Below header
Browsing Category

କରୋନା ଭାଇରସ

ସମ୍ବଲପୁର ଏଡିଏମ୍‌ଓଙ୍କ ମହନୀୟତା: ଘରେ ଥିଲା ମା’ଙ୍କ ମୃତ ଶରୀର ଏପଟେ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି…

ସମ୍ବଲପୁର : ସତରେ ଏମିତି ମଣିଷ ବହୁତ କମ୍ ଯିଏ ନିଜ ପାଇଁ ପରେ ବରଂ ଅନ୍ଯମାନଙ୍କ ପାଇଁ ଆଗ ଚିନ୍ତା କରନ୍ତି । ନିଜ କର୍ମକୁ ଆଗ ପ୍ରାଧାନ୍ଯ ଦେଉଥିବା ମଣିଷ ଏଦୁନିଆରେ ବହୁତ କମ୍ ଥିବାବେଳେ ସମ୍ବଲପୁର ଏଡିଏମ୍‌ଓ ଡ.ଅଶୋକ ଦାସ ଏନେଇ ସୃଷ୍ଟି କରିଛନ୍ତି ଉଦାହରଣ । ସେଦିନ ଥିବା ମଙ୍ଗଳବାର ସକାଳ…

କରୋନା ଭୟରେ କୌଣସି ଭଡାଟିଆକୁ ଘରୁ ବାହାର କରିପାରିବେନି ଘର ମାଲିକ, ଏଭଳି କଲେ ଗ୍ରହଣ କରାଯିବ କଡ଼ା…

ଭୁବନେଶ୍ବର : କରୋନା ଏବେ ସମସ୍ତଙ୍କୁ ଭୟଭୀତ କରିଛି। କେବଳ ସଚେତନ ହେଲେ କରୋନା ମୁକାବିଲା କରିହେବ ବୋଲି ଯେତେ କୁହାଯାଉଥିଲେ ମଧ୍ୟ ଲୋକେ ଆତଙ୍କିତ ହେବା ଛାଡୁନାହାନ୍ତି। ଏହି ପରିସ୍ଥିତିରେ କେତେକ ସ୍ଥାନରେ ଘରମାଲିକ ଭଡ଼ାଟିଆଙ୍କୁ ଘର ଛାଡିବାକୁ କହୁଛନ୍ତି ତ ଆଉ କେଉଁଠି ଅଣଓଡ଼ିଆ…

ସାବଧାନ! କରୋନା ଭୟରେ ଟ୍ରେନ୍‌ ଟିକେଟ୍‌ କ୍ୟାନ୍‌ସଲ୍‌ କରୁଥିଲେ ଖାଲି ହୋଇପାରେ ଆପଣଙ୍କ ଆକାଉଣ୍ଟ

ଭାରତରେ କରୋନା ଯୋଗୁ ବଢ଼ୁଥିବା ଆତଙ୍କ ଯୋଗୁ ଭାରତୀୟ ରେଳବାଇ ମଧ୍ୟ ସତର୍କ ହୋଇଛି। ଲୋକମାନେ କରୋନା ଭୟରେ ଯାତ୍ରା ଉପରେ ରୋକ ଲଗାଇଛନ୍ତି, ଏଣୁ ପ୍ରତିଦିନ ହଜାର ହଜାର ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ କରିଦିଆଯାଉଛି। ଯଦି ଆପଣ ବି କୌଣସି କାରଣରୁ ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ କରୁଛନ୍ତି ତେବେ…

କରୋନାକୁ ନେଇ ଗରିବଙ୍କ ପକ୍ଷ ରଖିଲେ ଆୟୁଷ୍ମାନ୍‌ ଖୁରାନା, ଟ୍ଵିଟ୍‌ କରି ଲେଖିଲେ ‘ଏବେ ଧନୀଙ୍କ ସବୁ ଦିନ ରବିବାର ଓ…

