ରାଗରେ ହଜାରେ ଫୁଟ୍‌ ଉଚ୍ଚତାରୁ ୨ କୋଟି ଟଙ୍କାର କାର୍‌ ଫିଙ୍ଗିଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ବିରକ୍ତ ହୋଇ ଜଣେ ବ୍ୟକ୍ତି ନିଜ କୋଟିଏ ଟଙ୍କାର ଗାଡ଼ିକୁ ଫୋପାଡ଼ିଦେଇଥିବା ଦେଖିବାକୁ ମିଳିଛି। ମର୍ସିଡିଜ୍‌ ଏସ୍‌ୟୁଭିରେ କିଛି ଟେକ୍ନିକାଲ ତ୍ରୁଟିରେ ଅତିଷ୍ଠ ହୋଇ ଜଣେ ବ୍ୟକ୍ତି ଏକ ହଜାର ଫୁଟ୍‌ ଉପରୁ ନିଜ କାରକୁ ଫିଙ୍ଗିଦେଇଛନ୍ତି। ଏହି କାର୍‌ର ଦାମ୍‌ ପ୍ରାୟ ୨କୋଟି ଟଙ୍କା ହେବ ବୋଲି…

ଆରମ୍ଭ ହେଲା ସଞ୍ଜୟଲୀଲା ଭଂସାଲୀଙ୍କ ଗଙ୍ଗୁବାଈ କାଠିୟାବାଡ଼ିର ସୁଟିଂ, ଫଟୋ ସେୟାର କରି ଆଲିଆ କହିଲେ ଏମିତି

ଅଭିନେତ୍ରୀ ଆଲିଆ ଭଟ୍ଟ କିଛିଦିନ ହେବ ନିଜ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ଗଙ୍ଗୁବାଇ କାଠିୟାବାଡ଼ିର ସୁଟିଂ କରୁଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଆଲିଆ ପ୍ରଥମ ଥର ପାଇଁ ସଞ୍ଜୟଙ୍କ ନିର୍ଦ୍ଦେଶନାରେ କାମ କରିବେ। ଏନେଇ ନିଜେ ଆଲିଆ ସୋସିଆଲ…

ଏବେ କୀଟନାଶକ ମଧ୍ୟ ମଶାଙ୍କୁ କରିପାରୁନି ଦମନ, ମଶାବଂଶ ଲୋପକରିବାକୁ ବୈଜ୍ଞାନିକ ବାହାର କଲେ ସହଜ ଉପାୟ

ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ସେମାନଙ୍କ ପାଇଁ ଆର୍ଶୀବାଦ ପ୍ରମାଣିତ ହୋଇଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ହିଁ କୀଟନାଶକଙ୍କ କବଳରୁ ତାଙ୍କୁ ରକ୍ଷା କରିବାରେ ସାହାଯ୍ୟ କରୁଛି। ଏହି କାରଣରୁ କୀଟନାଶକ…

ମାତ୍ର ୨୦ ମିନିଟ୍‌ ଚାଲିବା ଦ୍ୱାରା ଗୋଟିଏ ନୁହେଁ ୭ ପ୍ରକାରର କ୍ୟାନ୍‌ସରରୁ ମିଳିଥାଏ ମୁକ୍ତି

ପ୍ରତ୍ୟେକ ଏକ୍ସରସାଇଜ୍‌ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। କିନ୍ତୁ ବର୍ତ୍ତମାନ ହୋଇଥିବା ଏକ ରିସର୍ଚ୍ଚରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିସର୍ଚ୍ଚ ମୁତାବକ ଶାରୀରିକ ପରିଶ୍ରମ କରିବା ଦ୍ୱାରା ଗୋଟିଏ ନୁହେଁ ବରଂ ୭ଟି କ୍ୟାନସରରୁ ମୁକ୍ତି ମିଳିପାରିବ। ଦିନକୁ ମାତ୍ର ୨୦ ମିନିଟ୍‌…

‘ଲୁଡୋ’ ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅଭିଷେକ ବଚ୍ଚନ ଓ ରାଜକୁମାର ରାଓ

