Browsing Category

ବ୍ୟବସାୟ ଓ ଅର୍ଥନୀତି

ଏଟିଏମ୍ କାର୍ଡ଼କୁ ନେଇ ଏସବିଆଇ କଲା ବଡ଼ ଘୋଷଣା : ଶୀଘ୍ର ବଦଳାନ୍ତୁ ନଚେତ୍ ଭୋଗିପାରନ୍ତି ଅସୁବିଧା

ଦେଶର ସବୁଠାରୁ ବଡ଼ ବ୍ଯାଙ୍କ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଏଟିଏମ୍ କାର୍ଡ଼କୁ ନେଇ ଏକ ବଡ଼ ନିର୍ଣ୍ଣୟ ନେଇଛି। ବ୍ଯାଙ୍କ ତାହାର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍ କରି ଗ୍ରାହକଙ୍କୁ ସୂଚନା ପ୍ରଦାନ କରିଛନ୍ତି।ଏଥି ଅନ୍ତର୍ଗତ ପୁରୁଣା ମ୍ଯାଗ୍ନେଟିକ୍ ଡ଼େବିଡ଼୍ କାର୍ଡ଼କୁ ୨୦୧୮ ମସିହାର…

ଟୋୟୋଟା ଫଚ୍ୟୁନର, ଫୋର୍ଡ଼ ଏଡ଼ିବରକୁ ଟକ୍କର ଦେବ ନିସାନ୍ ଟେରା

ନୂଆଦିଲ୍ଳୀ : ନିସାନ୍ ଇଣ୍ଡିଆ ଏବେ ଭାରତରେ ଅଧିକ ମାତ୍ରାରେ ବଢ଼ୁଥିବା ଏସୟୁଭି ମାର୍କେଟ ଉପରେ ଫୋକସ କରୁଛି। କମ୍ପାନୀ ଭାରତରେ ନୂଆ ମହଙ୍ଗା ଏସୟୁଭି ଲଞ୍ଚ କରିବାକୁ ଯାଉଛି ଯାହା ଟୋୟୋଟା ଫଚ୍ୟୁନର, ଫୋର୍ଡ଼ ଏଡ଼ିବରକୁ ଟକ୍କର ଦେବ। ଏହା ନୂଆ ଏସୟୁଭି ନିସାନ ଟେରା ହୋଇପାରେ ବୋଲି ଅନ୍ଦାଜା…

ବଜାରକୁ ଆସିବା ଆଗରୁ ବିବାଦରେ ବଜାଜ୍ କ୍ଯୁଟ୍

ନୂଆଦିଲ୍ଳୀ : ବଜାଜ୍ ଅଟୋ ଚଳିତ ବର୍ଷ ସେପ୍ଟମ୍ବର ରୁ ଅକ୍ଟୋବର ମଧ୍ୟରେ ତାହାର ନୂଆ ଗାଡ଼ି କ୍ଯୁଟ୍ ଲଞ୍ଚ କରିବା ପାଇଁ ଯାଉଛି। କିନ୍ତୁ ସୂଚନା ଅନୁଯାୟୀ, ଏହି ଗାଡ଼ି ଏକ୍ସପ୍ରେସ-ୱେ ଉପରେ ଚାଲିପାରିବ ନାହିଁ। କାରଣ ଦେଶରେ quadricycle ଫରମାଟର୍ଟ ରେ ପ୍ରସ୍ତୁତ ହୋଇଥିବା ଏହା ପ୍ରଥମ ଗାଡ଼ି। ୬…

ଚଲାଇଲେ ହେବ ଆପେଆପେ ଏହି କାର ଚାର୍ଜ : ୩୦୦ଟି ସୋଲାର ପ୍ୟାନେଲ ହୋଇଛି ଯୋଡ଼ା

ନୂଆଦିଲ୍ଲୀ : ଆଜିକାଲି ବଢ଼ୁଥିବା ପେଟ୍ରୋଲ ଏବଂ ଡ଼ିଜେଲ ଦର ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହାକୁ ଧ୍ୟାନରେ ରଖି ମ୍ୟୁନିଖ ସ୍ଥିତ ଏକ ଷ୍ଟାଟଅପ୍ କମ୍ପାନୀ ସୋନୋ ମଟର୍ସ ଏକ ନୂତନ ପ୍ରକାରର ସୋଲାର କାର ପ୍ରସ୍ତୁତ କରିଛି। କାରର ଏବେ ଟ୍ରାଇଲ କରାଯାଇଥିବା ବେଳେ ଏହାକୁ ଚଲାଇବା…

