Below header
Browsing Category

କରୋନା ଭାଇରସ

ଋଣ ଉପରେ ୩ ମାସ ଇଏମଆଇ ନଦେଲେ ଗଣିବେ ଅଧିକ ସୁଧ, ବଢ଼ିପାରେ ଋଣ ପରିଶୋଧ ସମୟସୀମା

କେନ୍ୟୁଜ୍(ବ୍ୟୁରୋ):  ଆରବିଆଇ ବ୍ୟାଙ୍କଗୁଡିକୁ ଋଣ ଓ ସୁଧ ଆଦାୟ ଉପରେ ୩ ମାସ ପର୍ଯ୍ୟନ୍ତ ରିହାତି ଦେବାକୁ କହିଛି ରିଜର୍ଭ ବ୍ୟାଙ୍କ। ହେଲେ ୩ ମାସ ପର୍ଯ୍ୟନ୍ତ ଋଣ ଉପରେ ଇଏମଆଇ ନଦେଲେ ଅଧିକ ସୁଧ ଗଣିବାକୁ ପଡ଼ିବ ବୋଲି ଅର୍ଥନୀତି ସମୀକ୍ଷକ କହିଛନ୍ତି । ତିନିମାସ ଇଏମଆଇ ଦିଆନଗଲେ ବକେୟା ଋଣ…

ଲକ୍‌ ଡାଉନ୍‌ ବେଳେ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ କଟକଣା, ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ ପାଇଁ କେନ୍ଦ୍ରର…

କେନ୍ୟୁଜ୍(ବ୍ୟୁରୋ): ସୀମା ସିଲ୍‌ ପାଇଁ ନିର୍ଦ୍ଦେଶ । ଲକ ଡାଉନ୍‌ ବେଳେ ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ…

କରୋନା ଭାଇରସ୍‌ ଶରୀରରେ ସଂକ୍ରମିତ ହେବା ଆଗରୁ ରୋକିବ ‘ପେପ୍ଟାଇଡ୍‌’, ପଶୁଙ୍କ ଉପରେ ପ୍ରୟୋଗ କରିବାକୁ ପଠାଗଲା…

କରୋନା ଭାଇରସ୍‌ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି । ସମଗ୍ର ବିଶ୍ୱରେ କରୋନାରେ ପ୍ରାୟ ୭ ଲକ୍ଷ ଲୋକ ଆକ୍ରନ୍ତ ହୋଇଥିବା ବେଳେ ୩୧ ହଜାର ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି । ପୁରା ବିଶ୍ୱ ଏବେ କରୋନା ଭାଇରସ୍‌ କବଳରୁ ମୁକୁଳିବା ପାଇଁ ମେଡିସିନ୍‌ ଖୋଜିବାରେ ବ୍ୟସ୍ତ । ଆମେରିକା…

ଲକଡାଉନରେ କାମ କରୁଥିବା କର୍ମଚାରୀଙ୍କୁ ଉପହାର ଦେବେ ଏହି ସବୁ ବ୍ୟାଙ୍କ, କଲେ ଘୋଷଣା

ବର୍ତ୍ତମାନର କରୋନା ସ୍ଥିତିରେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛି ବ୍ୟାଙ୍କ। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦା କରୋନା ଭାଇରସ ମହାମାରୀ ସମୟରେ ନିଜ ଜୀବନକୁ ତୁଛ କରି ଲକଡାଉନ ବେଳେ କାମ କରୁଥିବା କର୍ମଚାରୀଙ୍କ…

କରୋନା ରୋଗୀଙ୍କ ଚିକିତ୍ସା କରୁଛି ରୋବଟ “ସୋନା” , ଠିକ ସମୟରେ ଔଷଧ ଦେବା ସହ ଏମିତି କରୁଛି କାମ;…

କରୋନା ଭାଇରସର ଭୟାବହତାକୁ ଦେଖି ଡାକ୍ତରମାନେ ମଧ୍ୟ ରୋଗୀ ଦେଖିବାକୁ ଭୟ କଲେଣି। ରୋଗ କୋଉଠୁ କେମିତି ଜଣଙ୍କୁ କବ୍ଜା କରିବ ତାହା ସ୍ପଷ୍ଟ ଭାବେ ଜଣାପଡୁନଥିବାରୁ ଲୋକମାନେ କରୋନାକୁ ନେଇ ବ୍ୟତିବ୍ୟସ୍ତ ଅଛନ୍ତି। ମାତ୍ର ଏହି ସମୟରେ ଜୟପୁରର ଏକ ହସ୍ପିଟାଲରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଭୁବନେଶ୍ୱର: କର କ୍ଲିନିକକୁ କରାଗଲା ସାନିଟାଇଜ୍‌, ଡାଏଲିସିସ୍‌ ଭଳି ଜରୁରିକାଳୀନ ନିରନ୍ତର ଚିକିତ୍ସା ଯୋଗାଇ ଦେବାକୁ…

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର କର କ୍ଲିନିକକୁ ସାନିଟାଇଜ୍‌ କରାଯାଇଛି । ରାଜ୍ୟରେ ଚିହ୍ନଟ ତୃତୀୟ କରୋନା ରୋଗୀ ସେଠାକୁ ଯାଇଥିବା ଜଣା ପଡ଼ିବା ପରେ ସାନିଟାଇଜ୍‌ କରାଯାଇଛି । ଏହାପରେ ଡାଏଲିସିସ୍‌ ଭଳି ଜରୁରିକାଳୀନ ନିରନ୍ତର ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ତେବେ ତୃତୀୟ…

