Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

‘ଗୁଗଲ ପ୍ଲସ’କୁ ହ୍ୟାକିଙ୍ଗ ବିପଦ, ୫ ଲକ୍ଷ ଗ୍ରାହକଙ୍କ ଡାଟା ସାର୍ବଜନୀକ କରିଥାନ୍ତେ ହ୍ଯାକର

ନୂଆଦିଲ୍ଲୀ: ଫେସ୍ବୁକ୍ ପରେ ଟେକ୍ନୋଲୋଜୀ କମ୍ପାନୀ ‘ଗୁଗଲ’ର ସୋସିଆଲ ମିଡିଆ ‘ଗୁଗଲ ପ୍ଲସ’କୁ ହ୍ୟାକିଙ୍ଗ ବିପଦ ଘାରିଛି । ୫ଲକ୍ଷ ଗୁଗଲ ପ୍ଲସ ଆକାଉଣ୍ଟ ସମ୍ଭାବିତ ବିପଦ ଥିବା କଥା କହିଛି ଗୁଗଲ । କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୋସିଆଲ ନେଟୱାର୍କିଙ୍ଗ ସାଇଟରୁ ଗୁଗଲ ପ୍ଲସକୁ ବନ୍ଦ କରିବାକୁ…

ସାବଧାନ୍ ! : ଫିକା ହେବ ଫେଷ୍ଟିଭ୍ ସିଜନ୍, ୧୫ ଅକ୍ଟୋବରରୁ ବନ୍ଦ ହୋଇପାରେ ଆପଣଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ

ଫିକା ହେବ ଫେଷ୍ଟିଭ୍ ସିଜନ୍ । ୧୫ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ ସମସ୍ତ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ । ଏହାର ପଛର କାରଣ ହେଉଛି ଆରବିଆଇର ଗୋଟିଏ ନିଷ୍ପତ୍ତି । ଯାହା ସମସ୍ତ ବ୍ୟାଙ୍କ୍ ଏବଂ କାର୍ଡ ଜାରି କରିଥିବା ବିଦେଶୀ କମ୍ପାନୀଙ୍କ ରାତିର ନିଦ ଉଡାଇଦେଇଛି । ଯଦି…

ଆଉ ମାତ୍ର ୨ ଦିନ, ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ୫୦୦୦ ରିହାତିରେ ପାଇବେ ଏହି ଦମଦାର ମୋବାଇଲ୍

OnePlus୬ କୁ ଚଳିତ ବର୍ଷ ମେ’ ରେ ଲଂଚ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ଭାରତରେ ଏହା ଅସ୍ଥାୟୀ ମୂଲ୍ୟର ରିହାତିରେ ମିଳୁଛି। ଆମାଜନ ଘୋଷଣା କରିଛି ଯେ OnePlus୬ ୩୪,୯୯୯ ଟଙ୍କାରେ ଉପଲବ୍ଧ ହେବ। ଅକ୍ଟୋବର ୧୦ରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେସଟିଭାଲରେ ଆମାଜନ ପ୍ରାଇମ…

ନୂଆ ଫିଚର ସହ ଲଂଚ ହେଲା Maruti Suzuki WagonR ସ୍ପେଶାଲ ଏଡିସନ, ଜାଣନ୍ତୁ କେତେ ରହିଛି ମୂଲ୍ୟ

ଭାରତ ର କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନିଜର ବହୁ ଚର୍ଚ୍ଚିତ କାର Maruti Suzuki WagonRର ଲିମିଟେଡ଼ ଏଡିସନ ଲଂଚ କରିଛି । ଏଥିରେ କିଛି ଖାସ ଫିଚର ସାମିଲ କରାଯାଇଛି। କମ୍ପାନି ଏଥିରେ ବ୍ଲୁଟୁଥ connectivityସହ , ଡବଲ- ଡିନ ମ୍ୟୁଜିକ ସିଷ୍ଟମ୍ ସହ ରିର୍ଭର୍ସ ପାର୍କିଙ୍ଗ…