ଆମାଜନ୍ ଫ୍ରିଡ଼ମ୍ ସେଲରେ ମିଳିବ ଗାଜେଟ୍, ସ୍ମାର୍ଟଫୋନ୍ ଆଦିରେ ବିଗ୍ ବଜେଟ୍ ରିହାତି

ନୂଆଦିଲ୍ଳୀ : ଆମାଜନର ଫ୍ରିଡ଼ମ୍ ସେଲ୍ ଆଜି ୯ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ୧୨ ଅଗଷ୍ଟ ମଧ୍ୟରାତ୍ରୀ ପର୍ୟ୍ୟନ୍ତ ଚାଲିବ। ଏହି ସେଲରେ ମୋବାଇଲ, ନୋଟବୁକ୍, ହୋମ ଏଣ୍ଟରଟେଣ୍ଟମେଣ୍ଟ ଗାଜେଟ୍ ଏବଂ ଅଡ଼ିଓ ଏକ୍ସସୋରିଜ୍ ଆଦି ଉପରେ ଶାନଦାର ରିହାତି ଅଫର ରହିଛି। ଆସନ୍ତୁ ଜାଣିବା କଣ ରହିଛି…

ସେନସେକ୍ସ ଟପିଲା ୩୮ ହଜାର

ମୁମ୍ବାଇ : ସେନସେକ୍ସ ଓ ନିଫଟିର ଉତ୍‌ଥାନ ଥମିବାର ନାଁ ନେଉନି । ଆଜି କାରବାର ଆରମ୍ଭରୁ ସେନସେକ୍ସ ୩୮ ହଜାର ପଏଣ୍ଟ ଛୁଇଁ ଏକ ନୂଆ ରେକର୍ଡ଼ କରିଛି । ସେହିପରି ନିଫଟି ପହଞ୍ଚିଛି ୧୧,୪୯୫ ପଏଣ୍ଟରେ । ସକାଳ ସାଢ଼େ ୯ଟା ସୁଦ୍ଧା ସେନସେକ୍ସ ୧୧୮ ପଏଣ୍ଟ ଓ ନିଫଟି ୫୦ ପଏଣ୍ଟ ଆଗକୁ ବଢ଼ି ସାରିଥିଲା ।

ଏବେ ଆନଡ଼୍ରୋଏଡ଼ ସ୍ମାର୍ଟଫୋନରେ ମିଳିବ ଆଇଫୋନ ଏକ୍ସ ଭଳି ଫିଚର , ଗୁଗୁଲ କଲା ଆନଡ଼୍ରୋଏଡ଼୍ ୯.୦ ପି ଲଞ୍ଚ

ନୂଆଦିଲ୍ଳୀ : ଗୁଗୁଲ କିଛି ମାସର ଟେଷ୍ଟିଂ ପରେ ଲଞ୍ଚ କରିଛି ଆନଡ୍ରୋଏଡ଼୍ ୯.୦ପି। ଏଥିରେ ଅନେକ ପ୍ରକାରର ନୂତନ ଫିଚର ଦିଆଯାଇଛି ଯାହା ଏବେ ପର୍ୟ୍ୟନ୍ତ ଅନ୍ୟ କୌଣସି ଆନଡ୍ରୋଏଡ଼୍ ସ୍ମାର୍ଟଫୋନରେ ଦେଖାଯାଇ ନାହିଁ। ରିପୋର୍ଟ ମୁତାବକ, ଏହାକୁ ପ୍ରଥମେ ଗୁଗୁଲର ଫିକ୍ସଲ ଫୋନରେ ଉପଲବ୍ଧ କରାଯିବ।…

ଏମଆଇ ଏ୨ ଆଜି ହେବ ଭାରତରେ ଲଞ୍ଚ

ନୂଆଦିଲ୍ଳୀ : ସାଓମି ଆଜି ଭାରତରେ ଏହାର ନୂଆ ସ୍ମାର୍ଟଫୋନ ଏମଆଇ ଏ୨ ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନୀ ଏହି ହେଣ୍ଡସେଟକୁ ଗତମାସରେ ସ୍ପେନରେ ଆୟୋଜିତ ହୋଇଥିବା ଏକ ଗ୍ଲୋବାଲ ଇଭେଣ୍ଟରେ ଲଞ୍ଚ କରାଯାଇଥିଲା। ଆଜି ନୂଆଦିଲ୍ଳୀରେ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ଏହି ମୋବାଇଲର ଭାରତ…

