Browsing Category

କରୋନା ଭାଇରସ

କରୋନା ଯୋଗୁ ମୁମ୍ବାଇରେ ଘରୁ କାମ କରିବାକୁ ନିର୍ଦ୍ଦେଶ, ନାଗପୁରରେ ଲାଗୁ ହେଲା ଧାରା ୧୪୪

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ ଦେଶରେ ଏବେ କରୋନା ଭାଇରସ୍‌ର ୧୨୫ଟି ମାମଲା ସାମ୍ନାକୁ ଆସିଛି। କରୋନା ଦ୍ୱାରା ଭାରତର ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ…

ଭାରତର ପ୍ରଥମ କରୋନା ରୋଗୀ ହେଲେ ସୁସ୍ଥ, ପ୍ରକାଶ କଲେ ନିଜ ଅନୁଭୂତି

କରୋନା ଭାଇରସକୁ କେନ୍ଦ୍ର କରି ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି କରୋନାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି।ଦେଶର ସର୍ବପ୍ରଥଢ଼ କରୋନା ଆକ୍ରାନ୍ତ ରୋଗୀ ରୂପେ ଚିହ୍ନଟ ହୋଇଥିବା ରାଜଧାନୀ ନୂଆଦିଲ୍ଲୀ ମୟୂର ବିହାର ସ୍ଥିତ ଜଣେ ବ୍ୟକ୍ତି ୧୪ ଦିନ ପର୍ଯ୍ୟନ୍ତ…

କରୋନା ମୁକାବିଲା କରିବାକୁ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର: କରୋନା ମୁକାବିଲା କରିବାକୁ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏକ ନିର୍ଦ୍ଦିଷ୍ଟ ସମୟରେ ଦୋକାନ ଭିତରକୁ କମ୍‌ ସଂଖ୍ୟକ ଗ୍ରାହକଙ୍କୁ ଛାଡିବା ପାଇଁ କୁହାଯାଇଛି । ଦୋକାନରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ୬ ଫୁଟର…

କରୋନା ନେଲା ତୃତୀୟ ମୁଣ୍ଡ, ପ୍ରାଣ ହରାଇଲେ ମହାରାଷ୍ଟ୍ରର ୬୪ ବର୍ଷୀୟ ବୟସ୍କ

ସାରା ବି ଶ୍ୱରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆଜି ଭାରତରେ ତୃତୀୟ ମୁଣ୍ଡ ନେଇଛି କରୋନା। ପ୍ରତ୍ୟେକ ଦିନ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ୧୨ଟି ନୂଆ ମାମଲା ଆସିଥିବାବେଳେ ସର୍ବମୋଟ କରୋନ…

କରୋନା ଭାଇରସକୁ ନେଇ ଚିନ୍ତା: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମାନଙ୍କୁ ଜାରି ହେଲା…

କରୋନା ଦାଉରୁ ଭାରତୀୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ଯଦି କୌଣସି ବ୍ୟକ୍ତି କରୋନା ସମ୍ବନ୍ଧୀୟ ସୂଚନା ପାଇବାକୁ ଚାହାନ୍ତି କିମ୍ବା ଏହି ଭାଇରସକୁ ନେଇ କୌଣସି ସନ୍ଦିଗ୍ଧ ସାହାଯ୍ୟ ପାଇବାକୁ ଚାହାନ୍ତି…

କରୋନା ଭାଇରସକୁ ନେଇ ଗାଇଡଲାଇନ୍ ଜାରି କଲା ଏନସିଡିସି, ଜାଣନ୍ତୁ ଭାଇରସରୁ ବର୍ତ୍ତିବା ପାଇଁ କେଉଁ ସବୁ ଦିଗ ପ୍ରତି…

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ଦେଶବ୍ୟାପି ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା ୬୦୦୦ରୁ ଅଧିକ କରୋନା ଭାଇରସରେ ମୃତ୍ୟୁବରଣ କରିସାରିଛି। ଭାରତରେ ମଧ୍ୟ ୧୧୮ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ଜଣ ଠିକ୍ ହୋଇସାରିଥିବାବେଳେ କର୍ଣ୍ଣାଟକରେ ୨ଜଣଙ୍କ ମୃତ୍ୟୁ…

କରୋନା ଭାଇରସ ସୁରକ୍ଷା: ବିମାନ ଯାତ୍ରା ସମୟରେ କରନ୍ତୁ ନାହିଁ ଏହି ସବୁ କାମ

ସମଗ୍ର ବିଶ୍ୱ ଯେମିତି ଆଜି କରୋନା ଭୟରେ ଥରୁଛି । ପ୍ରାୟ ସମସ୍ତ ଦେଶ ବର୍ତ୍ତମାନ ପରିସ୍ଥିତିରେ କେମିତି ସାବଧାନତା ଅବଲମ୍ବନ କରାଯିବ ସେହି ଚେଷ୍ଟାରେ ଲାଗି ପଡିଛନ୍ତି । ଆକ୍ରାନ୍ତ ଦେଶ ଗୁଡିକରେ ଉଡ଼ାଜାହାଜ ଯାତ୍ରା ନେଇ କଟକଣା ଜାରି ହୋଇଥିବା ବେଳେ ସାଧାରଣ ଲୋକେ ବି ଯିବାକୁ ଡରୁଛନ୍ତି ।…

