Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଟ୍ବିଟର ଲାଇଭ ଚାଟରେ ଖରାପ କମେଣ୍ଟ କଲେ ପଡ଼ିବ ମହଙ୍ଗା

ନୂଆଦିଲ୍ଳୀ : ମାକ୍ରୋବ୍ଲଗିଂ ସାଇଟ ଟ୍ବିଟର ଚଳିତ ବର୍ଷ ୧୦ ଅଗଷ୍ଟରୁ କିଛି ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହା ଦ୍ବାରା ଲାଇଭ ସ୍କିମିଂ ସମୟରେ ଖରାପ ଭାଷା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ରଦ୍ଦ କରାଯିବା ନିୟମ ରହିଛି। ଅନେକ ସମୟ ହେବ ଟ୍ବିଟର ଖରାପ ଭାଷା ପ୍ରୟୋଗ କରୁଥିବା…

ପୁଣି ବଢ଼ିଲା ସେନସେକ୍ସ

ନୂଆଦିଲ୍ଲୀ : ପୁଣି ସେୟାର ବଜାରରେ ଉତ୍ସାହ। ଦୁଇ ଦିନ ଛୁଟି ପରେ ସୋମବାର ସକାଳେ କାରବାର ଆରମ୍ଭରୁ ଉପରମୁହାଁ ହୋଇଛି ସେନସେକ୍ସର ଗତି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୩୭,୪୯୧.୩୯ ପଏଣ୍ଟରେ ଖୋଲିବା ପରେ ୩୭, ୪୦୮.୩୩ ପଏଣ୍ଟରେ ପହଞ୍ଚିଥିଲା । ସେହିଭଳି ନିଫଟି ୧୧,୨୯୬.୬୫ରୁ ଖୋଲି…

୧୫ ହଜାର ୧୬୭ କୋଟି ବୀମା ରାଶିର କେହି ଦାବିଦାର ନାହାନ୍ତି

ଦେଶର ବିଭିନ୍ନ ବୀମା କମ୍ପାନୀରେ ଏବେ ପଡ଼ି ରହିଛି ୧୫ ହଜାର ୧୬୭ କୋଟି ଟଙ୍କା । ଯାହାର କେହି ଦାବିଦାର ନାହାନ୍ତି । ଆଇଆରଡିଏ ଏହି ତଥ୍ୟ ଦେଇଛି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୨୩ଟି ବୀମା କମ୍ପାନୀ ପାଖରେ ଏହି ପରିମାଣର ଟଙ୍କା ପଡ଼ି ରହିଛି । ଏଲ୍‌ଆଇସି ପାଖରେ ୧୦, ୫୦୯ କୋଟି ଟଙ୍କା ପଡ଼ି…

ଜିଓକୁ ଟକ୍କର ଦେବା ପାଇଁ ବିଏସଏନଏଲ ଲଞ୍ଚ କଲା ଧମାକେଦାର ଅଫର

ନୂଆଦିଲ୍ଳୀ : ଭାରତ ସଂଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ୭୫ଟଙ୍କାର ରିଚାର୍ଜ ପ୍ୟାକ୍ ଲଞ୍ଚ କରିଛି। ସୂଚନା ମୁତାବକ, ବିଏସଏନଏଲ ୭୫ ଟଙ୍କା ପ୍ରିପେଡ଼ ରିଚାର୍ଜ ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ଼ ଭଏସ କଲ ସହ ୧୦ ଜିବି ଡ଼ାଟା ଏବଂ ୫୦୦ ଏସଏମଏସ ଆଦି ସୁବିଧା ପ୍ରାପ୍ତ ହୋଇଛି। ତେବେ ଏହି…

ପୁଣି ଫେରିଲା କରିଜମା : ହିରୋ ଦମଦାର ବାଇକର ବଜାର ପ୍ରବେଶ

ନୂଆଦିଲ୍ଲୀ : ଦୁଇ ଚକିଆ ଯାନବାହାନ ନିର୍ମାତା କମ୍ପାନି ହିରୋ ସ୍ପୋଟ୍ସ ବାଇକ୍ କରିଜମାର ନୂଆ ମଡ଼େଲର ବଜାର ପ୍ରବେଶ କରିଛି। ଏହି ବାଇକର ନାମ ୨୦୧୮ ହିରୋ କରିଜମା ଜେଡ଼ଏମଆର ରହିଥିବା ବେଳେ ଏହାକୁ କମ୍ପାନିର ଅଫିସିଆଲ ୱେସାଇଟରେ ଦେଖିବାକୁ ମିଳିଛି। ହିରୋ ଏହି ବାଇକରେ କିଛି ପରିବର୍ତ୍ତନ…

ଓପୋ ଲଞ୍ଚ କରିବ ପୃଥିବୀର ପ୍ରଥମ ୧୦ଜିବି ରାମ୍ ବିଶିଷ୍ଟ ସ୍ମାର୍ଟଫୋନ

ଏବେ ଲୋକ ଖାଲି ସୁନ୍ଦର ଦେଖାଯାଉଥିବା ବା କଥା ହୋଇପାରୁଥିବା ସ୍ମାର୍ଟଫୋନ ବ୍ୟବହାର କରିବାକୁ ଚାହୁଁନାହାନ୍ତି, ବରଂ ଭଲ ଫିଚର ମଧ୍ୟ ଖୋଜୁଛନ୍ତି। ଏହାକୁ ନଜରରେ ରଖି ସ୍ମାର୍ଟଫୋନ କମ୍ପାନୀ ମଧ୍ୟ ଅଧିକ ଜିବି ଥିବା ମୋବାଇଲ ଲଞ୍ଚ କରିବା ଚେଷ୍ଠାରେ ଲାଗିଛନ୍ତି। ତେବେ ଏବେ ସ୍ମାର୍ଟଫୋନ…

