Browsing Category

କରୋନା ଭାଇରସ

କୋହଲି ଓ ଅନୁଷ୍କା କରୋନା ପାଇଁ ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି, ହେଲେ…

କରୋନା ଭାଇରସକୁ ମୁକାବିଲା ପାଇଁ ସାରା ଦେଶ ଏବେ ଏକ ହୋଇଯାଇଛି । ଏହି ବିପଦରୁ ମୁକୁଳିବା ପାଇଁ ନେତା ଠାରୁ ଅଭିନେତା, ସାଧାରଣ ଜନତା କିମ୍ବା ଶିଳ୍ପପତି ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି । ଆଜି କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ଧର୍ମପତ୍ନୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା…

ଆଉ କେତେ ସଚେତନ କଲେ ଏମାନେ ସୁଧୁରିବେ?, ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଆବେଦନ ପାଇଁ ଶହ ଶହ ଆବେଦନକାରୀ ହେଲେ ଏକାଠି,…

ଅନୁଗୁଳ(କେନ୍ୟୁଜ୍): କରୋନାର କାୟା ସମଗ୍ର ବିଶ୍ବକୁ ବିସ୍ତାର ହେବା ପରେ ମଧ୍ୟ ଆଜି ଯାଏଁ ଲୋକଙ୍କ ମୁଣ୍ଡରେ ସଚେତନତାର ଜ୍ଞାନ ଉଦୟ ହେଉ ନାହିଁ। ଯାହା ଫଳରେ କିଛି ଅମାନିଆ ଲୋକଙ୍କ ପାଇଁ କଷ୍ଟ ଭୋଗୁଛି ସମଗ୍ର ମାନବ ସମାଜ। ଏଭଳି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ।…

କରୋନା ଭାଇରସରେ ମାରିଥିବା ଭାବି ମୃତଦେହକୁ ଛୁଇଁଲେନି ପରିବାର ଲୋକେ, 5 ଘଣ୍ଟା ଧରି ପଡ଼ିରହିଲା ଗାଁ ରାସ୍ତାରେ

କରୋନା ଭାଇରସ ସଂକ୍ରମଣର ଭୟ ଲୋକଙ୍କ ମଧ୍ୟରେ ଏତେ ମାତ୍ରାରେ ବଢିଯାଇଛି ଯେ କୌଣସି ବ୍ୟକ୍ତିର ସାମାନ୍ୟ ମୃତ୍ୟୁରେ ବି ଲୋକେ ଶବକୁ ହାତ ମାରିବାକୁ ଡରୁଛନ୍ତି । ଏମିତି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ବରଦେହୀ ଥାନା ଅଞ୍ଚଳରେ । ଏଠାରେ ରାସ୍ତା ଉପରେ ପଡିଥିବା ଜଣେ ବ୍ୟକ୍ତିର ମୃତଦେହକୁ ତାଙ୍କ…

ଭୁବନେଶ୍ୱର : କରୋନା ଲକ୍‌ଡାଉନ୍‌, ଘର ଖାଲି ନକଲେ ଏମ୍ସ ମହିଳା ଚିକିତ୍ସକଙ୍କୁ ରେପ ଧମକ ପରେ ଥାନାରେ ଅଭିଯୋଗ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରେନା ପାଇଁ ସାରା ଭାରତ ଏବେ ଲକ୍‌ଡାଉନ । ଏହି ସମୟରେ କେହି ଘରୁ ନବାହାରିବାକୁ ବାରମ୍ବାର ସୂଚନା ଦିଆଯାଉଛି । ମାତ୍ର ଡାକ୍ତରଙ୍କ ପାଇଁ ଏହି ସମୟ ବଡ଼ ମହଙ୍ଗା ପଡ଼ିଛି । ହସ୍‌ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଥିବାରୁ ଡାକ୍ତରଙ୍କୁ ଏବେ…

୫ ମିନିଟରେ ହେବ କରୋନା ଯାଞ୍ଚ, ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ଏହି ଶସ୍ତା କିଟ୍

କରୋନା ଭାଇରସର ସଂକ୍ରମଣ ଯେଉଁ ଅନୁପାତରେ ବଢ଼ିବାରେ ଲାଗିଛି ଏହାର ଟେଷ୍ଟ କରିବାକୁ ଏବେ ଟେଷ୍ଟିଂ କିଟର ଅଭାବ ଦେଖିବାକୁ ମିଳୁଛି। ଇତି ମଧ୍ୟରେ ଭାରତ ମାତ୍ର ୧୨୦୦ ଟଙ୍କାରେ କରୋନା କିଟ ପ୍ରସ୍ତୁତ କରିଛି। ଅନ୍ୟପଟେ ଆମେରିକାର ଆବଟ ନାମକ ଏକ କମ୍ପାନୀ ମାତ୍ର ୫ ମିନିଟରେ କରୋନା…

ଚିହ୍ନଟ ହେଲେ କାରୋନା ଭାଇରସ ‘ପେସେଣ୍ଟ-ଜିରୋ’, ବୁହାନର ଏହି ମାଛ ବିକାଳୀ ହୋଇପାରିଥାନ୍ତି ପ୍ରଥମ…