ପୁରୀ ଜିଲ୍ଲାରେ ୪ଚକିଆ ଯାନ ଉପରେ କଟକଣା ଜାରି: ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ…

ପୁରୀ: ପୁରୀ ଜିଲ୍ଲାକୁ ଆସୁଥିବା ୪ଚକିଆ ଯାନବାହାନ ଉପରେ କଟକଣା ଜାରି । ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ ଆସୁଥିବା ୪ଚକିଆ ଯାନ ଗୁଡିକୁ ପୁରୀର ପ୍ରବେଶ ପଥରୁ ଫେରାଇ ଦିଆଯାଉଛି । ଅତ୍ୟନ୍ତ ଜରୁରୀ ଥିବା ଗାଡିକୁ ଅନୁମତିର ସହ ଛଡାଯାଉଛି । କରୋନା ଭୂତାଣୁର…

କରୋନା ପାଇଁ ନୂଆ ସମ୍ଭାବନା! ଆମେରିକାରେ ଭୂତାଣୁର ଭାକ୍‌ସିନ୍‌ ନେଇ ପରୀକ୍ଷା ଆରମ୍ଭ, ସିଆଲଟ୍‌ରେ ଜଣେ ମହିଳାଙ୍କୁ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଭାକ୍‌ସିନ୍‌ ପରୀକ୍ଷଣ ଆରମ୍ଭ କରିଛି ଆମେରିକା । ଗତକାଲି ଆମେରିକାର ରିସର୍ଚ୍ଚରମାନେ କରୋନା ଭାଇରସ୍‌ର ପ୍ରଥମ ଟୀକାର ପରୀକ୍ଷଣ କରିଛନ୍ତି । ଆମେରିକାର ସିଆଟେଲ୍‌ର ଜଣେ ୪୩ ବର୍ଷୀୟ ମହିଳାଙ୍କୁ ଏହି ଟୀକା ଦିଆଯାଇଛି । ସିଆଟେଲ ରିସର୍ଚ୍ଚ…

କଣ ସବୁ ଗଳା ଦରଜ କରୋନାର କାରଣ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ପୂରା ଦୁନିଆରେ ବ୍ୟାପିଥିବା କରୋନା ଭାଇରସ ଦ୍ୱାରା ଭାରତରେ ୮୫ ଜଣ ଲୋକ ସଂକ୍ରମିତ ହୋଇସାରିଲେଣି। ଚାରିଆଡେ ଏହି ଭାଇରସକୁ ନେଇ ଭୟର ବାତାବାରଣ ସ୍ରୁଷ୍ଟି ହୋଇଛି। ସାରା ଦୁନିଆରେ ଏହି ଭାଇରସ୍‌ କାରଣରୁ ୫୦୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଲାଣି। ସେହିପରି ପ୍ରାୟ ୧,୩୪,୦୦୦ ଜଣ ଲୋକ ଏହି…

କରୋନା ଭାଇରସ୍‌ ଚ୍ୟାଲେଞ୍ଜ ନାଁରେ ଟଏଲେଟ୍‌ ସିଟ୍‌କୁ ଚାଟିଲେ ମହିଳା, ଦେଖନ୍ତୁ ଭିଡିଓ

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଏହି ଭାଇରସ୍‌ ପାଇଁ ମେଡିସିନ୍‌ ମିଳୁନଥିବାରୁ ଲୋକମାନେ ଆତଙ୍କିତ ଥିବା ବେଳେ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି। ତେବେ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ସବୁଆଡ଼େ ଏବେ ଧୀରେ ଧୀରେ ଦୋକାନ ବଜାର ବନ୍ଦ କରି ଦିଆଯାଉଛି।…

କରୋନା ଯୋଗୁଁ ପତି ପତ୍ନୀଙ୍କ ମଧ୍ୟରେ ବୃଦ୍ଧି ପାଉଛି ବିବାଦ, ଚୀନରେ ବଢିଚାଲିଛି ଛାଡପତ୍ର ମାମଲା

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ଦେଖାଦେଇଛି। ଏହି ଭୟଙ୍କର ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୬ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ, ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଚୀନରେ ସାଂଘାତିକ ପରିସ୍ଥିତି ଦେଖାଦେଇଛି। କରୋନା ଯୋଗୁଁ ସପିଲ ମଲ ଠାରୁ…