ଆମାଜନ୍ ପ୍ରାଇମ୍ ମେମ୍ବର୍ସଙ୍କ ପାଇଁ ଖୁସି ଖବର, ଏହି ରିପୋର୍ଟ ପଢି ନାଚି ଉଠିବ ମନ

ଆଉ କିଛି ଦିନ ପରେ ଆରମ୍ଭ ହେବ ଆମାଜନର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍ । ୧୦ ଅକ୍ଟୋବରରୁ ୧୫ ଅକ୍ଟୋବର ଯାଏଁ ଚାଲିବ ଏହି ସୁପରସେଲ୍ । ଖୁବ୍ ଆକର୍ଷଣୀୟ ମୂଲ୍ୟରେ ସାମଗ୍ରୀ ପାଇପାରିବେ ଗ୍ରାହକ । ତେବେ ଏଥିରେ ସବୁଠାରୁ ବେଶି ଲାଭବାନ୍ ହେବେ ଆମାଜନର ପ୍ରାଇମ୍ ମେମ୍ବର୍ସ । ଆମାଜନର ଏହି…

ଆରବିଆଇର ଦ୍ୱିମାସିକ ସମୀକ୍ଷା, ସୁଧ ହାର ବଢିବ ନା ଅପରିବର୍ତ୍ତିତ ରହିବ?

ଦିଲ୍ଲୀ(କେନ୍ଯୁଜ୍) : ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସୁଧ ହାର ଘୋଷଣା କରିବ । ସୁଧ ହାର ବଢିବ ନା ଅପରିବର୍ତ୍ତିତ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଅନୁମାନ କରାଯାଉଛି ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଆରବିଆଇ ରେପୋ ରେଟ୍‌  ୨୫ ବେସିସି ପଏଣ୍ଟ ବଢ଼ାଇପାରେ । ଯଦି ସୁଧହାର…

ଅଳ୍ପ ଦିନ ରହିଲା Flipkartର Big Billion Days, ଏହି ୫ଟି ଦମଦାର ମୋବାଇଲ୍ ମିଳିବ ସବୁଠୁ ଶସ୍ତାରେ

ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା । ଆରମ୍ଭ ହେବ ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେ । ୧୦ ଅକ୍ଟୋବରରୁ ୧୪ ଯାଏଁ ଚାଲିବ ଏହି ମହା ସେଲ୍ । ଯେଉଁଥିରେ ସ୍ମାର୍ଟଫୋନଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀରେ ମିଳିବ ଭାରି ରିହାତି । ତେବେ କିଛି ସାମଗ୍ରୀର ମୂଲ୍ୟ ଧୀରେ ଧୀରେ ଖୁଲାସା କରିବାରେ ଲାଗିଛି…

ଏବେ ଅନଲାଇନରେ କରିପାରିବେ FIR, ମୋଦି ଆଣୁଛନ୍ତି ଏହି ସୁବିଧା

ସେହି ଦିନ ଆଉ ବେଶି ଦୂର ନୁହେଁ, ଆପଣ ଅନଲାଇନ ଏଫଆଇଆର ଫାଇଲ କରିପାରିବେ। ମୋଦି ସରକାର ସ୍ମାର୍ଟ ପୁଲିସିଂର ଯୋଜନା କରି ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଇଛନ୍ତି। ଏହି ସୁବିଧା କାରଣରୁ ଆପଣଙ୍କୁ ଅନଲାଇନ ଏଫଆଇଆର ସହିତ ଆହୁରି ବହୁତ ସୁବିଧା ମିଳିବ। ଏକ ରିପୋର୍ଟ ଅନୁଯାୟୀ…

