Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ବାପା ଥିଲେ ଗରିବ ଚୌକିଦାର, ପୁଅ ଦେଶର ୮ମ ଧନୀ ବ୍ୟକ୍ତି

ଦୀପ ଜଳିବା ସମସ୍ତେ ଦେଖନ୍ତି । ଦୀପ ଜଳି ଆଲୋକ ହେବା ମଧ୍ୟ ସମସ୍ତେ ଦେଖନ୍ତି । ହେଲେ ଏହି ଦୀପ ଜାଳିବା ପାଇଁ କେତେ ତେଲ ଲାଗିଥାଏ ତାହା କେହି ଦେଖନ୍ତି ନାହିଁ । ଆଜି ଆମେ ଯେଉଁ ବ୍ୟକ୍ତିତ୍ବଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ସଂଘର୍ଷର କାହାଣୀ ମଧ୍ୟ ଠିକ୍ ସେମିତି । ପତଞ୍ଜଳୀର ବିଜ୍ଞାପନ…

PFକୁ ନେଇ କୌଣସି ସମସ୍ୟା ଅଛି କି ? ଚିନ୍ତା କରନ୍ତୁ ନାହିଁ, ପ୍ରତିମାସ ୧୦ ତାରିଖ ସୁଦ୍ଧା EPFO କରିବ ସମାଧାନ

ପିଏଫକୁ ନେଇ କୌଣସି ସମସ୍ୟା ରହିଛି କି ? ତେବେ ଅତି ସହଜରେ ଇପିଏଫଓ କରିବ ଆପଣଙ୍କ ସବୁ ସମସ୍ୟାର ସମାଧାନ । କାରଣ ଏଣିକି ଏଇପିଏଫଓର ସମସ୍ତ ଫିଲ୍ଡ ଅଫିସ ପ୍ରତିମାସ ୧୦ ତାରିଖରେ ‘ନିଧି ଆପଣଙ୍କ ନିକଟ କାର୍ୟ୍ୟକ୍ରମ’ ଆୟୋଜିତ କରିବେ । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଆପଣ ଇପିଏଫଓ ଅଫିସ ଯାଇ…

ମିଛ ଖବରର କର ସମାଧାନ : ହ୍ବାଟ୍ସଆପକୁ ସରକାରଙ୍କ ତାଗିଦ୍

ନୂଆଦିଲ୍ଲୀ : ଭାରତ ସରକାର ମସେଜିଂ ଆପ୍ ହ୍ବାଟ୍ସଆପକୁ ମିଛ ଖବର ଏବଂ ଏହାର ଉତ୍ପତି କେଉଁଠାରୁ ହେଉଛି ତାହାର ଖୋଜ କରିବା ପାଇଁ ଅନୁରୋଧ କରିଛନ୍ତି। ହ୍ବାଟ୍ସଆପର ସିଇଓ କ୍ରିସ ଡ଼େନିଏଲ ମଙ୍ଗଳବାର ଦିନ ଭାରତର ସୂଚନା ପ୍ରସାରଣ ମନ୍ତ୍ରୀ ରବି ଶଂଙ୍କର ପ୍ରସାଦଙ୍କ ସହ ଦିଲ୍ଲୀରେ ସାକ୍ଷାତ…

କମିବା ପରେ ପୁଣି ବଢ଼ିଲା ସେନସେକ୍ସ

ମୁମ୍ବାଇ :  ଷ୍ଟକ୍ ମାର୍କେଟରେ ଭଲ କାରବାର ଯୋଗୁଁ ପୁଣି ରେକର୍ଡ଼ ପଏଣ୍ଟରେ ପହଞ୍ଚିଛି ସେନେସେକ୍ସ । ସେହିପରି ନିଫଟି ମଧ୍ୟ ରେକର୍ଡ଼ ସ୍ତରରେ । ଆଜି ନିଫଟି ପ୍ରଥମଥର ଲାଗି ୧୧,୫୦୦ ପଏଣ୍ଟ ଟପି ୧୧,୫୪୫ରେ ପହଞ୍ଚିଥିଲା । ସେହିପରି ସେନସେକ୍ସ ୩୮,୨୨୧ ପଏଣ୍ଟ ଛୁଇଁଛି । ପୂର୍ବରୁ କିଛି ଦିନ ଏହା…

