Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ବିଏସଏନଏଲର ଧମାକାଦାର ଅଫର, ଶସ୍ତା ପ୍ଲାନ ସହ ମିଳିବ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍

ନୂଆଦିଲ୍ଲୀ : ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତ ସଞ୍ଚାର ନିଗମ ବା ବିଏସଏନ୍‌ଏଲ୍‌ ଓଡ଼ିଶା ଶାଖା ପକ୍ଷରୁ  ପ୍ରିପେଡ ଇଣ୍ଟରନାସନାଲ ରୋମିଙ୍ଗ ପ୍ଲାନ୍‌, ପ୍ରମୋସନାଲ ବିଏସଏନଏଲ ଡେ ସ୍ପେଶାଲ ତାରିଫ ଭାଉଚର୍‌ ଓ ଆମାଜନ୍‌ ଅଫର୍‌ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସାଟେଲାଇଟ୍‌  ଫୋନର ମଧ୍ୟ…

ଆରମ୍ଭ ହେଲା ମହଙ୍ଗା ମାସ ! ଏଣିକି ପକେଟ୍ ହେବ ଢିଲା, ଆଜିଠୁ ବଢିଲା ଏହି ସବୁ ସାମଗ୍ରୀର ଦାମ୍

ଆଜିଠୁ ଆରମ୍ଭ ହେଲା ଅକ୍ଟୋବର ମାସ । ଆଉ ଅକ୍ଟୋବର ସହ ଆରମ୍ଭ ହେଲା ମହଙ୍ଗା ମାସ । ଆଜିଠାରୁ ଢିଲା ହେବ ଆପଣଙ୍କ ପକେଟ୍ । ଅନେକ ସାମଗ୍ରୀ ଏବଂ ସୁବିଧା ପାଇଁ ପୂର୍ବଠାରୁ ଦେବାକୁ ପଡିବ ଅଧିକ ଟଙ୍କା । ଅନ୍ୟପଟେ ପୋଷ୍ଟ ଅଫିସରେ ଚାଲୁଥିବା ବିଭିନ୍ନ ଛୋଟ ଛୋଟ ସଂଚୟ ଯୋଜନା ପାଇଁ ଲୋକଙ୍କୁ…

ପୂଜା ପୁର୍ବରୁ SBI ଦେଲା ଜୋରଦାର ଝଟକା, ଏଟିଏମରୁ ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ

ପୂଜା ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଲା ଏସବିଆଇ । ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ  । ଏଣିକି ଗୋଟିଏ ଦିନରେ ମାତ୍ର ୨୦ହଜାର ଟଙ୍କା ଉଠାଇ ପାରିବେ ଗ୍ରାହକ । ଏହି ନୂଆ ନିୟମ ୩୧ ଅକ୍ଟୋବରରୁ ଲାଗୁ ହେବ । ତେବେ ବର୍ତ୍ତମାନ ଗୋଟିଏ ଦିନରେ ଏଟିଏମରୁ ୪୦ହଜାର ଟଙ୍କା…

ତେଲ ପରେ ବଢିଲା ଗ୍ୟାସ୍

ଭୁବନେଶ୍ବର(କେନ୍ଯୁଜ୍) : ବୃଦ୍ଧି ପାଇଲା ଗ୍ଯାସ୍ ଦର । ଅଣସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୯ଟଙ୍କା ବୃଦ୍ଧି ପାଇଥିବାବେଳେ ସବସିଡ୍‌ ଏଲ୍‌ପିଜି ଦର ୨ଟଙ୍କା ୮୯ପଇସା ବଢିଛି। ସେପ୍‌ଟେମ୍ବରରେ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ପିଛା ୩୨୦ଟଙ୍କା ୪୯ପଇସା ସବସିଡି ଦେଉଥିବାବେଳେ…

