Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଆଜି ଠାରୁ ୧୨୨ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜୁନରୁ ବୁକିଙ୍ଗ୍‌ କରିବା ପୂର୍ବରୁ ଚେକ କରିନିଅନ୍ତୁ ନୂଆ…

ଏଲପିଜି ସିଲିଣ୍ଡରକୁ ନେଇ ଗ୍ରାହକଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଲେ ସରକାର। ଆଜି ଠାରୁ ଅର୍ଥାତ୍‌ ଜୁନ୍ ୧ ତାରିଖରୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି ସରକାର। ଆଇଓସି ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୨ ଟଙ୍କା ହ୍ରାସ ହୋଇଛି । ତେବେ ୧୪.୨ କିଲୋଗ୍ରାମର ଘରୋଇ…

Yamaha FZ 25 ଓ FZS 25 ବାଇକର ଦାମରେ ହୋଇଛି ହ୍ରାସ, ଶୀଘ୍ର କିଣନ୍ତୁ

Yamaha ମୋଟର ଇଣ୍ଡିଆ ତରଫରୁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ପକ୍ଷରୁ ସବୁଠୁ ଲୋକପ୍ରିୟ ଗାଡିର ଦାମକୁ କମାଯାଇଛି । ଗ୍ରାହକଙ୍କ ପାଇଁ ଲକ ବଡ଼ ଖୁସି ଖବର ଆଣିଛି । ଗତକାଲି କମ୍ପାନୀ ପକ୍ଷରୁ ଏହା ସୂଚିତ କରାଯାଇଛି । Yamaha FZ 25 ଓ FZS 25  ସ୍ପୋର୍ଟସ ବାଇକର ଦାମ ହ୍ରାସ…

ଜୁନ ମାସରେ ୯ ଦିନ ବନ୍ଦ ରହିବ ବ୍ଯାଙ୍କ, ଏଠାରେ ଦେଖନ୍ତୁ ଛୁଟି ଲିଷ୍ଟ

କରୋନା ମହାମାରୀ ଯୋଗୁଁ ଦେଶରେ ଅଧିକାଶଂ ବ୍ଯାଙ୍କ ନିଜର ଅଫଲାଇନ ସେବାକୁ ଅନଲାଇନ କରିଦେଇଛନ୍ତି। ପ୍ରଶାସନ ଦ୍ବାରା ଲୋକଙ୍କୁ ଅପିଲ କରାଯାଉଛି କି, ଅତି ଜରୁରୀ କାମ ଥିଲେ ବ୍ଯାଙ୍କ ଯିବାକୁ ଅନୁରୋଧ କରାଯାଇଛି। କିନ୍ତୁ ଅନେକ ଥର କିଛି ଜରୁରୀ କାମ ଯୋଗୁଁ ବ୍ଯାଙ୍କ ଯିବାକୁ ପଡିଥାଏ। ଯଦି…

ସାଧାରଣ ଗ୍ରାହକଙ୍କୁ ଝଟକା, ଭୁବନେଶ୍ବରରେ ପେଟ୍ରୋଲ ଦାମ୍ ଲିଟର ପ୍ରତି ୯୫ ଟଙ୍କାରୁ ଅଧିକ

ଗ୍ରାହକଙ୍କୁ ବଡ ଝଟକା। ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦାମ୍। ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଗତ କାଲି ତୁଳନାରେ ୨୬ ପଇସା ବଢି ୯୫ ଟଙ୍କା ୨୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ମଧ୍ୟ ପ୍ରତି ଲିଟର ପିଛା ୨୫ ପଇସା ବଢ଼ି ୯୩ ଟଙ୍କା…

ସୁନା ଦାମରେ ଲାଗୁନି ବ୍ରେକ, ଜାଣନ୍ତ ପୁଣି ଆଜି କେତେ ବଢିଲା ଦାମ୍

ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୧୦ ଟଙ୍କା ବଢି ୪୬,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୧୦ ଟଙ୍କା ବଢି ୪୭,୭୦୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪…

 ଦେଶର ଅର୍ଥନୀତି ଉପରେ କୋଭିଡ଼ ମାଡ଼, ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ମାଇନସ ୭.୩ ପ୍ରତିଶତ

କେନ୍ୟୁଜ୍(ବ୍ୟୁରୋ):  ଦେଶର ଅର୍ଥନୀତି ଉପରେ କୋଭିଡ୍‌ ପ୍ରହାର। ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ମାଇନସ ୭.୩ ପ୍ରତିଶତ। ଯାହା ଗତ ୪୦ ବର୍ଷରେ ସର୍ବନିମ୍ନ । ୨୦୧୯-୨୦ରେ ଥିଲା ୪ ପ୍ରତିଶତ। କୋଭିଡ୍‌ ଯୋଗୁଁ ଅଭିବୃଦ୍ଧି ହ୍ରାସ ପୂର୍ବାନୁମାନ ଥିଲା। ଗତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ…

