Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ପୁଣି ବଢିଲା ସୁନା ଦାମ୍, ଜାଣନ୍ତୁ କେତେ ହେଲା ଆପଣଙ୍କ ସହରରେ ଗ୍ରାମ୍ ପ୍ରତି ଦର

ପୁଣି ବଢିଲା ସୁନା ଦର। ଆଜି ପାଖାପାଖି ୪୮୦ ଟଙ୍କା ସୁନା ଦାମ୍ ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୨୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୦,୨୧୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

କାର୍‌ କିଣିବାକୁ ମନସ୍ଥ କରିଛନ୍ତି ତ ଜଲଦି କିଣନ୍ତୁ, ଆସନ୍ତା ମାସ ହୋଇଯାଉଛି ମହଙ୍ଗା

Kia, Hyundai, Maruti Suzuki, MG ଏବଂ Mahindra ଘୋଷଣା କରିସାରିଛନ୍ତି ଯେ ଜାନୁଆରୀରେ ସମସ୍ତ କମ୍ପାନୀର କାରର ଦାମ୍ ବଢ଼ିବ। ସବୁବେଳେ ଜାନୁଆରୀ ମାସରେ ହିଁ କାର କମ୍ପାନୀ ଗାଡ଼ିର ଦାମ ବୃଦ୍ଧି କରନ୍ତି। ତାହେଲେ ଆସନ୍ତୁ ନଜର ପକାଇବା ସେହି କାର ନିର୍ମାଣକାରୀ କମ୍ପାନୀ ଉପରେ ଯାହା…

ଆକାଉଣ୍ଟରେ ପଇସା ନଥାଇ ଏଟିଏମରୁ ପଇସା ଉଠାଉଥିଲେ ଲାଗିବ ଏକ୍ସଟ୍ରା ଚାର୍ଜ, ଜାଣନ୍ତୁ କ’ଣ ରହିଛି ନିୟମ

ଅନେକ ଥର ବ୍ଯାଙ୍କ ନିୟମ ବିଷୟରେ ସଠିକ୍ ଭାବେ ନ ଜାଣିବାରୁ ଉପଭୋକ୍ତାଙ୍କୁ ଏକ୍ସଟ୍ରା ଚାର୍ଜ (ଶୁଳ୍କ) ପଡିଥାଏ। ଯଦି ଆପଣଙ୍କ ସଂଚୟ ଖାତାରେ ପଇସା ନାହିଁ କିମ୍ବା ଏଟିଏମରୁ ପଇସା କାଢିବା ସମୟରେ ଅସଫଳ ହୁଅନ୍ତି ତେବେ ମଧ୍ୟ ପଇସା ଦେବାକୁ ବାଧ୍ୟ ହେବ। ସରକାର ସମେତ କେତେକ ପ୍ରାଇଭେଟ ବ୍ଯାଙ୍କ…

ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ, ଏବେ ଟିକେଟ୍‌ ବୁକିଂ କରିବା ବେଳେ ଆଉ କରିବାକୁ ପଡ଼ିବନି ଅପେକ୍ଷା

ବର୍ତ୍ତମାନ କରୋନା କାଳ ଚାଲିଥିବାରୁ ଲୋକମାନେ ସବୁ କିଛି ଅନ୍‌ଲାଇନ୍‌ରେ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏମିତିକି ଯାତ୍ରା ପାଇଁ ଟ୍ରେନ୍‌ ଟିକେଟ୍‌ ବୁକିଂ ମଧ୍ୟ ଅନ୍‌ଲାଇନ୍‌ରେ କରୁଛନ୍ତି। ମାତ୍ର ନେଟ୍‌ ସମସ୍ୟା ଯୋଗୁ ଟିକେଟ୍‌ ବୁକିଂ କରିବାରେ ଗ୍ରାହକ ଅସୁବିଧାର ସମ୍ମୁଖୀନ…

ଜାନୁଆରୀରୁ ୧୦ ପ୍ରତିଶତ ବଢ଼ିବ ଟିଭି, ଫ୍ରିଜ୍‌, ଓ୍ଵାଶିଂମେସିନ୍‌ ସମେତ ଅନ୍ୟ ଘରୋଇ ସାମଗ୍ରୀ ଦାମ୍‌, ଉତ୍ପାଦନକାରୀ…

ତମ୍ବା, ଆଲୁମିନିୟମ୍‌ ଓ ଇସ୍ପାତ କଞ୍ଚାମାଲର ଆମଦାନି ଓ ପରିବହନ ଭଡ଼ା ମହଙ୍ଗା ହୋଇଥିବାରୁ ଏଲ୍‌ଇଡି ଟିଭି, ରେଫ୍ରିଜିରେଟର, ଓ୍ଵାଶିଂ ମେସିନ୍‌ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆସନ୍ତା ବର୍ଷ ଜାନୁଆରୀରୁ ୧୦ ପ୍ରତିଶତ ବଢ଼ିପାରେ। ଏନେଇ ଉତ୍ପାଦନକାରୀ ସଂସ୍ଥାମାନେ ସୂଚନା ଦେଇଛନ୍ତି।…

