Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଦେଶରେ ସର୍ବାଧିକ : ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ଟପିଲା

ମୁମ୍ବାଇ : ଏବେ ଯେଉଁଭଳି ଭାବେ ତୈଳ ଦର ବଢ଼ି ଚାଲିଛି ସେଥିରୁ ଅନୁମାନ ହେଉଛି କି ଖୁବ୍ କମ୍ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଧରିବ । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ୮୬ ଟଙ୍କା ୫୬ ପଇସାରେ ବିକ୍ରି ହେଉଛି । ଡିଜେଲ ଦାମ୍ ହେଉଛି ୭୧ ଟଙ୍କା ୧୫ ପଇସା । ଦିନକ ଭିତରେ ହାରାହାରି ୩୧…

ଆଇଓସିଏଲରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି : ଜାଣନ୍ତୁ କେମିତି କରିବେ ଆବେଦନ

ଦଶମ ଶ୍ରେଣୀ ପାସ୍ ଯୁବକ ଯୁବତୀ ମାନଙ୍କ ପାଇଁ ଖୁସି ଖବର । ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଆଇଓସିଏଲ୍ ପକ୍ଷରୁ ୩୪୪ ଟ୍ରେଡ ଆଟେଣ୍ଡାଣ୍ଟ ଏବଂ ଟେକ୍ନିସିଆନ ଆଟେଣ୍ଡାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଛୁକ ପ୍ରାର୍ଥୀମାନେ…

ଆପଣ ଜାଣିଛନ୍ତି କି , କାହିଁକି ଏବଂ କାହା ପାଇଁ ଏଟିଏମର ପାସୱର୍ଡ଼ ହୋଇଥାଏ ୪ଅଙ୍କ ବିଶିଷ୍ଟ

ଆଜିର ଡ଼ିଜିଟାଲ ଟେକ୍ନୋଲୋଜି ଦୁନିଆରେ ଏଟିଏମର ବ୍ଯବହାର ସାଧାରଣ ହୋଇଗଲାଣି। ପ୍ରାୟ ସମସ୍ତ ବ୍ଯକ୍ତି ଟଙ୍କା ଲେଣଦେଣ ପାଇଁ ଏଟିଏମ୍ ବ୍ଯବହାର କରୁଛନ୍ତି। ଯଦି ଆପଣ ମଧ୍ୟ ଏଟିଟିଏମ୍ ବ୍ଯବହାର କରୁଛନ୍ତି ତେବେ ନିଶ୍ଚିତ ଭାବେ ଜାଣିଥିବେ ଏଥିରେ ୪ଅଙ୍କ ବିଶିଷ୍ଟ ପାସୱର୍ଡ଼ ରହିଥାଏ। ଆଜି ଆମେ…

ବଢୁଛି ପେଟ୍ରୋଲ ଓ ଡିଜେଲ ଦର : ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ବଢୁଛି ତେଲ ଦର

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ ଜାରି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢି ଚାଲିଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୬୮ ପଇସା ଏବଂ ଡିଜେଲ ଦର ୭୦ ଟଙ୍କା ୪୨…

କାଲିଠାରୁ କାର୍ ଓ ବାଇକ୍ କିଣିଲେ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ : ନୂଆ କାର୍ କିମ୍ବା ବାଇକ୍ କାଲି ଠାରୁ ବୀମା ବାବଦରେ ଅଧିକ ଅର୍ଥ ଦେବାକୁ ହେବ । କାରଣ କାଲିଠାରୁ ବଢ଼ିବ କାର ଓ ବାଇକର ଥାର୍ଡ଼ପାର୍ଟି ବୀମା ଦେୟ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇଆରଡିଏ କାର ଓ ଦୁଇ କିଆ ଯାନର ଥାର୍ଡ଼ପାର୍ଟି ଇନସ୍ୟୁରାନ୍ସ ନିୟମରେ ପରିବର୍ତ୍ତନ…

ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ

ନୂଆଦିଲ୍ଲୀ : ୬ କୋଟି ଟପିଲା ଆଇଟି ରିଟର୍ଣ୍ଣ ଦାଖଲ  । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଆଜି ଶେଷ ତାରିଖ । ଏହାକୁ ଏକ ମାସ ପାଇଁ ବୃଦ୍ଧି କରି ଅଗଷ୍ଟ ୩୧ କରାଯାଇଥିଲା । କେବଳ କେରଳବାସୀଙ୍କ ପାଇଁ ଏହା ଆଉ ୧୫ ଦିନ ବୃଦ୍ଧି କରାଯାଇଛି । ଭୟାବହ ବନ୍ୟା ଯୋଗୁଁ…

