Browsing Category

ବ୍ୟବସାୟ ଓ ଅର୍ଥନୀତି

ଭାରତୀୟ ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପର ବଡ଼ ନିଷ୍ପତ୍ତି : ଏଣିକି କେବଳ ୫ଟି ଗ୍ରୁପକୁ ପଠାଇପାରିବେ ମେସେଜ୍

ନିଜ ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ହ୍ବାଟ୍ସଆପ୍ । ଗୁଜବ ପାଇଁ ଲଗାତାର ନୀରିହ ଜୀବନ ଯାଉଛି । ଯାହାର ମୂଳରେ ରହିଛି ହ୍ବାଟ୍ସଆପ୍ ଭିଡିଓ ଏବଂ ମେସେଜ୍ । ତେଣୁ ଏପରି ସବୁ ଗୁଜବକୁ ରୋକିବା ପାଇଁ କମ୍ପାନୀ ଏକ ନୂଆ ଫିଚର ଟେଷ୍ଟ କରୁଛି । ଯଦି ଏହି ଫିଚର ସଫଳ ହୁଏ ତେବେ…

ସାମ୍ନାକୁ ଆସିଲା ନୂଆ ୧୦୦ଟଙ୍କିଆ ନୋଟର ଫଟୋ : ପକେଟକୁ ଆସିବା ଆଗରୁ ଜାଣନ୍ତୁ କେମିତି ଚିହ୍ନିବେ ଅସଲି ଓ ନକଲି 

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଜାରକୁ ଆସିବ ନୂଆ ୧୦୦ ଟଙ୍କିଆ ନୋଟ୍ । ବାଇଗଣୀ ରଙ୍ଗର ଏହି ନୂଆ ନୋଟର ଫଟୋ ଜାରି କରିଛି ଆରବିଆଇ । ୧୦୦ ଟଙ୍କିଆ ଏହି ନୂଆ ନୋଟ୍ ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବ । ନୂଆ ୧୦୦ ଟଙ୍କିଆ ନୋଟରେ ଗୁଜୁରାଟର ରାଣୀ କି ଭାବର ଚିତ୍ର ରହିବ। ନୂଆ ନୋଟ୍ ପୁରୁଣା…

ବଜାରକୁ ଆସିଲା ଏମଆଇର ଆଉ ଏକ ସ୍ମାର୍ଟଫୋନ : ଆସନ୍ତୁ ଜାଣିବା କଣ ରହିଛି ଫିଚର

ନୂଆଦିଲ୍ଳୀ : ସାଓମି ତାହାର ଫେବଲେଟ ସିରିଜରେ ଏକ ନୂତନ ମଡ଼େଲ ଏମଆଇ ମ୍ୟାକ୍ସ ୩ ଲଞ୍ଚ କରିବାକୁ ଯାଉଛି। ଏହାକୁ ଚାଇନାରେ ଆୟୋଜିତ ହେବାକୁ ଥିବା ଏକ ଇଭେଣ୍ଟରେ ଭାରତୀୟ ସମୟନୁଯାୟୀ ସନ୍ଧ୍ୟା ୫ଟାରେ ଲଞ୍ଚ କରାଯିବାର ସୂଚନା ରହିଛି। ତେବେ ଲଞ୍ଚ ପୂର୍ବରୁ ହିଁ ମୋବାଇଲଟିର ଅନେକ ଫିଚର ଏବଂ…

ମୁକେଶ ଅମ୍ବାନୀ ଧନୀ ତ ଅଟନ୍ତି, କିନ୍ତୁ କଣ ଆପଣ ଜାଣନ୍ତି ପ୍ରକୃତରେ ସେ କେତେ ଧନୀ ?

ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତି ଏକଥା ସମସ୍ତେ ଜାଣନ୍ତି । ପ୍ରତିବର୍ଷ ଫୋର୍ବସ୍ ଧନୀ ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରସ୍ତୁତ କରେ । ଆଉ ଭାରତ ତରଫରୁ ମୁକେଶ ଅମ୍ବାନୀ ସବୁବେଳେ ତାଲିକାର ଶୀର୍ଷରେ ଥାନ୍ତି । ସମୟ ଏମିତି ହେଲାଣି ଯେ ଏବେ ଆଉ ଏ କଥା ଖବର ପରି ଲାଗୁନି । ମୁକେଶଙ୍କ…

ଖୁବ୍ ଶୀଘ୍ର ଆସିବ ନୂଆ ୧୦୦ଟଙ୍କିଆ ନୋଟ୍ : ଜାଣନ୍ତୁ କଣ ରହିଛି ବିଶେଷତ୍ବ

ନୂଆଦିଲ୍ଲୀ : ଗତ ଦୁଇ ବର୍ଷ ହେଲା ପ୍ରାୟତଃ ସମୟ ବ୍ୟବଧାନରେ ଭାରତୀୟ ମୁଦ୍ରାର ରଙ୍ଗରୁପ ବଦଳିବାରେ ଲାଗିଛି। ୨୦୦୦, ୫୦୦, ୨୦୦, ୧୦ ଟଙ୍କିଆ ନୋଟ ପରେ ବର୍ତ୍ତମାନ ୧୦୦ ଟଙ୍କା ନୋଟ ମଧ୍ୟ ବଦଳିବାକୁ ଯାଉଛି। ଏହା ବିଷୟରେ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ନୂଆ ନୋଟର ରଙ୍ଗ…

ବିଶ୍ବ ଇମୋଜି ଦିବସ : ଲଞ୍ଚ ହେଲା ୭୦ଟି ନୂଆ ଇମୋଜି

ନୂଆଦିଲ୍ଲୀ : ବର୍ତ୍ତମାନର ଡ଼ିଜିଟାଲ ଦୁନିଆରେ ନିଜ ଭାବ ବ୍ୟକ୍ତ କରିବାର ଏକ ମାଧ୍ୟମ ପାଲଟିଛି ଇମୋଜି। ଅଜଣାତରେ ଇମୋଜି ଆମ ଜୀବନରେ ଏକ ଖାସ ସ୍ଥାନ ନେଇଛି। ଧିରେ ଧିରେ ଆମ ଜୀବନରେ ଏକ ବିଶେଷ ଅଂଶ ପାଲଟିଛି ଏହା। ତାହା ବିନା ଜୀବନ ସ୍ବାଦହୀନ ତଥା ଅଯଥା ଲାଗିବ। କହିବାକୁ ଗଲେ ଶବ୍ଦକୁ କମ…

ୟାହୁ ମେସେଞ୍ଜର ଆଉ କରିପାରିବେ ନାହିଁ ବ୍ୟବହାର

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ବହୁ ଭଲ ଭାବେ ଚାଲିଥିବା ୟାହୁ ମେସେଞ୍ଜର ଆଜି ଅର୍ଥାତ ୧୭ ଜୁଲାଇରୁ ବନ୍ଦ ହେବା ପାଇଁ ଯାଉଛି। କିଛି ଦିନ ପୂର୍ବେ ଖୋଦ୍ କମ୍ପାନୀ ଏହା ବିଷୟରେ ଆଧିକାରକ ଭାବେ ଘୋଷଣା କରିଛି। ସେତେବେଳ ପର୍ୟ୍ୟନ୍ତ ଆପଣ କିଛି ପରିମାଣରେ ଏହାକୁ ଚଳାଇପାରିବେ। କାରଣ…

ଫ୍ଳିପକାଟର ବିଗ୍ ବିଲିୟନ୍ ଅଫର : ଏଥିରେ ଆପଣଙ୍କୁ ମିଳିବ ଦୁବାଇ ବୁଲିବାର ମଉକା

ନୂଆଦିଲ୍ଲୀ : ଫ୍ଳିପକାଟ୍ ଏହାର ବିଗ୍ ବିଲିୟନ୍ ଅଫର ସହ ଆଉଥରେ ଫେରିଛି। କମ୍ପାନୀର ଏହି ସେଲ୍ ୧୬ ଜୁଲାଇ ଅର୍ଥାତ୍ ଆଜି ସନ୍ଧ୍ୟା ୪ଟାରୁ ଆରମ୍ଭ ହେବାକୁ ଯାଉଛି। ଏହି ସେଲରେ ଭିବୋ, ସାମସଙ୍ଗ, ଗୁଗୁଲ ସମେତ ଅନ୍ୟନ୍ୟ କମ୍ପାନୀର ମୋବାଇଲରେ ଧମାକେଦାର ରିହାତି ଅଫର ରହିଛି। ଏହି ସେଲରେ ଗୁଗୁଲ…

ସବୁ ସମସ୍ୟାର ସମାଧାନ ଏସବିଆଇର ଏହି ଆପ୍ !!