ବିଏସଏନଏଲ୍ ଗ୍ରାହକଙ୍କୁ ଦେଲା ଦମଦାର ୧୮ଟଙ୍କାର ପ୍ଯାକ୍, ମିଳିବ ଡ଼ାଟା ଏବଂ ମଗଣା କଲର ସୁବିଧା

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ତାହାର ୧୮ ବର୍ଷ ପୂରିବା ସହ ଜିଓକୁ ଟକ୍କର ଦେବା ପାଇଁ ଲଞ୍ଚ କରିଛି ଦମଦାର ଅଫର। ଏହାର ମୂଲ୍ଯ ୧୮ ଟଙ୍କା ରହିଥିବା ବେଳେ ଏଥିରେ ଗ୍ରହାକଙ୍କୁ ମାଗଣା ଭଏସ କଲିଂ, ଅନଲିମିଡ଼େଟ୍ ଭିଡ଼ିଓ କଲ ସହ ଅନଲିମିଟେଡ଼୍ ଡ଼ାଟାର ସୁବିଧା ମିଳିବ।  ତେବେ…

ହ୍ବାଟ୍ସ ଆପରେ ଏବେ ସମସ୍ତ ଅସୁବିଧାର ଚୁଟକିରେ ମିଳିବ ସମାଧାନ, ଜାଣନ୍ତୁ କିଏ ଏବଂ କିପରି ଦେବେ ଜ୍ଞାନ

ନୂଆଦିଲ୍ଳୀ : ମେସେଜିଂ ଆପ୍ ହ୍ବାଟ୍ସଆପରେ ଦ୍ବାରା ସମସ୍ତ ବ୍ଯକ୍ତି ବହୁ ସହଜ ଉପାୟରେ ନିଜ ଭାବର ଆଦାନପ୍ରଦାନ କରିଥାନ୍ତି। ତେବେ ଏଥିରେ ବ୍ଯାପୁଥିବା ମିଛ ଖବର ଏବଂ ତାହା ସହ ବଢ଼ୁଥିବା ହିଂସାକୁ ନେଇ ସରକାରଙ୍କ ସହ ଚିନ୍ତିତ ଅଛନ୍ତି ସାଧାରଣ ଜନତା। ଏବେ ଏହାର ସମାଧାନ ବାହାର କରିଛନ୍ତି…

ସାଓମି ଭାରତରେ ଲଞ୍ଚ କଲା ତିନିଟି ଦମଦାର ଟିଭି, ଜାଣନ୍ତୁ କେତେ ରହିଛି ମୂଲ୍ଯ

ନୂଆଦିଲ୍ଲୀ : ସାଓମି ସ୍ମାର୍ଟଫୋନ ବଜାରରେ ନିଜର ଅଧିତ୍ବ ବିସ୍ତାର କରିବା ପରେ ଏବେ ଟେଲିଭିଜନ ଦୁନିଆରେ ପାଦ ରଖିଛି। ତେବେ ସ୍ମାର୍ଟଫୋନ ଭଳି ସାଓମିର ଟିଭିକୁ ମଧ୍ୟ ଲୋକ ବହୁଳ ଭାବେ ପସନ୍ଦ କରୁଛନ୍ତି। ତେବେ ଏବେ ସାଓମି ତିନିଟି ନୂତନ ଟେଲିଭିଜନ ଭାରତ ବଜାରରେ ଲଞ୍ଚ କରିଛି। ଏଥିରେ ରହିଛି…

କ୍ରେଡ଼ିଟ୍‌ କିମ୍ବା ଡ଼େବିଟ୍‌ କାର୍ଡ଼ ହ୍ୟାକ୍‌ ହୋଇଛି କି ? ତୁରନ୍ତ କରନ୍ତୁ ଏହି କାମ

ପ୍ଲାଷ୍ଟିକ୍‌ ଟଙ୍କା ବା କାର୍ଡ଼ ବର୍ତ୍ତମାନ ସମସ୍ତଙ୍କ ଜୀବନରେ ଟଙ୍କା ଲେଣଦେଣର ସାଧାରଣ ଉପାୟ ପାଲଟିଛି। କ୍ରେଡ଼ିଟ୍‌ ଏବଂ ଡ଼େବିଟ୍‌ କାର୍ଡ଼ ଜୀବନକୁ ଯେତେ ସହଜ କରିଛି ଏଥିରେ ଚୋରି ହେବା ମଧ୍ୟ ସେତେ ସହଜ ହୋଇଛି। ଆପଣଙ୍କର କିିଛିଟା ଅସାବଧାନତା ଏବଂ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାୟବ…

