Browsing Category

କରୋନା ଭାଇରସ

ସାମ୍ନାକୁ ଆସିଲା କରୋନା ବ୍ୟାପିବାର ଆଉ ଏକ ବାଟ, ସ୍କ୍ରିନିଂ ବେଳେ ବି ସଂକ୍ରମିତ ହେଉଛି ମାରାତ୍ମକ ଭାଇରସ୍‌; ଜାଣନ୍ତୁ…

ବର୍ତ୍ତମାନ ସାରା ବିଶ୍ୱବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା। କରୋନା ଯୋଗୁ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ଯାଉଥିବାରୁ ଏହି ରୋଗକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ମୁଖ୍ୟତଃ ଏହାର ଔଷଧ ବାହାରି ନଥିବାରୁ କରୋନାକୁ ନେଇ ଲୋକେ ଅଧିକ ଆତଙ୍କିତ ଅଛନ୍ତି। ତେବେ…

କରୋନା ଯୋଗୁ ଖାଇବାକୁ ପାଉନାହାନ୍ତି ମାଙ୍କଡ଼, ଗୋଟିଏ କଦଳୀ ପାଇଁ ହେଉଛନ୍ତି ମରାମରି; ଦେଖନ୍ତୁ ଭିଡିଓ

ମଣିଷଠାରୁ ଆରମ୍ଭ କରି ପଶୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବଞ୍ଚିବା ପାଇଁ ଖାଦ୍ୟ ଦରକାର। ପେଟରେ ଭୋକ ଥିବା ବେଳେ ସେ ମଣିଷ ହୁଅନ୍ତୁ କି ଜୀବଜନ୍ତୁ କିଛି ଦେଖନ୍ତି ନାହିଁ, ଯାହା ମିଳେ ତାହାକୁ ଆହାର ଭାବେ ସେବନ କରିଥାନ୍ତି। ଏବେ ଖାଦ୍ୟର ଶେଷ ଟୁକୁଡ଼ା ପାଇଁ ବିକଳ ହେଉଥିବା ମାଙ୍କଡ଼ଙ୍କ ଏକ…

କରୋନା ଭାଇରସ୍‌କୁ ନେଇ ଭାରତ ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ କ୍ରିକେଟର, କହିଲେ- ‘ମେଡିକାଲରେ କିଛି ସୁବିଧା…

କରୋନା ଭାଇରସ୍‌ ଯୋଗୁ ସାରା ଦୁନିଆ ଏକ ପ୍ରକାରର ଅଚଳ ହୋଇଯାଇଛି କହିଲେ ଚଳେ। ସଂକ୍ରମଣ ହେବା ଭୟରେ ଲୋକମାନେ ଏବେ ଘରୁ ବାହାରୁନାହାନ୍ତି। ଦିନକୁ ଦିନ ଏହି ମାମଲା ବଢ଼ିଚାଲିଛି। ଏବେ କରୋନାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ଏନେଇ ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତର ଚୀନ୍‌ ଉପରେ…

କରୋନା ପାଇଁ ରେଳ ବିଭାଗର ବଡ଼ ପଦକ୍ଷେପ, ଏସି କୋଚ୍‌ରୁ ହଟିବ ପରଦା, କମ୍ବଳ ଦେବା ବି ବନ୍ଦ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଲୱେ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପଶ୍ଚିମ ରେଲୱେ ନିଜ ସମସ୍ତ ଟ୍ରେନ୍‌ରେ ଆଉ କମ୍ବଳ ଦେବ ନାହିଁ ବୋଲି ଘୋଷଣା କରିଛି। ୱେଷ୍ଟର୍ଣ୍ଣ ରେଲୱେର ପିଆର୍‌ଓଙ୍କ କହିବାନୁସାରେ ଏସି କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ଆଉ…

ଜରୁରୀ ଖବର : ପର୍ଯ୍ୟଟକଙ୍କୁ ମନା ହେଲା ପୁରୀ, ଟୁରିଷ୍ଟ ବସରେ ଦର୍ଶନୀୟ ସ୍ଥାନ ଯିବା ଉପରେ ଲାଗିଛି କଟକଣା

ପୁରୀ (କେନ୍ୟୁଜ୍) : ପର୍ଯ୍ୟଟକଙ୍କୁ ପୁରୀ ମନା । ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି ହୋଇଛି । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଟ୍ରାଭେଲ୍‌ ଏଜେନ୍ସୀ ଓ ଟୁର୍‌ ଅପରେଟରଙ୍କ ସହ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ପୁରୀରୁ ସାତପଡ଼ା,…

ଆସିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ କରୋନା ରିପୋର୍ଟ, କହିଲେ ଆସନ୍ତା ୮ ସପ୍ତାହ ଅତ୍ୟନ୍ତ ସଙ୍କଟଜନକ

