Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ନୋଟ୍‌ବନ୍ଦୀ ଓ ଜିଏସ୍‌ଟି ପରେ ଘରୋଇ ସଞ୍ଚୟ କ୍ଷେତ୍ର ପ୍ରଭାବିତ

ନୂଆଦିଲ୍ଲୀ : ନୋଟ୍‌ବନ୍ଦୀ ଓ ଜିଏସ୍‌ଟି ଲାଗୁ ହେବା ପରେ ଦେଶର ଘରୋଇ ସଞ୍ଚୟ କ୍ଷେତ୍ର ପ୍ରଭାବିତ ହୋଇଛି । ୨୦୧୬-୧୭ରେ ଏଥିରେ ୧.୫୩ ପ୍ରତିଶତ ହ୍ରାସ ପାଇଛି । ଘରୋଇ କ୍ଷେତ୍ରରେ ସବୁଠୁ ଅଧିକ ସଞ୍ଚୟ ଦେଶର ଆର୍ଥିକ ବ୍ୟବସ୍ଥାରେ ଯୋଗଦାନ ରହିଥାଏ । ୨୦୧୨ରୁ ୨୦୧୭ ମଧ୍ୟରେ ଘରୋଇ ସଂଚୟ ୨୩.୬…

ବିଦେଶ ରାସ୍ତାରେ ଧୁମ୍ ମଚାଉଛି ଭାରତରେ ନିର୍ମିତ ଏହି କାର

ଦୁନିଆରେ ଅନେକ ବଡ଼ବଡ଼ କାର କମ୍ପାନୀ ଭାରତକୁ ଏହାର ମେନୁଫେକଚରିଂ ହବ କରିଛନ୍ତି। ଏହି କାରଣରୁ ଆମେରିକାର ସବୁଠାରୁ ବଡ଼ କମ୍ପାନୀ ଫୋର୍ଡ଼, ଫୋକ୍ସୱାଗନ୍ , ହୁଣ୍ଡାଇ ଭାରତରେ ବହୁମାତ୍ରାରେ ଇନଭେଷ୍ଟମେଣ୍ଟ କରୁଛନ୍ତି। ଖାଲି ତାହା ନୁହଁ କିଛି କାର କମ୍ପାନୀ ଗୁଡ଼ିକର କାର ଭାରତରୁ ଅଧିକ ବିଦେଶରେ…

ସ୍ୱାଧୀନତା ଦିବସ ଅବସରରେ ବିଏସଏନଏଲ୍ ଆଣିଛି ଫ୍ରିଡମ୍ ଅଫର-ଛୋଟା ପ୍ୟାକ୍

ସ୍ୱାଧୀନତା ଦିବସ ଅବସରରେ ବିଏସଏନଏଲ୍ ଆଣିଛି ଫ୍ରିଡମ୍ ଅଫର-ଛୋଟା ପ୍ୟାକ୍ । ଏଥିରେ ଦୁଇଟି ପ୍ଲାନ ରହିଛି । ପ୍ରଥମଟିରେ ୯ ଟଙ୍କା ଦେଇ ଜଣେ ଗ୍ରାହକ ଗୋଟିଏ ଦିନ ପାଇଁ ଅନଲିମିଟେଡ୍ କଲ୍ ସୁବିଧା ସହ ୨ଜିବି ଡାଟା ପାଇବେ । ଶହେଟି ଏସଏମଏସ୍ ମାଗଣା ରହିଛି। ଦ୍ୱିତୀୟ ପ୍ଲାନ୍ରେ ୨୯ ଟଙ୍କା ଦେଇ…

୧୪ ଅଗଷ୍ଟ ରାତି ୧୨ଟା ପରେ ଦେଶରେ ହେବାକୁ ଯାଉଛି ଏହି ୫ଟି ପରିବର୍ତ୍ତନ

୭୨ତମ ସ୍ବାଧିନତା ଦିବସରେ ସାଧାରଣ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ତାଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ରହିଛି। ଏହା ମଧ୍ୟରେ ସବୁଠୁ ମହତ୍ତ୍ବପୂର୍ଣ୍ଣ ହେଉଛି ଟ୍ରେନ୍ ସମୟରେ ପରିବର୍ତ୍ତନ। ଯେଉଁ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବା ଆସିବା କରୁଛନ୍ତି ବା ଅଗଷ୍ଟ ୧୫…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣି ହ୍ରାସ : ପ୍ରଥମ ଥର ୭୦ ଟଙ୍କା ଟପିଲା ବିନିମୟ ମୂଲ୍ୟ

