Below header
Browsing Category

କରୋନା ଭାଇରସ

ଥରେ ସୁସ୍ଥ ହୋଇସାରିଥିବା ରୋଗୀଙ୍କୁ ପୁଣିଥରେ ହୁଏ କି କରୋନା ସଂକ୍ରମଣ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ଵ ଆତଙ୍କିତ । ଭାରତରେ ଏହି ଭାଇରସରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୪୮ ଜଣ ସଂକ୍ରମଣ ହୋଇସାରିଛନ୍ତି । ଏହା ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହାସହିତ ୧୪ ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି । ଯଦିଓ ଡାକ୍ତର ମାନେ କହିଥିଲେ ଯେ…

କେଉଁ ବ୍ଲଡ୍‌ ଗ୍ରୁପର ଲୋକଙ୍କୁ କରୋନା ହେବାର ଆଶଙ୍କା ଅଧିକ ଓ କାହାକୁ କମ୍‌, ରିସର୍ଚ୍ଚରେ ହେଲା ବଡ଼ ଖୁଲାସା

କରୋନା ଭାଇରସ୍‌ର ଆତଙ୍କ ସାରା ଦୁନିଆରେ ଜାରି ରହିଛି। ଏହି ଭାଇରସ୍‌ ଖୁବ୍‌ ଦ୍ରୁତ ବେଗରେ ବ୍ୟାପୁଥିବାରୁ ସାରା ଦୁନିଆରେ କରୋନାରେ ପ୍ରାୟ ୨ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୭୮୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଚୀନ୍‌ରେ ସବୁଠାରୁ ଅଧିକ ଲୋକ କରୋନା ଯୋଗୁ ମୃତ୍ୟୁବରଣ କରିଛନ୍ତି।…

ଏପ୍ରିଲ ୧୫ ତାରିଖ ଯାଏ ଯାଜପୁର ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଯାଜପୁର ଟାଉନ (କେ ନ୍ୟୁଜ୍‌) : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । କିନ୍ତୁ…

କରୋନା ଯୋଗୁ କମିଛି ରେଳଯାତ୍ରୀଙ୍କ ସଂଖ୍ୟା, ଅସ୍ଥାୟୀ ରୂପେ ବାତିଲ ହେଲା ଏକାଧିକ ଟ୍ରେନ୍‌

କରୋନା ଯୋଗୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ଏହି ଭାଇରସ୍‌ ଭାରତରେ ମଧ୍ୟ ପ୍ରବେଶ କରିସାରିଲା। କେବଳ ସଚେତନ ହେଲେ ହିଁ କରୋନାକୁ ରୋକାଯାଇପାରିବ ବୋଲି ସରକାରଙ୍କ ତରଫରୁ ସତର୍କତା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ମଧ୍ୟ କେତେକ ସତର୍କତାମୂଳକ…

କରୋନାକୁ ଭୟ କର ନାହିଁ କି ଅତି ଦୁଃସାହସୀ ଭଳି କାମ ବି କର ନାହିଁ

ଖୁସି ଲାଗୁଛି ଏହି କରୋନାର ଭୟାବହତା ସମୟରେ ଅନେକ ବିଶିଷ୍ଟ ବ୍ୟକ୍ତି ଆଗକୁ ଆସି ସେମାନେ ଆଇସୋଲେସନ୍‌ ବା ଅଲଗା ରହୁଥିବା କଥା ସ୍ପଷ୍ଟ ଭାବେ ସମସ୍ତଙ୍କ ଆଗରେ କହୁଛନ୍ତି । ଯାହା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ । ଏହି କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସାରା ବିଶ୍ୱକୁ ପ୍ରଭାବିତ କରିଛି ।…

ପୁଣି ହସ୍ପିଟାଲ ଛାଡି ପଳାଇଲେ ୟୁକେରୁ ଫେରିଥିବା କରୋନା ସନ୍ଦିଗ୍ଧ, ମିଳୁନି ପତ୍ତା

ପୁଣି ହସ୍ପିଟାଲ ଛାଡି ପଳାଇଲେ କରୋନା ସନ୍ଦିଗ୍ଧ । ଉତ୍ତରପ୍ରଦେଶର ଗଜିଆଵାଦରେ ଘଟିଛି ଏପରି ଏକ ଘଟଣା । ମହିଳା ଜଣକ ଆସନ୍ତା ୧୦ ତାରିଖରେ ୟୁକେରୁ ଫେରିବା ପରେ ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ସେ କାହାକୁ କିଛି ନଜଣାଇ ହସ୍ପିଟାଲ…

