Below header
Browsing Category

କରୋନା ଭାଇରସ

କଟକ ବଡ଼ ମେଡିକାଲରେ କରୋନା ପରୀକ୍ଷା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସବୁ ଜିଲ୍ଲାରେ କରାଯିବ ସ୍ୱତନ୍ତ୍ର…

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକ ବଡ଼ ମେଡିକାଲ ବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ହେବ କୋଭିଡ-୧୯ର ପରୀକ୍ଷା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । କଟକ ବଡ଼ ମେଡିକାଲରେ ରକ୍ତ ନମୁନା ପରୀକ୍ଷା ପାଇଁ ଅନୁମତି ଦେଇଛି ICMR । ଆଗାମୀ ଦିନରେ…

ଦିଲ୍ଲୀର ନିଜାମୁଦ୍ଦିନ୍‌ ସ୍ଥିତ ମସଜିଦ୍‌ଠାରେ ଆୟୋଜନ କରିଥିବା ଧାର୍ମିକ ସମ୍ମିଳନୀର ଆୟୋଜକଙ୍କ ବିରୋଧରେ ହେବ ମାମଲା

କେନ୍ୟୁଜ(ବ୍ୟୁରୋ):ସଂକଟରେ ପକାଇଛି ଦିଲ୍ଲୀର ନିଜାମୁଦ୍ଦିନ୍‌ସ୍ଥିତ ମସଜିଦ୍‌ଠାରେ ଆୟୋଜନ ହୋଇଥିବା ଧାର୍ମିକସମ୍ମିଳନୀ। ଏହିଁ ଧାର୍ମିକ ସମ୍ମିଳନୀକୁ ଯାଇଥିବା ୩୦୦ ଜଣଙ୍କ ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖାଦେଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି।…

କରୋନାକୁ ହରାଇ ଜିତିଗଲେ କେରଳର ଏହି ପରିବାର, ଚିକିତ୍ସା ପରେ 7ଜଣ ସଦସ୍ୟ ହେଲେ ସମ୍ପୂର୍ଣ୍ଣ ସୁସ୍ଥ

କରୋନା ଭାଇରସ ଯୋଗୁ ଏବେ ପୂରା ଦେଶରେ ଲକଡାଉନ ଚାଲିଛି । ଏଭଳି ସ୍ଥିତିରେ କେରଳରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଖବରରୁ ଜଣାପଡିଛି, ଏଠାରେ ଏକ ପରିବାରର 5ଜଣ ସଦସ୍ୟ ଏବଂ 2ଜଣ ସମ୍ପର୍କୀୟଙ୍କ ଠାରେ କରୋନା ପଜିଟିଭ ବାହାରିଥିଲା । ଏହାକୁ ନେଇ ଆଖପାଖ ଅଞ୍ଚଳରେ ଖୁବ ଆଲୋଚନା ମଧ୍ୟ ହୋଇଥିଲା…

ଲକଡାଉନ ପରେ ମାଗଣାରେ ମିଳିବ ହେଲମେଟ ! ସରକାରଙ୍କ ଏହି ନିଷ୍ପତ୍ତିରେ ଲୋକଙ୍କୁ ମିଳିବ ଆସ୍ୱସ୍ତି

ଦେଶବ୍ୟାପୀ ଲକଡାଉନରେ ସରକାର ଲୋକଙ୍କୁ ଆସ୍ୱସ୍ତି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏମିତି ଅନେକ ନିଷ୍ପତ୍ତି ଥିଲା ଯାହାର ସମୟସୀମା ୩୧ ମାର୍ଚ୍ଚ ଥିଲା ଯାହାକୁ ସରକାର ଏବେ ବଢ଼ାଇ ଦେଇଛନ୍ତି। ଏମିତିରେ ଲୋକଙ୍କୁ ସେମାନଙ୍କ ବକେୟା କାମ କରିବାକୁ ୨ ରୁ ୩ ମାସ ସମୟ ମିଳିପାରିବ। ଆଉ ଏବେ…

ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ: ୪ଟି ଦମକଳ ବାହିନୀ ନିୟୋଜିତ

ଭୁବନେଶ୍ୱର :ବିଧାନସଭା ପରେ ବାପୁଜୀନଗର,ରାଜମହଲ ଏବଂ ଜନପଥ ଅଞ୍ଚଳରେ ସାନିଟାଇଜେସନ ଆରମ୍ଭ ହୋଇଛି । ଏଥିରେ ୪ଟି ଦମକଳ ବାହିନୀ ନିୟୋଜିତ କରାଯାଇଛି । ବାପୁଜୀନଗରର ବିଭିନ୍ନ ଅଞ୍ଚଳରେ ଏହି ସାନିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ସାନିଟାଇଜ କରାଯିବାର…

ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ ମନେ ରଖନ୍ତୁ ଚାଣକ୍ୟଙ୍କ ଏହି ନୀତିବାଣୀ, କେବେ ବି ଅସୁବିଧାରେ ପଡ଼ିବେନି

ଚାଣକ୍ୟଙ୍କ ନୀତି ଆମ ଜୀବନରେ ଆସୁଥିବା ସମସ୍ୟାକୁ ସାମ୍ନା କରିବାକୁ ସାହାସ ଯୋଗାଇଥାଏ। ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ, ଅର୍ଥଶାସ୍ତ୍ରୀ ଓ ପରମ ଜ୍ଞାନୀ ଥିଲେ। ସେ ନିଜ ନୀତିବାଣୀ ଯୋଗୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ସାଧାରଣ ବାଳକଙ୍କୁ ମଧ୍ୟ ଭାରତର ସମ୍ରାଟ କରିଥିଲେ। ଆସନ୍ତୁ ଜାଣିବା…