ସାମାନ୍ୟ ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍‌

ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୭୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୯,୭୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ପେଟ୍ରୋଲ ଲିଟର ପିଛା ରହିଛି ୮୪ ଟଙ୍କା ୮୪ ପଇସା। ସେହିପରି ଡିଜେଲ ଲିଟର ପ୍ରତି ପିଛା ରହିଛି ୮୦ ଟଙ୍କା ୯୪ ପଇସା। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ।…

ଜାନୁଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରିଦିଅନ୍ତୁ ସବୁ କାମ

ଆଉ ମାତ୍ର କିଛି ଦିନ ପରେ ବିଦାୟ ନେବ ୨୦୨୦, ପାଦ ଥାପିବ ନୂଆବର୍ଷ ୨୦୨୧। ଲୋକମାନେ ବହୁ ଉତ୍ସାହର ସହ ନୂଆବର୍ଷକୁ ଅପେକ୍ଷା କରିଥାନ୍ତି। ସାଧାରଣତଃ ନୂଆବର୍ଷର ପ୍ରଥମ ଦିନରେ ଲୋକମାନେ କାମରୁ ବିରତି ନେଇ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି…

ନୂଆବର୍ଷ ପୂର୍ବରୁ ଯାତ୍ରୀଙ୍କୁ ବଡ଼ ଝଟ୍‌କା ଦେଲା ରେଲଓ୍ଵେ, ରଦ୍ଦ କଲା ୪ ଟ୍ରେନ୍‌ ଚଳାଚଳ

ନୂଆବର୍ଷ ପୂର୍ବରୁ ହିଁ ରେଲଓ୍ଵେ ଯାତ୍ରୀମାନଙ୍କୁ ଝଟ୍‌କା ଦେଇଛି। ନୂଆବର୍ଷରେ ଘରକୁ ଫେରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଦୁଃଖଦ ଖବର। ରେଲଓ୍ଵେ ଦିଲ୍ଲୀରୁ ଯାଉଥିବା କେତେକ ଟ୍ରେନ୍‌ ଚଳାଚଳକୁ କିଛି ଦିନ ପାଇଁ ସ୍ଥଗିତ କରିଛି। ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା କେତେକ ଟ୍ରେନ୍‌କୁ…

PPF, SSY, NSC ସ୍କିମ୍‌ : ଆପଣ ଯଦି ଏହିସବୁ ଯୋଜନାରେ ନିବେଶ କରୁଛନ୍ତି , ଜାଣନ୍ତୁ କେତେ ଆପଣଙ୍କୁ ମିଳିବ ଆୟକର ଛାଡ଼

ନୂଆଦିଲ୍ଲୀ : ପିପିଏଫ୍‌, ଏଫ୍‌ଡି, ଏନ୍‌ଏସ୍‌ଏସି ଓ ସୁକନ୍ୟା ସମୃଦ୍ଧି ଯୋଜନା ସବୁଠୁ ଅଧିକ ଲୋକପ୍ରିୟ ଓ ସୁରକ୍ଷିତ ଯୋଜନା । ଏହି ଯୋଜନାରେ ନିବେଶ କଲେ ଗ୍ରାହକଙ୍କ ନିବେଶ ସୁରକ୍ଷିତ ରହିଥାଏ । ଏହା ମଧ୍ୟରେ ଏମିତି କିଛି ବିକଳ୍ପ ନିବେଶ ରହିଛି ଯେଉଁଥିରେ ଆୟକର ଛାଡ଼ (ଟ୍ୟାକ୍ସ) ବ୍ୟବସ୍ଥା…

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ସ୍ଥିର ରହିଛି ପେଟ୍ରୋଲ ଦର। କାଲି ଭଳି ଆଜି ମଧ୍ୟ ପେଟ୍ରୋଲ ଦର ଲିଟର ପିଛା ୮୪.୩୪ ଟଙ୍କା ରହିଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ପେଟ୍ରୋଲ ଲିଟର ପିଛା ରହିଛି ୮୪.୩୪ ଟଙ୍କା। ସେହିପରି ଡିଜେଲ ଲିଟର ପ୍ରତି ପିଛା ରହିଛି ୮୦.୪୬ ଟଙ୍କା। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ…

ସାମାନ୍ଯ ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ପୁଣି ବଢିଲା ସୁନା ଦର। ଆଜି ୧୦ ଗ୍ରାମ ପ୍ରତି ମୂଲ୍ଯରେ ୧୦ ଟଙ୍କା ଦାମ୍ ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୭୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୯,୭୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ…