦେଢ଼ କୋଟି ଟଙ୍କାର ଫାଇନ୍‌ ଆଦାୟ କରିଛି। ରେଳ ବିଭାଗ ତରଫରୁ ୪୩,୫୨୬ ଯାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କରୋନା କାଳରେ ଏତେଟା ଗାଡ଼ିମଟର ଚଳାଚଳ କରୁନଥିବାରୁ ଲୋକମାନେ ବାଧ୍ୟ ହୋଇ…

ଖୁସିମନରେ ପହଁରୁଥିଲା ୧୬ ଫୁଟିଆ କୁମ୍ଭୀର, ଅଚାନକ ସାମ୍ନାକୁ ଚାଲି ଆସିଲା ସାର୍କ; ଭିଡିଓରେ ଦେଖନ୍ତୁ ତା’ପରେ କ’ଣ…

ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଅଷ୍ଟ୍ରେଲିଆରେ ଏକ ବିରାଟ କୁମ୍ଭୀର ସାମ୍ନାକୁ ଏକ ବୁଲ୍‌ ସାର୍କ ଚାଲି ଆସୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଚାଲ୍ସି ଓ ବ୍ରାୟନ୍‌ କୁନୁନୁର୍ରା ନାମକ ଦୁଇ ଧୀବର…

୬ ଗର୍ଭବତୀ ମହିଳାଙ୍କୁ ନେଇ ବିବାହରେ ଯୋଗ ଦେଲେ ବ୍ୟକ୍ତି, କହିଲେ-‘ସବୁ ଛୁଆଙ୍କ ବାପା ମୁଁ’

ବିବାହରେ ନିଜ ୬ ଗର୍ଭବତୀ ପତ୍ନୀଙ୍କୁ ନେଇ ପହଞ୍ଚିଲେ ବ୍ୟକ୍ତି। ଆପଣ ଭାବୁଥିବେ ଆମେ ବୋଧେ ମନଗଢ଼ା କାହାଣୀ କହୁଛୁ। କିନ୍ତୁ ନା। ପ୍ରକୃତରେ ଏହା ସତ। ଏଭଳି କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ନାଇଜେରିଆରେ। ଏଠାକାର ପ୍ରୀଟୀ ମାଇକ ନାମକ ଜଣେ ବ୍ୟକ୍ତି ନିଜ ୬ ପତ୍ନୀଙ୍କ ସହ ସାଙ୍ଗର…

ଏବେ ବି ବଞ୍ଚିଛି ମାନବିକତା, ବାତ୍ୟା ସମୟରେ ବୁଲା କୁକୁରଙ୍କୁ ଆଶ୍ରୟ ଦେବା ପାଇଁ ଘରର କବାଟ ଖୋଲିଲେ ଲୋକେ

ସ୍ଥଳଭାଗ ସ୍ପର୍ଶ କରିଛି ଘୂର୍ଣ୍ଣିଝଡ଼ ନିଭାର। ୨୬ ନଭେମ୍ବର ରାତି ପ୍ରାୟ ୨.୩୦ରେ ଏହା ସ୍ଥଳ ଭାଗ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ଥିଲା। ପରେ ଧୀରେ ଧୀରେ ଏହି ବେଗ କମି ୧୦୦ରୁ ୧୧୦ କିଲୋମିଟର ପ୍ରତି ଘଣ୍ଟା ହୋଇଥିଲା। ତେବେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ…

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବୁର୍ଜ ଖଲିଫାଠୁ ବି ବଡ଼ ଆକାରର ଉଲ୍‌କାପିଣ୍ଡ, ଏହି ଦିନ ରହିଛି ସବୁଠୁ ଅଧିକ ବିପଦ

ପୃଥିବୀ ଉପରକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ। ଏକ ବିଶାଳ ଉଲ୍‌କା ପିଣ୍ଡ (ଆଷ୍ଟରଏଡ୍‌) ଏବେ ଖୁବ୍‌ ତୀବ୍ର ଗତିରେ ପୃଥିବୀ ଆଡ଼କୁ ଅଗ୍ରସର ହେଉଛି। ଏହି ଉଲ୍‌କା ପିଣ୍ଡ ୨୯ ନଭେମ୍ବରରେ ପୃଥିବୀ ପାଖ ଦେଇ ଗତି କରିବ। ମାତ୍ର ମଝିରେ ଯଦି ଏହାର ପଥରେ କିଛି ପରିବର୍ତ୍ତନ ହୁଏ ତେବେ ତାହା ପୃଥିବୀ…

ଭାରତରେ ତିଆରି ହେବ କୋଭିଡ୍‌ ଭ୍ୟାକସିନ୍‌ Sputnik-V ର ୧୦ କୋଟି ଡୋଜ୍‌, ହେଟରୋ ସହ ଡିଲ୍‌ ଫାଇନାଲ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଖୁବ୍‌ଶୀଘ୍ର ଆସିବାକୁ ଯାଉଛି କରୋନା ଭାଇରସ୍‌ ଭ୍ୟାକସିନ୍‌। ଏହି ମାମଲାରେ ଭାରତୀୟଙ୍କ ପାଇଁ ଏକ ଖୁସିଖବର। ଋଷର କରୋନା ଭାଇରସ୍‌ ଭ୍ୟାକସିନ୍‌ ସ୍ଫୁଟନିକ୍‌ ଭି ଭାରତରେ ତିଆରି ହେବ। ଋଷର Russia's sovereign wealth fund ଓ ଭାରତୀୟ ଔଷଧ କମ୍ପାନୀ ହେଟରୋ…