Below header
Browsing Category

କରୋନା ଭାଇରସ

ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ, ଜାଣନ୍ତୁ ଏପରି ସମୟରେ ବି କେମିତି ଠକିବାର ନୂଆ ଟ୍ରେଣ୍ଡ ଆପଣାଇଛନ୍ତି…

ନୂଆଦିଲ୍ଲୀ: କରୋନା ମୁକାବିଲା କରୁଛି ସାରା ବିଶ୍ୱ । ଏଭଳି ସ୍ଥିତିରେ ଆରମ୍ଭ ହୋଇଛି କଳାବଜାରୀ । କରୋନା ମହାମାରୀ ଇଣ୍ଟର ପୋଲ ମୁଖ୍ୟ ଜୁରଗନ୍‌ ଷ୍ଟକ୍‌ଙ୍କ ସୂଚନା ଅନୁସାରେ ବିଶ୍ୱରେ ଦେଖାଯାଇଛି ଅପରାଧର ନୂଆ ଟ୍ରେଣ୍ଡ । ମାସ୍କ, ସାନିଟାଇଜର, କରୋନା ସ୍ପ୍ରେ, କରୋନା ମେଡିସିନ୍‌ ଗୁଡିକର…

୮୦୦ ଲୋକଙ୍କ ପେଟ ଭରିବା ପାଇଁ ପିଲାମାନେ ନେଲେ ଏପରି ପଦକ୍ଷେପ, ନିଜର କୁମ୍ପି ଭାଙ୍ଗି ଅସହାୟଙ୍କୁ ପହଞ୍ଚାଇଲେ…

କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ ଜାରି ରହିଛି । ଏହି ଲକ୍ ଡାଉନ୍ ଯୋଗୁଁ ଖଟିଖିଆ ଶ୍ରମିକମାନେ ଏବେ ନିଜ ଭିଟାମାଟି ଅଭିମୁଖେ ପଳାୟନ କରୁଛନ୍ତି । ସେମାନେ ମୁଠାଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏପରି ଖବର ଆମ ହୃଦୟକୁ ବିଚଳିତ କରୁଥିବାବେଳେ…

ଲକ୍ ଡାଉନର ଫାଇଦା ଉଠାଇଲେ ଚୋର, ମ୍ୟୁଜିୟମରୁ ଚୋରି କରି ନେଲେ ଏହି ମୂଲ୍ୟବାନ୍ ବସ୍ତୁ

କରୋନା ଭାଇରସ୍ ପାଇଁ ବର୍ତ୍ତମାନ୍ ସାରା ଦୁନିଆ ଭୟଙ୍କର ସ୍ଥିତି ଦେଇ ଗତି କରୁଛି । ତେବେ ଏହି କାରଣରୁ ସାରା ଦୁନିଆରେ ବର୍ତ୍ତମାନ୍ ଅନେକ ଦେଶ ଲକ୍ ଡାଉନ୍ ହୋଇ ରହିଛି । ଗୋଟିଏ ପଟେ ଏହା ସାରା ବିଶ୍ୱ ପାଇଁ ଏକ ସମସ୍ୟା ହୋଇ ଠିଆ ହୋଇଥିବା ବେଳେ ଅନ୍ୟପଟେ କିଛି ଲୋକ ଏହାର ଫାଇଦା ଉଠାଉଛନ୍ତି…

ଚୀନ ଏବଂ ଇଟାଲି ପରେ ବର୍ତ୍ତମାନ୍ ଏହି ଦେଶରେ ଚାଲିଛି କରୋନାର ତାଣ୍ଡବ, ଗୋଟିଏ ଦିନରେ ୪୧୮ ଲୋକଙ୍କ ମୃତ୍ୟୁ

ଫ୍ରାନ୍ସରେ ଦିନକୁ ଦିନ କରୋନା ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ କାରଣରୁ ଗତକାଲି ସେଠାରେ ୪୧୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ଫ୍ରାନ୍ସରେ ଏହି ମହାମାରୀ କାରଣରୁ ଗୋଟିଏ ଦିନରେ ହୋଇଥିବା ମୃତ୍ୟୁ ସଂଖ୍ୟା ମଧ୍ୟରେ ଏହା ସର୍ବାଧିକ । ଏହାପରେ ଫ୍ରାନ୍ସରେ…

ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ, ସୂଚନା ଦେଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା

ଭୁବନେଶ୍ବର: ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ । ୪୦ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିଛି । ଏଯାଏ କଣ୍ଟ୍ରୋଲରୁମକୁ ୫ ହଜାର ୨ଶହ କଲ୍‌ ଆସିଛି । ଶହେରୁ ଅଧିକ ଲୋକଥିବା ସ୍ଥାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଭଳି ୨୩୦ଟି ଓଡ଼ିଆ ଗ୍ରୁପ୍‌ ଚିହ୍ନଟ ହୋଇଛି। ଦିଲ୍ଲୀ, ଗୁଜରାଟ,…

କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଥର୍ମୋମିଟର, ଜାଣନ୍ତୁ କେମିତି କରେ କାମ