ବର୍ତ୍ତମାନ ଦେଶରେ କରୋନା ଭାଇରସ୍‌ ଯେଉଁଭଳି ଭାବେ କାୟା ବିସ୍ତାର କରୁଛି ତାହା ଦେଖି ପିଲାଠୁ ବୁଢ଼ାଯାଏଁ ସମସ୍ତେ ଆତଙ୍କିତ ଅଛନ୍ତି। କରୋନା ଯୋଗୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତେବେ ଏହି ଭାଇରସ୍‌ ଯୋଗୁ…

କରୋନା ପାଇଁ ଫିଲିପାଇନ୍ସିରେ ଫସିଥିବା ଶତାଧିକ ଭାରତୀୟ ଛାତ୍ରଙ୍କ ଆକୁଳ ନିବେଦନ, ଆମକୁ ବଞ୍ଚାଅ

ଓ୍ଵାଶିଂଟନ: କରୋନା ପାଇଁ ଫିଲିପାଇନ୍ସରେ ଫସିଥିବା ଶତାଧିକ ଭାରତୀୟ ଛାତ୍ର ଏବେ ବହୁ ଅସୁବିଧାରେ ଅଛନ୍ତି । କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଭାରତ ବିଦେଶ ଫେରିବା ଉପରେ କଟକଣା ଜାରି କରିଛି । ଫଳରେ ଏପରି ଅସୁବିଧା ଉପୁଜିଥିବା ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ । କରୋନା…

ସାମ୍ନାକୁ ଆସିଲା ପ୍ରଥମ ଘଟଣା: କରୋନାରେ କୁକୁରର ମୃତ୍ୟୁ!

ହଂକଂରେ କରୋନା ଭାଇରସରେ ଏକ କୁକୁରର ମୃତ୍ୟୁ ଘଟିଥିବା ନେଇ ପ୍ରଥମ ମାମଲା ସାମ୍ନାକୁ ଆସିଛି। ୧୭ ବର୍ଷର ଏହି କୁକୁରଟି ପୋମରେନିୟନ ପ୍ରଜାତିର ଥିଲା। ଏହାକୁ ଜଣେ ୬୦ ବର୍ଷୀୟା ବୃଦ୍ଧା ପାଳିଥିଲେ। ଦୁଇ ଦିନ ପୂର୍ବରୁ କୁକୁର ଠାରେ କରୋନା ଭାଇରସର ଲକ୍ଷଣ ଦେଖାଯିବାରୁ ସେ ତାକୁ ତୁରନ୍ତ…

ଲୁଧିଆନାର ଡାକ୍ତର ପ୍ରସ୍ତୁତ କଲେ କରୋନା ଭାଇରସ୍‌ ପାଇଁ ଔଷଧ, ଦାବି କଲେ ୧୫ ଦିନରେ ଠିକ୍‌ ହେବେ ରୋଗୀ

ଲୁଧିଆନା:  ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍‌ । ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଚୀନ ଓ ଆମେରିକା କରୋନା ଔଷଧ ତିଆରି କରିଥିବା ଦାବି କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ପଛେଇ ଯାଇନାହିଁ । ଭାରତ ମଧ୍ୟ କରୋନା ରୋଗୀ ସୁସ୍ଥ କରିବ…

ସୁବ୍ରତ ବାଗଚିଙ୍କ ପ୍ରେସ୍‌ମିଟ୍‌ : କରୋନା ବିରୋଧରେ ଚାଲିଥିବା ଲଢ଼େଇରେ କୌଣସି ଅବହେଳାର ପ୍ରଶ୍ନ ଉଠୁ ନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌) : କରୋନା ବିରୋଧରେ ଓଡ଼ିଶାର ଲଢ଼େଇ ଜାରି ରହିବ । ହେଳା କିମ୍ବା ଅବହେଳାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସାରା ବିଶ୍ୱରେ ଆଜି କରୋନାର ସ୍ଥିତି କଣ ରହିଛି ସେ ସମ୍ପର୍କରେ ସୂଚନା ଦେବା ସହିତ ଓଡ଼ିଶାରେ…

