Browsing Category

କରୋନା ଭାଇରସ

ଦେଶରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଲା: ଦିଲ୍ଲୀରେ ଧାର୍ମିକ କାର୍ଯ୍ୟକ୍ରମରୁ ବ୍ୟାପିଲା କରୋନା, ଯୋଗଦେଇଥିବା ୩୦୦ଲୋକ…

ନୂଆଦିଲ୍ଲୀ: ଭାରତରେ ବି କାୟା ବିସ୍ତାର କରୁଛି କରୋନା । ଦେଶରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୮୦ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି ତେଲେଙ୍ଗାନାରେ କରୋନା ନେଇଛି ୬ ଜଣଙ୍କର ଜୀବନ । ଗତ ୧୩ରୁ…

ଘରକୁ ଫେରୁ ଫେରୁ ମଝି ରାସ୍ତାରେ ଟଳିପଡିଲେ ବ୍ୟକ୍ତି, ଶବ ପାଖରେ କାନ୍ଦୁଛନ୍ତି ସ୍ତ୍ରୀ ପିଲା.. ଦୃଶ୍ୟ ଦେଖିଲେ ଆପଣଙ୍କ…

କରୋନା ଭାଇରସର ଏହି ସଂଘର୍ଷରେ ବିଶ୍ୱବ୍ୟାପୀ ଲକ୍ ଡାଉନ୍ ଚାଲିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ଖଟିଖିଆ । ଆୟ ଶେଷ ହୋଇଯିବା ପରେ ଲୋକମାନେ ଏବେ ନିଜ ନିଜ ଘରକୁ ଫେରିଯିବାକୁ ବାହାରିଛନ୍ତି । ଏପରି ମହାମାରୀ ସମୟରେ ମଧ୍ୟ ଏମାନେ ଘରମୁଁହା ହୋଇ ନିଜ ଜୀବନ ବାଜିରେ…

ଭେlକିଲା ରହିବେନି ସହରର ବୁଲା ପଶୁ, ୪୮ଟି ମ୍ୟୁନିସ୍‌ପାଲିଟିରେ ବୁଲା ପଶୁଙ୍କୁ ଖାଇବାକୁ ଦେବା ପାଇଁ ୫୪ ଲକ୍ଷ ଟଙ୍କା…

କେନ୍ୟୁଜ୍(ବ୍ୟୁରୋ):  ସହରାଞ୍ଚଳର ବୁଲା ପଶୁଙ୍କ ଖାଦ୍ୟ ପାଇଁ ୫ଟି ମ୍ୟୁନିସ୍‌ପାଲ କର୍ପୋରେସନ ଓ ୪୮ଟି ମ୍ୟୁନିସ୍‌ପାଲିଟି ପାଇଁ ୫୪ ଲକ୍ଷ ଟଙ୍କା ଘୋଷଣା କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ବୁଲା କୁକୁର ଓ ଅନ୍ୟ ପଶୁଙ୍କୁ ଖାଦ୍ୟ ପ୍ରଦାନ କରାଯିବ। ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ…

ଗରିବ କଲ୍ୟାଣରେ ଲଗାଅ ଟଙ୍କା, ଆମକୁ ତିନିମାସର ଦରମା ଦରକାର ନାହିଁ ବୋଲି କହିଲେ ବୁର୍ଲାର ଡାକ୍ତରୀ ଟିମ୍

କେନ୍ୟୁଜ୍(ବ୍ୟୁରୋ):  ଆମର ଲୋଡା  ନାହିଁ ଆଗୁଆ ତିନି ମାସର ଦରମା। ବରଂ ସେହି ଟଙ୍କାରେ ଗରିବଙ୍କ ପାଇଁ କିଛି କର। ଏଭଳି ଢଙ୍ଗରେ ସରକାରଙ୍କୁ ଚିଠି  ମଧ୍ୟମରେ କହିଛନ୍ତି ବୁର୍ଲାର ୨୪ ଜଣ ଡାକ୍ତର। ଏହା ସହିତ ସେମାନେ କହିଛନ୍ତି  ଯେ ବର୍ତ୍ତମାନ କରୋନା ପାଇଁ ରାଜ୍ୟ ଦେଶ ଯେଉଁ ଘଡ଼ିସନ୍ଧି…

ଦୁବାଇରେ ଥିବା ଭାରତୀୟ ବ୍ୟବସାୟୀ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରିଦେଲେ ଦେଶର କରୋନା ସଂକ୍ରମିତଙ୍କ ପାଇଁ

କରୋନା ରୋଗୀଙ୍କ ପାଇଁ କେବଳ ଭାରତରେ ନୁହେଁ ସବୁ ଦେଶରେ ସହଯୋଗର ହାତ ବଢ଼ୁଛି । ଦୁବାଇରେ ମଧ୍ୟ କରୋନା ସଂକ୍ରମଣ ଚିନ୍ତାର କାରଣ ହୋଇଛି । ଫଳରେ ଦୁବାଇରେ ଥିବା ଜଣେ ଭାରତୀୟ ବ୍ୟବସାୟୀ ଦେଶର କରୋନା ରୋଗୀଙ୍କ ପାଇଁ ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି । ସେ କହିଛନ୍ତି, ଯେଉଁ ଦେଶରେ…

ଧୀରେ ଧୀରେ ଦେଶରେ କାୟା ମେଲାଉଛି କରୋନା, ବର୍ତ୍ତମାନ ସୁଦ୍ଧା ୧୦୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୯ ଜଣଙ୍କ ମୁଣ୍ଡ…

