ଭାରତରେ ବିକ୍ରି ହେଉଥିବା ଏହି ଜିନିଷ ଅନ୍ଯ ଦେଶରେ ହୋଇଛି ବ୍ଯାନ୍

ଭାରତ ଏବେ ଏତିକି ସକ୍ଷମ ହୋଇଗଲାଣି କି ତାହାକୁ ଅନ୍ଯ ସମସ୍ତ ଦେଶ ପ୍ରତିଯୋଗୀ ଭାବେ ଦେଖୁଛନ୍ତି। ଏପରି ମଧ୍ୟ କୁହାଯାଉଛି ଆଗାମୀ ସମୟରେ ଭାରତ ଅର୍ଥନୈତିକ ସ୍ତରରେ ଚାଇନାକୁ ମଧ୍ୟ ପଛରେ ପକାଇଦେବ। ଏକ ସମୟ ଥିଲା ଯେବେ ଭାରତକୁ ପଛୁଆ ରାଷ୍ଟ୍ର ଭାବେ ଦେଖାଯାଉଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ଆଜି ଭାରତକୁ ଏକ ବିକଶିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ଗଣାଯାଉଛି। ଏପରିକି ଅନେକ ବଡ଼ ବଡ଼ କମ୍ପାନି ଭାରତ ସହ ବୈବସାୟ କରିବା ପାଇଁ ସୁଯୋଗ ଖୋଜୁଛନ୍ତି। ତେବେ ଆଜି ଆମେ ଭାରତ ବଜାରରେ ବିକ୍ରି ହେଉଥିବା ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ବିଦେଶରେ ବ୍ଯାନ୍ କରାଯାଇଛି।

ଭାରତର ରାସ୍ତାରେ ବହୁ ମାତ୍ରାରେ ମାରୁତି ଅଲଟୋ କାର ଦେଖିବାକୁ ମିଳିଥିବା ବେଳେ ତାହାକୁ ୟୁରୋପ ଦେଶରେ ବ୍ଯାନ୍ କରାଯାଇଛି। କାହିଁକି ନା, ସେଠାକାର ସରକାରଙ୍କ ଅନୁଯାୟୀ ଏହି କାରଟି ସଂପୂର୍ଣ୍ଣ ଭାବେ ସୁରକ୍ଷିତ ନୁହଁ।

ଭାରତ ବଜାରରେ ଏନର୍ଜି ଡ଼୍ରିଙ୍କ ଭାବେ ବିକ୍ରି ହେଉଥିବା ରେଡ଼ବୁଲ ପ୍ରାନ୍ସ ଏବଂ ଡ଼େନମାର୍କରେ ବ୍ଯାନ୍। କାରଣ ଏହାକୁ ପିଇବା ଦ୍ବାରା ହାଇପରଟେନସନ୍ , ଡ଼୍ରୀପ୍ରେସନ୍ ଏବଂ ଅଚେତ ଆଦି ରୋଗର ସମ୍ବାବନା ଅଧିକ ମାତ୍ରାରେ ବଢ଼ିଥାଏ।

lifeboy

ଘରେ ଘରେ ଆପଣ ଲାଇଫବଏ ସାବୁନ ଦେଖିଥିବେ। ଏହି ସବୁନ କମ୍ପାନି ବହୁ ବର୍ଷରୁ ଭାରତରେ ବ୍ଯବସାୟ କରି ଆସୁଛି। କିନ୍ତୁ ଏହାକୁ ୟୁରୋପିଆନ ଦେଶ ଗୁଡ଼ିକରେ ବ୍ଯାନ କରାଯାଇଛି। କାରଣ ଏହା ଚର୍ମକୁ ବହୁତ ମାତ୍ରାରେ ଶୁଷ୍କ କରିଦେଇଥାଏ।

ଦେଶର ରାସ୍ତାଘାଟରେ ହଳଦିଆ ରଙ୍ଗର ବଲବ ଦେଖାଦେଇଥାଏ। କିନ୍ତୁ ଏହି ଲାଇଟକୁ ୟୁରୋପିଆନ୍ ଏବଂ କ୍ବିବା ଦେଶରେ ବ୍ଯାନ କରାଯାଇଛି। କାରଣ ଏହା ଦ୍ବାରା ଅତ୍ଯଧିକ ମାତ୍ରାରେ ବିଦ୍ଯୁତ୍ କଞ୍ଜୁମ୍ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.