Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ବଢ଼ୁଥିବା ପେଟ୍ରୋଲ ଏବଂ ହ୍ରାସ ପାଉଥିବା ଟଙ୍କାର ମୂଲ୍ଯ ମଧ୍ୟରେ ଏପରି କରନ୍ତୁ ସଞ୍ଚୟ

ସଞ୍ଚୟ ଏବଂ ନିବେଶ ଜରୀଆରେ ଧନୀ ହେବା ପାଇଁ ଅନୁଶାସନ ପୂର୍ଣ୍ଣ ଭାବେ ଆପଣଙ୍କ ଅର୍ଥ ବ୍ଯବସ୍ଥାକୁ ନିୟନ୍ତ୍ରଣରେ ଆଣାଯିବ ଆବଶ୍ଯକ। ଏଥିପାଇଁ ମୁଦ୍ରାସ୍ପିତି ଏବଂ ଆର୍ଥକ ଫେରସ୍ତର ସମସ୍ତ ବ୍ଯବସ୍ଥା ବିଷୟରେ ଜ୍ଞାନ ଥିବା ଦରକାର। ଆପଣଙ୍କ ମାସିକ ଆମଦାନୀ ଯେତେ ହେଉନା କାହିଁକି କିନ୍ତୁ ତାହାର…

ATM ପିନ୍‌ ଓ କମ୍ପ୍ୟୁଟର ପାସ୍‌ୱାର୍ଡକୁ ସୁରକ୍ଷିତ ରଖିବା ପାଇଁ ଆଡ଼ଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର (କେନ୍ଯୁଜ୍) :ସାଇବର୍‌ ଅପରାଧ ରୋକିବାକୁ ଅନ୍‌ଲାଇନ୍‌ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ । ଇ-ବ୍ୟାଙ୍କିଙ୍ଗ, ଓ୍ଵାଇଫାଇ ସିକ୍ୟୁରିଟି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେହିପରି ନିଜ ATM ପିନ୍‌ ଓ କମ୍ପ୍ୟୁଟର ପାସ୍‌ୱାର୍ଡକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛି…

୪୦ ବର୍ଷ ବୟସରେ ବି ଏସବିଆଇ ଦେଉଛି ଚାକିରି : ଶୀଘ୍ର କରନ୍ତୁ ଆବେଦନ

ଏବେ ୪୦ ବର୍ଷ ବୟସରେ ବି ଏସବିଆଇରେ କରି ପାରିବେ ଚାକିରି । ଡେପୁଟି ମ୍ୟାନେଜର୍ ଏବଂ ଫାୟାର୍ ଅଫିସର୍ ପଦ ପାଇଁ ନିୟୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି ଏସବିଆଇ । ଯଦି ଆପଣ ବି ଚାକିରି କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ । କାରଣ ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ୨୪…

୫ ଟଙ୍କିଆ କ୍ୟାଡବରୀ ଚକଲେଟ୍ ଖାଆନ୍ତୁ, ମାଗଣା ଜିଓ ଡାଟା ପାଆନ୍ତୁ

ପୁଣି ନୂଆ ଅଫର୍ ଆଣିଛି ଜିଓ । ୫ ଟଙ୍କିଆ କ୍ୟାଡବରୀ ଖାଆନ୍ତୁ ଆଉ ୧ଜିବିର ୪ଜି ଡାଟା ପାଆନ୍ତୁ । ନିଜ ଦ୍ବିତୀୟ ବାର୍ଷିକ ଉତ୍ସବରେ ଗ୍ରାହକଙ୍କ ପାଇଁ ଏଭଳି ଦମଦାର ଅଫର୍ ଆଣିଛି ଜିଓ । ମାଗଣା ଡାଟା ପାଇବା ପାଇଁ ଗ୍ରାହକଙ୍କ ନିକଟରେ ଅତିକମରେ ୫ଟଙ୍କିଆ ରେଗୁଲାର୍ କ୍ୟାଡବରୀ ଡାଏରୀ ମିଲ୍କ…

