Browsing Category

କରୋନା ଭାଇରସ

ମୁଣ୍ଡ ନେଉଛି କାରୋନା, ପ୍ରସିଦ୍ଧ ଆମେରିକୀୟ ଗାୟକ ଜୋ ଡିଫିଙ୍କର କାରୋନା ଭାଇରସରେ ମୃତ୍ୟୁ

ଗ୍ରେମୀ ଏବଂ ସିଏମଏ ଆୱାର୍ଡରେ ସମ୍ମାନିତ ପ୍ରସିଦ୍ଧ ଆମେରିକୀୟ ଗାୟକ ଜୋ ଡିଫିଙ୍କର କାରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ଜଣେ ଘନିଷ୍ଠ ତାଙ୍କର ନିଧନ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ଦିନ ତାଙ୍କୁ କାରୋନା ପଜିଟିଭ…

କିଛି କାମ ନଥାଇ ବୁଲୁଥିବାବେଳେ ଯୁବକଙ୍କୁ ଉଠବସ୍ କରାଇଲେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ପୋଲିସ ପ୍ରଶାସନକୁ…

ଯାଜପୁର: ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏଭଳି କ୍ଷେତ୍ରରେ କିଛି ଯୁବକ ଜାରି ହୋଇଥିବା କଟକଣାକୁ ମାନୁନାହନ୍ତି । ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀ ଅଂଚଳ ଗସ୍ତ କରିଥିଲେ । ଏହି ସମୟରେ କିଛି ଯୁବକ ବିନା କୈାଣସି କାମ ନଥାଇ ବଜାରରେ…

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାରେ ଟପିଲା, ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାରେ ଟପିଲାଣି । ଗତକାଲି ୧୦୦ରୁ ଅଧିକ ପଜିଟିଭ୍‌ ରିପୋର୍ଟ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ…

ସାଇକେଲ ସାହାଯ୍ୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ୧୭ ଜଣ ଶ୍ରମିକ

ଭଦ୍ରକ : ସାଇକେଲ ସାହାଯ୍ୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ୧୭ ଜଣ ଶ୍ରମିକ । ପେଟ ପାଟଣା ପାଇଁ ପଶ୍ଚିମ ବଙ୍ଗର ଏକ କମ୍ପାନୀରେ କାମ କରୁଥିଲେ । ତେବେ ମହାମାରି କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ ହେବା ଫଳରେ ବେପାରରେ ମାନ୍ଦାବସ୍ତା ଦେଖାଦେବା ପରେ ନିଜ…

କରୋନା ପାଇଁ ବଦଳିଗଲା ହ୍ୱାଟ୍ସଆପରେ ଷ୍ଟାଟସ୍ ଦେବାର ତରିକା, ଜାଣନ୍ତୁ କାହିଁକି..

ଭାରତରେ ବ୍ୟବହାର କରାଯାଉଥିବା ସବୁଠାରୁ ଲୋକପ୍ରିୟ ଫିଚର ମଧ୍ୟରେ ଗୋଟିଏ ହେଉଛି ହ୍ୱାଟ୍ସଆପ ଷ୍ଟାଟସ୍ ଫିଚର । କୋଟି କୋଟି ୟୁଜରଙ୍କର ମନପସନ୍ଦର ଫିଚର ହ୍ୱାଟ୍ସଆପ ଷ୍ଟାଟସରେ ବର୍ତ୍ତମାନ୍ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ହ୍ୱାଟ୍ସଆପ ୟୁଜରମାନେ ବର୍ତ୍ତମାନ୍ ଏଠାରେ ୩୦ ସେକେଣ୍ଡର ଭିଡିଓ…

କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ତୁରନ୍ତ ସେମାନଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ…

ଭୁବନେଶ୍ବର: କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ଗତ ୧୪ ଦିନ ଭିତରେ ଏମାନେ ବାହାରୁ ଆସିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି ସର୍ବାଧିକ ୬୫୦ ଜଣ ବିଦେଶ ଫେରନ୍ତା । ଖୋର୍ଦ୍ଧାକୁ ୪୫୦ ଓ ଭୁବନେଶ୍ୱରକୁ ଆସିଛନ୍ତି ୪୦୦ ଜଣ । ସେହିପରି କଟକକୁ ଆସିଛନ୍ତି ୩୫୦…

ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୭ ଲକ୍ଷ ୨୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ମାରାତ୍ମକ ସାଜିଛି ଭାଇରସ୍‌ କରୋନା । ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା । ଏଯାଏ ୭ ଲକ୍ଷ ୨୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ ଲକ୍ଷ ୫୧ ହଜାର ଲୋକ ସୁସ୍ଥ ହୋଇ…