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ଏବେ ଯାଏଁ ୧୯୯ ଟି ଦେଶକୁ ନିଜ କବ୍ଜାକୁ ନେଇସାରିଲାଣି। ଏହି ଭାଇରସ ଯୋଗୁ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏବେଠୁ ସଚେତନ ନ ହେଲେ ଏହି ହାର ଆଗକୁ ବଢ଼ିପାରେ ବୋଲି ଡାକ୍ତରମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଣୁ ଭାରତର…

ସେଲ୍ଫ ଆଇସୋଲେସନରେ ରହିବାର ଅଜବ ଉପାୟ, ପ୍ଲାଷ୍ଟିକ ବେଲୁନ ଭିତରେ ମହିଳା ନିଜକୁ କଲେ କଏଦ

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ। ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରଖିଲେ ହିଁ ଏହି ଭାଇରସକୁ ଆମ୍ଭୋମାନେ ମାତ ଦେଇପାରିବା। ଏଭଳି ସାମାଜିକ ଦୂରତ୍ୱକୁ ସଠିକ୍‌ ଭାବେ ନିଭାଇବା ପାଇଁ ବ୍ରିଟେନର ଜଣେ ମହିଳା ଅଦ୍ଭୁତ ଉପାୟ ଆପଣାଇଛନ୍ତି।…

ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଖୁବ୍ ସହଜରେ ନିଜ ଶିକାର ବନାଏ କରୋନା, ଜାଣନ୍ତୁ ଆଉ କାହାକୁ ଜଲଦି ହୁଏ କୋଭିଡ-୧୯

କରୋନା ଭାଇରସ ଯୋଗୁ ଏବେ ସାରା ଦୁନିଆ ଆତଙ୍କିତ ରହିଛି। ଏହି ମାରାତ୍ମକ ଭାଇରସ କେତେବେଳେ କାହାକୁ ନିଜ କବ୍ଜାକୁ ନେବ ତାହା କେହି କହିପାରିବେ ନାହିଁ। ଏଣୁ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ପ୍ରାୟ ଅଧିକାଂଶ ଦେଶକୁ ଲକଡାଉନ କରିଦିଆଯାଇଛି। ବିଶ୍ୱ…

ଗାଡି ଚାଳକଙ୍କୁ ଆଶ୍ୱସ୍ତି: ଜୁନ୍‌ ୩୦ ଯାଏ ବଢିଲା ଗାଡ଼ି ପର୍‌ମିଟ୍‌ ଅବଧି, କରୋନା ପାଇଁ କେନ୍ଦ୍ର ସଡ଼କ ପରିବହନ ବିଭାଗ…

ନୂଆଦିଲ୍ଲୀ: ଗାଡି ଚାଳକଙ୍କୁ ଆଶ୍ୱସ୍ତି । ଜୁନ୍‌ ୩୦ ଯାଏ ବଢିଲା ଗାଡ଼ି ପର୍‌ମିଟ୍‌ ଅବଧି । ଫେବ୍ରୁଆରୀରେ ସରୁଥିବା ଗାଡ଼ି କାଗଜପତ୍ରର ହେବନି ନବୀକରଣ । କରୋନା ପାଇଁ କେନ୍ଦ୍ର ସଡ଼କ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ୩୦ଜୁନ୍‌ ଯାଏଁ ବୈଧ…

ଟିଭିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖି ଆରତୀ କରିବାକୁ ଲାଗିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

୨୧ ଦିନର ଲକଡାଉନ ବେଳେ ଲୋକଙ୍କୁ ଘରେ ରଖିବା ପାଇଁ ସରକାର ବିଭିନ୍ନ ପନ୍ଥା ଆପଣାଉଛନ୍ତି। ଏଥିପାଇଁ ଏବେ ଦୂରଦର୍ଶନରେ ନବେ ଦଶକର ରାମାୟଣ ଓ ଦିଦି ଭାରତୀରେ ମହାଭାରତ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ସୂଚନା ଏବଂ ପ୍ରସାର ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। ନିଜ ପସନ୍ଦର ପୁରୁଣା…

ଲକଡାଉନରେ ବାଇକରେ ଘରକୁ ଫେରିଲା ପୁଅ ତ ମା’ କଲା ଏମିତି ସାନିଟାଇଜ, ଭିଡିଓ ଦେଖିଲେ ହେବେ ଚକିତ

କରୋନା ଭାଇରସକୁ ରୋକିବା ପାଇଁ ଭାରତକୁ ୨୧ ଦିନ ପାଇଁ ଲକଡାଉନ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି। ଏଥିସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୋଦି ଅପିଲ କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଲକଡାଉନକୁ ନେଇ କେତେକ ଭିଡିଓ ଭାଇରାଲ…

ଇଟାଲୀ, ସ୍ପେନ ଓ ଆମେରିକାରେ କରୋନା ମୃତ୍ୟୁର ବିଭୀଷିକା : ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ…

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ଦୁଇ ଶହ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୩୭ ହଜାରରୁ ଅଧିକ ମୁଣ୍ଡ । କେବଳ ୟୁରୋପ ମହାଦେଶରେ ଏହି ସଂଖ୍ୟା ୨୫ ହଜାରରୁ ଅଧିକ । ପାଖାପାଖି ୭ ଲକ୍ଷ ୮୫ ହଜାର ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ମାଡ଼ରେ ତ୍ରାହି ତ୍ରାହି ଡାକୁଛି…