ଏହି ସହଜ ଉପାୟରେ ଘରେ ବସି ପ୍ରସ୍ତୁତ କରନ୍ତୁ ଭୋଟର ଆଇଡ଼ି କାର୍ଡ଼, ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆବେଦନ

ନୂଆଦିଲ୍ଳୀ : ଏବେ ଆପଣଙ୍କୁ ଭୋଟର ଆଇଡ଼ି କାର୍ଡ଼ ବନାଇବା ପାଇଁ ଆଉ କାର୍ଯ୍ଯଳୟ ଗୁଡ଼ିକର ଚକ୍କର କାଟିବାକୁ ପଡ଼ିବ ନାହିଁ। ଘରେ ବସି ଆରମରେ ଆପଣ ନିଜର ଭୋଟର ଆଇଡ଼ି କାର୍ଡ଼ ବନାଇ ପାରିବେ। ଖାଲି ତାହା ନୁହଁ ଆପଣ ଆପଣଙ୍କର ପୁରୁଣ ଭୋଟର ଆଇଡ଼ିରେ କୌଣସି ଭୁଲ ରହିଥିଲେ ତାହାକୁ ସୁଧାରି ମଧ୍ୟ ପାରିବେ।…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି : ଜନଧନ ଯୋଜନାରେ ଏବେ ୧ ଲକ୍ଷ ନୁହେଁ ମିଳିବ ୨ଲକ୍ଷ

ପୁଣି ନୂଆ ଯୋଜନା ଆଣିଲେ ମୋଦି ସରକାର । ଏବେ ଦୁଇ ଗୁଣା ହେବ ଜନଧନ ଖାତାରେ ମିଳୁଥିବା ଓଭର୍ ଡ୍ରାଫ୍ଟର ସୀମା ଏବଂ ରାଶି । ଅର୍ଥାତ୍ ୫ହଜାର ସ୍ଥାନରେ ୧୦ ହଜାର ହେବ ଓଡିର ସୀମା । ଏହା ସହ ଏହି ଯୋଜନାରେ ଯେଉଁମାନେ ଖାତା ଖୋଲିବେ ସେମାନଙ୍କୁ ଦୁର୍ଘଟଣା ଜନିତ ରାଶି ୨ ଲକ୍ଷ ମିଳିବ । କିନ୍ତୁ…

ମାତ୍ର ୨ ମିନିଟରେ କରନ୍ତୁ ଖରାପ ମୋବାଇଲ ବ୍ଯାଟେରୀକୁ ଠିକ୍

ଯଦି ଆପଣଙ୍କ କୌଣସି ମୋବାଇଲର ବ୍ଯାଟେରୀ ଖରାପ ହୋଇଯାଇଛି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ବ୍ଯାଟେରୀ ସେତେବେଳେ ଖରାପ ବା ନଷ୍ଟ ହୋଇଥାଏ ଯେତେବେଳେ ସେଥିରେ କରେଣ୍ଟ ଯିବା ବନ୍ଦ ହୋଇଯାଇଥାଏ। ଯାହା ଫଳରେ ମୋବାଇଲ ଚାଲିବା ମଧ୍ୟ ବନ୍ଦ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ମାତ୍ର ଦୁଇ ମିନିଟରେ…

ଟ୍ବିଟର ଇଣ୍ଡିଆର ମୁଖ୍ଯ ତରନଜିତ୍ ସିଂ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଟ୍ବିଟର ଇଣ୍ଡିଆର ପ୍ରମୁଖ ତରନଜିତ ସିଂ ନିଜର ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୭ ମସିହାରେ ଏହି ପଦରେ ନିଯୁକ୍ତ ହୋଇଥିଲେ। ତରନଜୀତ ଟ୍ବିଟ୍ ଯୋଗେ ନିଜର ଇସ୍ତଫା ବିଷୟରେ ଘୋଷଣା କରିଛନ୍ତି। ଏଥିସହ ସେ ଲେଖିଛନ୍ତି , ଟ୍ବିଟରର ରେଭେନ୍ଯୁ ଷ୍ଟାଟରଜୀ ଏଣ୍ଡ ଅପରେସନର ପ୍ରମୁଖ ଥିବା…