ପେଟିଏମ୍ ମାଲିକ କେରଳକୁ ଦାନ କଲେ ୧୦ହଜାର ଟଙ୍କା , ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ

ଅନଲାଇନ୍ ପେମେଣ୍ଟ ପୋଟାଲ ପେଟିଏମ୍ କେରଳ ବନ୍ୟା ପୀଡ଼ିତାଙ୍କ ପାଇଁ “କେରଳ ବନ୍ୟା ଡ଼ୋନେସନ୍” ନାମରେ ଏକ କ୍ୟମ୍ପେନ୍ ଆରମ୍ଭ କରାଯାଇଛି। ଯାହା ଦ୍ବାରା ସାଧାରଣ ଲୋକ କ୍ଷମତା ଅନୁଯାୟୀ କେରଳ ପୀଡ଼ିତାଙ୍କୁ ଟଙ୍କା ଦାନ କରିପାରିବେ। ଆବଶ୍ୟକତା ଲୋକଙ୍କ ପାଇଁ ଆରମ୍ଭ କରିଥିବା ଏତେ ଭଲ କ୍ୟାମ୍ପନ୍…

କଣ ଆପଣ SBI ଗ୍ରାହକ ? ଜାଣନ୍ତୁ ଏହି ୫ ସେବା ପାଇଁ କେତେ ଟଙ୍କା ଆଦାୟ କରିଥାଏ ବ୍ୟାଙ୍କ୍

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ୍ । ସମଗ୍ର ଦେଶରେ ଏସବିଆଇର ପ୍ରାୟ ୪୩ହଜାରରୁ ଅଧିକ ଏଟିଏମ୍ ରହିଛି । ଅଧିକାଂଶ ଲୋକ କେବଳ ଟଙ୍କା ଉଠାଇବା, ବାଲାନ୍ସ ଚେକ୍ କରିବା ଏବଂ ମିନି ଷ୍ଟେଟମେଂଟ୍ ବାହାର କରିବା ପାଇଁ କରନ୍ତି । କିନ୍ତୁ ଏସବିଆଇର ଏଟିଏମରୁ…

ଏଟିଏମରୁ ଟଙ୍କା ଉଠାଉଥିବା ବେଳେ କରନ୍ତୁ ନାହିଁ ଏହି ଭୁଲ , ନଚେତ୍ ଭୋଗିପାରନ୍ତି ଅସୁବିଧା

ଡ଼ିଜିଟାଲ ଇଣ୍ଡିଆ ପରେ ଡ଼େବିଟ୍ ଏବଂ କ୍ରେଡ଼ିଟ୍ କାର୍ଡ଼ର ଚାହିଦା ବଢ଼ିବାରେ ଲାଗିଛି। ଏନେଇ ଲୋକ ଆଗ ଅପେକ୍ଷା ଅଧିକ ଏଟିଏମ୍ କାର୍ଡ଼ର ବ୍ୟବହାର କରୁଛନ୍ତି। ତେବେ ଆଜି ଅମେ ଖାସ ଏଟିଏମ୍ କାର୍ଡ଼ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଖାସ ଖବର ଆଣିଛୁ। ଯାହା ଦ୍ବାରା ଏଟିଏମରୁ ଟଙ୍କା ଉଠାଉଥିବା…

ଏୟାରଟେଲର ୨୩ତମ ବର୍ଥଡ଼େ : ଜିଓ ଗିଗାଫାଇବରକୁ ଟକ୍କର ଦେବ ଏୟାରଟେଲର ଏହି ଅଫର

ନୂଆଦିଲ୍ଳୀ : ଆଜି ଟେଲିକମ୍ କମ୍ପାନୀ ଏୟାରଟେଲକୁ ୨୩ବର୍ଷ ପୁରଣ ହୋଇଛି। ଏହି ଅବସରରେ କମ୍ପାନୀ ନିକଟରେ ଲଞ୍ଚ କରାଯାଇଥିବା ଜିଓ ଗିଗାଫାଇବରକୁ ଟକ୍କର ଦେଇ ଅଫର ଲଞ୍ଚ କରିଛି। ଏନେଇ ଏୟାରଟେଲ ନିଜର କିଛି ମାସିକ ହୋମ ବ୍ରଡ଼ବ୍ଯାଣ୍ଡ ପ୍ଯାକରୁ ଡ଼ାଟା ଲିମିଟ ପ୍ଲାନକୁ ବଦଳାଇ ତାହାକୁ ଅନଲିମିଟେଡ଼…

