Below header
Browsing Category

କରୋନା ଭାଇରସ

“ବିଶ୍ୱାସ ହେଉନି ଯେ ମୋତେ କରୋନା ହୋଇଯାଇଛି” ସୋସିଆଲ ମିଡିଆରେ ନିଜର ଯନ୍ତ୍ରଣା ଜଣାଇଲେ ଡିଜେ ଡ୍ୟାନି…

ଲୋକଙ୍କ ଜୀବନରେ ଖୁସି ଭରି ଦେଉଥିବା ବ୍ରିଟେନର ୩୮ ବର୍ଷୀୟ ଡ୍ୟାନି ଶର୍ମା ଡିସ୍କ ଜ୍ୟାକି ଯିଏକି ଅନ୍ୟକୁ ଖୁସିରେ ଦେଖି ନିଜେ ଖୁସି ହୁଅନ୍ତି । ବର୍ତ୍ତମାନ୍ ତାଙ୍କୁ କରୋନାର ନଜର ଲାଗିଯାଇଛି । ତେବେ ଶେଷ ସମୟ ପର୍ଯ୍ୟନ୍ତ ସେ ନିଜର ଦୁଃଖକୁ ଫେସବୁକ ଜରିଆରେ ସେୟାର କରିଛନ୍ତି ଏବଂ ନିଜର…

କରୋନା ଲକ୍‌ଡାଉନ: ପଞ୍ଜାବରେ HUMhain ଆପ୍‌ ଔଷଧ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ କରୁଛି ହୋମ ଡେଲିଭରୀ

କରୋନା ଭାଇରସ ସଂକ୍ରମିତ ଭୟରେ ସମଗ୍ର ଭାରତ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ ହୋଇଛି। ଏମିତିରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଡର ଲାଗିରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିଛି। ଏହାଛଡା ସରକାର ସ୍ୱିଗି, ଜମାଟୋ, ଆମାଜନ ଏବଂ ଫ୍ଲିପକାର୍ଟକୁ ଡେଲିଭରୀ କରିବାର ଅନୁମତି ମଧ୍ୟ…

ଗାଡି ଚଳାଚଳ ବନ୍ଦ ପାଇଁ ଚାଲି ଚାଲି ଘରକୁ ଯାଉଥିଲେ ବ୍ୟକ୍ତି, କିନ୍ତୁ ଘରେ ପହଂଚିବା ପୂର୍ବରୁ ଚାଲିଗଲା ଜୀବନ

ଆଗ୍ରା : କାରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ୨୧ ଦିନର ଲକଡାଉନ ଲାଗୁ ହୋଇଛି। କିନ୍ତୁ ଏହି ସବୁ ଭିତରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏପରି ଏକ ଖବର ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ। ଉତ୍ତରପ୍ରଦେଶରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ…

କରୋନା ଲକ୍ ଡାଉନ୍ ମଧ୍ୟରେ ନିୟମ ଭାଙ୍ଗୁଛନ୍ତି ରଣବୀର ଆଲିଆ, ଦେଖନ୍ତୁ ଭାଇରାଲ୍ ହେଉଥିବା ଭିଡିଓ

କରୋନା ଭାଇରସ୍ କାରଣରୁ ସରକାର ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଦେଇଛନ୍ତି । ଏବେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି ଯାହାଦ୍ୱାରା ଏହି ମହାମାରୀ ସଂକ୍ରମଣକୁ କମ୍ କରାଯାଇ ପାରିବ । ତେବେ ଏହା ମଧ୍ୟରେ ବଲିଉଡର ସେଲିବ୍ରେଟି ମାନେ ମଧ୍ଯ ଘରେ ରହିଥିବାର ଅନେକ ଫଟୋ ଓ ଭିଡିଓ ସୋସିଆଲ…

କର କ୍ଲିନିକ୍‌ର ବିଦା ହୋଇଥିବା ଡାଏଲିସିସ୍‌ ରୋଗୀଙ୍କ ପାଇଁ ଏବେ ଜୀବନ ମରଣ ସମସ୍ୟା, କୌଣସି ହସପିଟାଲରେ ମିଳୁନି ଜାଗା

ଭୁବନେଶ୍ୱର (କେ ୍ୟୁଜ୍‌) : କରୋନା ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି କରୋନା ଭାଇରସ୍‌କୁ ରୋକିବାକୁ ଚେଷ୍ଟା କରିଛନ୍ତି । ହେଲେ ତା ଭିତରେ ଏମିତି କିଛି ସମସ୍ୟା ଉପୁଜୁଛି ଯେ ତାର ସମାଧାନ କରିବା ସହଜ ହେଉନାହିଁ । ଅବଶ୍ୟ ରାଜ୍ୟ…

ଉହାନ ସହରରୁ ଫେରୁଛନ୍ତି ମେଡିକାଲ ଷ୍ଟାଫ, ଖୁସି ହୋଇ ସ୍ୱାସ୍ଥ୍ୟକର୍ମିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି ଲୋକେ