ବୈଜ୍ଞାନିକମାନେ କାରୋନା ଭାଇରସ ପେସେଣ୍ଟ - ଜିରୋ ଅର୍ଥାତ ପ୍ରାରମ୍ଭିକ ରୋଗୀଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଚିହ୍ନଟ କରିଛନ୍ତି। ମହିଳା ଜଣଙ୍କ ବୁହାନ ହୁଆନନ ମାଂସ ବଜାରରେ ଚିଙ୍ଗୁଡ଼ି ମାଛ ବିକ୍ରି କରନ୍ତି। ଏହିଠାରୁ ହିଁ ଏହି ଚାଇନା ଭାଇରସ ଜନ୍ମ ନେଇଥିଲା। ମହିଳାଙ୍କୁ 10 ଡିସେମ୍ବରରେ…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସେଠାରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଦିଆଯିବ ୧୨ କେଜି ଲେଖାଏ…

ତେଲେଙ୍ଗାନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ତେଲେଙ୍ଗାନାରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଦିଆଯିବ ୧୨ କେଜି ଲେଖାଏ ଚାଉଳ । ଏହାସହ ମିଳିବ ଆର୍ଥିକ ସହାୟତା । ଏଭଳି ସମୟରେ କେହି ନିଜ ରାଜ୍ୟକୁ ଯିବାକୁ କୁହନ୍ତୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେ.…

ରାତିରେ ଫୋନ କରି ପୋଲିସଙ୍କୁ ସିଙ୍ଗଡ଼ା ମାଗିଲା ଯୁବକ, DM ଖାଇବାକୁ ଦେବା ପରେ କରାଇଲେ ନାଳ ସଫା; ଦେଖନ୍ତୁ ଫଟୋ

ଲକଡାଉନ ବେଳେ ଲୋକଙ୍କୁ ଯେଭଳି କୌଣସି ସମସ୍ୟା ନ ହୁଏ ସେ ନେଇ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। କେତେକ ସ୍ଥାନରେ ପୋଲିସ ପ୍ରଶାସନ ଲୋକଙ୍କ ଘରେ ମଧ୍ୟ ରାସନ ସାମଗ୍ରୀ ଦେଇ ଆସୁଛନ୍ତି। ଲୋକମାନେ କେବଳ ଜରୁରୀ ଜିନିଷ ମଗାଇବାକୁ ପ୍ରଶାସନ ତରଫରୁ ଅନୁରୋଧ କରିଛନ୍ତି।…

ଚୀନରେ ପୁଣି ଖୋଲିଲା ମାଛ ମାର୍କେଟ, ବାଦୁଡ଼ି ସହିତ ବିକ୍ରି ହେଉଛନ୍ତି ଏହିସବୁ ଜୀବଜନ୍ତୁ

ସାରା ବିଶ୍ଵ ଏବେ ମହାମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ଏହାର ବିଜୟ ଉତ୍ସବ ପାଳନ କରୁଛି କରୋନାର ଜନ୍ମସ୍ଥଳ ଚୀନ । ଏହି ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ପୁଣି ଥରେ ଅବାଧ ମାଂସ ବିକ୍ରି ଆରମ୍ଭ ହୋଇଛି । ପୁଣିଥରେ କୁକୁର, ବିଲେଇ, ଠେକୁଆ, ସାପ, ବିଛା ଏବଂ ବାଦୁଡି ଆଦି…

ଲକଡାଉନରେ କ’ଣ କରୁଛନ୍ତି ମୋଦି? ଯୋଗର ୩ଡି ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ସରକାରଙ୍କ ତରଫରୁ ୨୧ ଦିନର ଲକଡାଉନ ଲାଗୁ କରାଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନିଜେ ରବିବାର ମନ୍ କି ବାତ କରିଥିଲେ।  ଏଥିରେ ସେ କରୋନା ଭାଇରସକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସେ…

ଭଦ୍ରକ ଜିଲ୍ଲାରେ କଡାକଡି ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ, ଆଜିଠାରୁ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍

ଭଦ୍ରକ : ଭଦ୍ରକ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ। ଆଜିଠାରୁ ଜିଲ୍ଲାର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ଦିନ ୧୦ଟା ପରେ ସହର ମଧ୍ୟକୁ କାହାରିକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଦିନରେ ଗୋଟିଏ ଥର ସକାଳ ୬ଟାରୁ…

ପରିବାରକୁ ହୋଇପାରେ କରୋନା ସେଥିପାଇଁ ଗ୍ୟାରେଜରେ ଟେଣ୍ଟ ପକାଇ ରହୁଛନ୍ତି ଡାକ୍ତର, ସୋସିଆଲ ମିଡ଼ିଆରେ ସେୟାର କଲେ ନିଜର…

ଗୋଟିଏ ପଟେ କରୋନା ସହ ସାରା ଦୁନିଆ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ କିଛି ଲୋକ ଏହି ଭାଇରସକୁ ହରାଇବା ପାଇଁ ଦିନରାତି ଏକ୍ କରିଦେଇଛନ୍ତି । ତେବେ ସେମାନେ ଆଉ କେହି ନୂହେଁ ଭାଗବାନଙ୍କ ଦ୍ଵିତୀୟ ଅବତାର ଯାହାଙ୍କୁ ଆମେ ଡାକ୍ତର ବୋଲି କହୁଛୁ । କାରଣ କେବଳ ସେମାନଙ୍କ ଚେଷ୍ଟାରେ ହିଁ ଆମେ ଏହି…