Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଅନଲାଇନ୍ ରେଳ ଟିକେଟ୍ ବୁକିଂ ପାଇଁ ଦେବାକୁ ହେବ ଚାର୍ଜ

ନୂଆଦିଲ୍ଲୀ : ଅନଲାଇନରେ ରେଳ ଟିକେଟ୍ ବୁକ୍ କଲେ ଏବେଠାରୁ ଚାର୍ଜ ଲାଗିବ । ଡେବିଟ୍ କାର୍ଡ଼, ପେଟିଏମ୍, ପେୟୁ, ଆଇଟିଜେଡ୍ ଜରିଆରେ ବି ଟିକେଟ୍ ବାବଦ ଟଙ୍କା ଦାଖଲ କଲେ ମଧ୍ୟ ପଇସା କଟିବ । ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣଶ କରାଯାଇଛି । ୧ ହଜାର ଟଙ୍କା ପର୍ଯନ୍ତ ଟିକେଟ୍ ପାଇଁ ୦.୨୫…

ରେକର୍ଡ ସ୍ତରରେ ଡିଜେଲ ଦର : ଦିଲ୍ଳୀରେ ଆଜି ୧୫ ପିଇସା ବଢ଼ି ଲିଟର ପିଛା ୬୯.୬୧ ଟଙ୍କା

ନୂଆଦିଲ୍ଳୀ : ଡିଜେଲର ଦର ଲଗାତର ତୃତୀୟ ଦିନରେ ରେକର୍ଡ଼ ସ୍ତରରେ ପହଞ୍ଚିଛି। ଆଜି ସକାଳ ସମୟରେ ଲିଟର ପିଛା ଡ଼ିଜେଲ ୬୯.୬୧ ଟଙ୍କାରେ ପହଞ୍ଚିଛି। ସୋମବାର ଦିନ ଏହାର ମୂଲ୍ଯ ୬୯.୪୬ଟଙ୍କା ଥିବା ବେଳେ ରବିବାର ଦିନ ୬୯.୩୨ ଟଙ୍କାରେ ବିକ୍ରି ହୋଇଥିଲା। ତୈଳ ଦର ଗତ ୧୪ ମଇରୁ ବଢ଼ିବାରେ ଲାଗିଛି।…

ଆଜି ବି ସେୟାର ବଜାର ଗରମ

ମୁମ୍ବାଇ : ଆଜି ବି ସେୟାର ବଜାରରେ ଲାଗି ରହିଛି ଭଲ କିଣାବିକା । ଉଭୟ ବିଶ୍ବ ଓ ଘରୋ ମାର୍କେଟରେ ଉତ୍ସାହ ଯୋଗୁଁ ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ଼ ଭାଙ୍ଗି ଚାଲିଛନ୍ତି । ଆଜି ସେନସେକ୍ସ ୧୮୬ ପଏଣ୍ଟ ବଢ଼ି ୩୮,୮୮୦ରେ ପହଞ୍ଚିଛି । ସେହିପରି ନିଫଟି ୧୧,୭୩୫ ପଏଣ୍ଟ ଟପିଯାଇଛି ।

ଜାଣିଲେଣିକି -ବଦଳିଲା ଏସବିଆଇ ୧୩୦୦ ଶାଖାର ଆଇଏଫଏସସି କୋଡ୍

ନୂଆଦିଲ୍ଲୀ : ୬ଟି ଆସୋସିଏଟ୍ ବ୍ୟାଙ୍କ ଯୋଡ଼ି ହେବା ପରେ ଭାରତୀୟ ଷ୍ଟେଟବ୍ୟାଙ୍କ ବେଶ୍ କିଛି ପରିବର୍ତ୍ତନ କରିଛି । ଦେଶରେ ଥିବା ଏହାର ୧୩୦୦ଟି ଶାଖାର ନାଁ ଏବଂ ଆଇଏଫଏସସି କୋଡ୍ ବଦଳିଛି । ଏହାର ତାଲିକା ବ୍ୟାଙ୍କ କର୍ତୁପକ୍ଷ ପ୍ରକାଶ କରି ସାରିଛନ୍ତି ।

କେରଳ ବନ୍ଯା ପ୍ରପୀଡ଼ିତାଙ୍କ ମୋବାଇଲ ଫ୍ରିରେ ସଜାଇବ ହୁୱାଇ

ନୂଆଦିଲ୍ଳୀ : କେରଳରେ ଆସିଥିବା ଭୟଙ୍କର ବନ୍ଯାରେ ଜନଜୀବନ ବହୁତ ମାତ୍ରାରେ କ୍ଷତି ହୋଇଛି। ଏଥିରେ ପାଖାପାଖି ୪୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଧନସମ୍ପତ୍ତି କ୍ଷତି ହୋଇଛି। ଏହି ସମୟରେ କେରଳବାସୀଙ୍କୁ ସାହାଯ୍ଯର ହାତ ବଢ଼ାଇଛି ସାରା ଦେଶ। ଖାଲି ଦେଶ ନୁହଁ ଦେଶ ବାହାରୁ ମଧ୍ୟ ବନ୍ଯା…

ସେୟାର ବଜାର ଗରମ

ମୁମ୍ବାଇ : ସେନସେକ୍ସ ଓ ନିଫଟି ଉଭୟଙ୍କ ମୂଲ୍ୟାଙ୍କ ବଢ଼ିବାରେ ଲାଗିଛି । ଶନିବାର ଓ ରବିବାର ଦୁଇ ଦିନର ଛୁଟି ପରେ ଆଜି ସେୟାର ବଜାର ପୂରା ଗରମ । ସେନସେକ୍ସ ୪୪୨ ପଏଣ୍ଟ ବଢ଼ି ୩୮,୬୯୪ରେ ପହଞ୍ଚିଛି । ସେହିପରି ନିଫଟି ୧୪୧ ପଏଣ୍ଟ ବଢ଼ି ପହଞ୍ଚିଛି ୧୧,୬୯୮ରେ । ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ଼…