ବନ୍ଦ ହୋଇଯିବ ଦେଶର ୧୫୦୦ ଫାଇନାନ୍ସ କମ୍ପାନୀ, ତୁରନ୍ତ ଉଠାଇ ନିଅନ୍ତୁ ଟଙ୍କା

ବନ୍ଦ ହୋଇପାରେ ଦେଶର ୧୫୦୦ ଛୋଟ ଛୋଟ ଫାଇନାନ୍ସ କମ୍ପାନୀ । କୌଣସି ବି ମୁହୂର୍ତ୍ତରେ ରଦ୍ଦ ହୋଇପାରେ ଏହି ସବୁ କମ୍ପାନୀ ଗୁଡିକର ଲାଇସେନ୍ସ । ଏହା ଏଥିପାଇଁ ଯେ ଏହି କମ୍ପାନୀଗୁଡିକୁ ଯେଉଁ ବଡ଼ କମ୍ପାନୀ ସବୁ ଲୋନ୍ ଦେଇଛନ୍ତି ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇପଡିଛି । ନିବେଶକ…

ଗୁଗୁଲକୁ ହେଲା ୨୦ ବର୍ଷ, ଆସନ୍ତୁ ଜାଣିବା କିପରି ହେଲା ସେଲିବ୍ରେସନ

ଗୁଗୁଲ ନିଜର ୨୦ତମ ଜନ୍ମଦିନ ପାଳିତ କରି ଏକ ଖାସ ଡୁଡୁଲ ପ୍ରସ୍ତୁତ କରିଛି। ଏହି ଡୁଡୁଲରେ କ୍ଲିକ କରିବା ପରେ ଗୁଗୁଲ ଆପଣଙ୍କୁ ଗୋଟିଏ ମିନିଟ ୩୭ ସେକେଣ୍ଡର ଭିଡିଓ ଦେଖେଇବ। ସେଥିରେ ଆପଣଙ୍କୁ ଗୁଗୁଲର ବିଗତ ୨୦ ବର୍ଷର ଯାତ୍ରା ଦେଖିବାକୁ ମିଳିବ। ଏଥିରେ ଆପଣଙ୍କର ସବୁ ପୁରୁଣା ସ୍ମ୍ରୁତି ମନେ…

ଚାକିରି ନଥିଲେ ମଧ୍ୟ ଏବେ ଆଉ ଚିନ୍ତା ନାହିଁ, ଏହି ବିଭାଗରେ ମିଳୁଛି ରୋଜଗାରର ସୁଯୋଗ

ନୂଆଦିଲ୍ଲୀ : ଆଜିର ସମୟରେ ଘର ଚଳାଇବା ପାଇଁ ରୋଜଗାର ଅତିଆବଶ୍ଯକୀୟ ହୋଇଯାଇଛି। ସରକାରୀ ସଂସ୍ଥାରେ ଚାକିରି ସ୍ବପ୍ନ ହୋଇଥିବା ବେଳେ ବେସରକାରୀ ସଂସ୍ଥାରେ ଏହା ମିଳିବା କଷ୍ଠକର ହୋଇଯାଇଛି। ଏମିତିରେ ଯଦି ଆପଣ ମଧ୍ୟ ରୋଜଗାର କରବାର କୌଣସି ଉପାୟ ଖୋଜୁଛନ୍ତି ତେବେ ଏହି ରିପୋର୍ଟଟି ଖାସ…

ଆଜିଠୁ ମହଙ୍ଗା ମାଡ଼, ବଢିଲା ଆମଦାନୀ ଶୁଳ୍କ

ଦିଲ୍ଲୀ(କେନ୍ଯୁଜ୍) : ଆଜିଠାରୁ ୧୯ଟି ସାମଗ୍ରୀ ଉପରେ ଆମଦାଦୀ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଏସି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଦି ଦର ବୃଦ୍ଧି ହୋଇଛି । ବିମାନ ଯାତ୍ରା ମଧ୍ୟ ଆଜିଠୁ ମହଙ୍ଗା ହୋଇଛି । ଏସି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଉପରେ ଆମଦାଦୀ ଶୁଳ୍କ ୧୦…