Browsing Category

ବ୍ୟବସାୟ ଓ ଅର୍ଥନୀତି

ଭାରତ ବଜାରରେ ଲଞ୍ଚ ହେଲା ଆଭିଏଟର୍ ୨୦୧୮ ମଡ଼େଲ୍

ନୂଆଦିଲ୍ଳୀ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଏହାର ନୂଆ ଆଭିଏଟର ମଡ଼େଲ ଲଞ୍ଚ କରିଛି। ଏହି ନୂଆ ମଡ଼େଲରେ କମ୍ପାନି ଅନେକ ନୂତନ ଫିଚର ଅପଡ଼େଟ କରିଛି ଯାହା ଏହାକୁ ଅଧିକ ଆକର୍ଷଣୀୟ କରିଛି। ହୋଣ୍ଡା ଆଭିଏଟରର ନୂଆ ମଡ଼େଲରେ ଏଲିଡ଼ ହେଡ଼ ଲ୍ୟାମ୍ପ ସହ ପ୍ରୋଜେସନ ଲ୍ୟାମ୍ପ ରହିଛି। ଫୋର ଇନ…

ଆଜିଠାରୁ ଲାଗୁ ହେଲା ନୂଆ ଜିଏସଟି ରେଟ୍ : ସାନିଟାରୀ ନାପକିନ୍ ସହ କମିଲା ଏହି ସବୁ ଉପକରଣର ଦାମ୍

ନୂଆଦିଲ୍ଲୀ : ଆଜିଠାରୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ରେଟ୍ । ପୂର୍ବ ସପ୍ତାହରେ ଜିଏସଟି ପରିଷଦ ପକ୍ଷରୁ ହୋଇଥିବା ବୈଠକରେ ୮୫ଟି ଉପକରଣର ବଦଳାଯାଇଛି ଜିଏସଟି ରେଟ୍ । ଏବେ ଆସନ୍ତୁ ଜାଣିବା ନୂଆ ଜିଏସଟି ରେଟ୍ ଲାଗୁ ହେବା ପରେ ଆପଣଙ୍କ ପକେଟ୍ ଉପରେ କି ପ୍ରଭାବ ପଡିବ ।…

୩୭ ହଜାର ୧୯୨ ପଏଣ୍ଟ ଟପିଲା ସେନସେକ୍ସ

ନୁଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ। ଲଗାତାର ଦ୍ୱିତୀୟ ଦିନ ପାଇଁ ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତର ଛୁଇଁଲା ସେନସେକ୍ସ। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୭ ହଜାର ପାର କରିଛି। ବିଏସଇ ସୂଚକାଙ୍କ ୨୧୨ ଦଶମିକ ୧୮ ପଏଣ୍ଟ ବୃଦ୍ଧି ପାଇ ୩୭ ହଜାର ୧୯୨ ପଏଣ୍ଟ…

ଫେସବୁକ୍‌କୁ ବଡ଼ ଝଟକା : ୧୨୦ ଅରବ ଡ଼ଲାରର ହେଲା କ୍ଷତି

ନୂଆଦିଲ୍ଲୀ : ନିଜର ପ୍ରାଇଭେସି ପଲିସିକୁ ନେଇ ବିବାଦରେ ରହିଥିବା ସୋସିଆଲ ମିଡ଼ିଆ ଫେସବୁକକୁ ଗୁରୁବାର ଦିନ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଛି। ବାରାମ୍ବାର ବିଭିନ୍ନ ପ୍ରକାରର ନିୟମ ଏବଂ ପଲିସି ବଦଳୁଥିବାରୁ ତ୍ରିମାସିକ ସେଲ୍ସ ଶେୟାରରେ ୨୦ ପ୍ରତିଶତ ଐତିହାସିକ କ୍ଷତି ସହିବାକୁ ପଡ଼ିଛି।…

ବଦଳିବ ଟ୍ଵିଟର ନିୟମ : ୩ ଘଣ୍ଟାରେ ୩୦୦

ନୂଆଦିଲ୍ଲୀ : ଫେକ୍‌ ନ୍ୟୁଜ୍‌ ରୋକିବାକୁ ପ୍ରୟାସ ଟ୍ଵିଟର । ଏଥିପାଇଁ ବଦଳିବ ଟ୍ଵିଟର ନିୟମ । ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟର ନୂଆ ନୀତି ଅନୁଯାୟୀ ସୀମା ନିର୍ଦ୍ଧାରଣ ହେବ । ଜଣେ ୟୁଜର୍‌ ତିନି ଘଣ୍ଟାରେ ୩ ଶହ ଟ୍ଵିଟ୍‌ କିମ୍ବା ରିଟ୍ଵିଟ୍‌ କରି ପାରିବ । ୨୪ ଘଣ୍ଟା ଭିତରେ ମାତ୍ର ୧ ହଜାର…

ଭେସ୍ପା ନୋଟ୍ : ଭାରତ ବଜାରରେ ଲଞ୍ଚ କଲା ଭେସ୍ପା ୧୨୫ ସିସି ସ୍କୁଟର

ନୂଆଦିଲ୍ଳୀ : ସ୍କୁଟର ର୍ନିମାତା କମ୍ପାନୀ ପାଜିଓ ଏହାର ନୂତନ ସ୍କୁଟର ଭେସ୍ପା ନୋଟ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାକୁ ସଂପୂର୍ଣ୍ଣ ନୂଆ କଳା ଥିମରେ ପ୍ରସ୍ତୁତ କରାଯାଇଛି। କମ୍ପାନି ସୂଚନା ଅନୁଯାୟୀ, ଭାରତରେ ଏହି ସ୍କୁଟରକୁ ମାତ୍ର ୨ହଜାର ଟଙ୍କା ଆଡ଼ଭାନ୍ସ ପେମେଣ୍ଟରେ ବୁକ୍ କରାଯାଇ…