ନିଆଁ ଭଳି ବଢ଼ୁଛି ପେଟ୍ରୋଲ ଦର : ଗ୍ରାହକ କରିଛନ୍ତି ଅସନ୍ତୋଷ ପ୍ରକାଶ

ଭୁବନେଶ୍ବର (କେନ୍ୟୁଜ୍) : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢି ଚାଲିଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୫୨ ପଇସା ଏବଂ ଡିଜେଲ ଦର ୭୦ ଟଙ୍କା ୨୧ ପଇସା ରହିଛି । ପେଟ୍ରୋଲ ଦର ୨୨ ପଇସା ଏବଂ ଡିଜେଲ ଦର ୨୮…

ସେପ୍ଟମ୍ବର ପହିଲାରୁ ଆରମ୍ଭ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ

ନୂଆଦିଲ୍ଳୀ : ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଲା । ଏହି ଦିନ ସମଗ୍ର ଭାରତ ବର୍ଷରେ ୬୫୦ ଶାଖା ଏବଂ ୩୨୫୦ଟି…

SBIର କଡା ଚେତାବନୀ : ଏହି ୫ ଭୁଲ୍ କଲେ ଆକାଉଂଟରୁ ଗାୟବ ହୋଇପାରେ ଟଙ୍କା

ଯଦି ଆପଣଙ୍କ ଏସବିଆଇରେ ଆକାଉଂଟ୍ ଅଛି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ପୁଣି ଥରେ ନିଜ ଗ୍ରାହକଙ୍କୁ ଚେତାବନୀ ଦେଇଛି ଏସବିଆଇ । ଗତ କିଛି ଦିନ ହେବ ବଢୁଥିବା ବ୍ୟାଙ୍କ୍ ଠକେଇ ଯୋଗୁଁ ଏସବିଆଇ ଟୁଇଟର୍ ମାଧ୍ୟମରେ ଗ୍ରାହକଙ୍କୁ ସୂଚନା ଦେଇଛି । ଏବେ ନଜର ପକାନ୍ତୁ ଆପଣଙ୍କ କେଉଁ ୫ଟି ଭୁଲ୍…

ରେଲୱେର ପ୍ରଥମ ଆଟିଫିସିଆଲ ଇଣ୍ଟେଟେଲିଜେନ୍ସ କୋଚ୍ : ରେଳ ଧାରଣ କଟିଥିଲେ ଦେବ ସୂଚନା

ନୂଆଦିଲ୍ଳୀ : ମଡ଼ର୍ନ ରେଳ କୋଚ କମ୍ପାନୀ ରାଏବରେଲୀର ଇଞ୍ଜିନିୟର ମାନେ ଭାରତର ପ୍ରଥମ ଆର୍ଟିଫିସିଆଲ କୋଚ ନିର୍ମାଣ କରିଛନ୍ତି। ଏହାକୁ ଅଗଷ୍ଟ ୩୦ ତାରିଖରୁ କେଫିୟତ୍ ଏକ୍ସପ୍ରେସରେ ଲଗାଯିବା ନେଇ ଖବର ରହିଛି। ଗତକାଲି ନୂଆଦିଲ୍ଲୀସ୍ଥିତ ସଫଦରଗଞ୍ଜରେ ଏହାର ଉଦଘାଟନ କରାଯାଇଛି।…

ବିମୁଦ୍ରୀକରଣ ପରେ ଫେରିଛି ୯୯.୩ ପ୍ରତିଶତ ପୁରୁଣା ନୋଟ : ଆରବିଆଇ ରିପୋର୍ଟ

ନୂଆଦିଲ୍ଲୀ : ବିମୁଦ୍ରୀକରଣ ଘୋଷଣା ପରେ ୯୯. ୩ ପ୍ରତିଶତ ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ ‌ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ – ଆରବିଆଇକୁ ଫେରିଛି। ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତାକୁ ଆଉ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୭ ପ୍ରତିଶତରୁ ବଢି ୯ ପ୍ରତିଶତ ହୋଇଛି ।  ୨୦୧୮ ଜୁଲାଇ ପହିଲାରୁ ଏହି ଭତା ପିଛଲା ଭାବେ ଲାଗୁ ହେବ ।…