ନୂଆଦିଲ୍ଳୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ (ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ) ନିଜର ଗ୍ରାହକଙ୍କ ପାଇଁ ଏକ ଉପହାର ଆଣିଛି। କିଛି ଦିନ ପୂର୍ବେ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଏସବିଆଇ ୟୋନୋ ନାମକ ଏକ ଆପ୍ ଲଞ୍ଚ କରିଥିଲା। ଏହି ଆପ୍ ଜରୀଆରେ ଆପଣ ନିଜର ନିତ୍ୟ…

ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି ହେଲେ ଏହାକୁ ନେଇ ଏହି କଥା ନିଶ୍ଚୟ ଜାଣିନଥିବେ !

ବର୍ତ୍ତମାନର ଯୁଗରେ ବହୁ କମ ଲୋକ ବାକି ଥିବେ ଯେଉଁମାନଙ୍କ ମୋବାଇଲରେ ହ୍ବାଟ୍ସଆପ ମେସେଞ୍ଜର ନଥିବ। ଏବେ ସାଧାରଣ ଜୀବନରେ ଏକ ଜରୁରୀ ଅଂଶ ପାଲଟିଛି ଏହି ଆପ୍। ଭାରତରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ଏହି ମେସେଞ୍ଜର ଆପ୍ ବ୍ୟବହାର କରୁଛନ୍ତି। ଦୈନିନ୍ଦିନ ଜୀବନରେ ବହୁଳ ଭାବେ ଆପକୁ ବ୍ୟବାହାର…

ମୁକେଶ ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି !

ନୂଆଦିଲ୍ଳୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଡ଼େଟର ମୁଖ୍ୟ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ଭାବେ ବିବେଚିତ ହୋଇଛନ୍ତି। ଏପରିକି ମୁକେଶ ଏବଂ ଏସିଆର ସବୁଠାରୁ ଧନୀ ଭାବେ ଜଣାଯାଉଥିବା ଜାକ୍ ମା ତାଙ୍କ ଠାରୁ ୩ଲକ୍ଷ ଡ଼ଲାରରେ ଅଧିକ ରହିଛନ୍ତି। ମୁକେଶ ଭାରତର ସବୁଠାରୁ ଧନୀ ମାନଙ୍କ ମଧ୍ୟରେ…

ୟୁଟ୍ୟୁବ ଟୁଲ୍ ! ଭିଡ଼ିଓ କପି ହେଲେ ତୁରନ୍ତ ନିର୍ମାତା ପାଇବେ ସୂଚନା

ନୂଆଦିଲ୍ଲୀ : ୟୁଟ୍ୟୁବ୍ କମ୍ପାନୀ ଭିଡ଼ିଓ ନିର୍ମାତାଙ୍କ ପାଇଁ ଏକ ଖୁସି ଖବର ଆଣିଛି। କମ୍ପାନୀ ଏକ ନୂଆ ଟୁଲ ପ୍ରସ୍ତୁତ କରିଛି, ଯାହା ଦ୍ବାରା ଭିଡ଼ିଓ ଚୋରୀ ହେଉଥିଲେ ନିର୍ମାତାଙ୍କୁ ତାହାର ସୂଚନା ମିଳିଯିବ। ଏହି ଟୁଲର ନାମ “କପିରାଇଟ୍ ମ୍ୟାଚ୍ ଟୁଲ” ରଖାଯାଇଛି। ଏହା ଟୁଲ ଦ୍ବାରା ଭିଡ଼ିଓ…