Browsing Category

କରୋନା ଭାଇରସ

କନ୍ଧମାଳରେ ୧୪୪ ଧାରା : ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ଆସିବା ମନା, ଗାଁ ଗାଁରେ କରୋନା ପାଇଁ ସତର୍କ କରୁଛି ଜିଲ୍ଲା…

ଦାରିଙ୍ଗବାଡି (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ବିଷାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ଲୋକଙ୍କୁ ସଚେତନ କରାଯାଉଛି । ସମସ୍ତେ ସତର୍କ ରହିବାକୁ ଜୋରଦାର ପ୍ରଚାର କରାଯାଉଛି । ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଜିଲ୍ଲାରେ ୧୪୪ ଧାରା ଜାରି…

କରୋନା ସ୍ଥିତିରେ ସ୍ତନ୍ୟପାନ କରାଉଥିବା ମହିଳା ଏମିତି ନିଅନ୍ତୁ ନିଜର ତଥା ପିଲାଙ୍କ ଯତ୍ନ, ପାଖ ମାଡ଼ିବନି ବିପଦ

କରୋନା ଭାଇରସ୍‌ର ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। ଏହି ଭାଇରସ୍‌ର ଭାକ୍ସିନ୍‌ ବାହାରିନଥିବାରୁ ଲୋକମାନେ ଅଧିକ ଭୟଭୀତ ଅଛନ୍ତି। ଏହି ସମୟରେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଥିବା ବେଳେ ଖାସ୍‌ କରି ରୋଗୀ, ଗର୍ଭବତୀ ମହିଳା ଓ ନବଜାତକଙ୍କ ଅଧିକ ଯତ୍ନ ନେବାକୁ ଡାକ୍ତର…

କରୋନାରେ ହୁଅନ୍ତୁ ନାହିଁ ଭ୍ରମର ଶିକାର, ଜାଣନ୍ତୁ ଆପଣ ବ୍ୟବହାର କରୁଥିବା ଜିନିଷରେ କେତେ ସମୟ ରହେ ଭାଇରସର ପ୍ରଭାବ

କରୋନା ଭାଇରସର ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଜୀବନ ନାଶକ କରୋନା କାରଣରୁ ସାରା ଦେଶରେ ତିନି ଜଣ ଲୋକଙ୍କର ମ୍ରୁତ୍ୟୁ ହୋଇସାରିଲାଣି। ୧୩୧ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଅଛନ୍ତି। ଏହି କରୋନା ଭାଇରସ୍‌ ଦେଶର ୧୫ଟି ରାଜ୍ୟରେ ନିଜର କାୟା…

କରୋନାରେ ଜେମ୍ସ ବଣ୍ଡ ଅଭିନେତ୍ରୀ ଓଲ୍‌ଗା କର୍‌ଲେଙ୍କୋ, ଇନ୍‌ଷ୍ଟାଗ୍ରାମ୍‌ରେ କଲେ ପୋଷ୍ଟ

କେ ନ୍ୟୁଜ୍‌ ବ୍ୟୁରୋ: ଜେମ୍ସ ବଣ୍ଡ୍‌ ଅଭିନେତ୍ରୀ ତଥା ହଲିଉଡ୍‌ ନାୟିକା ଓଲ୍‌ଗା କର୍‌ଲେଙ୍କୋ କରୋନାରେ  ଆକ୍ରାନ୍ତ ବୋଲି ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରକାଶ କରିଛନ୍ତି । ସେ ଏବେ ଘରେ ଏକାକୀ ଚିକିତ୍ସାଧିନ ଥିବା ପ୍ରକାଶ କରିଛନ୍ତି । ୨୦୦୮ରେ ମୁକ୍ତିଲାଭ କରିଥିବା ଜେମ୍ସ ବଣ୍ଡ୍‌…

କରୋନା ସଙ୍କଟର ଫାଇଦା ଉଠାଉଛନ୍ତି ପର୍ଣ୍ଣଷ୍ଟାର, ଭାକ୍ସିନ୍‌ ପ୍ରସ୍ତୁତ କରିବା ବ୍ୟକ୍ତି ସହ ଶୋଇବାକୁ ଦେଲେ ଅଫର

କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ହାହାକାର ଦେଖାଦେଇଛି। ଏବେ ପର୍ଯ୍ୟନ୍ତ ଦୁନିଆରେ ମୋଟ ୧,୮୩,୧୧୬ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୭୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ଘଟିସାରିଲାଣି। ଦୁନିଆକୁ ଏହି ମହାମାରୀରୁ ଉଦ୍ଧାର କରିବା ପାଇଁ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି। ଲୋକମାନେ…

ଅଗ୍ନିଶମ ଯନ୍ତ୍ରକୁ ସାନିଟାଇଜର ଭାବି ଦବାଇ ଦେଲେ ପାକିସ୍ତାନୀ, ଆଉ ତାପରେ ସାରା ଦୋକାନ ହୋଇଗଲା ଏପରି, ଦେଖନ୍ତୁ ଭିଡିଓ

ସାରା ବିଶ୍ଵ ଏବେ କରୋନା କବଳରେ । ଲୋକମାନେ ଏବେ ନିଜକୁ ଘରେ ବନ୍ଦୀ କରି ରଖିଛନ୍ତି । ଏହି ଭାଇରସରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଲୋକ ଏଥିରେ ମୃତ୍ୟୁବରଣ ମଧ୍ୟ କରିସାରିଛନ୍ତି । ତେବେ ଭାରତ ସମେତ ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତ ଅନେକ ମାମଲା ଦେଖିବାକୁ ମିଳିଛି ।…