ଭାରତ ବଜାରରେ ଲଞ୍ଚ ହେଲା ଆଭିଏଟର୍ ୨୦୧୮ ମଡ଼େଲ୍

ନୂଆଦିଲ୍ଳୀ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ନୂଆ ଆଭିଏଟର ମଡ଼େଲ ଲଞ୍ଚ କରିଛି। ଏହି ନୂଆ ମଡ଼େଲରେ କମ୍ପାନି ଅନେକ ନୂତନ ଫିଚର ଅପଡ଼େଟ କରିଛି ଯାହା ଏହାକୁ ଅଧିକ ଆକର୍ଷଣୀୟ କରିଛି। ହୋଣ୍ଡା ଆଭିଏଟରର ନୂଆ ମଡ଼େଲରେ ଏଲିଡ଼ ହେଡ଼ ଲ୍ୟାମ୍ପ ସହ ପ୍ରୋଜେସନ ଲ୍ୟାମ୍ପ ରହିଛି। ଫୋର ଇନ…

ଆଜିଠାରୁ ଲାଗୁ ହେଲା ନୂଆ ଜିଏସଟି ରେଟ୍ : ସାନିଟାରୀ ନାପକିନ୍ ସହ କମିଲା ଏହି ସବୁ ଉପକରଣର ଦାମ୍

ନୂଆଦିଲ୍ଲୀ : ଆଜିଠାରୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ରେଟ୍ । ପୂର୍ବ ସପ୍ତାହରେ ଜିଏସଟି ପରିଷଦ ପକ୍ଷରୁ ହୋଇଥିବା ବୈଠକରେ ୮୫ଟି ଉପକରଣର ବଦଳାଯାଇଛି ଜିଏସଟି ରେଟ୍ । ଏବେ ଆସନ୍ତୁ ଜାଣିବା ନୂଆ ଜିଏସଟି ରେଟ୍ ଲାଗୁ ହେବା ପରେ ଆପଣଙ୍କ ପକେଟ୍ ଉପରେ କି ପ୍ରଭାବ ପଡିବ ।…

୩୭ ହଜାର ୧୯୨ ପଏଣ୍ଟ ଟପିଲା ସେନସେକ୍ସ

ନୁଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ। ଲଗାତାର ଦ୍ୱିତୀୟ ଦିନ ପାଇଁ ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୭ ହଜାର ପାର କରିଛି। ବିଏସଇ ସୂଚକାଙ୍କ ୨୧୨ ଦଶମିକ ୧୮ ପଏଣ୍ଟ ବୃଦ୍ଧି ପାଇ ୩୭ ହଜାର ୧୯୨ ପଏଣ୍ଟ…

ଫେସବୁକ୍‌କୁ ବଡ଼ ଝଟକା : ୧୨୦ ଅରବ ଡ଼ଲାରର ହେଲା କ୍ଷତି

ନୂଆଦିଲ୍ଲୀ : ନିଜର ପ୍ରାଇଭେସି ପଲିସିକୁ ନେଇ ବିବାଦରେ ରହିଥିବା ସୋସିଆଲ ମିଡ଼ିଆ ଫେସବୁକକୁ ଗୁରୁବାର ଦିନ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଛି। ବାରାମ୍ବାର ବିଭିନ୍ନ ପ୍ରକାରର ନିୟମ ଏବଂ ପଲିସି ବଦଳୁଥିବାରୁ ତ୍ରିମାସିକ ସେଲ୍ସ ଶେୟାରରେ ୨୦ ପ୍ରତିଶତ ଐତିହାସିକ କ୍ଷତି ସହିବାକୁ ପଡ଼ିଛି।…

ବଦଳିବ ଟ୍ଵିଟର ନିୟମ : ୩ ଘଣ୍ଟାରେ ୩୦୦

ନୂଆଦିଲ୍ଲୀ : ଫେକ୍‌ ନ୍ୟୁଜ୍‌ ରୋକିବାକୁ ପ୍ରୟାସ ଟ୍ଵିଟର । ଏଥିପାଇଁ ବଦଳିବ ଟ୍ଵିଟର ନିୟମ । ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟର ନୂଆ ନୀତି ଅନୁଯାୟୀ ସୀମା ନିର୍ଦ୍ଧାରଣ ହେବ । ଜଣେ ୟୁଜର୍‌ ତିନି ଘଣ୍ଟାରେ ୩ ଶହ ଟ୍ଵିଟ୍‌ କିମ୍ବା ରିଟ୍ଵିଟ୍‌ କରି ପାରିବ । ୨୪ ଘଣ୍ଟା ଭିତରେ ମାତ୍ର ୧ ହଜାର…

ଭେସ୍ପା ନୋଟ୍ : ଭାରତ ବଜାରରେ ଲଞ୍ଚ କଲା ଭେସ୍ପା ୧୨୫ ସିସି ସ୍କୁଟର

ନୂଆଦିଲ୍ଳୀ : ସ୍କୁଟର ର୍ନିମାତା କମ୍ପାନୀ ପାଜିଓ ଏହାର ନୂତନ ସ୍କୁଟର ଭେସ୍ପା ନୋଟ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାକୁ ସଂପୂର୍ଣ୍ଣ ନୂଆ କଳା ଥିମରେ ପ୍ରସ୍ତୁତ କରାଯାଇଛି। କମ୍ପାନି ସୂଚନା ଅନୁଯାୟୀ, ଭାରତରେ ଏହି ସ୍କୁଟରକୁ ମାତ୍ର ୨ହଜାର ଟଙ୍କା ଆଡ଼ଭାନ୍ସ ପେମେଣ୍ଟରେ ବୁକ୍ କରାଯାଇ…