Browsing Category

ବ୍ୟବସାୟ ଓ ଅର୍ଥନୀତି

ସାମାନ୍ଯ କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍‌

ରେକର୍ଡ ସ୍ତରରେ ପେଟ୍ରୋଲ ଡିଜେଲ ଦର। ତେବେ ଏହାରି ଭିତରେ ଆଜି ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ଯରେ କିଛିଟା ପରିବର୍ତ୍ତନ ଆସିଛି। ସାମାନ୍ୟ କମିଛି ପେଟ୍ରୋଲ ଡିଜେଲ୍‌ ଦାମ୍‌। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୪ ଟଙ୍କା ୧୬ ପଇସା ରହିଛି। ଅନ୍ୟପଟେ ଡିଜେଲ୍ ଦର ଲିଟର ପିଛା ୮୦…

ଏୟାର ଇଣ୍ଡିଆ ହେବ କି ଟାଟା ଏୟାର ଇଣ୍ଡିଆ ? କ୍ଷତିରେ ଚାଲୁଥିବା ସଂସ୍ଥାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି ଟାଟା

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କିଣିବ ଟାଟା । ୬୭ ବର୍ଷ ପରେ ପୁଣି ଥରେ ଏୟାର ଇଣ୍ଡିଆକୁ ନିଜ ଅଧିନକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି ଟାଟା। ଏନେଇ ଟାଟା କର୍ତ୍ତୃପକ୍ଷ ଭାରତ ସରକାରଙ୍କ ନିକଟରେ ଏକ୍‌ସପ୍ରେସନ ଅଫ ଇଣ୍ଟରେଷ୍ଟ ବା EOI ଦାଖଲ କରିଛି ।…

ପୁଣି ଶସ୍ତାରେ କରିପାରିବେ ସପିଙ୍ଗ୍‌ , ୧୮ ଡିସେମ୍ବରରୁ ଆରମ୍ଭ ହେଉଛି Flipkart Sale

ପୁଣି ଥରେ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ Flipkart Sale ନେଇ ଆସିବ। ସୂଚନା ମୁତାବକ, ଏହି ସେଲ୍ ୧୮ ଡିସେମ୍ବରରୁ ଆରମ୍ଭ ହେବ। ୫ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଫ୍ଲିପକାର୍ଟ ସେଲ୍ ୨୨ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଫ୍ଲିପକାର୍ଟ ସେଲ୍ ର ଏହି ପେଜ୍ କୁ ଲାଇଭ କରାଯିବା ସହ…

ନୂଆ ବର୍ଷରେ ନୂଆ ଅବତାରରେ ଲଞ୍ଚ୍ ହେବ ମହିନ୍ଦ୍ରା TUV300 ଫେସଲିଫ୍ଟ, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ଖାସିୟତ୍

ସ୍ୱଦେଶୀ ଅଟୋମୋବାଇଲ୍ କମ୍ପାନୀ Mahindra & Mahindra ନୂଆ ଅବତାରରେ ଲଞ୍ଚ କରିବ ନିଜର ଏହି ପପୁଲାର ମଡେଲ ଗାଡ଼ି । କମ୍ପାନୀ ନିଜର ବହୁ ଲୋକପ୍ରିୟ ଗାଡ଼ି TUV300ର ଫେସଲିଫ୍ଟକୁ ଲଞ୍ଚ୍ କରିବା ପ୍ରସ୍ତୁତିରେ। ଏହାକୁ ଅନେକ ଥର ଟେଷ୍ଟିଂ ସମୟରେ ମଧ୍ୟ ସ୍ପଟ୍ କରାଯାଇ ସାରିଲାଣି। ଏବେ ଖାଲି…

IOCLରେ ଖାଲିପଡ଼ିଛି ଚାକିରି, ୨୧ ଡିସେମ୍ବର ପର୍ଯ୍ଯନ୍ତ କରିପାରିବେ ଆବେଦନ, ଦରମା ୧ ଲକ୍ଷରୁ ଅଧିକ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ପକ୍ଷରୁ ବିଭିନ୍ନ ପଦବୀ ଖାଲିପଡିଛି। ଏହା ଅଧୀନରେ ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ, ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ, ଜୁନିଅର କ୍ବାଲିଟି କଣ୍ଟ୍ରୋଲ ଆନାଲିଷ୍ଟ ପଦବୀ ଖାଲିପଡିଛି। ଚାକିରି କରିବାକୁ ଚାହୁଁଥିବା ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ…