ଜୋତାରୁ ମଧ୍ୟ ବ୍ୟାପିପାରେ କରୋନା ସଂକ୍ରମଣ, ୫ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ ଭାଇରସ: ରିସର୍ଚ୍ଚ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ରହିଛି। ପ୍ରତିଦିନ କରୋନା ପଜେଟିଭର ନୂଆ ନୂଆ ମାମଲା ଦେଖିବାକୁ ମିଳୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକ ସଫା ସୁତରା, ସାମାଜିକ ଦୂରତ ଇତ୍ୟାଦି ଉପରେ ଗୁରୁତ୍ୱ ଦେଉଛି।…

କାରୋନାର କମ୍ପନ, ସ୍ପେନର ରାଜକୁମାରୀ ମାରିଆଙ୍କର କାରୋନା ଭାଇରସରେ ମୃତ୍ୟୁ

ସ୍ପେନର ରାଜା ଫିଲିପ-14ଙ୍କ ସମ୍ପର୍କୀୟ ଭଉଣୀ ଓ ବାରବାନ-ପାର୍ମାର ରାଜକୁମାରୀ ମାରିଆ ଟେରେସାଙ୍କର ଶନିବାର କାରୋନା ଭାଇରସ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି। ୮୬ ବର୍ଷୀୟା ମାରିଆ ଗୁରୁବାର ଦିନ ହିଁ କାରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ଗତ ତିନି ଦିନ ହେବ ଭେଣ୍ଟିଲେଟରରେ ଥିଲେ। ସାରା…

କରୋନା ଭାଇରସ ଯୋଗୁ ଚୀନର ବୁହାନରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ?? ଅସ୍ଥିକଳସରୁ ବଢୁଛି ସନ୍ଦେହ

ଚୀନର ବୁହାନ ସହରରେ କରୋନା ଭାଇରସ ଯୋଗୁ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। କରୋନା ଆରମ୍ଭ ହେବା ପରଠାରୁ ଏବେ ପର୍ଯ୍ୟନ୍ତ ବୁହାନର ଶ୍ମଶାନରେ ୫୦୦୦ଟି ଅସ୍ଥି କଳସ ଦେଖିବାକୁ ମିଳିଛି। ଗୋଟେ ପଟେ ଏତେ ସଂଖ୍ୟକ ଅସ୍ଥିକଳସ ଓ ଅନ୍ୟପଟେ ଚୀନ କହୁଛି ମାତ୍ର ୩୩୦୦…

ସାରା ଦୁନିଆ କରୋନା ସହ ଲଢ଼ୁଥିବା ବେଳେ, ଉତ୍ତର କୋରିଆ ଛାଡ଼ିପାରୁନି ନିଜ ପ୍ରକୃତି; କରୁଛି ମିସାଇଲ ଟେଷ୍ଟ

ସାରା ଦୁନିଆ ଏବେ କରୋନା ଭାଇରସ ସହ ଲଢ଼େଇ କରୁଥିବା ବେଳେ ଉତ୍ତର କୋରିଆ ଏଭଳି ସ୍ଥିତିରେ ମିସାଇଲ ପରୀକ୍ଷଣ କରିବାରେ ଲାଗିଛି। ଆଜି ଉତ୍ତର କୋରିଆ ପୂର୍ବ ସାଗର ଆଡ଼କୁ ଦୁଇଟି କମ ଦୂରଗାମୀ ବାଲାଷ୍ଟିକ ମିସାଇଲ କ୍ଷେପଣ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ ଏହି ସୂଚନା ଦେଇଛନ୍ତି।…

ଅକ୍ଷୟ କୁମାରଙ୍କ ପରେ ବରୁଣ ଧାୱନ ଦାନ କଲେ ୫୫ ଲକ୍ଷ, ଏହି ସବୁ ଷ୍ଟାର ମଧ୍ୟ ଘୋଷଣା କଲେ ଆର୍ଥିକ ରାଶି

କରୋନା ଭାଇରସର ଲଢେଇରେ ଏବେ ବଲିଉଡ ଆକ୍ଟର ବରୁଣ ଧାୱନ ମଧ୍ଯ ଯୋଗଦାନ ଦେଇଛନ୍ତି । ସୂଚନା ଅନୁଯାୟୀ କରୋନା ପାଇଁ ବରୁଣ ୫୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ତେବେ ସେଥିମଧ୍ୟରୁ ସେ ୨୫ ଲକ୍ଷ ଟଙ୍କା ମହାରାଷ୍ଟ୍ର ସିଏମ୍ ଫଣ୍ଡରେ ଦାନ କରିଥିବା ବେଳେ ୩୦ ଲକ୍ଷ ପିଏମ କେୟର୍ସ ଫଣ୍ଡରେ ଦାନ…

କରୋନା ସହ ଲଢ଼ିବାକୁ ଏହି ଅଭିନେତ୍ରୀ ବନିଲେ ନର୍ସ, କୋଭିଡ-୧୯ ରୋଗୀଙ୍କ କରୁଛନ୍ତି ଚିକିତ୍ସା

ଦେଶ ଏବେ କରୋନା ଭାଇରସ ସହ ଲଢ଼ୁଛି। କରୋନାରୁ ବର୍ତ୍ତିବାକୁ ସରକାର ମଧ୍ୟ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଏହି ସମୟରେ ଅଭିନେତ୍ରୀ ଶିଖା ମାଲହୋତ୍ରା ଏଭଳି କାମ କରିଛନ୍ତି, ଯାହା ଫଳରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାଞ୍ଚଲି ଲାଇଫ ଇନ ଏ ସ୍ଲୋରେ ଅଭିନୟ କରିଥିବା ଏହି ଅଭିନେତ୍ରୀ…