Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ସୋନି ସ୍ମାର୍ଟଫୋନର ସୁବର୍ଣ୍ଣ ଅଫର : ଏକ୍ସପେରିଆରେ ମିଳିବ ୧୦ହଜାର ରିହାତି

ନୂଆଦିଲ୍ଳୀ : ଭାରତରେ ଗ୍ରାହକଙ୍କୁ ନିଜ ପ୍ରତି ଆର୍କଷିତ କରିବା ପାଇଁ ସୋନି କମ୍ପାନୀ ସ୍ମାର୍ଟଫୋନରେ ଆରମ୍ଭ କରିଛି ଧମାକାଦାର ରିହାତି ଅଫର। ଏହି ଅଫର ଅନ୍ତର୍ଗତ ସୋନିର ଖାସ ତିନୋଟି ସ୍ମାର୍ଟଫୋନରେ ୧୦ ହଜାର ପର୍ୟ୍ୟନ୍ତ ରିହାତି ରହିଛି। ସୋନି ଏକ୍ସପେରିଆ ଏକ୍ସଜେଡ଼ଏସ , ଏକ୍ସପେରିଆ ଏଲ୨…

ଏହି ଗୋଟିଏ ଆଇଡିଆରୁ ଧୀରୁଭାଇ ଅମ୍ବାନୀ ବନିଥିଲେ ବିଜନେସ୍ ଦୁନିଆଁର ମୁକୁଟ ବିହୀନ ସମ୍ରାଟ

ବ୍ଯବସାୟ ଦୁନିଆର ମୁକୁଟ ବିହୀନ ସମ୍ରାଟ ରିଲାଏକ୍ସ ଇଣ୍ଡଷ୍ଟ୍ରି ମାଲିକ ଧୀରୁଭାଇ ଅମ୍ବାନୀ । ୨୦୦୨ରେ ଆଜିର ଦିନରେ ହିଁ ନିଧନ ହୋଇଥିଲା ଧୀରୁଭାଇଙ୍କର । ତେବେ ଧୀରୁଭାଇଙ୍କୁ ନେଇ ଅନେକ କାହାଣୀ ଶୁଣିଛନ୍ତି ଆପଣ । କଣ ଜାଣନ୍ତି କେମିତି ନିଜ ବ୍ଯବସାୟ ଆରମ୍ଭ କରିଥିଲେ ସେ । କୌଣସି ସିନେମା…

ପାକିସ୍ତାନର ଦୋମୁହାଁ ନୀତି: ସ୍ୱାର୍ଥ ପାଇଁ ବହୁ ପୁରାତନ ବନ୍ଧୁ ଚୀନ ସହ କଲା ଶତ୍ରୁତା, ଆରମ୍ଭ କଲା ବ୍ଲାକମେଲିଂ

ବର୍ତମାନ ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କିନ୍ତୁ ଏଥିପାଇଁ ଯେ ଏହା ନିଜ ବହୁ ପୁରାତନ ଅର୍ଥନୈତିକ ବନ୍ଧୁ ଚୀନ ସହ ଶତ୍ରୁତା କରିବ, ଏହା ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ । କିନ୍ତୁ ସତକଥା ଏହା ଯେ ଏହି ଦୁଇ ଦେଶ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ସାରିଛି ଏବଂ ପାକିସ୍ତାନ ନିଜର…

ଭଲ ଏବଂ ମନମୂତାବକ ଚାକିରି ଚାହୁଁଛନ୍ତି ? ପାଳନ କରନ୍ତୁ ବାସ୍ତୁର ଏହି ଟିପ୍ସ

ସବୁ ମଣିଷ ନିଜର ଆବଶ୍ଯକତା ପୁରାକରିବା ପାଇଁ ଟଙ୍କାର ଆବଶ୍ଯକ ଲୋଡିଥାଏ । ଯାହା ପାଇଁ ଚାକିରି କରିବାକୁ ପଡିଥାଏ । ପାଠ ପଢା ସରିବା ପରେ କାହାକୁ ଭଲ ଏବଂ ଉଚ୍ଚ ଚାକିରି ମିଳିଯାଇଥାଏ  ତ କାହାକୁ ମିଳିନଥାଏ । ତ କାହାକୁ ବହୁତ ଗୁଡିଏ ସମୟ ଲାଗିଯାଇଥାଏ । ଏସବୁ ବାସ୍ତୁ କାରଣରୁ ମଧ୍ୟ ହୋଇଥାଏ…

