Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ୟୁଟ୍ୟୁବ ଟୁଲ୍ ! ଭିଡ଼ିଓ କପି ହେଲେ ତୁରନ୍ତ ନିର୍ମାତା ପାଇବେ ସୂଚନା

ନୂଆଦିଲ୍ଲୀ : ୟୁଟ୍ୟୁବ୍ କମ୍ପାନୀ ଭିଡ଼ିଓ ନିର୍ମାତାଙ୍କ ପାଇଁ ଏକ ଖୁସି ଖବର ଆଣିଛି। କମ୍ପାନୀ ଏକ ନୂଆ ଟୁଲ ପ୍ରସ୍ତୁତ କରିଛି, ଯାହା ଦ୍ବାରା ଭିଡ଼ିଓ ଚୋରୀ ହେଉଥିଲେ ନିର୍ମାତାଙ୍କୁ ତାହାର ସୂଚନା ମିଳିଯିବ। ଏହି ଟୁଲର ନାମ “କପିରାଇଟ୍ ମ୍ୟାଚ୍ ଟୁଲ” ରଖାଯାଇଛି। ଏହା ଟୁଲ ଦ୍ବାରା ଭିଡ଼ିଓ…

ଧମାକାଦାର ଅଫର !! କେବଳ ୪ ଟଙ୍କାରେ କିଣି ପାରିବେ ଏମଆଇ ପ୍ରଡ଼କ୍ଟ

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ ନିର୍ମାତା ଭାରତରେ ଏହାର ଚାରି ବର୍ଷ ପୂର୍ତ୍ତି ଅବସରରେ ଧମାକାଦାର ସେଲ ଆରମ୍ଭ କରିଛି। ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ସେଲରେ କେବଳ ୪ ଟଙ୍କାରେ ଆପଣ ସାଓମିର ବିଭିନ୍ନ ପ୍ରଡ଼କ୍ଟ କିଣିପାରିବେ। ଆଜ୍ଞା ହଁ , ଆପଣ ଠିକ୍ ଶୁଣିଛନ୍ତି ଆଜି ସେଲର ଦ୍ବିତୀୟ ଦିନ…

ସେୟାର ବଜାରରେ ଉତ୍ସାହ : କାରବାର ଆରମ୍ଭରୁ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ

ନୁଆଦିଲ୍ଲୀ: ସେୟାର ବଜାରରେ ଉତ୍ସାହର ମାହୋଲ। ଆଜି କାରବାର ଆରମ୍ଭରେ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୬ ହଜାର ୫ ଶହ ପାର କରିଛି। ଆଜି ୩୬ ହଜାର ୪୨୪ ପଏଣ୍ଟରୁ ସେନସେକ୍ସ ଆରମ୍ଭ ହୋଇ କାରବାର ବେଳକୁ ଛୁଇଁଥିଲା ୩୬ ହଜାର ୫୪୦ ଦଶମିକ…

ଫଟୋଗ୍ରାଫରଙ୍କ ପାଇଁ ନିକନର ଖାସ ଉପହାର : କେବଳ ୬୮ହଜାରରେ ୨୪-୩,୦୦୦ଏମ୍ଏମ୍ ଲେନ୍ସ ସହ ମିଳିବ କ୍ୟାମେରା

ନୂଆଦିଲ୍ଲୀ : ଜାପାନର କ୍ୟାମେରା ନିର୍ମାତା କମ୍ପାନୀ ନିକନ୍ ଏହାର ନୂତନ କୁଲପିକ୍ସ ପି୧୦୦୦ କ୍ୟାମେରାକୁ ଲଞ୍ଚ କରିବାକୁ ଯାଉଛି। ଏହାର ସବୁଠାରୁ ଖାସ ଫିଚର ହେଉଛି ଏଥିରେ ଲାଗିଥିବା ୨୪-୩୦୦୦ଏମ୍ଏମ୍ ବିଶିଷ୍ଟ ଲେନ୍ସ। ଏହା ୧୨୫x ଜୁମ୍ ବିଶିଷ୍ଟ ରହିଥିବା ବେଳେ ଏହା ବହୁ ଦୂର ବିଶିଷ୍ଟ…