କେନ୍ୟୁଜ୍(ବ୍ୟୁରୋ):  ଗୋଟିଏ ଭାଇରସ କବଳରେ ସାରା ଦେଶ । ବ୍ୟାପୁଛି ସଂକ୍ରମଣ।ଦିନକୁ ଦିନ ବିଗୁଡିଛି ସ୍ଥିତି । ଆସୁଛି ନୂଆ ନୂଆ ତଥ୍ୟ । କୋଭିଡ -୧୯ ଆକ୍ରାନ୍ତ  ସଂଖ୍ୟା ୧ ହଜାର ୭୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟରୁ ଆସିଛି ୯୨ଟି ନୂଆ ମାମଲା । କରୋନାର ଶୀକାର ହୋଇଛନ୍ତି…

ବିପତ୍ତି ସମୟରେ ଫାଇଦା ଲୁଟିବାକୁ  ଉଦ୍ୟମ ଚଳାଇଛନ୍ତି  ନକଲି ସାନିଟାଇଜର କମ୍ପାନୀ, ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ  ସିଜ…

କେନ୍ୟୁଜ୍(ବ୍ୟୁରୋ): କରୋନା ଆତଙ୍କ ଚାଲିଥିବା ସମୟରେ ସକ୍ରୀୟ ହୋଇଯାଇଛନ୍ତି କିଛି ଅସାଧୁ ବ୍ୟବସାୟୀ। କରୋନା ଭଳି  ଏହି ଘଡିସନ୍ଧି ମୂହୁର୍ତ୍ତରେ ଲୋକଙ୍କଠାରୁ କିଭଳି ମୋଟା ଅଙ୍କର ଅର୍ଥ ଅସିପାରିବ ସେଥିପାଇଁ  ଜୋରଦାର ଉଦ୍ୟମ କରିଚାଲିଛନ୍ତି। ଯାହାର ନମୁନା ଦେଖିବାକୁ ମିଳିଛି ରାଜଧାନୀ…

ମଜ୍‌ଦୁରି ପାଇଁ ଯାଇ ଫସିଗଲେ : ଅମୃତସରରୁ ଚାଲିଲେଣି ୬ ଦିନରେ ୨୭୭ କି.ମି ଘର ଯାଏ ଚାଲିବେ ଆହୁରି ୬୦୦ କି.ମି

କରୋନା ଭାଇରସ ପାଇଁ ସାରା ଭାରତ ଏବେ ଲକ୍‌ଡାଉନ୍‌ । ବିଭିନ୍ନ କାମ ଧନ୍ଦାରେ ଲୋକେ ବାହାରକୁ ଯାଇ ଫସି ଯାଇଛନ୍ତି । ଟ୍ରେନ୍‌, ବସ୍‌ ଓ ବିଭିନ୍ନ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ଲୋକେ ଆଉ ଫେରି ପାରିନାହାଁନ୍ତି ଘରକୁ । ଦେଶର ବିଭିନ୍ନ ସ୍ଥାନରେ ଅଟକି ଯାଇଥିବା ଏହି ଶ୍ରମଜୀବୀମାନେ ଭୋକ…

ଆମେରିକା ପାଇଁ ଅଭିଶାପ ହୋଇପାରେ କରୋନା: ବିଶେଷଜ୍ଞ କହିଲେ, ଯାଇପାରେ ଏକରୁ ଦୁଇ ଲକ୍ଷ ଲୋକଙ୍କ ଜୀବନ

କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନ୍‌ ହୋଇଥିଲେ ମଧ୍ୟ ଆମେରିକାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ରୋଗରେ ଆମେରିକାରେ ୧୪୨୭୯୩ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୪୯୦ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଆଗାମୀରେ କରୋନା ଆମେରିକା ପାଇଁ ଅଭିଶାପ ହୋଇପାରେ । ସଂକ୍ରମଣରେ ୧…

ମାତ୍ର ୧୦ ପ୍ରତିଶତ ଲୋକ ଅମାନିଆ ହେଉଛନ୍ତି, ଏବେ ଠାରୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ : ବାଗଚି

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । ସେମାନଙ୍କୁ ସେହି ଜାଗାରେ ରହିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୧ ଲକ୍ଷ ୨୦ ହଜାର ଓଡ଼ିଆ ଏବେ ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ପାଇଁ ଆମ ସରକାର…

ମା, ମାଉସୀ ଓ ଭଉଣୀମାନଙ୍କ ଉପରେ ବୋଝ ହୁଅ ନାହିଁ

ଭୁବନେଶ୍ୱର ( କେ ନ୍ୟୁଜ୍‌) : ଦିନକର ବିରତି ପରେ ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ସେ କହିଥିଲେ ଯେ କର୍ମଚାରୀମାନଙ୍କୁ ଦିନେ ବିଶ୍ରମ ଦେବା ପାଇଁ ଏହି ବିରତି ନେଇଥିଲୁ । ସେ ଆହୁରି ସୂଚନା ଦେଇଛନ୍ତି ଯେ…

କରୋନା ନେଲା ସେଲିବ୍ରିଟିଙ୍କ ଜୀବନ, ଆଖି ବୁଜିଲେ ଜାପାନୀ କମେଡିଆନ କେନ ଶିମୁରା

ଜାପାନର କମେଡିଆନ କେନ ଶିମୁରାଙ୍କ 70 ଵର୍ଷ ବୟସରେ ମୃତ୍ୟୁ ଘଟିଛି । ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାପାନରେ କରୋନା ଭାଇରସରେ କୌଣସି ସେଲିବ୍ରିଟିଙ୍କ ମୃତ୍ୟୁ ଘଟିବା, ଏହା ହେଉଛି ପ୍ରଥମ ଘଟଣା । ଏମିତି ବି କୁହାଯାଉଛି, 2016ରେ କେନଙ୍କର…