Browsing Category

କରୋନା ଭାଇରସ

ବିଦେଶ ଭ୍ରମଣରୁ ଫେରିଥିବା ବାବା ଚାଲିଗଲେ ପରପାରିକୁ, ଛାଡ଼ିଗଲେ ୨୦ଟି ଗାଁର ଲୋକଙ୍କୁ ଏକାନ୍ତ ବାସରେ

କେନ୍ୟୁଜ୍‌(ବ୍ୟୁରୋ): ସାରା ଦେଶ କରୋନା ପାଇଁ ଲକ୍‌ଡାଉନ୍‌ । କେହି କାହା ସହ ମିଶିବେନି ସରକାରଙ୍କ କଡ଼ା ନିର୍ଦ୍ଦେଶ । ତଥାପି ଲୋକଙ୍କର ସଚେତନତା ନାହିଁ । ନିକଟରେ ଜଣେ ବାବା ଇଟାଲି ଓ ଜର୍ମାନୀ ଭ୍ରମଣ ସାରି ଫେରିଥିଲେ । ହେଲେ ନିୟମ ନମାନି ପର୍ବରେ ସାମିଲ ହୋଇଥିଲେ । ତାଙ୍କ ସହ ସାମିଲ…

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ତିନିମାସର ଦରମା ଦେବା ପରେ କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି…

କେନ୍ୟୁଜ୍(ବ୍ୟୁରୋ):  କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି ଟଙ୍କା ମଞ୍ଜୁର କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ।  ନିଜ  MPLAD ଫଣ୍ଡରୁ ଏହି ଅର୍ଥରାଶିକୁ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲା ପାଇଁ ମଞ୍ଜୁର କରିଛନ୍ତି ଡ.ସାମନ୍ତ। ପୂର୍ବରୁ ମଧ୍ୟ…

କରୋନା ବିଗାଡ଼ି ଦେଲା ରାଜ୍ୟର ଅର୍ଥନୀତି, ଅବସାଦରେ ଆସି ଆତ୍ମହତ୍ୟା କଲେ ଜର୍ମାନୀର ହେସେ ରାଜ୍ୟର ଅର୍ଥ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା ବିଗାଡିଦେଲା ରାଜ୍ୟର ଅର୍ଥନୀତି।  ଏଥିପାଇଁ ଚିନ୍ତାଗ୍ରସ୍ତ କରି ଅତ୍ମହତ୍ୟା କଲେ ଜର୍ମାନୀର ହେସେ ରାଜ୍ୟର ଅର୍ଥ ମନ୍ତ୍ରୀ ଥୋମାସ ସଫର। କରୋନା ଭାଙ୍ଗିଦେଇଥିବା ଅର୍ଥବ୍ୟବସ୍ଥାକୁ କିପରି ସଜାଡାଯିବ ସେନେଇ ଚିନ୍ତିତ ଥିଲେ ହେସେ ରାଜ୍ୟର ଏହି ୫୪ ବର୍ଷୀୟ…

ଲକ୍‌ ଡାଉନ ଯୋଗୁଁ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷାଧିକ ଓଡ଼ିଆ, ସହାୟତା ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଭିଡିଓ…

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ ଡାଉନ ଯୋଗୁ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷେରୁ ଅଧିକ ଓଡ଼ିଆ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ଲକ୍ଷାଧିକ ଲୋକ ଫସି ରହିଛନ୍ତି । ସେମାନଙ୍କ ସହାୟତା ପାଇଁ କ୍ୟାବିନେଟ୍‌ ସଚିବ ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଭିଡିଓ…

ଲକଡାଉନ ବେଳେ ମନରେଗା ଶ୍ରମିକଙ୍କୁ ୨୧ ଦିନର ଭତ୍ତା ମିଳୁ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ…

କେନ୍ୟୁଜ୍(ବ୍ୟୁରୋ): ଲକଡାଉନ ବେଳେ ମନରେଗା ଶ୍ରମିକଙ୍କୁ ସହାୟତା ମିଳୁ । ଶ୍ରମିକଙ୍କୁ ୨୧ ଦିନର ଭତ୍ତା ଦିଆଯାଉ । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୧ ଦିନର ଅଣନିଯୁକ୍ତି ଭତ୍ତା ଦେବାକୁ ପ୍ରସ୍ତାବ ଦିଆଯାଇଛି । ୩୬ଲକ୍ଷ ୧୦ହଜାର ୭୯୭…

ସନ୍ତାନ ଜନ୍ମ କରିବାର ଗୋଟିଏ ଦିନ ପୂର୍ବରୁ ଦେଶକୁ କରୋନା ଟେଷ୍ଟିଂ କିଟ୍‌ ଦେଇଥିବା ଏହି ମହିୟସୀ ମହିଳାଙ୍କୁ ଜାଣନ୍ତୁ