ରେକଡ଼ ସ୍ତରରେ ସେନସେକ୍ସ

ନୂଆଦିଲ୍ଲୀ : ସେୟାର ବଜାରରେ ଉତ୍ସାହ। ଆଜି କାରବାର ଆରମ୍ଭରୁ ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ ସ୍ତର ଛୁଇଁଛି ସେନସେକ୍ସ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୭ ହଜାରରେ ପହଞ୍ଚିଛି । ସେହିପରି ନିଫଟି ପହଞ୍ଚିଛି ୧୧୧୭୬ ପଏଣ୍ଟରେ । ଆଜି ୩୬ ହଜାର ୯୨୮ ପଏଣ୍ଟରୁ ସେନସେକ୍ସ କାରବାର ଆରମ୍ଭ…

ପ୍ରତି ମାସରେ ୫ ରୁ ୧୦ ଲକ୍ଷ ରୋଜଗାର କରିବାର ସୁଯୋଗ : ଅମୂଲ ଆଣିଛି ଦମଦାର ଅଫର୍

ଦମଦାର ଅଫର ଆଣିଛି ଲୋକପ୍ରିୟ ଡାଏରୀ ପ୍ରଡକ୍ଟ ଅମୂଲ୍ । ଯେଉଁଲୋକ ଅଳ୍ପ ଟଙ୍କାରେ ଅଧିକ ଭଲ କାରବାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଅବସର ଆଣିଦେଇଛି ଅମୂଲ୍ । ଅମୂଲ ଦାବି କରିଛି ଯେ ତାଙ୍କ କମ୍ପାନୀ ସହ ଯୋଡି ହୋଇ ପ୍ରତିମାସରେ ୫ ରୁ ୧୦ ଲକ୍ଷ ପର୍ୟ୍ୟନ୍ତ ଟଙ୍କା ରୋଜଗାର…

ମାତ୍ର ୨୩୩୨ ଟଙ୍କାରେ ମିଳିବ ୨୦ଲକ୍ଷ ପର୍ୟ୍ୟନ୍ତ କ୍ୟାନ୍ସର୍ କଭର୍ : ଚେକ୍ କରନ୍ତୁ ଏହି ୪ଟି ବୀମା କମ୍ପାନୀର ବେଷ୍ଟ…

କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ନପଡିବାକୁ ଆମେ ସମସ୍ତେ ଚାହୁଁ । କିନ୍ତୁ ବର୍ତ୍ତମାନ ସମୟରେ ଯେମିତି କାୟା ମେଲାଇ ଚାଲିଛି କ୍ୟାନ୍ସର । ଏହି ରୋଗ ରୋଗୀକୁ ନା କେବଳ ଶାରୀରିକ ଏବଂ ମାନସିକ ସ୍ତରରେ ଭାଙ୍ଗିଦିଏ ବରଂ ରୋଗୀଙ୍କ ଆର୍ଥିକ ସ୍ଥତିରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । କାରଣ କ୍ୟାନ୍ସରର…

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍। ୪ଟି ନୂଆ ବ୍ରଡବ୍ୟାଣ୍ଡ ସେବାର ପ୍ରଚଳନ ହୋଇଛି। ସେସବୁ ପ୍ଲାନରେ ଗ୍ରାହକଙ୍କୁ ମିଳିବ ୨୦ ଏମବିପିଏସ୍ ସ୍ପିଡ଼ ପର୍ୟ୍ୟନ୍ତ ଡ଼ାଉନଲୋଡ଼ ସୁବିଧା। ବିବିଜି କମ୍ବୋ ୪୫ ଜିବି, ୧୫୦ ଜିବି, ୩ଶହ ଜିବି, ୬ଶହ ଜିବି ପ୍ଲାନ ଆଣିଛି ବିଏସ୍ଏନ୍ଏଲ୍।…

ଫେସବୁକରେ ଆଧାର ଲିଙ୍କ : ୧୩ ବର୍ଷରୁ କମ ଗ୍ରାହକଙ୍କ ଆକାଉଣ୍ଟ ହେବ ଲକ୍

ନୂଆଦିଲ୍ଲୀ : ସୋସିଆଲ ନେଟୱାର୍କଂ ୱେବସାଇଟ୍ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ନିଜର ୟୁଜର୍ସ ପଲିସିରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। କମ୍ପାନି ଏବେ କମ ବୟସ ଗ୍ରାହକଙ୍କ ଉପରେ ଖାସ ନଜର ରଖିବ। ଏନେଇ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଆକାଉଣ୍ଟ କରିବାକୁ ହେଲେ ଗ୍ରାହକଙ୍କୁ ନିଜର ଅଫିସିଆଲ୍ ଫଟୋ…

ବାରମ୍ବାର ପଡ଼ିଲେ ମଧ୍ୟ ଭାଙ୍ଗିବ ନାହିଁ ସ୍ମାର୍ଟଫୋନ୍ ଡ଼ିସପ୍ଲେ

ନୂଆଦିଲ୍ଲୀ : ଅନେକ ସମୟରେ ବହୁ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ହାତରୁ ଖସିଯାଇଥାଏ ସ୍ମାର୍ଟଫୋନ୍। ଯାହା ଫଳରେ ଡ଼ିସପ୍ଳେ ଖରାପ ଏବଂ ଭାଙ୍ଗିବା ଆଦି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏବେ କିନ୍ତୁ ଏହି ଅସୁବିଧାର ସମାଧାନ ବାହାର କରିଛି ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନି କର୍ଣ୍ଣିଂ।…