ନୂଆଦିଲ୍ଳୀ : ଆମେରିକା ମୁଦ୍ରା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣି ହ୍ରାସ ପାଇଛି। ପ୍ରଥମ ଥର ପାଇଁ ୭୦ ଟଙ୍କା ଟପିଛି ବିନିମୟ ମୂଲ୍ୟ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ୭୦ ଟଙ୍କା ୮ ପଇସାରେ ପହଞ୍ଚିଛି। ଟଙ୍କାର କାରବାର ଆଜି ଡଲାର ତୁଳନାରେ ୬୯ ଟଙ୍କା ୮୪ ପଇସାରୁ ଆରମ୍ଭ…

ପୁସ୍ ନୋଟିଫିକେସନ୍ ଯୋଗୁଁ ଚିନ୍ତିତ ଅଛନ୍ତି କି ? ଡେସ୍କଟପ୍ ହେଉ ବା ମୋବାଇଲ୍ , ଏମିତି ପାଆନ୍ତୁ ମୁକ୍ତି

ଆପଣଙ୍କ ସ୍ମାଟଫୋନ୍ ହେଉ ବା କମ୍ପ୍ୟୁଟର୍, ଅନେକ ୱେବସାଇଟ୍ ନିଜ ଅପଡେଟ୍ସ ପଠାଇବା ପାଇଁ ପୁସ୍ ନୋଟିଫିକେସନ୍ ବ୍ୟବହାର କରିଥଲେ । ୟୁଜର୍ ଯଦି ଥରେ ଏହାକୁ ସବସ୍କ୍ରାଇବ୍ କରି ନିଅନ୍ତି ତେବେ ଏହି ସବୁ ୱୋବସାଇଟ୍ କୌଣସି ଖବର, ଇଭେଂଟ୍ ଏବଂ ଆକ୍ଟିଭିଟିର ଆଲର୍ଟ ପଠାଇଥାନ୍ତି । ହେଲେ ଅନେକ…

ଜିଓ ବ୍ରଡ଼ବ୍ୟାଣ୍ଡ ଓ ଟିଭି ୧୫ ଅଗଷ୍ଟରୁ, ୫୦୦ ଟଙ୍କା ହୋଇପାରେ ପ୍ଳାନର ଦାମ

ରିଲାଏନ୍ସ ଜିଓ ଗିଗାଫାଇବର ପାଇଁ ରେଜିଷ୍ଟ୍ରେସନ ଆସନ୍ତା ୧୫ ଅଗଷ୍ଟରୁ ଆରମ୍ଭ ହେଉଛି । ରିପୋର୍ଟ ମୁତାବକ ରିଲାଏନ୍ସର ଏହି ପ୍ଳାନର ଆରମ୍ଭ ୫୦୦ ଟଙ୍କାରୁ ହୋଇପାରେ । ୫୦୦ ଟଙ୍କାରେ ବ୍ୟବହାରକାରୀଙ୍କୁ ଅଲଟ୍ରା ହାଇସ୍ପିଡ଼ ଇଣ୍ଟରନେଟ ସହ ଇଣ୍ଟରନେଟ ଟିଭି ସର୍ଭିସ ମଧ୍ୟ ମିଳିପାରିବ ।…

ବ୍ୟବସାୟ ଆରମ୍ଭ ପୂର୍ବରୁ କରନ୍ତୁ ଏହି ୫ କାମ : କେବେ ବି ହେବେ ନାହିଁ ଫେଲ୍

ସମସ୍ତେ ଚାକିରି କରିବାକୁ ପସନ୍ଦ କରିନଥାନ୍ତି । କିଛି ଲୋକ ଥାନ୍ତି ନିଜର ଏକ ବ୍ୟବସାୟ କରିବାକୁ ଚାହାଁନ୍ତି । ତେଣିକି ଏହା ଛୋଟ ହେଉ ବା ବଡ । ହେଲେ ବ୍ୟବସାୟରେ ଫେଲ୍ ହେବାର ଭୟ ଅନେକଙ୍କୁ ପଛକୁ ଟାଣିଥାଏ । ଆପଣ ଯଦି ସଫଳ ବ୍ୟବସାୟୀ ହେବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଜଣାଇବୁ ୭ଟି…

