Browsing Category

ବ୍ୟବସାୟ ଓ ଅର୍ଥନୀତି

ଆମାଜନ୍ ଫ୍ରିଡ଼ମ୍ ସେଲରେ ମିଳିବ ଗାଜେଟ୍, ସ୍ମାର୍ଟଫୋନ୍ ଆଦିରେ ବିଗ୍ ବଜେଟ୍ ରିହାତି

ନୂଆଦିଲ୍ଳୀ : ଆମାଜନର ଫ୍ରିଡ଼ମ୍ ସେଲ୍ ଆଜି ୯ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ୧୨ ଅଗଷ୍ଟ ମଧ୍ୟରାତ୍ରୀ ପର୍ୟ୍ୟନ୍ତ ଚାଲିବ। ଏହି ସେଲରେ ମୋବାଇଲ, ନୋଟବୁକ୍, ହୋମ ଏଣ୍ଟରଟେଣ୍ଟମେଣ୍ଟ ଗାଜେଟ୍ ଏବଂ ଅଡ଼ିଓ ଏକ୍ସସୋରିଜ୍ ଆଦି ଉପରେ ଶାନଦାର ରିହାତି ଅଫର ରହିଛି। ଆସନ୍ତୁ ଜାଣିବା କଣ ରହିଛି…

ସେନସେକ୍ସ ଟପିଲା ୩୮ ହଜାର

ମୁମ୍ବାଇ : ସେନସେକ୍ସ ଓ ନିଫଟିର ଉତ୍‌ଥାନ ଥମିବାର ନାଁ ନେଉନି । ଆଜି କାରବାର ଆରମ୍ଭରୁ ସେନସେକ୍ସ ୩୮ ହଜାର ପଏଣ୍ଟ ଛୁଇଁ ଏକ ନୂଆ ରେକର୍ଡ଼ କରିଛି । ସେହିପରି ନିଫଟି ପହଞ୍ଚିଛି ୧୧,୪୯୫ ପଏଣ୍ଟରେ । ସକାଳ ସାଢ଼େ ୯ଟା ସୁଦ୍ଧା ସେନସେକ୍ସ ୧୧୮ ପଏଣ୍ଟ ଓ ନିଫଟି ୫୦ ପଏଣ୍ଟ ଆଗକୁ ବଢ଼ି ସାରିଥିଲା ।

ଏବେ ଆନଡ଼୍ରୋଏଡ଼ ସ୍ମାର୍ଟଫୋନରେ ମିଳିବ ଆଇଫୋନ ଏକ୍ସ ଭଳି ଫିଚର , ଗୁଗୁଲ କଲା ଆନଡ଼୍ରୋଏଡ଼୍ ୯.୦ ପି ଲଞ୍ଚ

ନୂଆଦିଲ୍ଳୀ : ଗୁଗୁଲ କିଛି ମାସର ଟେଷ୍ଟିଂ ପରେ ଲଞ୍ଚ କରିଛି ଆନଡ୍ରୋଏଡ଼୍ ୯.୦ପି। ଏଥିରେ ଅନେକ ପ୍ରକାରର ନୂତନ ଫିଚର ଦିଆଯାଇଛି ଯାହା ଏବେ ପର୍ୟ୍ୟନ୍ତ ଅନ୍ୟ କୌଣସି ଆନଡ୍ରୋଏଡ଼୍ ସ୍ମାର୍ଟଫୋନରେ ଦେଖାଯାଇ ନାହିଁ। ରିପୋର୍ଟ ମୁତାବକ, ଏହାକୁ ପ୍ରଥମେ ଗୁଗୁଲର ଫିକ୍ସଲ ଫୋନରେ ଉପଲବ୍ଧ କରାଯିବ।…

ଏମଆଇ ଏ୨ ଆଜି ହେବ ଭାରତରେ ଲଞ୍ଚ

ନୂଆଦିଲ୍ଳୀ : ସାଓମି ଆଜି ଭାରତରେ ଏହାର ନୂଆ ସ୍ମାର୍ଟଫୋନ ଏମଆଇ ଏ୨ ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନୀ ଏହି ହେଣ୍ଡସେଟକୁ ଗତମାସରେ ସ୍ପେନରେ ଆୟୋଜିତ ହୋଇଥିବା ଏକ ଗ୍ଲୋବାଲ ଇଭେଣ୍ଟରେ ଲଞ୍ଚ କରାଯାଇଥିଲା। ଆଜି ନୂଆଦିଲ୍ଳୀରେ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ଏହି ମୋବାଇଲର ଭାରତ…