କର୍ମ ସମସ୍ତେ କରନ୍ତି, ତାହା ବ୍ୟକ୍ତିଗତ ହେଉ ବା ବ୍ୟବସାୟୀକ । ମାତ୍ର କର୍ମକୁ ଧର୍ମ ଭାବେ ଗ୍ରହଣ କରିଥିବା ଏମିତି କ୍ୱଚିତ୍‌ କର୍ମଚାରୀ ଦେଖାଯାଆନ୍ତି ଯିଏ ସଭିଁଙ୍କ ମଙ୍ଗଳ ପାଇଁ ନିଜର ସ୍ୱାର୍ଥକୁ ତୁଚ୍ଛ କରିଦିଅନ୍ତି । ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି ମିନାଲ୍‌ ଦାଖ୍‌ଭେ ଭୋସ୍‌ଲେ…

ଦିଲ୍ଲୀରେ ଗରିବ ଭଡ଼ାଟିଆଙ୍କ ଠାରୁ ଭଡ଼ା ଆଦାୟ ନକରିବାକୁ ମାଲିକମାନଙ୍କୁ କେଜରିଓ୍ଵାଲଙ୍କ ନିବେଦନ

୧-ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଯାହାଫଳରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଏବଂ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ୨-ବିଭିନ୍ନ ରାଜ୍ୟକୁ ଶ୍ରମିକମାନେ ଫେରୁଥିବାରୁ କରୋନା ସଂକ୍ରମଣ…

ଲକଡାଉନ ଯୋଗୁଁ ବାହାର ରାଜ୍ୟର ଶ୍ରମିକଙ୍କୁ ସହାୟତା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ନିଜଆଡୁ ରୁଜୁ କଲେ ଜନସ୍ୱାର୍ଥ…

କେନ୍ୟୁଜ୍(ବ୍ୟୁରୋ):  ଲକଡାଉନ ଯୋଗୁ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ସହାୟତା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ହାଇକୋର୍ଟ ନିଜଆଡୁ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ବାହାର ରାଜ୍ୟର ଶ୍ରମିକ ଓ ସେମାନଙ୍କ ପରିବାରକୁ ଖାଦ୍ୟ, ମୌଳିକ ସୁବିଧା ଓ ଚିକିତ୍ସା ସେବା…

କରୋନା ମୁକାବିଲା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ସମସ୍ତ କର୍ମଚାରୀ ଦେବେ ଗୋଟିଏ ଦିନର ଦରମା, ପ୍ରାୟ ୫୦୦ କୋଟି ଟଙ୍କା

କରୋନା ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଯାଇଛି । କରୋନାର ମୁକାବିଲା ପାଇଁ ବହୁମାତ୍ରାରେ ମେଡିକାଲ ସାମଗ୍ରୀର ଆବଶ୍ୟକତା ଠାରୁ ଆରମ୍ଭ କରି ମେଡିକାଲ୍‌ କ୍ଷେତ୍ରରେ କାମ କରୁଥିବା ଛାମୁଆ କର୍ମକର୍ତ୍ତା, କରୋନା ରୋଗୀ, କରୋନା ଟେଷ୍ଟିଂ କିଟ୍‌ ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ସାଧାରଣ ଲୋକଙ୍କୁ…

ଲକ୍‌ ଡାଉନ୍‌ ପାଇଁ ଫସିରହିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀ, ସେମାନଙ୍କ ପାଇଁ କରାଯିବ ରହିବା ଓ ଖାଇବା…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଫସିରହିଥିବା ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଲକ୍‌ ଡାଉନ୍‌ ବେଳେ ଯେଉଁମାନେ ରାଜ୍ୟରେ ଫସି ରହିଛନ୍ତି । ଯେଉଁମାନେ ନିଜ ଘରକୁ ଫେରି ପାରୁନାହାନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । ବନ୍ଦ ରହିଥିବା…

ପରିବାର ଓ ନିଜ ଭୋକକୁ ଭୁଲି କରୋନା ଯୁଦ୍ଧରେ ପୋଲିସ ସାଜିଛି ଯୋଦ୍ଧା, କାର୍ଯ୍ୟରତ ୧୨ ଶହ ପୋଲିସ କର୍ମଚାରୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ଭଳି ପୋଲିସ ମଧ୍ୟ କରୋନା ଯୁଦ୍ଧରେ ସାମିଲ ହେଇ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସମଗ୍ର ଦେଶରେ ପୋଲିସ କର୍ମଚାରୀ ମାନେ ବ୍ୟାପକ ଭାବେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟ…

କରୋନା ମୁକାବିଲା ପାଇଁ ସିଆର୍‌ପିଏଫ୍‌ ୩୩ କୋଟି ଓ ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ ଦେଲେ ୧୫ କୋଟି ଟଙ୍କା

କରୋନା ସଙ୍କଟରୁ ମୁକୁଳିବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପ ସଂସ୍ଥାଠୁ ଆରମ୍ଭ କରି ବ୍ୟକ୍ତି ବିଶେଷ ସହଯୋଗର ହାତ ବଢ଼ାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡକୁ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ୩୩ କୋଟି ୮୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।…