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ କରାଯାଇଛି । ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଟ୍ରମ୍ପଙ୍କ ରିପୋର୍ଟ ଆସିଛି । ବ୍ରାଜିଲ ରାଷ୍ଟ୍ରପତିଙ୍କ ପ୍ରେସ୍‌ ସେକ୍ରେଟାରୀଙ୍କୁ ଭେଟିବା ପରେ ତାଙ୍କ କରୋନା ଟେଷ୍ଟ କରିବା ନେଇ…

କରୋନା ଭାଇରସରେ ଭାରତର ତୃତୀୟ ମୃତ୍ୟୁ, ସାଉଦିଆରବରୁ ଫେରିଥିଲେ ୭୧ ବର୍ଷୀୟ ବୃଦ୍ଧ

ସାଉଦି ଆରବରୁ ନିକଟରେ ଫେରିଥିବା ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କର ମହାରାଷ୍ଟ୍ରର ବୁଲଢାଣ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବା ଅନୁଯାୟୀ ମୃତକ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଥିଲେ । କିଛିଦିନ ତଳେ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି…

କରୋନାକୁ ଡରି ଭାରତ ନିକଟକୁ ଆସିଲା ପାକିସ୍ତାନ, କହିଲା ଏହି ଭାଇରସ ସହ ସାଙ୍ଗ ହୋଇ ଲଢ଼ିବା

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ପ୍ରାୟ ୧୧୮ଟି ଦେଶରେ ବ୍ୟାପି ସାରିଥିବା କରୋନା ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ବିଶ୍ଵ ମହାମାରୀ ବୋଲି ଘୋଷଣା ମଧ୍ୟ କରିସାରିଛି । ଏହା ମଧ୍ୟରେ କରୋନାକୁ ଡରି ପାକିସ୍ତାନ ସଂକେତ ଦେଉଛି ଯେ ଏହି ଭାଇରସ ସହ…

କାହିଁକି କରୋନା ଭାଇରସର ଚିକିତ୍ସା ଖୋଜିବାକୁ ଲାଗୁଛି ଏତେ ସମୟ, ଜାଣନ୍ତୁ କାରଣ

କରୋନା ଭାଇରସ୍‌ ପୂରା ବିଶ୍ୱ ପାଇଁ ଏକ ବଡ ସଂକଟ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏହି ଜୀବନନାଶକ ଭାଇରସ ଦୁନିଆର ଅନେକ ଦେଶରେ ନିଜ କାୟା ବିସ୍ତାର କରିସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଗମ୍ଭୀରତାକୁ ଦେଖି କରେନା ଭାଇରସକୁ ବିଶ୍ୱ ମହାମାରୀ ଘୋଷିତ କରିଦେଇଛି। ଅନେକ ଦେଶ ଏହି ଖତରନାକ…

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତଗିତରେ ବ୍ୟାପିବାରେ ଲାଗିଛି । ଏହାକୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ହାତରେ ଥିବାରୁ…

ଜ୍ୟୋତିଷ କହିଲେ ଏପ୍ରିଲ ୧୨ ବେଳକୁ କରୋନା ଭାଇରସ୍‌ ଦୂରେଇ ଯିବ

କରୋନାକୁ ନେଇ ସାରା ବିଶ୍ୱ ଭୟଭୀତ ଥିବା ବେଳେ ଆମ ଦେଶର ଜ୍ୟେତିଷ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ଯେଉଁଥିରେ କିଛି ଆଶ୍ୱାସନା ମିଳି ପାରିବ । ଅବଶ୍ୟ ଏହା ଉପରେ ବିଶ୍ୱାସ କରୁଥିବା ଲୋକେ ହିଁ ଜ୍ୟୋତିଷଙ୍କ କଥାକୁ ଗୁରୁତ୍ୱ ଦେବେ । କାରଣ ବିଜ୍ଞାନ ଯୁଗରେ ଏଭଳି ଏକ ସ୍ୱାସ୍ଥ୍ୟଗତ ସମସ୍ୟା…

ହସ୍ପିଟାଲରୁ ଫେରାର ହୋଇଗଲେ ୫ ଜଣ କରୋନା ସନ୍ଦିଗ୍ଧ, ଏବେ ପୁରା ସହରକୁ ଛାନଭିନ କରୁଛି ପୋଲିସ

ଚୀନରେ ପ୍ରାୟ ତିନି ମାସ ପୂର୍ବରୁ ଆସିଥିବା କରୋନା ବର୍ତ୍ତମାନ ଭାରତର ଚିନ୍ତା ବଢ଼ାଇ ଦେଇଛି । ଭାରତରେ କରୋନା ସଂକ୍ରମିତ ରୋଗୀ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ଏଥିରେ ପ୍ରାୟ ୮୨ ଜଣ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ତେବେ ଏହା ମଧ୍ୟରେ ଖବର ଆସିଛି ଯେ ମହାରାଷ୍ଟ୍ରର ନାଗପୁର…