ବିଦେଶୀ ପୋଷାକ ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ବଢ଼ିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ : ବିଦେଶରୁ ଆମଦାନୀ ହେଉଥିବା ପୋଷାକ ଉପରେ ବଢ଼ିଲା ଶୁଳ୍କ । ଏଭଳି ୩୨୮ ପ୍ରକାର ପୋଷାକ ଉପରେ ଆମଦାନୀ ଶୁଳ୍କ ପ୍ରାୟ ୨୦ ପ୍ରତିଶତ ବଢ଼ିଛି । ଜ୍ୟାକେଟ୍‌, ଟ୍ରାଉଜର, ସୁଟ୍‌, ପିଲାଙ୍କ ପୋଷାକ, କାର୍ପେଟ ଆଦି ଉପରେ ଶୁଳ୍କ ବଢ଼ା ଯାଇଥିବା ବେଳେ କିଛି ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟ…

ହୋଣ୍ଡା ଲଞ୍ଚ କଲା ସିଟି, ଡ଼ବ୍ଲୁଆର୍-ଭି ଏବଂ ବିଆର୍-ଭିର ସ୍ପେଶାଲ୍ ଏଡ଼ିସନ୍

ନୂଆଦିଲ୍ଳୀ : ହୋଣ୍ଡା କାର ଇଣ୍ଡିଆ ଲିମିଟେଡ଼ ସୋମବାର ଦିନ ଲଞ୍ଚ କରିଛି ଏହାର ସିଟି, ଡ଼ବ୍ଲୁଆର୍-ଭି ଏବଂ ବିଆର୍-ଭିର ସ୍ପେଶାଲ୍ ଏଡ଼ିସନ୍। ଗ୍ରାହକଙ୍କ ଚାହିଦା ଅନୁଯାୟୀ କମ୍ପାନୀ ଏହାର ଫିଚରରେ କିଛିଟା ନୂତନ ପରିବର୍ତ୍ତନ କରିଛି। ଏହି ନୂଆ ମଡ଼େଲକୁ ଆଗକୁ ଆସୁଥିବା ଫେଷ୍ଟିଭ୍ ସିଜନକୁ ଆଖିରେ…

୬ଜିବି ରାମ୍ ସହ ଲଞ୍ଚ ହେଲା ଅନର ପ୍ଲେ

ନୂଆଦିଲ୍ଲୀ : ହୁୱାଇର ସବ୍-ବ୍ରାଣ୍ଡ ଅନର ଭାରତରେ ଲଞ୍ଚ କରିଛି ଅନର ପ୍ଲେ ସ୍ମାର୍ଟଫୋନ। ଏହି ମୋବାଇଲରେ ଖାସ ହେଉଛି ୧୯.୫:୯ ଡ଼ିସପ୍ଲେ ,ଡ଼ୁଆଲ ରିଅର କ୍ୟାମେରା ସେଟଅପ୍, ଜିପିୟୁ ଟର୍ବି ଟେକ୍ନୋଲୋଜି। ଅନର ପ୍ଲେ ସ୍ମାର୍ଟଫୋନ ୪/୬୪ ଜିବି ଏବଂ ୬/୬୪ ଜିବି ଭେରିଏଣ୍ଟରେ ଲଞ୍ଚ ହୋଇଛି ଯାହାର…

ମାଛର ଦାମ୍‌ ସାଢ଼େ ୫ ଲକ୍ଷ : ବଦଳିଲା ଦୁଇ ଭାଇଙ୍କ ଭାଗ୍ୟ

ମୁମ୍ବାଇ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏମିତି ଏକ ଘଟଣାରେ ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ ବଦଳାଇ ଦେଇଛି ଏକ ବିରଳ ମାଛ । ମାଛଟି ବିକ୍ରି ହୋଇଛି ସାଢ଼େ ୫ ଲକ୍ଷ ଟଙ୍କାରେ । ମୁମ୍ବାଇର ଦୁଇ ଭାଇ ମହେଶ ମେହେର ଓ ଭାରତ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ।…