ମାତ୍ର ୯୯୯ଟଙ୍କାରେ ଫ୍ଲାଇଟରେ କରନ୍ତୁ ଯାତ୍ରା : ଏହି କମ୍ପାନୀର ଚାଲିଛି ମୌସୁମୀ ଅଫର୍

ସ୍ପାଇସ ଜେଟର ସ୍ବତନ୍ତ୍ର ଅଫରରେ କରନ୍ତୁ କେବଳ ୯୯୯ ଟଙ୍କାରେ ଉଡାଣ। ଏୟାରଲାଇନ ନିଜର ମେଗା ମୌସୁମୀ ଅଫର ଆରମ୍ଭ କରିଛି। ଏହି ସେଲ କେବଳ ଘରୋଇ ଉଡାଣ ଏବଂ ଏକ ତରଫା ଯାତ୍ରା ପାଇଁ ଉପଲବ୍ଧ। ମେଗା ମୌସୁମୀ ସେଲ ୪ରୁ୮ ଜୁଲାଇ ପର୍ଯ୍ଯନ୍ତ ଚାଲିବ ଏବଂ ବୁକ୍ ହୋଇଥିବା ଟିକେଟର ବୈଧତା ୮ ଅକ୍ଟୋବର…

ରିଲାଏନ୍ସ ଜିଓର ମନସୁନ୍ ଧମାକା : ଲଞ୍ଚ ହେଲା ଜିଓ ଫୋନ୍-୨ ଓ ଜିଓ ଗିଗା ଟିଭି

ନୂଆଦିଲ୍ଲୀ : ଜିଓ ନେଟଓ୍ଵର୍କର ମେଗା ମନସୁନ୍ ହଙ୍ଗାମା ଅଫରରେ ଲଞ୍ଚ କରିଛି ଜିଓ ଫୋନ୍-୨ । ଗିଗା ରାଉଟର, ଗିଗା ଫାଇବର ଓ ଜିଓ ଗିଗା ଟିଭି ସେଟଅଫ୍ ବକ୍ସ ଆରମ୍ଭ ହୋଇଛି । ଜିଓ ଗିଗା ଟିଭିରେ ଭଏସ୍ କମାଣ୍ଡ ରହିବ। ଏଥିରେ କଥା କହିଲେ, ଟିଭି ଚାଲିବ । ରିମୋଟରେ ନୂଆ ଅପସନ୍ ରହିବ। ଏଣିକି…

ଚୀନକୁ ଲାଗିଲା ଝଟକା, ଆମେରିକାରେ ଚାଇନିଜ ମୋବାଇଲ ବ୍ୟାନ

ପୃଥିବୀର ଦୁଇ ପ୍ରମୁଖ ଅର୍ଥ ବ୍ୟବସ୍ଥା ଆମେରିକା ଏବଂ ଚୀନ ମଧ୍ୟରେ ଅର୍ଥନୈତିକ ଦ୍ଵନ୍ଦ ଚରମ ସୀମାରେ ପହଂଚିଛି। ନ୍ୟାସନାଲ ଟେଲିକମ୍ୟୁନିକେସନ ଆଣ୍ଡ ଇନଫରମେସନ (NTI) ନିକଟରେ ଦୁନିଆର ସବୁଠାରୁ ବଡ ସେଲ ଫୋନ କ୍ୟାରିଅର ଚାଇନା ମୋବାଇଲକୁ ଆମେରିକା ବଜାରରେ ବ୍ୟବସାୟ କରିବାକୁ ଲାଇସେନ୍ସ ନ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର !

ଭୁବନେଶ୍ବର : ଚାଷୀ ଏବର୍ଷ ଧାନର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ୧୭ ଶହ ୫୦ ଟଙ୍କା ପାଇବେ । ପୂର୍ବବର୍ଷ ଏହା ୧୫ ଶହ ୫୦ ଟଙ୍କା ଥିଲା । ୨୦୧୮-୧୯ ଖରିଫ ଧାନ ପାଇଁ କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୨୦୦ ଟଙ୍କା ବଢ଼ାଇଛନ୍ତି । ତେବେ ଏ ଗ୍ରେଡ୍‌ ଧାନର…

ଫେସବୁକ ବଗ୍ : ଅନବ୍ଲକ୍ ହେଲା ୮୦ହଜାର ଆକାଉଣ୍ଟ

ନୂଆଦିଲ୍ଲୀ : ଆପଣ ଆପଣଙ୍କ ଫେସବୁକ୍ ଆକାଉଣ୍ଟରେ କୌଣସି ବ୍ୟକ୍ତିଙ୍କୁ ବ୍ଲକ୍ କରିଥିଲେ କି ? ଯଦି କରିଛନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ । ନିକଟରେ ଫେସବୁକରେ ଏକ ବଗ୍ ଆସିବା କାରଣରୁ କମ୍ପାନୀ ବ୍ଲକ୍ ହୋଇଥିବା ୮୦ ହଜାର ଆକାଉଣ୍ଟ ଅନବ୍ଲକ୍ କରିଛି। ଯାହା ଫଳରେ ବ୍ଲକ୍ ଆକାଉଣ୍ଟ…

ହ୍ଵାଟସ୍ ଆପକୁ ସରକାରଙ୍କ ଚେତାବନୀ ..

ନୂଆଦିଲ୍ଳୀ : ହ୍ଵାଟସ୍ ଆପରେ ଘୂରିବୁଲୁଥିବା ଗୁଜବରୁ ହିଂସାକାଣ୍ଡ ବଢୁଥିବାରୁ ହ୍ଵାଟସ ଆପକୁ ଚେତାବନୀ ଦେଇଛନ୍ତି ସରକାର । ଗତ କିଛି ଦିନ ଧରି ମେସେଜିଂ ଆପ୍ଲିକେସନ୍ ହ୍ଵାଟସ ଆପ ଜରିଆରେ ପିଲାଚୋରୀ ଗୁଜବ ବ୍ୟାପିବାରେ ଲାଗିଛି । ଲୋକେ ଏହାକୁ ସତ ବୋଲି ଭାବୁଛନ୍ତି । ଫଳରେ ପିଲାଚୋର…

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା । ଗ୍ରାହକଙ୍କୁ ଏକ ବଡ ଝଟକା ଦେବାକୁ ଯାଉଛି ବ୍ଯାଙ୍କ୍ । ଏବେ ମାତ୍ର ଅପେକ୍ଷା ଆରବିଆଇର ମଂଜୁରୀକୁ । ଆରବିଆଇର ଅନୁମୋଦନ ମିଳିଗଲା ପରେ ଏହି ନୂଆ ନିୟମ ପୁରା ଦେଶରେ ଲାଗୁ ହେବ। କମିପାରେ ମାଗଣା ଟ୍ରାଞ୍ଜାକ୍ସନ୍ : ବ୍ଯାଙ୍କ୍ ଗୁଡିକ…

ସାମସଙ୍ଗ୍ ‘ଗାଲାକ୍ସି ଅନ୍ ୬’ ହେଲା ଲଞ୍ଚ : ମାତ୍ର ୧୪,୪୯୦ ଟଙ୍କାରେ ରହିଛି ଏହି ଧମାକେଦାର ଫିଚରସ

ନୂଆଦିଲ୍ଲୀ : ସାମସଙ୍ଗ୍ ଏହାର ଅନ୍ ସିରିଜର ସ୍ମାର୍ଟଫୋନ୍ ଗାଲାକ୍ସି ଅନ୍ ୬ ଆଜି ଲଞ୍ଚ କରିଛି। ଏଥିରେ ଫୁଲ୍ ସ୍କ୍ରିନ ଆମୋଏଲିଡି ଡ଼ିସପ୍ଲେ ରହିଛି। ଏହାର ଲଞ୍ଚିଂ ମୂଲ୍ୟ ୧୫,୪୯୦ ରହିଥିବା ବେଳେ କମ୍ପାନୀ ତରଫରୁ ରିହାତି ଦିଆଯାଇ ରହିଛି ୧୪,୪୯୦ଟଙ୍କା। କମ୍ପାନୀ ଏହି ସ୍ମାର୍ଟଫୋନକୁ କମ…