Browsing Category

କରୋନା ଭାଇରସ

କ୍ରୀଡା ଜଗତରେ କରୋନା: IPL ବନ୍ଦ ହେଲେ ୩୫୦୦ କୋଟି କ୍ଷତି ସହିବ ବିସିସିଆଇ

କରୋନା ଭାଇରସ ସଂକ୍ରମଣ କାରଣରୁ ବିସିସିଆଇ ଆଇପିଏଲର ୧୩ଶ ସଂସ୍କରଣକୁ ପ୍ରାୟ ଦୁଇ ସପ୍ତାହ ଅର୍ଥାତ୍ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। ତେବେ ଏହି ସମୟ ମଧ୍ୟରେ କରୋନା ଭାଇରସ କାୟା କମ୍ ହେଉଛି କି ନାହିଁ, ଏହା ଉପରେ ବିସିସିଆଇ ନଜର ରଖିଛି। ଯଦି ଏପ୍ରିଲ୍ ୧୫ ତାରିଖ ସୁଦ୍ଧା…

କରୋନା ଭାଇରସ ପ୍ରେସ କନ୍ଫରେନ୍ସରେ ଜଳାଗଲା ଗୋବର ଘଷି, କଲେଜ ସ୍ଟୁଡେଣ୍ଟ କହିଲେ ଏପରି ହୋଇଥାଏ ବାୟୁ ସ୍ୱଚ୍ଛ

ସରକାରୀ ଆୟୁର୍ବେଦିକ କଲେଜର ଏକ ଟିମ ମହାରାଷ୍ଟ୍ରର ଅସମାନାବାଦ ସହରରେ କରୋନା ଭାଇରସ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କରାଯାଇଥିବା ପ୍ରେସ କନ୍ଫରେନ୍ସରେ ଗୋବରର ଘଷି ଜଳାଇଥିଲେ । ତେବେ ଜିଲ୍ଳାଧିକାରୀଙ୍କ କହିବା ଅନୁଯାୟୀ ଏହାର ଉଦ୍ଦେଶ୍ୟ ହେଉଛି ଗୋବରର ଘଷି ଜଳାଇବା ଦ୍ୱାରା ବାୟୁ…

କରୋନା ପାଇଁ ରାଜ୍ୟମାନଙ୍କୁ ଜେଲ୍‌ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲା ଗୃହ ମନ୍ତ୍ରାଳୟ, ବିଚାରାଧୀନ କଏଦୀଙ୍କ ଭିଡିଓ…

କରୋନା ପାଇଁ ରାଜ୍ୟମାନଙ୍କୁ ଗୃହ ମନ୍ତ୍ରାଳୟର ଗାଇଡ୍‌ ଲାଇନ୍‌ । ଜେଲ୍‌ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ବିଚାରାଧୀନ କଏଦୀଙ୍କୁ କୋର୍ଟରେ ହାଜର କରାନଯାଇ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବିଚାର କରିବାକୁ କୁହାଯାଇଛି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥା ନଥିଲେ NIC ହାଜର ହେବାକୁ…

କରୋନା ସହିତ ଲଢିବା ପାଇଁ ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ଵାଶ ବେସିନ୍‌’, ସମସ୍ତେ କରୁଛନ୍ତି ପ୍ରଶଂସା

କରୋନା ଭାଇରସ ଅର୍ଥାତ୍‌ COVID-19 ଏବେ ବିଶ୍ୱର ୧୩୧ଟି ଦେଶରେ କାୟା ବିସ୍ତାର କରିଚାଲିଛି। କରୋନା ମୃତ୍ୟୁସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଭାରତରେ ଏପର୍ଯ୍ୟନ୍ତ ୮୧ଟି ମାମଲା ଦେଖିବାକୁ ମିଳିଲାଣି। କରୋନା ଯୋଗୁଁ ଦେଶର ଅଧିକାଂଶ ସ୍କୁଲ,…

ଆପଣ ତ କରୋନା ଭୟରେ ଅଛନ୍ତି, କିନ୍ତୁ କଣ ଜାଣିଛନ୍ତି କି ଏହା ମାନବ ଶରୀରକୁ କେମିତି କରେ କବ୍ଜା

ଏବେ ପର୍ଯ୍ୟନ୍ତ ଆପଣ କରୋନା ଭାଇରସ ବିଷୟରେ ଅନେକ କଥା ଶୁଣିଛନ୍ତି ଏବଂ ଦେଖିସାରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଖାସ୍‌ କଥା କହିବାକୁ ଯାଉଛୁ। ଆଉ ସେ ଖାସ୍‌ କଥା ଏୟା ଯେ ଆଜି ଆମେ ଆପଣଙ୍କୁ ଜଣାଇବୁ କରୋନା ଭାଇରସ୍‌ ମଣିଷ ଶରୀରରେ ଥିବା କୋଶିକାକୁ କବ୍ଜା କରୁଛି। ଯଦି ଆପଣ କରୋନା…

କରୋନା ପାଇଁ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ, ମହାମାରୀରୁ ରକ୍ଷା ପାଇବା…

ଆମେରିକା: କରୋନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ । ରାଜ୍ୟ ଗୁଡ଼ିକୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ୫୦ ମିଲିୟନ ଡଲାର ମଞ୍ଜୁର କରିଛନ୍ତି । ଆମେରିକାର କେନ୍ଦ୍ରୀୟ, କ୍ଷେତ୍ରୀୟ ଓ…

ଭାରତରେ ଦ୍ୱିତୀୟ କରୋନା ମୃତ୍ୟୁ, ଦିଲ୍ଲୀର ଏକ ହସ୍ପିଟାଲରେ COVID-19 ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା…

ଦିଲ୍ଲୀ: ଭାରତରେ ଦ୍ୱିତୀୟ କରୋନା ମୃତ୍ୟୁ । ଦିଲ୍ଲୀର ଏକ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । COVID-19 ଭୂତାଣୁରେ ସଂକ୍ରମିତ ହୋଇ ୬୯ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କୁ ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଥିଲା । ମୃତ ମହିଳାଙ୍କ ପୁଅ…

କରୋନା ପାଇଁ ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ସରକାରୀ ବିମାନଚାଳନା କମ୍ପାନୀ ଏୟାର ଇଣ୍ଡିଆ କରୋନା ଯୋଗୁ କେତେକ ଦେଶକୁ ବିମାନ ସେବା ବନ୍ଦ କରିଛି। ଏହି ଦେଶ ମଧ୍ୟରେ ଇଟାଲୀ, ଫ୍ୟାନ୍ସ, ଜର୍ମାନୀ, ସ୍ପେନ୍‌, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ରହିଛି। ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନଯାତ୍ରା ରଦ୍ଦ କରିବାକୁ ନିଷ୍ପତ୍ତି…

କରୋନା ପାଇଁ ଜାରି ହେଲା Whats app ନମ୍ବର, ମେସେଜ୍‌ କରି ପାଇପାରିବେ ସମସ୍ତ ପ୍ରଶ୍ନର ଉତ୍ତର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ଅଫିସିଆଲି ବିଶ୍ୱ ମହାମାରୀ ଘୋଷିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୨୧,୦୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଭାରତରେ ମଧ୍ୟ କରୋନାରେ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଣୁ କରୋନାକୁ ନେଇ ସାରା ବିଶ୍ୱରେ ଭୟର…