ପେପସି କଂପାନୀର ସିଇଓ ପଦ ଛାଡ଼ିଲେ ଭାରତୀୟ ବଂଶୋଦ୍ଭବ ଇନ୍ଦିରା ନୂୟି

ପେପସି କଂପାନୀର ସିଇଓ ପଦ ଛାଡ଼ିଲେ ଭାରତୀୟ ବଂଶୋଦ୍ଭବ ଇନ୍ଦିରା ନୂୟି । ୧୨ ବର୍ଷ ହେଲା ସେ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ । ସିଇଓ ଭାବରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଇନ୍ଦିରା ନୂୟିଙ୍କ କାର୍ୟ୍ୟକାଳ ଶେଷ ହୋଇଥାନ୍ତା । କିନ୍ତୁ ତା' ର୍ପୂବରୁ ଗତକାଲି ସେ ଇସ୍ତଫା ଦେଇଛନ୍ତି । ୬୧ ବର୍ଷୀୟା…

ରାମଦେବ ବାବାଙ୍କ ସଫଳତାର ରହସ୍ୟ କଣ ? ପଢନ୍ତୁ ଯୋଗଗୁରୁଙ୍କ ବିଜନେସ୍ ଫଣ୍ଡା

ବାବା ରାମଦେବଙ୍କ ସଫଳତା ଉପରେ ଆଜିକାଲି ସମସ୍ତେ ଇର୍ଷା କରୁଛନ୍ତି । ସମସ୍ତ କଂପାନି ପତଞ୍ଜଳୀର ଅଚାନକ୍ ବଢୁଥିବା ରୋଜଗାର ପାଇଁ ଚିନ୍ତାରେ । ଏହି ଅବସ୍ଥା କେବଳ ଭାରତୀୟ କଂପାନିମାନଙ୍କର ନୁହେଁ ବଂର ବିଦେଶୀ ମଲ୍ଟିନ୍ୟାସନାଲ୍ କଂପାନୀମାନଙ୍କର ମଧ୍ୟ । ପତଞ୍ଜଳୀର ପ୍ରଡକ୍ଟ ଇଣ୍ଟରନ୍ୟାସନାଲର…

ସେୟାର ବଜାରରେ ପୁଣି ରେକର୍ଡ଼

ମୁମ୍ବାଇ : ସେୟାର ବଜାରରେ ଏବେ ଭରପୂର ଉତ୍ସାହ । ଜୋରଦାର କାରବାର ଜାରି ରହିଛି । ଆଜି ମଧ୍ୟ ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ଼ ସ୍ତରରେ ପହଞ୍ଚିଛନ୍ତି । ସେନସେକ୍ସ ଆଜି ୩୭,୮୦୫.୨୫ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟି ଛୁଇଁଛି ୧୧,୪୨୭.୬୫ ପଏଣ୍ଟ । ବ୍ୟାଙ୍କ, ମେଟାଲ ଓ ଅଟୋ ଷ୍ଟକ କ୍ଷେତ୍ରରେ…

LG Q8 ସ୍ମାର୍ଟଫୋନର ହେଲା ବଜାର ପ୍ରବେଶ  

ନୂଆଦିଲ୍ଳୀ : ଦକ୍ଷିଣ କୋରିଆ କମ୍ପାନୀ LG ନିଜର ଘରୋଇ ମାର୍କେଟରେ LG Q8 (୨୦୧୮) ଲଞ୍ଚ କରିଛି।  କମ୍ପାନୀରୁ ମିଳିଥିବା ସୂଚନା ଅନୁଯାୟୀ ଏହା ମିଲେଟ୍ରୀ ଗ୍ରେଡ଼୍ MIL-STD 810G ଷ୍ଟାଣ୍ଡାଡ଼ ଏବଂ ଆଇପି ୬୮ର ରହିଛି। ଏହା ସହ ସ୍ମାର୍ଟଫୋନରେ ୬.୨ଇଞ୍ଚ ଡ଼ିସପ୍ଲେ, ଏବଂ ଆଡ଼୍ରୋଏଡ଼ ୮.୧ ଓରିୟୋ…