ବିଦେଶୀ ପୋଷାକ ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ବଢ଼ିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ : ବିଦେଶରୁ ଆମଦାନୀ ହେଉଥିବା ପୋଷାକ ଉପରେ ବଢ଼ିଲା ଶୁଳ୍କ । ଏଭଳି ୩୨୮ ପ୍ରକାର ପୋଷାକ ଉପରେ ଆମଦାନୀ ଶୁଳ୍କ ପ୍ରାୟ ୨୦ ପ୍ରତିଶତ ବଢ଼ିଛି । ଜ୍ୟାକେଟ୍‌, ଟ୍ରାଉଜର, ସୁଟ୍‌, ପିଲାଙ୍କ ପୋଷାକ, କାର୍ପେଟ ଆଦି ଉପରେ ଶୁଳ୍କ ବଢ଼ା ଯାଇଥିବା ବେଳେ କିଛି ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟ…

ହୋଣ୍ଡା ଲଞ୍ଚ କଲା ସିଟି, ଡ଼ବ୍ଲୁଆର୍-ଭି ଏବଂ ବିଆର୍-ଭିର ସ୍ପେଶାଲ୍ ଏଡ଼ିସନ୍

ନୂଆଦିଲ୍ଳୀ : ହୋଣ୍ଡା କାର ଇଣ୍ଡିଆ ଲିମିଟେଡ଼ ସୋମବାର ଦିନ ଲଞ୍ଚ କରିଛି ଏହାର ସିଟି, ଡ଼ବ୍ଲୁଆର୍-ଭି ଏବଂ ବିଆର୍-ଭିର ସ୍ପେଶାଲ୍ ଏଡ଼ିସନ୍। ଗ୍ରାହକଙ୍କ ଚାହିଦା ଅନୁଯାୟୀ କମ୍ପାନୀ ଏହାର ଫିଚରରେ କିଛିଟା ନୂତନ ପରିବର୍ତ୍ତନ କରିଛି। ଏହି ନୂଆ ମଡ଼େଲକୁ ଆଗକୁ ଆସୁଥିବା ଫେଷ୍ଟିଭ୍ ସିଜନକୁ ଆଖିରେ…

୬ଜିବି ରାମ୍ ସହ ଲଞ୍ଚ ହେଲା ଅନର ପ୍ଲେ

ନୂଆଦିଲ୍ଲୀ : ହୁୱାଇର ସବ୍-ବ୍ରାଣ୍ଡ ଅନର ଭାରତରେ ଲଞ୍ଚ କରିଛି ଅନର ପ୍ଲେ ସ୍ମାର୍ଟଫୋନ। ଏହି ମୋବାଇଲରେ ଖାସ ହେଉଛି ୧୯.୫:୯ ଡ଼ିସପ୍ଲେ ,ଡ଼ୁଆଲ ରିଅର କ୍ୟାମେରା ସେଟଅପ୍, ଜିପିୟୁ ଟର୍ବି ଟେକ୍ନୋଲୋଜି। ଅନର ପ୍ଲେ ସ୍ମାର୍ଟଫୋନ ୪/୬୪ ଜିବି ଏବଂ ୬/୬୪ ଜିବି ଭେରିଏଣ୍ଟରେ ଲଞ୍ଚ ହୋଇଛି ଯାହାର…

ମାଛର ଦାମ୍‌ ସାଢ଼େ ୫ ଲକ୍ଷ : ବଦଳିଲା ଦୁଇ ଭାଇଙ୍କ ଭାଗ୍ୟ

ମୁମ୍ବାଇ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏମିତି ଏକ ଘଟଣାରେ ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ ବଦଳାଇ ଦେଇଛି ଏକ ବିରଳ ମାଛ । ମାଛଟି ବିକ୍ରି ହୋଇଛି ସାଢ଼େ ୫ ଲକ୍ଷ ଟଙ୍କାରେ । ମୁମ୍ବାଇର ଦୁଇ ଭାଇ ମହେଶ ମେହେର ଓ ଭାରତ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ।…