କରୋନା ଭୟ ଦେଖାଇ ବସ୍‌ରେ ସିଟ୍‌ ହାସଲ କଲେ ଆଇଆଇଟି ଛାତ୍ର ପରେ ଧରିଲା ପୋଲିସ୍‌

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ ରହିଛି। ଏଭଳି ପରିସ୍ଥିତିରେ ମାଡ୍ରାସ ଆଇଆଇଟିର ଜଣେ ଛାତ୍ର ଏହାର ମଜା ଉଠାଇଥିବା ଦେଖାଯାଇଛି। ଛାତ୍ର ଜଣକ ବସ୍‌ରେ ସିଟ୍‌ ପାଇବାକୁ ଓ ବସ୍‌ ରୋକିବାକୁ ନିଜକୁ କରୋନା ସଂକ୍ରମିତ ବୋଲି କହିଥିବା ଜଣାଯାଇଛି। ରିପୋର୍ଟ ମୁତାବକ…

ଜାଣନ୍ତୁ ଏହି ସମୟରେ ସ୍ୱିଗି ଏବଂ ଜୋମାଟୋରୁ ଖାଦ୍ୟ ଅର୍ଡର କରିବା ଆପଣଙ୍କ ପାଇଁ କେତେ ନିରାପଦ !

କରୋନାର ପ୍ରଭାବ ଏବେ ସବୁ କ୍ଷେତ୍ରରେ ପଡିଛି । ସ୍ୱିଗି-ଜୋମାଟୋ ଭଳି ଫୁଡ ଡେଲିଭରି ପ୍ଲାଟଫର୍ମ ଗୁଡିକ ସହିତ ଯୋଡି ହୋଇ ରହିଥିବା ଡେଲିଭରି ବୟ ମାନେ ଆଜିକାଲି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଡେଲିଭରି ବୟଠାରୁ ଅର୍ଡର ଆଣିବା ବେଳେ ଆପଣ ତାଙ୍କୁ ସନ୍ଦେହ ନଜରରେ ଦେଖୁଥିବା ବେଳେ…

COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ, ଗତ ୧୫ ତାରିଖରେ ଫେରିଥିଲେ ଆମେରିକାରୁ

ପୁରୀ: COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ । ବିଦେଶ ଫେରନ୍ତା ଓଡ଼ିଆଙ୍କୁ ୪୮ ଘଣ୍ଟା ଭିତରେ ପଞ୍ଜିକରଣ କରିବା ପାଇଁ କହିଥିଲେ ରାଜ୍ୟ ସରକାର । ଏହାପରେ ଗଜପତି ପଞ୍ଜିକରଣ କରିଛନ୍ତି । ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଆମେରିକାରୁ ଫେରିଥିଲେ ଗଜପତି…

କରୋନା ଦାଉରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ ମାସ୍କ ପିନ୍ଧିବାର ସଠିକ୍ ପ୍ରଣାଳୀ ଏବଂ କେଉଁ ପରିସ୍ଥିତି ଏହାକୁ କରିବେ…

କରୋନା ଦାଉରୁ ରକ୍ଷା ପାଇବା ପାଇଁ ପ୍ରାୟତଃ ଲୋକେ ମାସ୍କର ବ୍ୟବହାର କରୁଛନ୍ତି । କଣ ଆପଣ ଜାଣିଛନ୍ତି କି ମାସ୍କ ପିନ୍ଧିବାର ସଠିକ୍ ପ୍ରଣାଳୀ ଏବଂ କେଉଁ ପରିସ୍ଥିତି ଏହାକୁ ପିନ୍ଧିବେ । ଯଦି ଜାଣିନାହାନ୍ତି ତେବେ ନିହାତି ଜାଣନ୍ତୁ । ଜାଣନ୍ତୁ ମାସ୍କ ପିନ୍ଧିବାର ସଠିକ୍ ପ୍ରଣାଳୀ:…

କେନ୍ଦ୍ରମନ୍ତ୍ରୀ ବି.ମୂରଲୀଧରନଙ୍କୁ କରୋନା ହେବା ନେଇ ଆଶଙ୍କା, ନିଜକୁ ଘରେ କଲେ ବନ୍ଦ

ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ବି.ମୂରଲୀଧରନ କରୋନା ଭାଇରସ୍‌ରେ ସଂକ୍ରମିତ ହେବା ଆଶଙ୍କା କରି ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ କରୋନାର ଭୟବହତାକୁ ଦେଖି ସେ ଏଭଳି ପଦକ୍ଷେପ…

କରୋନା ପାଇଁ ଆହାର କେନ୍ଦ୍ରର ସମୟ ବୃଦ୍ଧି: ସବୁ ଜିଲ୍ଲାପାଳଙ୍କୁ ଚିଠି, ଏଣିକି ୧୦ଟାରୁ ୪ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ…

ଭୁବନେଶ୍ବର: କରୋନା ପାଇଁ ଆହାର କେନ୍ଦ୍ର ଗୁଡିକରେ କଟକଣା । ସବୁ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଆହାର ଦେବାର ସମୟକୁ ବୃଦ୍ଧି କରାଯାଇଛି । ଏଣିକି ୧୦ଟାରୁ ୪ଟା ପର୍ଯ୍ୟନ୍ତ ଆହାର ଯୋଗାଇ ଦିଆଯିବ । ଆହର କେନ୍ଦ୍ରରେ ଲାଗୁଥିବା ଲାଇନ୍‌ରେ ଦେଢ ମିଟର ଦୂରତାରେ…