କରୋନା ରୋକିବାକୁ କେରଳ ପୋଲିସର ନିଆରା ଉଦ୍ୟମ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ ଥରେ ପକାନ୍ତୁ ନଜର

ଭାରତରେ ବର୍ତ୍ତମାନ କରୋନା ଭାଇରସ ଦ୍ଵିତୀୟ ଷ୍ଟେଜରେ ରହିଛି । ଯାହାର ଅର୍ଥ ହେଉଛି ଏହି ଭାଇରସ ଲୋକମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଅତ୍ୟଧିକ ସଂକ୍ରମଣ ହୋଇନାହିଁ । ଭାରତରେ ପ୍ରାୟ ୧୪୮ ଲୋକ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି । ତେବେ କରୋନା ଭାଇରସକୁ ଷ୍ଟେଜ ୩ ରେ…

ଚୀନ୍‌ ତିଆରି କଲା କରୋନା ଭାଇରସ୍‌ ଟୀକା, ଜଲଦି ସୁସ୍ଥ ହେବେ ସମସ୍ତ ରୋଗୀ

ଚୀନ୍‌ର ବୁହାନ ସହରରୁ ସୃଷ୍ଟ କରୋନା ଭାଇରସ୍‌ ଏବେ ସାରା ପୃଥିବୀରେ ଦମନ ଲୀଳା ଚଳାଇଥିବା ବେଳେ ଏହାକୁ ରୋକିବାକୁ ଟୀକା ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛି ଖୋଦ୍‌ ଚୀନ୍‌। ଚୀନ୍‌ର ବୈଜ୍ଞାନିକମାନେ ତିଆରି କରିଥିବା କରୋନା ଟୀକାକୁ ମଣିଷଙ୍କ ଉପରେ ପରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି। ଏହା…

କରୋନା ପାଇଁ ବନ୍ଦ ହୋଇଗଲା ପାରସ ଓ ଶେହେନାଜଙ୍କ ବିବାହ ଶୋ “Mujhse Shaadi Karoge”, ଘରୁ ବାହାରି…

କରୋନା ଭାଇରସ ପାଇଁ ଏବେ ରିୟାଲିଟି ଶୋ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି । ବିଗବସ  ୧୩ର ଫେମ ଶେହେନାଜ ଗିଲ ଏବଂ ପାରସ ଛାବଡ଼ାଙ୍କର ବିବାହ ଶୋ 'ମୁଝସେ ଶାଦୀ କରୋଗେ' ବର୍ତ୍ତମାନ କରୋନା ଭାଇରସ କାରଣରୁ ବନ୍ଦ ହୋଇଯାଇଛି । ସୂଚନା ଅନୁଯାୟୀ ଶେହେନାଜ ଗିଲ ଏବଂ ପାରସ ଛାବଡ଼ାଙ୍କ ସମେତ ଏହି…

କରୋନାକୁ ‘ଚୀନୀ ଭାଇରସ୍‌’ କହିବାରୁ ରାଗିଗଲା ଚୀନ୍‌, ୩ ଆମେରିକୀୟ ସାମ୍ବାଦିକଙ୍କୁ ଦେଶରୁ କଲା ବିଦା

ଚୀନ୍‌ର ବୁହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ଦୁନିଆ ପାଇଁ ଆତଙ୍କ ପାଲଟିଥିଲେ ବି ଚୀନ୍‌ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍‌କୁ ଚୀନୀ ଭାଇରସ୍‌ କହିବା ଚୀନ୍‌କୁ ଏତେ ବାଧିଲା ଯେ ସେ ନିଜ ଦେଶରେ ଥିବା ଆମେରିକୀୟ…