ଖାଦ୍ୟ ଆଉ ଆଶ୍ରୟ ଯୋଗାଇ ଦେବା ପରେବି ଘରମୁହାଁ ଶ୍ରମିକ, ସମସ୍ତ ଜିଲ୍ଲା ଓ ରାଜ୍ୟ ଗୁଡିକର ସୀମାକୁ ସିଲ୍ କରିବାକୁ…

ନୂଆଦିଲ୍ଲୀ: କାମ ହରାଇଥିବା ଶ୍ରମିକଙ୍କୁ ସହରରେ ଅଟକାଇ ରଖିବା ପାଇଁ ୨୬ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏମାନଙ୍କ ପାଇଁ ଖାଦ୍ୟ ଆଉ ଆଶ୍ରୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ବି ଶ୍ରମିକ ଘରମୁହାଁ ହେବାରୁ ସୀମା ସିଲ ନିର୍ଦ୍ଦେଶ ଦେଇଛନ୍ତି…

ସାମ୍ନାକୁ ଆସିଲା ପାକିସ୍ତାନର ଅମାନବୀୟ ଚେହେରା, ଲକ୍ ଡାଉନ୍ ମଧ୍ୟରେ ହିନ୍ଦୁଙ୍କୁ ଦିଆଯାଉନି ଖାଦ୍ୟ ଓ ରାସନ

ଆଜି ସାରା ବିଶ୍ୱ କରୋନା ସହ ସଂଘର୍ଷ କରୁଛି । ସବୁକିଛି ଅତିଶୀଘ୍ର ଠିକ୍ ହୋଇଯାଉ ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ ଭାଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ତେବେ ଏହା ମଧ୍ୟରେ ପାକିସ୍ତାନର ଏକ ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ପାକିସ୍ତାନରେ ଜାରି କରାଯାଇଥିବା ଲକ୍…

ଟେଲିକମ କମ୍ପାନୀର ଅନୁରୋଧ, ମିମ୍ସ, ଜୋକ ଏବଂ ଭିଡିଓ ସେୟାର କରିବା ବନ୍ଦ କରନ୍ତୁ

କରୋନା ଭାଇରସକୁ ନେଇ ସାରା ଦୁନିଆ ଏବେ ଚିନ୍ତାରେ । ସ୍ପେନ୍, ଆମେରିକା, ଇରାନ, ଇଟାଲି ଓ ଭାରତ ଭଳି ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଅନେକ ଗୁଡିଏ କମ୍ପାନୀ ନିଜ କର୍ମଚାରୀମାନଙ୍କ ସୁରକ୍ଷାକୁ…

କରୋନାକୁ ନେଇ ପୁଣିଥରେ ବଢିଲା ଚୀନର ଚିନ୍ତା, ଠିକ୍ ହୋଇଯାଇଥିବା ଲୋକଙ୍କ ଠାରେ ପୁଣି ଦେଖାଗଲା କରୋନା

କରୋନା ଭାଇରସକୁ ନେଇ ପୁଣିଥରେ ଚିନ୍ତାରେ ପଡ଼ିଯାଇଛି ଚୀନ । ସୂଚନା ଅନୁଯାୟୀ ଚୀନରେ ଠିକ୍ ହୋଇଯାଇଥିବା ଲୋକମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କ ଠାରେ ପୁଣିଥରେ କରୋନାର ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଯାଞ୍ଚ ପରେ ପୁଣିଥରେ ଏମାନେ କରୋନା ପଜେଟିଭ ବୋଲି ଜଣାପଡିଛି । ଚୀନରେ ପୁଣିଥରେ…

କରୋନା ଭାଇରସ୍‌ ଚିକିତ୍ସା କରୁଥିବା ଡାକ୍ତର ଜାଣି କରି ଦୁଇ ସହଯୋଗୀଙ୍କ ଉପରେ ଛିଙ୍କିଲେ, ଜାଣନ୍ତୁ ତା‘ପରେ

ସାରା ଦୁନିଆରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ସବୁ ଦେଶ ଏଥିରୁ ମୁକୁଳିବା ପାଇଁ ନିଜ ନିଜର ଚିକିତ୍ସା ବ୍ୟବସ୍ଥା ଜାରି ରଖିଛନ୍ତି । ସଂକ୍ରମଣ ଠାରୁ ଦୂରେଇ ରହିବା ଓ କାହାକୁ ସଂକ୍ରମିତ ନକରିବାକୁ ସର୍ବଦା କୁହାଯାଉଛି । ହେଲେ କିଛି ଲୋକ ଜାଣିକରି ଅନ୍ୟକୁ ସଂକ୍ରମିତ…