 ଭାରତରେ ବିକ୍ରି ହେଉଥିବା ଏହି ଜିନିଷ ଅନ୍ଯ ଦେଶରେ ହୋଇଛି ବ୍ଯାନ୍

ଭାରତ ଏବେ ଏତିକି ସକ୍ଷମ ହୋଇଗଲାଣି କି ତାହାକୁ ଅନ୍ଯ ସମସ୍ତ ଦେଶ ପ୍ରତିଯୋଗୀ ଭାବେ ଦେଖୁଛନ୍ତି। ଏପରି ମଧ୍ୟ କୁହାଯାଉଛି ଆଗାମୀ ସମୟରେ ଭାରତ ଅର୍ଥନୈତିକ ସ୍ତରରେ ଚାଇନାକୁ ମଧ୍ୟ ପଛରେ ପକାଇଦେବ। ଏକ ସମୟ ଥିଲା ଯେବେ ଭାରତକୁ ପଛୁଆ ରାଷ୍ଟ୍ର ଭାବେ ଦେଖାଯାଉଥିଲା। କିନ୍ତୁ ଏବେ ସମୟ ବଦଳି…

Tata Sky ଗ୍ରାହକଙ୍କ ପାଇଁ ଖରାପ ଖବର , ଦର୍ଶକ ଆଉ ଦେଖିପାରିବେନି ଏହି ୨୭ଟି ବଡ଼ ଚ୍ଯାନେଲ୍

ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ଖରାପ ଖବର । ଏବେ ୨୭ଟି ବଡ଼ ବଡ଼ ଚ୍ଯାନେଲ୍ ଦେଖିପାରିବେନି ଦର୍ଶକ । କାରଣ ନିଜ ପ୍ଲାଟଫର୍ମରେ ୨୭ଟି ବଡ଼ ଚ୍ଯାନେଲ୍ ବନ୍ଦ କରିଦେଇଛି ଟାଟା ସ୍କାଏ ଯେଉଁଥିରେ ସାମିଲ୍ ଅଛି ସୋନି ଏବଂ ଆଜ୍ ତକ୍ ଭଳି ଚ୍ଯାନେଲ୍ । ତେବେ କମ୍ପାନୀର ଏହି ପଦକ୍ଷେପ ପରେ ସୋସିଆଲ୍…

ତିନୋଟି ବ୍ଯାଙ୍କରେ ବଢ଼ିଲା ସୁଧହାର, ଘର, ଗାଡ଼ି ଏବଂ ଅନ୍ଯାନ୍ଯ ଲୋନରେ ବଢ଼ିବ ଇଏମଆଇ

ନୂଆଦିଲ୍ଲୀ : ଦେଶର ତିନୋଟି ବଡ଼ ବ୍ଯାଙ୍କ ଟେଷ୍ଟ ବ୍ଯାଙ୍କ ଅଫ ଇଣ୍ଡିଆ (ଏସବିଆଇ), ଆଇସିଆଇସିଆଇ ଏବଂ ଏଚଡ଼ିଏଫସି ନିଜର ସୁଧରେ ମୂଲ୍ଯ ବଢ଼ାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏସବିଆଇ ସୁଧହାରରେ ୦.୫ ପ୍ରତିଶତ, ଆଇସିଆଇସିଆଇ ୦.୧୦ ପ୍ରତିଶତ ଏବଂ ଏଚଡ଼ିଏଫସି ୦.୧୦ ବଢ଼ାଯାଇଛି। ଏହି ବ୍ଯାଙ୍କ ଗୁଡ଼ିକ…

ଅନ୍‌ଲାଇନ୍‌ ସପିଂ କରୁଛନ୍ତି କି!! ହୋଇପାରନ୍ତି ଠକାମୀର ଶିକାର, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ   

ନୂଆଦିଲ୍ଲୀ : ବର୍ତ୍ତମାନ ଅନେକ ବ୍ୟକ୍ତି ନିଜର ସମୟ ବଞ୍ଚାଇବା ପାଇଁ ଅନ୍‌ଲାଇନ୍‌ ସପିଂ ପ୍ରତି ଆକୃଷ୍ଠ ହେଉଛନ୍ତି । ତେବେ ଅନଲାଇନ୍‌ ରିଟେଲର  ଆପ୍‌ ନିଜର ଗ୍ରାହକଙ୍କୁ  ନିଜ ସହ ଯୋଡ଼ି ରଖିବା ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ମଧ୍ୟ ଦେଇଥାନ୍ତି । ଏପରିକି 'ଫ୍ଲାସ୍‌ ସେଲ୍‌' ନାମରେ…