ଖୁସି ଖବର ! କେବଳ ୫୦ ଟଙ୍କାରେ ଘରେ ବସି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ

ଯଦି ଆପଣ ମଧ୍ୟ ଏବେ ଯାଏଁ ଡ୍ରାଇଭିଂ ଲାଇସେନ୍ସ କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଖୁସି ଖବର ଆଣିଛୁ। ଏଥିପାଇଁ ଆପଣଙ୍କୁ କେବଳ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ଆରଟିଓ ଅଫିସ ମଧ୍ୟ ଯିବାକୁ ପଡ଼ିବନାହିଁ ।ଏହି ସେବାକୁ ପ୍ରଥମ ସ୍ତରରେ ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ…

ତେଲ ଦରରେ ନିଆଁ : ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ବର : ଲଗାତାର ୫ ଦିନ ହେଲା ତେଲ ଦର ବଢିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୪ ଟଙ୍କା ୯୮ ପଇସା ଓ ଡିଜଲ ୭୨ ଟଙ୍କା ୭୭ ପଇସା ରହିଛି । ଗତ ଚାରି ତାରିଖରେ ପେଟୋଲ ୭୪ ଟଙ୍କା ୩୮ ଓ ଡିଜେଲ ୭୨ ଟଙ୍କା ୨୨ ପଇସା ଥିଲା । ସେପଟେ ମୁମ୍ବାଇରେ ପେଟ୍ରୋଲ ୮୩ ଟଙ୍କା ୭୫ ପଇସା ଓ ଡିଜେଲ ଦର ୭୯…

ଫେକ୍ ମେସେଜରେ ବାଧକ ସାଜିବ ହ୍ବାର୍ଟ୍ସ ଆପର ଏହି ନୂଆ ଫିଚର !

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ମେସେଜିଂ ଆପ୍ ହ୍ବାର୍ଟ୍ସଆପରେ ବିଭିନ୍ନ ପ୍ରକାରର ଅପରାଧ ବଢ଼ିବାରେ ଲାଗିଛି। ଫରୱାଡ଼େଡ଼୍ ମେସେଜ୍ ଦ୍ବାରା ଅନେକ ଅଘଟଣ ଘଟୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଣୁ ବର୍ତ୍ତମାନ ଏହାକୁ ରୋକିବା ପାଇଁ ପଦକ୍ଷେପ ଉଠାଇଛି ହ୍ବାର୍ଟ୍ସଆପ। କମ୍ପାନୀ ଏଥିପାଇଁ ଏକ ନୂଆ…

ସୋନି ସ୍ମାର୍ଟଫୋନର ସୁବର୍ଣ୍ଣ ଅଫର : ଏକ୍ସପେରିଆରେ ମିଳିବ ୧୦ହଜାର ରିହାତି

ନୂଆଦିଲ୍ଳୀ : ଭାରତରେ ଗ୍ରାହକଙ୍କୁ ନିଜ ପ୍ରତି ଆର୍କଷିତ କରିବା ପାଇଁ ସୋନି କମ୍ପାନୀ ସ୍ମାର୍ଟଫୋନରେ ଆରମ୍ଭ କରିଛି ଧମାକାଦାର ରିହାତି ଅଫର। ଏହି ଅଫର ଅନ୍ତର୍ଗତ ସୋନିର ଖାସ ତିନୋଟି ସ୍ମାର୍ଟଫୋନରେ ୧୦ ହଜାର ପର୍ୟ୍ୟନ୍ତ ରିହାତି ରହିଛି। ସୋନି ଏକ୍ସପେରିଆ ଏକ୍ସଜେଡ଼ଏସ , ଏକ୍ସପେରିଆ ଏଲ୨…