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କଣ, କେମିତି ମିଳେ ସୁବିଧା ଏବଂ କିଏ ଉଠାଇପାରିବେ ଲାଭ ଜାଣନ୍ତୁ

ଆକସ୍ମିତ ମୃତ୍ୟୁ ଭାରତରେ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ। ପୀଡିତ ପରିବାରଙ୍କୁ ଆର୍ଥିକ ରୂପେ ସାହାଯ୍ୟ କରିବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ନାମକ ଏକ ସାମାଜିକ ସୁରକ୍ଷା ଯୋଜନା କରିଛନ୍ତି। ଏହି ଯୋଜନା ହେଉଛି ଏକ ବ୍ୟକ୍ତିଗତ ବୀମା ଯୋଜନା ଅଟେ, ଯାହା…

ITR Filing: ଏବେ ମୋବାଇଲ ଫୋନରୁ ବି ଭରି ପାରିବେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ଏହି…

କରୋନା ଯୋଗୁ ଏବେ ଧୀରେ ଧୀରେ ସବୁ ଅନଲାଇନ ହେବାରେ ଲାଗିଛି। ଆୟକର ବିଭାଗ ମଧ୍ୟ ଏକ ନୂଆ ପ୍ରକାରର ଆରମ୍ଭ କରିବାକୁ ଯାଉଛି। ଗତବର୍ଷ ବିଭାଗ ସଙ୍ଗଠନାତ୍ମକ ପରିବର୍ତ୍ତନ କରିଥିଲା। ବର୍ତ୍ତମାନ ଆୟକରଦାତାଙ୍କ ପାଇଁ ଆସନ୍ତା ୭ ଜୁନରୁ ନୂଆ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛି, ଯଦ୍ଦ୍ୱାରା ଆୟକରଦାତା…

ଅର୍ଥ ମନ୍ତ୍ରଣାଳୟରେ ବିନା ପରୀକ୍ଷାରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ମାସକୁ ୨ ଲକ୍ଷ

ଅର୍ଥ ମନ୍ତ୍ରଣାଳୟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଏବଂ ଅନ୍ଯ ୫୩ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅର୍ଥ…

ଜାଣନ୍ତୁ ଆଜିର ସୁନା ମୂଲ୍ଯର ତାଜା ଅପଡେଟ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୫୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୪୭,୫୯୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ଓଡିଶାର ଏହି ଜିଲ୍ଲାରେ ୧୦୦ ପାର୍ କଲା ପେଟ୍ରୋଲ୍ ଦର ! ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ମୂଲ୍ଯ

ପୁଣି ଶତକ ମାରିଲା ପେଟ୍ରୋଲ । ମାଲକାନଗିରି ଜିଲ୍ଲାରେ ଲିଟର ପିଛା ୧୦୦ ପାର କରିଛି । କାଲିମେଳାରେ ପ୍ରିମିୟମ ପେଟ୍ରୋଲ ଦର ଲିଟର ପ୍ରତି ୧୦୩ ଟଙ୍କା ୮୭ ପଇସା ଓ ସାଧାରଣ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ୭୨ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୨ ପଇସା…

ଲୋକପ୍ରିୟ ମହିନ୍ଦ୍ରାର XUV300 ଗାଡିରେ ରହିଛି ସବୁଠୁ ବେଷ୍ଟ ଫିଚର୍ସ

ଭାରତୀୟ ବଜାରରେ କମ୍ପାକ୍ଟ SUV ଗାଡିର ଡିମାଣ୍ଡ ବହୁତ ରହିଛି । ଏହାର ଦାମ ସହ ଭଲ ଫିଚର୍ସ ଲୋକମାନଙ୍କୁ ଅନେକ ଆକୃଷ୍ଟ କରିଛି । ଏହାର ସେଗମେଣ୍ଟକୁ ଲୋକ ଖୁବ ପସନ୍ଦ କରୁଛନ୍ତି । ଏହି ସେଗମେଣ୍ଟରେ ମହିନ୍ଦ୍ରାର XUV300 ଅନେକ ଲୋକପ୍ରିୟ ହୋଇଛି । ଏହାର ବୁକିଂ ୯୦% ବଢ଼ିଛି । ତେବେ ଏହି ଗାଡି…