ସାବଧାନ୍ ! ଏହି ୫ଟି ବଡ଼ ମିଛ କହିଥାନ୍ତି ବୀମା କମ୍ପାନୀ . . .ପଲିସି ନେବା ସମୟରେ ଧ୍ୟାନ ଦିଅନ୍ତୁ

ବୀମା ପଲିସି କରିବା ସମୟରେ ଏଜେଂଟ୍ ମାନେ ବିଭିନ୍ନ କଥା କହିଥାନ୍ତି । ଆଉ ସେମାନଙ୍କ କଥା ଶୁଣି ଭଲ ଖରାପ ଚିନ୍ତା ନକରି ଲୋକମାନେ ପଲିସି କରିନେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ବୀମା କମ୍ପାନୀ ୫ଟି ମିଛ କଥା କହିଥାନ୍ତି । ନଜର ପକାନ୍ତୁ କଣ ଏହି ମିଛ । ମିଛ ୧ : ଏହା ଏକ ଭଲ ନିବେଶ…

ଏଟିଏମ୍ କାର୍ଡ଼କୁ ନେଇ ଏସବିଆଇ କଲା ବଡ଼ ଘୋଷଣା : ଶୀଘ୍ର ବଦଳାନ୍ତୁ ନଚେତ୍ ଭୋଗିପାରନ୍ତି ଅସୁବିଧା

ଦେଶର ସବୁଠାରୁ ବଡ଼ ବ୍ଯାଙ୍କ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଏଟିଏମ୍ କାର୍ଡ଼କୁ ନେଇ ଏକ ବଡ଼ ନିର୍ଣ୍ଣୟ ନେଇଛି। ବ୍ଯାଙ୍କ ତାହାର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍ କରି ଗ୍ରାହକଙ୍କୁ ସୂଚନା ପ୍ରଦାନ କରିଛନ୍ତି।ଏଥି ଅନ୍ତର୍ଗତ ପୁରୁଣା ମ୍ଯାଗ୍ନେଟିକ୍ ଡ଼େବିଡ଼୍ କାର୍ଡ଼କୁ ୨୦୧୮ ମସିହାର…

ଟୋୟୋଟା ଫଚ୍ୟୁନର, ଫୋର୍ଡ଼ ଏଡ଼ିବରକୁ ଟକ୍କର ଦେବ ନିସାନ୍ ଟେରା

ନୂଆଦିଲ୍ଳୀ : ନିସାନ୍ ଇଣ୍ଡିଆ ଏବେ ଭାରତରେ ଅଧିକ ମାତ୍ରାରେ ବଢ଼ୁଥିବା ଏସୟୁଭି ମାର୍କେଟ ଉପରେ ଫୋକସ କରୁଛି। କମ୍ପାନୀ ଭାରତରେ ନୂଆ ମହଙ୍ଗା ଏସୟୁଭି ଲଞ୍ଚ କରିବାକୁ ଯାଉଛି ଯାହା ଟୋୟୋଟା ଫଚ୍ୟୁନର, ଫୋର୍ଡ଼ ଏଡ଼ିବରକୁ ଟକ୍କର ଦେବ। ଏହା ନୂଆ ଏସୟୁଭି ନିସାନ ଟେରା ହୋଇପାରେ ବୋଲି ଅନ୍ଦାଜା…

ବଜାରକୁ ଆସିବା ଆଗରୁ ବିବାଦରେ ବଜାଜ୍ କ୍ଯୁଟ୍

ନୂଆଦିଲ୍ଳୀ : ବଜାଜ୍ ଅଟୋ ଚଳିତ ବର୍ଷ ସେପ୍ଟମ୍ବର ରୁ ଅକ୍ଟୋବର ମଧ୍ୟରେ ତାହାର ନୂଆ ଗାଡ଼ି କ୍ଯୁଟ୍ ଲଞ୍ଚ କରିବା ପାଇଁ ଯାଉଛି। କିନ୍ତୁ ସୂଚନା ଅନୁଯାୟୀ, ଏହି ଗାଡ଼ି ଏକ୍ସପ୍ରେସ-ୱେ ଉପରେ ଚାଲିପାରିବ ନାହିଁ। କାରଣ ଦେଶରେ quadricycle ଫରମାଟର୍ଟ ରେ ପ୍ରସ୍ତୁତ ହୋଇଥିବା ଏହା ପ୍ରଥମ ଗାଡ଼ି। ୬…