ସାରା ଦୁନିଆରେ ହାହାକାର ସୃଷ୍ଟି କରିଛି କରୋନା ଭାଇରସ । ହଜାର ହଜାର ଲୋକଙ୍କୁ ବିପଦ ମୁଁହକୁ ଠେଲିଦେଇଥିବା ଚୀନର ଉହାନ ସହର ବର୍ତ୍ତମାନ ବିପଦମୁକ୍ତ । ଦୀର୍ଘ ତିନିମାସ ଧରି ସେଠାରେ ଲକଡାଉନ ଜାରୀ ହେବା ଏବଂ ସ୍ୱାସ୍ଥ୍ୟକର୍ମିଙ୍କ ଉଦ୍ୟମ ପରେ ଉହାନରୁ କରୋନା ଉଭେଇ ଯାଇଛି । ସ୍ଥିତିରେ ସୁଧାର…

ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସଙ୍କ ନୂଆ ପଦକ୍ଷେପ, ପିନ୍ଧିଲେ ‘କରୋନା ହେଲମେଟ’

ମହାମାରୀ ଭଳି କରୋନା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଚେନ୍ନାଇ ପୋଲିସ ଏକ ସ୍ୱତନ୍ତ୍ର ଉପାୟ ଆପଣାଇଛନ୍ତି। ସୂଚନା ମୁତାବକ ଜଣେ ସ୍ଥାନୀୟ କଳାକାର ଜଣେ ପୋଲିସ ଅଧିକାରୀଙ୍କ ସହ ମିଶି ଲକଡାଉନ ସମୟରେ ଲୋକମାନଙ୍କୁ ରାସ୍ତାକୁ ବାହାରିବା ରୋକିବା ପାଇଁ ଏକ…

ଲକଡାଉନ୍ ଯୋଗୁ ବିବାହ କରିପାରୁନଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, ଏହି ଉପାୟରେ କରନ୍ତୁ ଭର୍ଚୁଆଲ ୱେଡିଂ

ଲକଡାଉନ ଯଦି ଆପଣଙ୍କ ବିବାହ ଅଟକୁଛି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଏହି ସମୟରେ ଆପଣ ଭର୍ଚୁଆଲ ୱେଡିଂ ମଧ୍ୟ କରିପାରିବେ। ଟେକ୍ନୋଲୋଜି ଓ ଇଣ୍ଟରନେଟ ଯୁଗରେ ସବୁ କିଛି ସମ୍ଭବ। ଏଥିରେ ଆପଣଙ୍କ ଟଙ୍କା ମଧ୍ୟ ଖର୍ଚ୍ଚ ହେବନାହିଁ। ନ୍ୟୁଜର୍ସିର ବାସିନ୍ଦା ନଜମୁଲ ଅହମ୍ମଦ ଓ ସର୍ମିନ ଦୁନିଆର…

କରୋନା ଭାଇରସ ଲକ୍‌ଡାଉନ: ଦୁର୍ଘଟଣାରେ ଚାଲିଗଲା ୧୨ଜଣଙ୍କ ଜୀବନ

କରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଭାରତରୁ ୨୧ ଦିନ ପାଇଁ ଲକ୍‌ଡାଉନ କରିଛନ୍ତି। କିନ୍ତୁ ଏହି ଲକ୍‌ଡାଉନ କିଛି ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ଲକ୍‌ଡାଉନ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ୧୨ ଜଣ ଲୋକ ବିଭିନ୍ନ ଦୁର୍ଘଟଣାରେ…

କେମିତି ସଂକ୍ରମିତ ହୁଏ କରୋନା, ସାବଧାନ ରହିଲେ କିଛି ବି ହେବ ନାହିଁ

ବାରମ୍ବାର କୁହାଯାଉଛି କରୋନାକୁ ଡରନ୍ତୁ ନାହିଁ କି ଏଥି ପ୍ରତି ବେପରଓ୍ଵା ବା ଅବହେଳା କରନ୍ତୁ ନାହିଁ । ଏମିତିରେ ତ ବାହାରେ ବୁଲାବୁଲି ଉପରେ ରୋକ୍‌ ଲାଗିଛି । ତଥାପି ଯଦି ବାହାରକୁ କୌଣସି ଅତ୍ୟାବଶ୍ୟକ କାମରେ ଯାଉଛନ୍ତି ତେବେ ସେସବୁ ଜାଗାରେ ଥିବା ଜିନିଷପତ୍ରକୁ ଏମିତକି ବେଞ୍ଚ, ଚେୟାର…

ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଆଉ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସେହି ଲୋକମାନେ ଏହି ନମ୍ବରରେ ୦୬୭୪୨୩୯୨୧୧୫ (06742392115) କିମ୍ବା ମୋବାଇଲ ହ୍ଵାଟସ ଆପ୍‌ ନମ୍ବର ୯୪୩୮୯୧୫୯୮୬ (9438915986)ରେ ଯୋଗାଯୋଗ କରିବେ ।…

ତୃତୀୟ ପଜେଟିଭ୍‌ ବ୍ୟକ୍ତିଙ୍କ ପତ୍ନୀ ଓ ଝିଅଙ୍କର ଆସିଲା ନେଗେଟିଭ୍‌ ରିପୋର୍ଟ

ଭୁବନେଶ୍ୱର : ଡରିବାର କିଛି କାରଣ ନାହିଁ । ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପତ୍ନୀ ଓ ଝିଅଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ତାଙ୍କ ସହ ଏହି ଦୁଇ ଜଣ ଥିଲେ। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ତୃତୀୟ ଆକ୍ରାନ୍ତ ୧୧୨ ଜଣଙ୍କ…