କରୋନା ଭାଇରସ୍‌ ମୃତକଙ୍କ ଭାଗ୍ୟରେ ନାହିଁ ଅନ୍ତିମ ସଂସ୍କାର, ଇରାନରେ ସ୍ଥିତି ସାଂଘାତିକ

ଦେଶକୁ ଅସ୍ତବ୍ୟସ୍ତ କରି ପକାଇଥିବା ମାରାତ୍ମକ କରୋନା ଭାଇରସ୍‌କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କଡ଼ା ଚେତାବନୀ ଜାରି କରିଛି ଇରାନ୍‌। ଇରାନ୍‌ କହିଛି ଯେ ଯଦି ଇସ୍‌ଲାମିକ ଗଣରାଜ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି ଓ ଯାତ୍ରା କରନ୍ତି, ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ…

ଦୀପିକା ପାଦୁକୋନଙ୍କଠୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ଏପରି ଲଢ଼ୁଛନ୍ତି କରୋନା ସହ, ସେୟାର କଲେ ଭିଡିଓ

ଯେଉଁଠି ଗୋଟିଏ ପଟେ କରୋନାର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ଅନ୍ୟପଟେ ପ୍ରତ୍ୟେକ ଲୋକ COVID-19 ସହ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ଏହି ପ୍ରସ୍ତୁତିରେ ଆଗେଇ ଆସିଛନ୍ତି ଫିଲ୍ମ ଷ୍ଟାର । ନିକଟରେ ଦୀପିକା ପାଦୁକୋନ ଓ ଅନୁଷ୍କା ଶର୍ମା କହିଛନ୍ତି ଯେ କରୋନା ସହ ଲଢ଼ିବା…

ଏବେ ଟେନସନ୍ ଫ୍ରି ମଦ୍ୟପ ଚାଳକ: କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ରହିଥିବାରୁ ‘ବ୍ରେଦ୍‌ ଆନାଲାଇଜର’…

ଭୁବନେଶ୍ୱର : କରୋନା ପାଇଁ ତ୍ରାହୀ ପାଇଲେ ମଦ୍ୟପ ଚାଳକ । ମଦ୍ୟପ ଚାଳକଙ୍କୁ ପରୀକ୍ଷା କରିବା ପାଇଁ ବ୍ୟବହାର କରାଯାଉଥିବା ‘ବ୍ରେଦ୍‌ ଆନାଲାଇଜର’ ଜରିଆରେ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ରହିଥିବାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବ୍ରେଦ୍‌ ଆନାଲାଇଜର ବ୍ୟବହାର ନ କରିବାକୁ ପୋଲିସ ଡିଜି…

ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌: କହିଲେ ୨୪ ଘଣ୍ଟାରେ ଦିଅନ୍ତୁ ତଥ୍ୟ, ସଚେତନତା ଦ୍ୱାରା ରୋକାଯାଇପାରିବ…

ଭୁବନେଶ୍ବର: ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌। ବିଦେଶରୁ ଫେରିଥିଲେ ୨୪ ଘଣ୍ଟାରେ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ଟୋଲ୍‌ ଫ୍ରି ନମ୍ବର-୧୦୪ରେ କଲ୍‌ କରି ତଥ୍ୟ ଦେବାକୁ କୁହାଯାଇଛି। covid19.odisha.gov.in ପୋର୍ଟାଲରେ ମଧ୍ୟ ରେଜିଷ୍ଟ୍ରେସନ୍‌ କରିପାରିବେ ବିଦେଶ…

ଭାରତରେ ୧୭ ରାଜ୍ୟକୁ କୟା ମେଲାଇଛି କରୋନା ଭାଇରସ୍, ୧୪୭ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର କୋପ। ଗତକାଲି ପଶ୍ଚିମବଙ୍ଗକୁ ଡେଇଁଛି ଭୂତାଣୁ। ୧୪୭ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସହ ଲଢି ୧୪ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହରାଷ୍ଟ୍ରରେ ସବୁଠାରୁ ଅଧିକ ୪୦ ଜଣ ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି। କେରଳରେ ୨…

କରୋନା ମୁକାବିଲା ପାଇଁ ପ୍ରତିମାସ ଆବଶ୍ୟକ ୩୦ ଲକ୍ଷ ଲିଟର ସାନିଟାଇଜର ଓ ୯ କୋଟି ମାସ୍କ

ଜେନେଭା : କରୋନା ଭାଇରସ୍‌ କବଳରେ ଏବେ ବିଶ୍ୱର ପ୍ରାୟ ୧୪୮ ଦେଶ । ସାରା ଦୁନିଆରେ କରୋନା ଯୋଗୁ ପ୍ରାୟ ୬୬୧୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ୧୬୮୦୧୯ ଲୋକ ଏପର୍ଯ୍ୟନ୍ତ ବିଶ୍ୱରେ ଆକ୍ରାନ୍ତ ହେଲେଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି । କରୋନାରେ ପୀଡିତ ଥିବା…