ଟଙ୍କା ସଂଚୟ କରିବା ପାଇଁ ଫଲୋ କରନ୍ତୁ ଏହି ଛୋଟ ଛୋଟ ଅଭ୍ୟାସ

ଟଙ୍କା ସଂଚୟ କରିବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ ନ ଚାହିଁ ବି କେଉଁ ନା କେଉଁ ବାଟେ ଏହା ଖର୍ଚ୍ଚ ହୋଇଯାଇଥାଏ । ଯଦି ଆପଣ ପାଠ ପଢୁଛନ୍ତି ତେବେ ଏକଥା ନିଶ୍ଚୟ ଜାଣିଥିବେ ଟଙ୍କା ରଖିବା କେତେ ଜରୁରୀ । କାରଣ ସଂଚୟ ହୋଇଥିବା ଟଙ୍କା ହିଁ ଆପଣଙ୍କ ଭବିଷ୍ୟତରେ କାମରେ ଆସିଥାଏ । ତେଣୁ ଆଜି…

ଆପଲ୍ କମ୍ପାନୀ ଲଂଚ୍ କରିବ କାର୍ !

ଆପଲ୍ ନାଁ ଶୁଣିବା ମାତ୍ରେ ମୁଣ୍ଡକୁ ଆଇଫୋନର ଛବି ଚାଲିଆସେ । ଏମିତି ହେବା ବି ସ୍ବାଭାବିକ୍ । କାରଣ ଆଇଫୋନର ନିର୍ମାତା ହେଉଛି ଆପଲ୍ । କିନ୍ତୁ ଆଗାମୀ ଦିନରେ ଆପଲ୍ ନାଁ ଶୁଣିଲେ ଫୋନ୍ ସହ କାରର ଛବି ମଧ୍ୟ ଆସିଯିବ । କାରଣ ଖୁବ୍ ଶୀଘ୍ର କାର ଦୁନିଆରେ କ୍ରାନ୍ତି ଆଣିବାକୁ ଯାଉଛି ଆପଲ୍ ।…

ରିଅର ଡ଼ିକ୍ସ ବ୍ରେକ୍ ସହିତ ଲଞ୍ଚ ହେଲା ବଜାଜ୍ ପଲସର ୧୬୦ଏନଏସ୍

ନୂଆଦିଲ୍ଳୀ : ଦୁଇଚକିଆ ର୍ନିମାତା କମ୍ପାନୀ ବଜାଜ୍ ବଜାରରେ ରିୟର ବ୍ରେକ୍ ଡ଼େକ୍ସ ସହିତ ଏନଏସ ୧୬୦ ଲଞ୍ଚ କରିଛି। ଏହି ନୂଆ ପଲସରରେ ରିଅର ଡ଼ିକ୍ସ ଛଡ଼ା ଆଉ କିଛି ଖାସ ପରିବର୍ତ୍ତନ କରାଯାଇନାହିଁ। ଏହାର ଡ଼ିଜାଇନ୍ ପୁରୁଣା ମଡ଼େଲ ଭଳି ହିଁ ରହିଛି। ଏଥିରେ ସେହି ପୁରୁଣା ୧୨ଲିଟର କ୍ଷମତା ବିଶିଷ୍ଟ…

ଦୁଇ ବର୍ଷ ହେବ ବ୍ୟାଙ୍କ୍ ଖାତାରେ ଟ୍ରାଞ୍ଜାକ୍ସନ୍ କରିନାହାଁନ୍ତି ? ତେବେ ହୋଇଯାଆନ୍ତୁ ସାବଧାନ

କଣ ଆପଣ ଗତ ଦୁଇ ବର୍ଷ ହେବ ବ୍ୟାଙ୍କ୍ ଖାତାରେ ନେଣ ଦେଣ କରିନାହାଁନ୍ତି କି ? ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଜରୁରୀ ସୂଚନା ଜାରି କରିଛି ଆଇସିଆଇଆଇ ବ୍ୟାଙ୍କ୍ । ଯେଉଁ ଖାତାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଟ୍ରାଞ୍ଜାକ୍ସନ୍ ହୋଇ ନାହିଁ ସେହି ବ୍ୟକ୍ତି ସହଜରେ ଠକେଇର ଶିକାର…