ବଢ଼ିଲା ସୁନା ଦର

କିଛି ଦିନ ନିମ୍ନ ସ୍ତରରେ ରହିବା ପରେ ଏବେ ସୁନା ଦର ବଢ଼ି ପହଞ୍ଚିଛି ୧୦ ଗ୍ରାମ ପ୍ରତି ୩୧ ହଜାର ଟଙ୍କାରେ । ସେହିଭଳି ରୁପା ଦର କିଲୋ ପ୍ରତି ୫୦ ଟଙ୍କା ବଢ଼ି ୩୮,୩୦୦ ଟଙ୍କାରେ ପହଞ୍ଚିଛି । ପାର୍ବଣ ଋତୁ ଆସି ପହଞ୍ଚିଥିବାରୁ ସୁନା ଦର ଏଭଳି ବଢ଼ିଥିବା କୁହାଯାଉଛି ।

ବିନା ଡ଼ିଗ୍ରୀରେ ମଧ୍ୟ କରିପାରିବେ ରୋଜଗାର , ଏମିତି କରନ୍ତୁ ଆରମ୍ଭ

ଆଜିର ସମୟରେ କୌଣସି ଚାକିରୀ କରିବା ପାଇଁ ସେହି ସମ୍ବନ୍ଧୀୟ କୋର୍ସ କରିବା ନିହାତି ଜରୁରୀ। ନିଶ୍ଚିତ ଭାବେ ଟ୍ରେନିଂ ଏବଂ କାର୍ଯ୍ଯ କରିବା କ୍ଷମତା ସହ ଉଚିତ ଶିକ୍ଷା ଥିବା ମଧ୍ୟ ଜରୁରୀ। ଯଦି କୌଣସି ବ୍ଯକ୍ତି କିଛି କାମକୁ ଭଲ ଭାବେ କରିପାରନ୍ତି ତେବେ ତାଙ୍କ ପାଇଁ ସୁଯୋଗର କୌଣସି ଅଭାବ…

ଗ୍ରାହକଙ୍କୁ BSNLର ରାକ୍ଷୀ ଉପହାର : ମାତ୍ର ୩୯୯ଟଙ୍କାରେ ମିଳିବ ଅନିଲିମିଟେଡ୍ କଲ୍ ଏବଂ ଡାଟା

ରାକ୍ଷୀ ପୂର୍ଣିମାରେ ବିଏସଏନଏଲର ଦମଦାର ଅଫର୍ । ମାତ୍ର ୩୯୯ରେ ପାଆନ୍ତୁ ଅନିଲିମିଟେଡ୍ କଲ୍, ଡାଟା ଏବଂ ଏସଏମଏସ୍ । ଏହି ପ୍ଲାନର ନାଁ ରହିଛି ଏସଟିଭି-୩୯୯। ଯାହାର ବୈଧତା ରହିଛି ୭୪ ଦିନ । ଏହା ସହ ପଢନ୍ତୁ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ? ଏହି ସବୁ ଉପାୟରେ ସୁରକ୍ଷିତ ରହିବ ଆପଣଙ୍କ…

ମୋଦୀ ଆଣୁଛନ୍ତି ନୂଆ ବ୍ୟାଙ୍କ ଆକାଉଣ୍ଟ : ଉଭୟ ଟଙ୍କା ଏବଂ ସୁନା କାଢ଼ିବାର ରହିଛି ସୁବିଧା

 ନୂଆଦିଲ୍ଲୀ : ଜନ ଧନ ଯୋଜନା ଆକାଉଣ୍ଟ ପରେ ମୋଦୀ ସରକାର ଏବେ ଆଉ ଏକ ଆକାଉଣ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଆକାଉଣ୍ଟର ନାମ ଗୋଲ୍ଡ ସେଭିଂ ରଖାଯାଇଛି। ନିକଟରେ ହିଁ ଅର୍ଥ ମନ୍ତ୍ରୀ ଗୋଲ୍ଡ ସେଭିଂ ଆକାଉଣ୍ଟ ଆରମ୍ଭ କରିବା ବିଷୟରେ ଆଲୋଚନା କରିଛନ୍ତି। ଏହାକୁ ଯେକୌଣସି ବ୍ଯକ୍ତି ଖୋଲି…

ଭାରତୀୟ ନୌସେନାରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ : ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଁଛନ୍ତି ? ତେବେ ଖୁବ୍ ଶୀଘ୍ର ପୁରା ହେବାକୁ ଯାଉଛି ଆପଣଙ୍କ ସ୍ବପ୍ନ । କାରଣ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ନୌସେନା । ପାଇଲଟ, ଏଟିସି, ଅବଜରଭର ବା ପର୍ୟ୍ୟବେକ୍ଷକ, ଏମଟିଏସ୍ ଏବଂ ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି…

ଆସୁଛି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ : ଲଗାଇବା ପାଇଁ ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଟିକେ ଅପେକ୍ଷା କରିବା ଭଲ ହେବ । କାରଣ ଖୁବ୍ ଶୀଘ୍ର ଆସୁଛି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ । ମାତ୍ର ଦୁଇ ଘଂଟାରେ ଲାଗି ପାରୁଥିବା ଏହି ପେଟ୍ରୋଲ୍ ପମ୍ପ ମାଧ୍ୟମରେ ଆପଣ ଭଲ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ବଡ…