ଲକଡାଉନ ଯୋଗୁ ଜୀବନ ବନ୍ଦୀ ଭଳି ଲାଗୁଛି କି! ସୀମିତ ସ୍ଥାନରେ ରହିବା ଉପାୟ କହିଲେ ମହାକାଶଚାରୀ

କରୋନା ଭାଇରସ ଯୋଗୁ ଏବେ ସାରା ବିଶ୍ୱ ଚିନ୍ତିତ। ଏହି ଭାଇରସ କବଳରୁ ନିଜକୁ ରକ୍ଷା କରିବା ପାଇଁ କେବଳ ମାତ୍ର ଗୋଟିଏ ବାଟ ହେଉଛି ସାମାଜିକ ଦୂରତା। ପରସ୍ପରଠାରୁ ଦୂରରେ ରହିଲେ ହିଁ କରୋନା ବ୍ୟାପିବ ନାହିଁ। ତେଣୁ ବର୍ତ୍ତମାନ ଭାରତର ସମସ୍ତ ରାଜ୍ୟକୁ ଲକଡାଉନ କରିଦିଆଯାଇଛି। ଲୋକମାନଙ୍କୁ ଘରେ…

Covid-19 : କୋହଲିଙ୍କ ପରେ ରୋହିତ ବଢାଇଲେ ସହାୟତାର ହାତ, ଦାନ କଲେ ୮୦ ଲକ୍ଷ ଟଙ୍କା

କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଭୟଙ୍କର ସ୍ୱାସ୍ଥ୍ୟ ସଙ୍କଟରୁ ସମସ୍ତଙ୍କୁ ମୁକୁଳାଇବା ହେଉଛି ସମସ୍ତଙ୍କର ଦାୟିତ୍ୱ ବୋଲି ରୋହିତ କହିଛନ୍ତି। ଭାରତୀୟ ଦିନିକିଆ ଦଳରେ ଉପ-ଅଧିନାୟକ ଥିବା ରୋହିତ ୪୫…

ତୁଣ୍ଡ ବାଇଦ ସହସ୍ର କୋଷ: କରୋନା କଣ କିଛି ଜାଣିନଥିଲେ ସୁଦ୍ଧା ଶାଳ ପତ୍ରକୁ ଖଡିକାରେ ସିଲେଇ କରି ମାସ୍କ ଭଳି ମୁହଁରେ…

ବାଂଶପାଳ: କରୋନା ଭୂତାଣୁ ସଂକ୍ରମଣ ବଞ୍ଚିବାକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇପଡିଥିବାବେଳେ ଆମ ଦେଶରେ ମଧ୍ଯ ସଂକ୍ରମଣ ବଢୁଥିବାରୁ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧି ପଦକ୍ଷପ ଗ୍ରହଣ କରାଯାଉଛି । ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ୍ ଘୋଷଣା କରାଯାଇଛି । ଅତ୍ଯାବଶ୍ଯକୀୟ…

କରୋନା ବିପକ୍ଷ ଲଢ଼େଇରେ ଆଗକୁ ଆସିଲେ ନାନା ପାଟେକର, ଦେଲେ ଏତେ କୋଟି ଟଙ୍କା

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ଏବେ ୧୯୯ ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ଏହି ଭାଇରସ ଯୋଗୁ ଲୋକ ଯେଉଁ ପରିମାଣରେ ସଂକ୍ରମିତ ହେଉଛନ୍ତି ସେହି ପରିମାଣରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଭାରତରେ ଏବେ ଯାଏଁ କରୋନାରେ ୧୦୦୦ରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ…

ହୋମ ଆଇସୋଲେସନରୁ ବାହାରି ଆତ୍ମହତ୍ୟା କଲା କରୋନା ସନ୍ଦିଗ୍ଧ, ଟାହିଟାପରା ଅସହ୍ୟ ହେବାରୁ ଜୀବନ ହାରିଥିବା ଅଭିଯୋଗ

ତାମିଲନାଡୁରୁ ଘରକୁ ଫେରି ହୋମ ଆଇସୋଲେସନରେ ରହିଥିବା ଜଣେ ଯୁବକ ଦଉଡି ଦେଇ ଆତ୍ମହତ୍ୟା କରିଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନାନୁଯାୟୀ ଧମତରି ଜିଲ୍ଲାର ଗଣପତ ମରକାମ(୩୫) ତାମିଲନାଡୁର ବୋର ଖନନ କାମ କରୁଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ସେ ଘରକୁ…

କରୋନା ଭଳି ମହାମାରୀ ସମୟରେ ଫେସବୁକ ବଢାଇଲା ସହାୟତାର ହାତ, ଆମେରକୀୟ ଗଣମାଧ୍ୟମକୁ ଦେଲା ୧୦ କୋଟି ଡଲାର

ଏବେ ସମଗ୍ର ବିଶ୍ୱର ପ୍ରତ୍ୟେକ ଦେଶ କରୋନା ଭାଇରସକୁ ନେଇ ଚିନ୍ତିତ ରହିଛି। ସମସ୍ତ ସଂସ୍ଥା ନିଜ ନିଜ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଲଗାତାର କାର୍ଯ୍ୟ କରୁଛି। ଏବେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍‌ ମଧ୍ୟ ସାହାଯ୍ୟ ପାଇଁ ହାତ ବଢାଇଛି। ଫେସବୁକ ଏହି ମୁସ୍କିଲ ସମୟରେ ଆମେରିକାର…