୨୦୨୦ରେ ଦର୍ଶକଙ୍କ ମନ ମୋହିବାକୁ ଆସୁଛି ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମ ଲୁଡୋ। ଏଥିରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ସାନ୍ୟା ମାଲହୋତ୍ରା, ଫତିମା ସନା ଶେଖ, ଆଦିତ୍ୟରାୟ କପୁର, ପଙ୍କଜ ତ୍ରିପାଠୀ, ରୋହିତ ସରାଫ ଓ ଆଶା ନେଗୀ ପ୍ରମୁଖ କଳାକାର ନଜର ଆସିବେ। ଏହି ଫିଲ୍ମ ଆଗାମୀ ବର୍ଷ…

ନିକ୍‌ଙ୍କ ସହ ମିଶି କ୍ରିସ୍‌ମାସ୍‌ରେ କୁକିଜ୍‌ ବନାଇଲେ ପ୍ରିୟଙ୍କା, ଦେଖନ୍ତୁ ଭାଇରାଲ ଭିଡିଓ

କ୍ରିସ୍‌ମାସ୍‌ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ। ଏ ଅବସରରେ ପିଲାଠୁ ବୁଢ଼ା ଯାଏଁ ପରସ୍ପରକୁ ଉପହାର ଦେଇଥାନ୍ତି। କେବଳ ଉପହାର ଆଦାନପ୍ରଦାନ ନୁହେଁ ଭଲ ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇଥାନ୍ତି। କ୍ରିସମାସ୍‌ରେ ଖାସ୍‌ କରି କେକ୍‌ କୁକିଜ୍‌ ଭଳି ମିଠା…

ପାର୍ଟନରଙ୍କୁ ଆକର୍ଷିତ କରିବାକୁ ଏହି ବଲିଉଡ୍‌ ଗୀତର ସାହାରା ନିଅନ୍ତୁ, ମଜଭୁତ ହେବ ସମ୍ପର୍କ

ଶାରୀରିକ ସମ୍ବନ୍ଧର ସିଧାସଳଖ ସମ୍ପର୍କ ବ୍ରେନ୍‌ ସହ ରହିଛି। ଜଣେ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହେଲେ ହିଁ ସମ୍ବନ୍ଧ ଆଗକୁ ବଢ଼ିଥାଏ। ଆଉ ଏହି ଆକର୍ଷଣ ଭାବନା ମସ୍ତିଷ୍କ ବା ବ୍ରେନ୍‌ରୁ ଆସିଥାଏ। ବ୍ରେନ୍‌ ଯେଉଁଭଳି ନିର୍ଦ୍ଦେଶ ଦିଏ ଆମ ମନ ସେଭଳି ତାହାକୁ କାର୍ଯ୍ୟକାରୀ କରିଥାଏ। ଏଣୁ…

‘ଯଦି ସକାଳେ ଉଠିବା ବେଳେ ଆପଣ ଜାଣିବାକୁ ପାଇବେ ଯେ ଆପଣ ଗର୍ଭବତୀ ଅଛନ୍ତି, ତେବେ କ’ଣ କରିବେ?’ IASର ସାକ୍ଷାତକାରରେ…

ଅଧିକାଂଶ ପିଲାଙ୍କ ସ୍ୱପ୍ନ ଥାଏ ବଡ଼ ହେଲେ ଆଇଏଏସ୍‌ ଅଫିସର ହେବା। ଏଥିପାଇଁ ସେମାନେ ପିଲାବେଳୁ ହିଁ ଲାଗିପଡ଼ିଥାନ୍ତି। ଆଇଏଏସ୍‌ରେ କୃତକାର୍ଯ୍ୟ ହେବାକୁ ହେଲେ ତିନିଟି ପରୀକ୍ଷା ଯଥା ପ୍ରିଲିମିନାରୀ, ମେନ୍‌ ଓ ସାକ୍ଷାତକାର ଦେବାକୁ ପଡ଼ିଥାଏ। ଏହି ତିନୋଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ…