ଲଂଚ୍ ହେଲା Paytm Money : ଏବେ ମାତ୍ର ୧୦୦ଟଙ୍କାରେ କରିପାରିବେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ

ପେଟିଏମ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ଲଂଚ୍ ହେଲା ପେଟିଏମ୍ ମନି ଆପ୍ । ଏବେ ଏହି ପ୍ଲାଟଫର୍ମରୁ ଆପଣ ମ୍ୟୁଚୁଆଲ୍ ଫଣ୍ଡ୍ ମଧ୍ୟ କିଣିପାରିବେ । ଏହି ଆପକୁ ଲଂଚ୍ କରିଛି ପେଟିଏମର ପ୍ୟାରେଂଟ୍ କମ୍ପାନୀ ୱନ୍ ୯୭ । ଏହି ଆପ୍ ଜରିଆରେ ନିବେଶକ ମ୍ୟୁଚୁଆଲ୍ ଫଣ୍ଡ ବିକ୍ରି କରିବା ସହ କିଣି ମଧ୍ୟ…

ସ୍ବପ୍ନକୁ କରନ୍ତୁ ପୂରା : ବିଏସଏଫରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଦେଶ ସେବା କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସୀମା ସୁରକ୍ଷା ବଳ (ବିଏସଏଫ୍) ରେ କନେଷ୍ଟବଳ ଏବଂ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ମାଧ୍ୟମରେ ୧୬୮ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଯଦି ଆପଣ ବି ଏହି ପଦବୀ ପାଇଁ…

ମାତ୍ର ୯୯୯ଟଙ୍କାରେ କରନ୍ତୁ ବିମାନ ଯାତ୍ରା, ସୁଯୋଗ ଦେଉଛି ଏହି କମ୍ପାନୀ

ଯଦି ଆପଣ କୁଆଡ଼େ ବୁଲି ଯିବାର ପ୍ଲାନ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ସୁବର୍ଣ୍ଣ ସୁଯୋଗ। ଏବେ କେବଳ ରେଳର ଟିକେଟର ମୂଲ୍ୟରେ କରିପାରିବେ ବିମାନଯାତ୍ରା। ଦେଶର ବଡ଼ ବିମାନ କମ୍ପାନି ଇଣ୍ଡିଗୋ ଆପଣଙ୍କ ପାଇଁ ଆଣିଛି ଧମଦାର ଅଫର। ଇଣ୍ଡିଗୋ ଏହାର ୧୦ଲକ୍ଷ ସିଟ ପାଇଁ ଏବେ ସେଲ…

ସଫଳତାର ୧୦ ମନ୍ତ୍ର : ଶିଖନ୍ତୁ ମ୍ୟାନେଜମେଣ୍ଟ ଗୁରୁ ଭଗବାନ ଶ୍ରୀ କୃଷ୍ଣଙ୍କଠାରୁ

ମ୍ୟାନେଜମେଂଟ୍ ଗୁରୁ ଭଗବାନ୍ ଶ୍ରୀକୃଷ୍ଣ । ଯାହାଙ୍କ ଶିକ୍ଷା ଆଜିର ଯୁବପୀଢି ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଯେତିକି ଅର୍ଜୁନଙ୍କ ପାଇଁ ଥିଲା । ଶ୍ରୀକୃଷ୍ଣଙ୍କର ବ୍ୟାବହାରିକ ଜ୍ଞାନ ଆଜି ବି ଦିଏ ସଫଳତାର ଗ୍ୟାରେଂଟି । ମହାଭାରତର ସବୁଠାରୁ ବଡ଼ ଯୋଦ୍ଧା ନା କେବଳ ନିଜ ଗୁରୁଙ୍କଠାରୁ…