ଏହି ଗୋଟିଏ ଆଇଡିଆରୁ ଧୀରୁଭାଇ ଅମ୍ବାନୀ ବନିଥିଲେ ବିଜନେସ୍ ଦୁନିଆଁର ମୁକୁଟ ବିହୀନ ସମ୍ରାଟ

ବ୍ଯବସାୟ ଦୁନିଆର ମୁକୁଟ ବିହୀନ ସମ୍ରାଟ ରିଲାଏକ୍ସ ଇଣ୍ଡଷ୍ଟ୍ରି ମାଲିକ ଧୀରୁଭାଇ ଅମ୍ବାନୀ । ୨୦୦୨ରେ ଆଜିର ଦିନରେ ହିଁ ନିଧନ ହୋଇଥିଲା ଧୀରୁଭାଇଙ୍କର । ତେବେ ଧୀରୁଭାଇଙ୍କୁ ନେଇ ଅନେକ କାହାଣୀ ଶୁଣିଛନ୍ତି ଆପଣ । କଣ ଜାଣନ୍ତି କେମିତି ନିଜ ବ୍ଯବସାୟ ଆରମ୍ଭ କରିଥିଲେ ସେ । କୌଣସି ସିନେମା…

ପାକିସ୍ତାନର ଦୋମୁହାଁ ନୀତି: ସ୍ୱାର୍ଥ ପାଇଁ ବହୁ ପୁରାତନ ବନ୍ଧୁ ଚୀନ ସହ କଲା ଶତ୍ରୁତା, ଆରମ୍ଭ କଲା ବ୍ଲାକମେଲିଂ

ବର୍ତମାନ ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କିନ୍ତୁ ଏଥିପାଇଁ ଯେ ଏହା ନିଜ ବହୁ ପୁରାତନ ଅର୍ଥନୈତିକ ବନ୍ଧୁ ଚୀନ ସହ ଶତ୍ରୁତା କରିବ, ଏହା ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ । କିନ୍ତୁ ସତକଥା ଏହା ଯେ ଏହି ଦୁଇ ଦେଶ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ସାରିଛି ଏବଂ ପାକିସ୍ତାନ ନିଜର…

ଭଲ ଏବଂ ମନମୂତାବକ ଚାକିରି ଚାହୁଁଛନ୍ତି ? ପାଳନ କରନ୍ତୁ ବାସ୍ତୁର ଏହି ଟିପ୍ସ

ସବୁ ମଣିଷ ନିଜର ଆବଶ୍ଯକତା ପୁରାକରିବା ପାଇଁ ଟଙ୍କାର ଆବଶ୍ଯକ ଲୋଡିଥାଏ । ଯାହା ପାଇଁ ଚାକିରି କରିବାକୁ ପଡିଥାଏ । ପାଠ ପଢା ସରିବା ପରେ କାହାକୁ ଭଲ ଏବଂ ଉଚ୍ଚ ଚାକିରି ମିଳିଯାଇଥାଏ  ତ କାହାକୁ ମିଳିନଥାଏ । ତ କାହାକୁ ବହୁତ ଗୁଡିଏ ସମୟ ଲାଗିଯାଇଥାଏ । ଏସବୁ ବାସ୍ତୁ କାରଣରୁ ମଧ୍ୟ ହୋଇଥାଏ…

ମାତ୍ର ୯୯୯ଟଙ୍କାରେ ଫ୍ଲାଇଟରେ କରନ୍ତୁ ଯାତ୍ରା : ଏହି କମ୍ପାନୀର ଚାଲିଛି ମୌସୁମୀ ଅଫର୍

ସ୍ପାଇସ ଜେଟର ସ୍ବତନ୍ତ୍ର ଅଫରରେ କରନ୍ତୁ କେବଳ ୯୯୯ ଟଙ୍କାରେ ଉଡାଣ। ଏୟାରଲାଇନ ନିଜର ମେଗା ମୌସୁମୀ ଅଫର ଆରମ୍ଭ କରିଛି। ଏହି ସେଲ କେବଳ ଘରୋଇ ଉଡାଣ ଏବଂ ଏକ ତରଫା ଯାତ୍ରା ପାଇଁ ଉପଲବ୍ଧ। ମେଗା ମୌସୁମୀ ସେଲ ୪ରୁ୮ ଜୁଲାଇ ପର୍ଯ୍ଯନ୍ତ ଚାଲିବ ଏବଂ ବୁକ୍ ହୋଇଥିବା ଟିକେଟର ବୈଧତା ୮ ଅକ୍ଟୋବର…