ୟୁଟ୍ୟୁବ୍‌ରେ ସର୍ଚ୍ଚ କରିବା ହେଲା ସହଜ, ଏବେ ଭଏସ୍‌ ମାଧ୍ୟମରେ ଖୋଜିପାରିବେ ମନପସନ୍ଦର ଭିଡିଓ

ଏବେ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ ନିଜ ମୋବାଇଲ୍‌ ଆପ୍‌କୁ ଅପ୍‌ଡେଟ୍‌ କରିଛି। ଏବେ ୟୁଟ୍ୟୁବ୍‌ ଟିଭି ସ୍କ୍ରିନ୍‌, ଗେମ୍‌ କନ୍‌ସୋଲ ଓ ଅନ୍ୟ ଷ୍ଟ୍ରିମିଂ ଡିଭାଇସ୍‌ରେ କେତେକ ନୂଆ ଫିଚର ଯୋଗ କରିଛି। ୟୁଟ୍ୟୁବ୍‌ର ଅଫିସିଆଲ ବ୍ଲଗ୍‌ ମୁତାବକ ୟୁଜର ଏବେ ସ୍ମାର୍ଟଟିଭିରେ ୟୁଟ୍ୟୁବ୍‌କୁ କାଷ୍ଟ…

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ୨୩୦ କୋଟି ଟଙ୍କାର ଜରିମାନା, ଜିଏସ୍‌ଟିର ଫାଇଦା ଗ୍ରାହକଙ୍କୁ ଦେଇନଥିବା ଅଭିଯୋଗ

ନ୍ୟାସନାଲ ଆଣ୍ଟି ପ୍ରଫିଟିଂ ଅଥରିଟି (NAA) ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଉପରେ ୨୩୦.୪୧ କୋଟି ଟଙ୍କାର ଜରିମାନା ଲଗାଇଛି। ଜିଏସ୍‌ଟିରେ କଟୁଥିବା ଅର୍ଥର ଲାଭ ଗ୍ରାହକଙ୍କୁ ନ ଦେବା ଅଭିଯୋଗରେ କମ୍ପାନୀ ବିରୋଧରେ ଏହି ଜରିମାନା ହୋଇଛି। NAA ଆଦେଶରେ କହିଛନ୍ତି ଯେ ଜନ୍‌ସନ୍‌ ଆଣ୍ଡ…

ଛୋଟ ଗବ୍ଦର ଜୋରାବର ପିତା ଶିଖର ଧଓ୍ଵନଙ୍କୁ କାନ୍ଧ ଉପରେ ଚଢ଼ି ପିଟିଲେ, ଦେଖନ୍ତୁ ନିଜକୁ ବଞ୍ଚାଇବାକୁ କ’ଣ କଲେ ଏହି…

ଭାରତୀୟ କ୍ରିକେଟ୍‌ ଟିମ୍‌ର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଏବେ ପୂରା ଫିଟ୍‌ ଅଛନ୍ତି। ଏଣୁ ଆଗାମୀ ଜାନୁୟାରୀରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ସହ ଖେଳିବାକୁ ଥିବା ସିରିଜ୍‌ରେ ସେ ଅଂଶଗ୍ରହଣ କରିବେ। ନିକଟରେ ଧଓ୍ଵନ ରଣଜୀ ଟ୍ରଫିରେ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।…

ଭାରତୀୟ ରେଳ ବିଭାଗ ଆରମ୍ଭ କଲା କାଚ ଛାତ ଥିବା ଟ୍ରେନ୍‌ ‘‘ହିମଦର୍ଶନ ଏକ୍ସପ୍ରେସ୍‌’’

ଭାରତୀୟ ରେଳ ବିଭାଗ ହିମଦର୍ଶନ ଏକ୍ସପ୍ରେସ୍‌ ନାମକ ଗ୍ଲାସ୍‌ ରୁଫ୍‌ ଟପ୍‌ ବା କାଚ ଛାତ ଥିବା ଟ୍ରେନ୍‌ ସେବା ଲଞ୍ଚ୍‌ କରିଛି। ଏହି ସେବା ଜରିଆରେ ଯାତ୍ରୀ ନିଜ ସିଟ୍‌ରେ ବସିି କୋଲକତା-ସିମଲା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଖିପାରିବେ। ଏ ଅବସରରେ ଯାତ୍ରୀ ଦେବଦାରୁ ଓ ଚିଲ ଜଙ୍ଗଲର ପ୍ରାକୃତିକ…