ନୂଆବର୍ଷରୁ ବଦଳି ଯାଉଛି ଚେକ୍‌ ପେମେଣ୍ଟର ନିୟମ, ଜାଣନ୍ତୁ ଆପଣଙ୍କ ଉପରେ ଏହାର କ’ଣ ପଡ଼ିବ ପ୍ରଭାବ

ନୂଆବର୍ଷ ଆରମ୍ଭହେବା ସହ ଚେକ୍‌ ପେମେଣ୍ଟ ସହିତ ଜଡ଼ିତ ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାକିଙ୍ଗ୍‌ ଠକେଇକୁ ଲଗାମ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆବିଆଇ) ୧ ଜାନୁଆରୀ, ୨୦୨୧ ଠାରୁ ଚେକ 'ପଜିଟିଭ୍‌ ପେ ସିଷ୍ଟମ' ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି। ଆରବିଆଇ…

ସାମାନ୍ଯ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ଯ

ଆଜି ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ଯରେ କିଛିଟା ପରିବର୍ତ୍ତନ ଆସିଛି। ପେଟ୍ରୋଲ ୫ ପଇସା ବଢିଥିବା ବେଳେ ଡିଜେଲ ମଧ୍ୟ ୮ ପଇସା ବଢିଛି। ରେକର୍ଡ ସ୍ତରରେ ପେଟ୍ରୋଲ ଡିଜେଲ ଦର। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୪ ଟଙ୍କା ୩୯ ପଇସା ରହିଛି। ଅନ୍ୟପଟେ ଡିଜେଲ୍ ଦର ଲିଟର ପିଛା ୮୦…

ଦିନକୁ ଦିନ ବଢୁଛି ସୁନା ଦାମ୍ ? ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୨୬୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…

ଆଜି ରାତି ୧୨.୩୦ ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ବ୍ୟାଙ୍କମାନଙ୍କର RTGS ସିଷ୍ଟମ, ୨୪X୭ ହେବ କାର୍ଯ୍ୟକ୍ଷମ

କେନ୍ୟୁଜ୍(ବ୍ୟୁରୋ):  ଉଚ୍ଚ ମୂଲ୍ୟର କାରବାର ପାଇଁ ରିଅଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ସିଷ୍ଟମ୍ (RTGS) ଆଜି ରାତି ୧୨.୩୦ ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  କହିଛନ୍ତି ଯେ ଆରଟିଜିଏସ୍ (ରିଅଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ) ସୁବିଧା ଆଜି ରାତି…

ଡାକ ବିଭାଗରେ ଡାଇରେକ୍ଟ ଏଜେଣ୍ଟ ପାଇଁ ଖାଲିପଡିଛି ପଦବୀ, ଏମିତି କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଖାଲି ପଡିଛି ଚାକିରି। ଭାରତୀୟ ଡାକ ବିଭାଗ ସୋଲନ ମଣ୍ଡଳରେ ଡାକ ଜୀବନ ବୀମା ଏବଂ ଗ୍ରାମୀଣ ଡାକ ଜୀବନ ବୀମା ଡାଇରେକ୍ଟ ଏଜେଣ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରିନିଅନ୍ତୁ। ଏହି ପଦରେ ଆବେଦନ…

ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ୍ ଦର

ରେକର୍ଡ ସ୍ତରରେ ପେଟ୍ରୋଲ ଡିଜେଲ ଦର। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୪ ଟଙ୍କା ୩୪ ପଇସା ରହିଛି। ଅନ୍ୟପଟେ ଡିଜେଲ୍‌ ଦର ଲିଟର ପିଛା ୮୦ ଟଙ୍କା ୪୨ ପଇସା ଥିବା ରେକର୍ଡ ହୋଇଛି। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ…

ଆଜି ପୁଣି ବଢିଲା ସୁନା ଦାମ୍ ? ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୨୪୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…